October 18, 2024

Odia Express

Here, There and Everywhere

ଯେବେ ନିଜ ସ୍ୱାମୀ ଧର୍ମେନ୍ଦ୍ରଙ୍କୁ କୁଣ୍ଢାଇ ଧରି ବହୁତ କାନ୍ଦିଥିଲେ Hema Malini, ଇଶା ଦେଓଲ ଥିଲେ ଏହି ଘଟଣାର କାରଣ

ଅଭିନେତ୍ରୀ ହେମାମାଳିନୀ ନିଜ ଝିଅମାନଙ୍କୁ ବହୁତ ଯତ୍ନର ସହ ଦେଖାଶୁଣା କରିଛନ୍ତି । ଓ ସବୁବେଳେ ତାଙ୍କୁ ଉଚିତ୍ ମାର୍ଗ ଦେଖାଇଛନ୍ତି । ହେମାଙ୍କ ମୁତାବିକ ସେ ସବୁବେଳେ ନିଜ ଝିଅଙ୍କ ପାଖାପାଖି ରହିଛନ୍ତି, ବିବାହ ପରେ ବି ତାଙ୍କୁ ନିଜ ଝିଅମାନଙ୍କ ଚିନ୍ତା ଲାଗିରହିଥାଏ, ସେମିତି ଏକ କାହାଣୀ କହିକରି ହେମା ମାଳିନୀ କହିଲେ କି ଯେବେ ତାଙ୍କ ବଡ ଝିଅ ଇଶା ପ୍ରଥମଥର ସ୍କୁଲ୍ ଆସିଥିଲେ , ତେବେ ସେ ବହୁତ କାନ୍ଦିଥିଲେ, ସେ ପୁରା ଦିନ ଚିନ୍ତିତ ରହିଥିଲେ, ଓ ଇଶାଙ୍କ ସ୍କୁଲରୁ ଫେରିବାରେ ହେମା ତାଙ୍କୁ କୁଣ୍ଢାଇ କରି ପକାଇଥିଲେ ।

ହେମା ମାଳିନୀ ଏକ ଇଣ୍ଟରଭ୍ୟୁରେ ଏହି କଥା ବିଷୟରେ ଆଲୋଚନା କରି କହିଥିଲେ କି ତାଙ୍କ ଜୀବନରେ ଏକ ସମୟ ଏମିତି ଥିଲା ଯେବେ ସେ ବହୁତ ଚିନ୍ତିତ ରହୁଥିଲେ, ଯେବେ ତାଙ୍କ ଝିଅ ଇଶା ଓ ଆହାନା ବଡ ହେଉଥିଲେ ଓ ସେହି ସମୟରେ ସେ ବହୁତ ଅସୁରକ୍ଷିତ ଅନୁଭବ କରିବାକୁ ଲାଗୁଥିଲେ, ତାଙ୍କୁ ଲାଗୁଥିଲା କି ତାଙ୍କ ଝିଅମାନେ କେଉଁ ଭୁଲ୍ ରାସ୍ତାରେ ନ ଚାଲିଯାଆନ୍ତୁ । ଏଥିପାଇଁ ସେ ତାଙ୍କ ପାଖରେ ଆସି ରୁହନ୍ତି ।

ଅଭିନେତ୍ରୀ ଆଗକୁ କହିଲେ କି ଯେବେ ଇଶା ପ୍ରଥମଥର ସ୍କୁଲ୍ ଯାଇଥିଲେ । ତେବେ ସେ ବହୁତ ଚିନ୍ତିତ ହୋଇଯାଆନ୍ତି, ଇଶାଙ୍କୁ ସେ ଓ ଧର୍ମେନ୍ଦ୍ର ସ୍କୁଲ ଛାଡିବାକୁ ଯାଇଥିଲେ, ଇଶା ଦେଓଲଙ୍କ ହାତ ଧରି ଯେପରି ତାଙ୍କ ଟିଚର୍ ନେବାକୁ ଲାଗିଲେ , ତେବେ ହେମା ମାଳିନୀଙ୍କ ଚିନ୍ତା ବଢିବାକୁ ଲାଗିଲା, ହେମା ମାଳିନୀ ଇଶା ଦେଓଲଙ୍କୁ ଦୁର ଯିବା ଦେଖି ସେ ନିଜକୁ ସଂମ୍ଭାଳିପାରିଲେ ନାହିଁ, ଓ ଧର୍ମେନ୍ଦ୍ରଙ୍କୁ କୁଣ୍ଢାଇ କାନ୍ଦିବାକୁ ଲାଗିଲେ ।

