October 18, 2024

Odia Express

Here, There and Everywhere

ଅମିତାଭ ବଚ୍ଚନଙ୍କ ଶୋ କେବିସି ଦେଖିବାପାଇଁ Jaya ଛାଡିଦିଅନ୍ତି ଘରର ସବୁ କାମ, ନିଜେ ଅମିତାଭ କରିଲେ ଖୁଲାସା

ବଲିଉଡ୍ ଶେହନଶାହ୍ ଅମିତାଭ ବଚ୍ଚନ ଆଉଥରେ ପୁଣି ଦର୍ଶକଙ୍କ ପସନ୍ଦର ଶୋ କୋନ୍ ବନେଗା କରୋଡପତି ସହ ହାଜିର୍ ହୋଇସାରିଛନ୍ତି, କହିଦେବୁ କି ୨୩ ଅଗଷ୍ଟରୁ କେବିସି ର ୧୩ ତମ ସିଜିନ୍ ସୋନି ଟିଭି ଆରମ୍ଭ ହୋଇସାରିଛି, ସବୁଥର ପରି ଅମିତାଭ ବଚ୍ଚନ ଏହି ଥର ସେହି ଜୋସ୍ ସହ ଶୋକୁ ହୋଷ୍ଟ କରୁଥିବାର୍ ନଜର ଆସିଛନ୍ତି, କହିଦେବୁ କି ଏହି ଶୋ ପପୁଲାର୍ ଇଣ୍ଟରନ୍ୟାଶାନାଲ୍ ଶୋ ହୁ ୱାଣ୍ଟସ୍ ଟୁ ବି ମିଲେନିୟର୍ ରୁ ପ୍ରେରିତ ହୋଇଛି, ମାଲୁମ୍ ଥିବ କି ୨୦୧୯ ରେ ଅମିତାଭ ଏହି ଶୋକୁ ଖୁଲାସା କରିଥିଲେ, ଓ ତାଙ୍କର ପୁରା ବଚ୍ଚନ ପରିବାର ଏହି ଶୋକୁ ଦେଖିଥାଏ ।

ଅମିତାଭ ବଚ୍ଚନ ଖୁଲାସା କରି କହିଥିଲେ କି ତାଙ୍କ ବୋହୁ ଐଶ୍ୱର୍ଶ୍ୟା ରାୟ ବଚ୍ଚନ ଓ ଝିଅ ଶ୍ୱେତା ବଚ୍ଚନ ନନ୍ଦା ବି ଘରେ କେବିସି ଦେଖନ୍ତି, ଓ ଏହା ସହ ଜୟା ବଚ୍ଚନ ବି ଏହି ଶୋକୁ ଦେଖନ୍ତି, ଏହା ନୁହେଁ ଏହି ଶୋ ଦେଖିବାକୁ ଜୟା ସବୁ କାମ ପଛରେ ପକାଇଦିଅନ୍ତି, କହିଦେବୁ କି କେବିସି ୧୩ ତମ ସିଜିନ୍ ରେ ଆପଣଙ୍କୁ ପୁରୁଣା ସିଜିନ୍ ରୁ ହଟିକରି କିଛି ଅଲଗା ଦେଖିବାକୁ ମିଳିବ, ଶେହନଶାହ୍ କହନ୍ତି କି ମୋର ପରିବାରରେ ସବୁ ଲୋକ କେବିସି ଶୋ ଦେଖନ୍ତି, ସେ କହିଲେ କି ଜୟା ସବୁ କିଛି ଛାଡିକରି କୋନ୍ ବନେଗାକରୋଡପତି ଦେଖନ୍ତି । ଅମିତାଭ ଆଗକୁ କହିଲେ କି ତାଙ୍କ୍ ପରିବାର ଲୋକେ ଏହି ଶୋକୁ ଘରେ ଖେଳନ୍ତି, କେବେ ଶ୍ୱେତା ତ ଐଶ୍ୱର୍ଯ୍ୟା ସେ ଘରେ ବସିକରି ସବୁ ପ୍ରଶ୍ନର ଓ ଉତ୍ତରର ଚର୍ଚ୍ଚା କରିବାରେ ଲାଗିଯାଆନ୍ତି, ଏହା ନୁହେଁ ବରଂ ଅମିତାଭଙ୍କ ନାତୁଣୀ ଆରାଧ୍ୟା ବି ଏହି ଶୋ ଦେଖେ, ସେ କହିଲେ କି ଘରେ ଏମିତି ବସି ବସି କେବେ କେବେ ଆମେ ଉତ୍ତର ବି କହିଦେଉ, ଏହା ଛଡା କେବେ କେବେ ପ୍ରଶ୍ନର ଉତ୍ତର ହଁ କିମ୍ବା ନାଁରେ ଦେଇଥାଉ ।

କହିଦେବୁ କି କୋନ୍ ବନେଗା କରୋଡପତି ସିଜିନ୍ ୧୩ ସେଟ୍ ରେ ଏହିଥର ବହୁତ ବଡ ପରିବର୍ତ୍ତନ କରାଯାଇଥିଲା, ଶୋରେ ଏଲଇଡି ଓ ଅଗମେଣ୍ଟେଡ୍ ରିୟାଲିଟି ବ୍ୟବହାର କରାଯାଇଥିଲା, ଏହି ସିଜିନ୍ ଟାଇମର୍ ନାଁ ବଦଳାଇକରି ଧୁକଧୁକି ଜି କରିଦିଆଯାଇଛି, ସେମିତି ଫାଷ୍ଟେସ୍ ଫିଙ୍ଗର୍ ଫାଷ୍ଟ ବଦଳାଇକରି ଫାଷ୍ଟ ଟ୍ରିପଲ୍ ଟେଷ୍ଟ କରିଦିଆଯାଈଛି, ଏହି ସମୟରେ ପ୍ରତିଯୋଗୀଙ୍କ ସାମାନ୍ୟ ଜ୍ଞାନ ତିନୋଟି ସଠିକ୍ ଜବାବ୍ ଦେବାକୁ ହେବ, ଏହି ଥର ଶୋରେ ସବୁଠାରୁ ଖାସ୍ କଥା ଏହା କି ଏଥିରେ ଏଡିଆନ୍ସ ପୋଲ୍ ଲାଇଫ ଲାଇନ୍ ପୁଣୀ ଫେରିଛି ।

ଜାଣିଥିବେ କି ବହୁତ ସାରା ଲୋକେ ନିଜ ଭାଗ୍ୟ ପରଖି ଏହି ଶୋରୁ ଯାଈସାରିଛନ୍ତି, ବହୁତ ଗରିବ ଲୋକଙ୍କୁ ଏହା ଦ୍ୱାରା ନିଜ ସ୍ୱପ୍ନ ସାକାର ହୋଇଥିବାର ଦେଖାଯାଈଛି, ଏହି ଶୋ ର ଜରିଆରେ କେତେ ଲୋକଙ୍କର ସ୍ୱପ୍ନ ବି ପୁରଣ ହୋଇଛି, ଅମିତାଭ ବଚ୍ଚନ ଏହିଥର୍ ପ୍ରତିଯୋଗୀଙ୍କୁ ଏକ ମଜାଲିଆ ଢଙ୍ଗରେ ପ୍ରଶ୍ନ କରୁଥିବାର ନଜର ଆସିବେ, ୱାର୍କଫ୍ରଣ୍ତ କଥା କହିଲେ ଅମିତାଭ ଫିଲ୍ମ ଚେହେରେ ର ଛଡା ଅନ୍ୟ ବଡ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *