October 18, 2024

Odia Express

Here, There and Everywhere

୧୦୦ କୋଟି ଟଙ୍କାର ଘରେ ରହୁଛନ୍ତି Sachin Tendulkar, ଜାଣନ୍ତୁ କେତେ ତାଙ୍କର ସମୁଦାୟ ସଂମ୍ପତ୍ତି

1 min read

ସଚିନ୍ ତେନ୍ଦୁଲକରଙ୍କ ନାଁ ସାରା ବିଶ୍ୱରେ ମହାନ୍ ଖେଳାଳୀଙ୍କ ସୁଚିରେ ଆସେ, ଏହା ସହ ତାଙ୍କୁ କ୍ରିକେଟ୍ ଜଗତରେ ଭଗବାନ ବୋଲି କୁହାଯାଏ, ସଚିନ ତେନ୍ଦୁଲକରଙ୍କ ଏକ ଭଲ ସାଧାରଣ ପରିବାରରୁ ଥିଲେ, ଓ ଛୋଟ ଘରେ ରହୁଥିଲେ, କିନ୍ତୁ ପରିଶ୍ରମ ଦମରେ ସେ ଆଜି କୋଟିଏ ଟଙ୍କାର ସଂମ୍ପତ୍ତିର ମାଲିକ ହୋଇଛନ୍ତି, ଓ ଏକ ଆଲିଶାନ୍ ଜୀବନଶୈଳୀରେ ବଞ୍ଚୁଛନ୍ତି, କ୍ରିକେଟ୍ ରୁ ସନ୍ୟାସ ନେବାପରେ ସେ କୋଟିଏ ଟଙ୍କା ପ୍ରତି ବର୍ଷ ଆୟ କରୁଛନ୍ତି ।

ସଚିନ୍ ଙ୍କ ଜନ୍ମ ୨୪ ଅପ୍ରେଲ୍ ୧୯୭୩ କୁ ହୋଇଥିଲା, ବାପା ରମେଶ ତେନ୍ଦୁଲକର, ଏକ ପ୍ରସିଦ୍ଧ ମରାଠି ଉପନ୍ୟାସକାର ଓ କବି ଥିଲେ, ତାଙ୍କ ମା ରଜନୀ ଏକ ବିମା କମ୍ପାନୀରେ କାମ କରୁଥିଲେ, ତେନ୍ଦୁଲକରଙ୍କ ଦୁଇ ବଡ ଭାଇ  ଓ ଏକ ଭଉଣୀ ଅଛନ୍ତି, ଯାହାଙ୍କ ନାଁ ନିତିନ୍, ଅଜିତ୍ ଓ ସବିତା ଅଟେ, ସେମାନେ ରମେଶଙ୍କ ପ୍ରଥମ ସ୍ତ୍ରୀଙ୍କ ଛୁଆ ଅଟନ୍ତି, ଯିଏ ନିଜ ତୃତୀୟ ଛୁଆର୍ ଜନ୍ମ ପରେ ମରିଗଲେ, ଭାଇ ଅଜିତ୍ ୧୯୮୪ ରେ ସଚିନ୍ ଙ୍କୁ କ୍ରିକେଟ୍ ଖେଳିବା ସିଖାଇଥିଲେ, ଓ କୋଚ୍ ରମାକାନ୍ତ ଆଚେରକରଙ୍କ ସାକ୍ଷାତ କରାଇଥିଲେ ।

କୋଚ୍ ରମାକାନ୍ତ ଆଚରେକର ସଚିନ୍ ଙ୍କୁ କ୍ରିକେଟ୍ ଭଲ ଭାବେ ସିଖାଇଥିଲେଓ ଉଚ୍ଚ ସଫଳତାରେ ଆଣି ପହଞ୍ଚାଇଲେ, କ୍ରିକେଟ୍ ଦୁନିଆଁରେ ପାଦ ରଖି ସଚିନ୍ ଙ୍କ ଭାଗ୍ୟ ବଦଳିଗଲା, ଓ ସେ କୋଟିଏ ଟଙ୍କାର ସଂମ୍ପତ୍ତି ମାଲିକ ହୋଇଥିଲେ, କେବଳ ୨୨ ବର୍ଷର ଆୟୁରେ ସେ ୩୦ କୋଟିରୁ ଅଧିକା ଟଙ୍କାର ସଂମ୍ପତ୍ତି କମାଇନେଇଥିଲେ ।

୧୯୯୫ ରେ ସଚିନ୍ ୱାର୍ଲଡ୍ ଟେଲ୍ ଙ୍କ ସହ ୩୧,୫ କୋଟି ଟଙ୍କାର ପାଞ୍ଚ ବର୍ଷର କଣ୍ଟ୍ରାକ୍ଟ ସାଇନ୍ କରିଥିଲେ, ସଚିନ୍ ଏମିତି ଏକ କ୍ରିକେଟିୟର୍ ଥିଲେକ୍ ଯିଏକି MRF ସହ ୨୦୦୧ ରେ ୧୦୦ କୋଟି ଟଙ୍କାର ଡିଲ୍ ସାଇନ୍ କରିଥିଲେ, ଏହା ଛଡା ତାଙ୍କ ପାଖରେ ବହୁତ ସାରା ବ୍ରାଣ୍ତସ୍ ଥିଲା, ତାଙ୍କ କମାଇ ବାର୍ଷିକ ୧୭ ରୁ ୨୦ କୋଟି ମଧ୍ୟରେ ରହୁଥିଲା ।

ମିଡିଆ ରିପୋର୍ଟ୍ସ ଅନୁସାରେ ଏହି ସମୟରେ ସଚିନ୍ ତେନ୍ଦୁଲକରଙ୍କ ସମୁଦାୟ୍ ସଂମ୍ପତ୍ତି ୮୩୪ କୋଟି ଟଙ୍କା ଅଛି, ସେ ନିଜ ସଂମ୍ପତ୍ତି ଅଧିକାଂଶ କମାଇ କ୍ରିକେଟ୍ ରୁ ପାଇଛନ୍ତି, କ୍ରିକେଟ୍ ରୁ ସନ୍ୟାସ ନେବାପରେ ତାଙ୍କ କମାଇ ଆଡଭରଟାଇଜମେଣ୍ଟ ରୁ ଆସିଥିଲା, ଏହା ଛଡା ତେନ୍ଦୁଲକର ରିୟଲ୍ ଷ୍ଟେଟ୍ ରୁ ଇନଭେଷ୍ଟମେଣ୍ଟ କରିଛନ୍ତି, ସଚିନ୍ ତେନ୍ଦୁଲକର କାରଗୁଡିକର୍ ବହୁତ ସଉକ ରଖନ୍ତି, ତାଙ୍କ ପାଖରେ ଗୋଟେରୁ ବଳି ଗୋଟେ ଦାମିକାର୍ ଅଛି, ସେଥିରେ ବିଏମଡବଲୁ, ଫେରାରୀ, ୩୬୦ ମର୍ସଡିଜ୍ ବେଞ୍ଚ୍, ପରି କାର୍ ସାମିଲ୍ ଅଛି, ଏହି କାର୍ ର ସମୁଦାୟ ଦାମ୍ ୨୦ କୋଟି ଟଙ୍କା ଅଟେ । ସଚିନ୍ ତେନ୍ଦୁଲକରଙ୍କ ପାଖରେ ବହୁତ ସାରା ପ୍ରୋପଟି ଅଛି, ତାଙ୍କ ପାଖରେ ବାନ୍ଦ୍ରାରେ ଏକ ଲକଜୁରୀ ଘର ଅଛି, ଏହି ଘରର ଦାମ୍ ପ୍ରାୟ ୧୦୦ କୋଟି ଟଙ୍କା ଅଟେ, ସଚିନ୍ ଏହି ଆଲିଶାନ୍ ଘର ମୁମ୍ବାଇର ବାନ୍ଦ୍ରାର ୱେଷ୍ଟ ପେରି କ୍ରସ୍ ରୋଡ୍ ଉପରେ ୨୦୦୭ ରେ କିଣିଥିଲେ, ସେହି ସମୟରେ ସେହି ଘରର ଦାମ୍ ୩୯ କୋଟି ଥିଲା, ଏହି ଘର ୬୦୦୦ ସ୍ୱେକାର୍ ଫିଟ୍ ରେ ଅଛି ।

ଏକ ରିପୋର୍ଟ ଅନୁସାରେ ୨୦୧୪ ରେ ସଚିନ୍ ଅଣ୍ତୋସମେଣ୍ଟସ୍ ରୁ ୭୫କୋଟି ଆୟ କରିଥିଲେ, ଏହି ସମୟରେ ଲୁମିନସ୍, ମୁସାଫିର୍ ଡଟ୍ କମ୍, କୋକାକୋଲା, ଏଡିଦାସ୍, ଅବିବା, ତୋଶିବା, ସ୍ୱିସ୍ ୱାଚ୍, ଫିଏଟ୍, ଭିଜା କେଷ୍ଟ୍ରୋଲ୍, ସହିତ୍ ବହୁତ ବ୍ରାଣ୍ତସ୍ ର ଏଣ୍ତୋସ୍ କରିସାରିଛନ୍ତି, ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ସଚିନ୍ ତେନ୍ଦୁଲକର ବହୁତ ସାରା ରେକର୍ଡ କରିଛନ୍ତି, ଆଜି ପର୍ଯ୍ୟନ୍ତ ତାଙ୍କ ରେକର୍ଡ କେହି ଭାଙ୍ଗିପାରିନାହାନ୍ତି, ସେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ନିଜ ଶେଷ ସିରିଜ୍ ଖେଲିଥିଲେ, ଯାହାପରେ ୧୬ ନଭେମ୍ବର ୨୦୧୩ କୁ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ଜଗତରୁ ସନ୍ୟାସ ନେଇଗଲେ ।

Leave a Reply

Your email address will not be published. Required fields are marked *