ଧର୍ମେନ୍ଦ୍ର କେଉଁ ପ୍ରକାରରେ ହେମା ମାଲିନୀଙ୍କୁ ବୁଝାଇଲେ ଓ ଘରକୁ ଚାଲିଗଲେ, କିନ୍ତୁ ଘରୁ ଫେରାଇ ଆସିବା ପରେ ହେମା ମାଳିନୀଙ୍କ ଚିନ୍ତା ଦୁର ହୋଇଗଲେ, ତାଙ୍କ ଦିମାଗରେ କେବଳ ଇଶା ଦେଓଲଙ୍କ ଚିନ୍ତା ରହୁଥିଲା, ସେ ଖାଲି ଭାବୁଥିଲେ କି ତାଙ୍କ ଝିଅ ଏକେଲା ଅନୁଭବ କରୁଥିବେ ।ହେମା ମାଳିନୀ ଅନୁସାରେ ଯେବେ ପର୍ଯ୍ୟନ୍ତ ଇଶା ଦେଓଲ ସ୍କୁଲରେ ଥିଲେ , ତେବେ ପର୍ଯ୍ୟନ୍ତ କେବେ ଚିନ୍ତିତ ରହିନାହାନ୍ତି, ଇଶା ଯେପରି ଘରକୁ ଆସିଲେ ତେବେ ମୋତେ ଆଶ୍ୱସ୍ତି ମିଳିଲା, ଓ ଝିଅକୁ କୁଣ୍ଢାଇ ନେଲେ, ସେ ସମୟ ତାଙ୍କ ଜୀବନରେ ସବୁଠାରୁ ଅଜବ ସମୟ ଥିଲା, ଆଜି ବି ସେ ସମୟକୁ ମନେ ପକାନ୍ତି, ଓ ସେ କାନ୍ଦିପକାଇଲେ ।

କୁହାଯାଉଛି କି ଇଶା ଯେବେ ନିଜ ପ୍ରଥମ ଫିଲ୍ମ ସୁଟିଙ୍ଗ୍ କରୁଥିଲେ, ସେହି ସମୟରେ ହେମା କାନ୍ଦିବାକୁ ଲାଗିଲେ, ଝିଅ ଇଶା ଦେଓଲ ପ୍ରଥମ ଥର ସୁଟିଙ୍ଗ୍ ସେଟ୍ ରେ ପହଞ୍ଚିଲେ, ତେବେ ହେମା ମାଳିନୀ ତାଙ୍କ ସହ ଥିଲା, ଝିଅକୁ ସୁଟିଙ୍ଗ୍ କରିବା ଦେଖି ହେମାଙ୍କୁ କାନ୍ଦ ଆସିଗଲା, ଯାହାପରେ ଇଶା ଙ୍କୁ ସେ ଚୁପ୍ କରାଇଲେ, ଏହି ପରି ନିଜ ଝିଅଙ୍କ ବିବାହ ସମୟରେ ହେମା ବହୁତ କାନ୍ଦିବାକୁ ଲାଗିଲେ, ତେବେ ପରିବାର ସଦସ୍ୟ ମିଶିକରି ତାଙ୍କୁ ଶାନ୍ତ କରାଇଲି । ହେମା ଓ ଧର୍ମେନ୍ଦ୍ର ଦୁଇଟି ଝିଅ ଅଛନ୍ତି , ଜଣେ ଇଶା ଓ ଅନ୍ୟଟି ଆହାନା, ହେମା ମାଲିନୀ ଓ ଇଶା ଦେଓଲ ଜଣେ ଅନ୍ୟଙ୍କ ଘନିଷ୍ଠ ଥିଲେ, ଇଶା ଦେଓଲ ବିବାହ ପରେ ଦିଲ୍ଲୀ ସିଫ୍ଟ ହୋଇଗଲେ, ସେ ନିଜ ମାଙ୍କୁ ଦେଖା କରିବାକୁ ମୁମ୍ବାଇ ଯାଉଥିଲେ, ଇଶା ଦୁଇଟି ଛୁଆର ମା ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *