October 18, 2024

Odia Express

Here, There and Everywhere

ଜାଣନ୍ତୁ କେତେ ଟଙ୍କାର ସଂମ୍ପତ୍ତିର ମାଲିକାଣୀ ଅଟନ୍ତି Ranu Mondal, ବଞ୍ଚୁଛନ୍ତି ଆଲିଶାନ୍ ଲାଇଫ୍ ଷ୍ଟାଇଲ୍

ଦକ୍ଷତା ଏପରି ଏକ ଜିନିଷ ଅଟେ ଯାହାର ଦମ୍ ରେ ଆପଣଙ୍କ ଭାଗ୍ୟ ପଲଟାଇଦେଇପାରେ, ଏବେ ସଙ୍ଗୀତର ଦୁନିଆଁକୁ ନେଇନିଅନ୍ତୁ, ଏଠାରେ ଗୁମନାମ୍ ଗଳିରୁ ବାହାରିକରି ଗୋଟେ ରୁ ବଢିକରି ଗୋଟେ ସିଙ୍ଗର୍ ଆସିଛନ୍ତି, ଓ ସଫଳତାର ସ୍ୱାଦ ଚାଖିନେଇଛନ୍ତି, କିଏ ଷ୍ଟ୍ରଗଲ୍ କରି ଥୀରେ ଥିରେ ଆଗକୁ ବଢିଛି ତ କିଏ ସିଙ୍ଗିଙ୍ଗ୍ ରିୟାଲିଟି ଶୋରେ ଭାଗ ନେଇ ଫେମସ୍ ହୋଇଯାଇଛି, ଆଜି ସୋସିଆଲ୍ ମିଡିଆ ଜମାନାରେ କିଛି ଲୋକ ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇକରି ଫେମସ୍ ହୋଇସାରିଛନ୍ତି, ରାନୁ ମଣ୍ତଳ ଏମିତି ଏକ ସିଙ୍ଗର୍ ଅଟନ୍ତି ଯିଏକି ଦାରିଦ୍ରତାର ଦଲଦଲରୁ ଉଠିକରି ଧନୀର ଗଳିରେ ଆସିଯାଇଥିଲେ ।

କିଛି ସମୟ ପୁର୍ବରୁ ରାନୁ ମଣ୍ତଳର ନାଁ ସବୁ ମିଡିଆ ଚ୍ୟାନେଲରେ ଦେଖାଯାଉଥିଲା, ରାନୁ ଏକ ଜମାନାରେ ଷ୍ଟେସନରେ ବସିକରି ଗୀତ ଗାଉଥିଲେ, ବାଟରେ ଯିବା ଆସିବା କରୁଥିବା ଲୋକଙ୍କୁ ପଇସାମାଗୁଥିଲେ, ଦିନେ ସେ ଯେବେ ଷ୍ଟେସନରେ ବସି ଲତା ମଙ୍ଗେସକରଙ୍କ ଗୀତ ଗାଉଥିଲେ ତେବେ ସେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଗଲା, ଏହି ଗୀତ ତାଙ୍କୁ ରାତାରାତି ଏତେ ଫେମସ୍ କରିଦେଲା କି ତାଙ୍କୁ ବଲିଉଡ୍ ମ୍ୟୁଜିକ୍ ଇଣ୍ତଷ୍ଟ୍ରିରେ ଏଣ୍ଟ୍ରି ମିଳିଗଲା, ଏମିତିରେ ଆଜି ଆମେ ଆପଣଙ୍କୁ ଷ୍ଟେସନରେ ବସି କେବେ ଗୀତ ଗାଉଥିବା ରାନୁ ମଣ୍ତଳଙ୍କ ସମୁଦାୟ ସଂମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ।

ରାନୁ ମଣ୍ତଳ ଏକ ବହୁତ ଗରିବ ପରିବାରରୁ ସଂମ୍ପର୍କ ରଖନ୍ତି, ସେ ଦାରିଦ୍ରତାର ଦଲଦଲରେ ଏହି ଭାବେ ଫସିଥିଲେ କି ତାଙ୍କ ପାଖରେ ଗୋଟେ ଘର ବି ନଥିଲା, ସେ ଏମିତିରେ ରେଲୱେ ଷ୍ଟେସନରେ ରହୁଥିଲେ, ଦିନେ ସେ ରେଲୱେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ପ୍ୟାର କା ନଗମା ଗୀତ ଗାଉଥିଲେ । ଏହି ସମୟରେ ଏକ ରାସ୍ତାରେ ଯାଉଥିବା ବ୍ୟକ୍ତି ତାଙ୍କ ଭିଡିଓ ବନାଇକରି ସୋସିଆଲ୍ ମିଡିଆରେ ପକାଇଦେଲା, ଏହି ଭିଡିଓ ଜଲଦି ହିଁ ଭାଇରାଲ୍ ହୋଇଗଲା, ଯେପରି ଫିଲ୍ମ ଇଣ୍ତଷ୍ଟ୍ରିରେ ବହୁତ ଲୋକ ଦେଖିଲେ, ଏମିତିରେ ସଂଗୀତକାର ହିମେଶ ରେଶମିଆ ରାନୁ ମଣ୍ତଳଙ୍କ ବିଷୟରେ ଜାଣିପାରିଲେ ଓ ସେ ବଲିଉଡ୍ ରେ ନିଜ ଏକ ଫିଲ୍ମ ଏକ ଗୀତ ତେରି ମେରି କାହାନିରେ ଗୀତ ଗାଇବାର ମଉକା ପାଇଲେ ।

ଏହାପରେ ରାଣୁ ମଣ୍ତଳ ବହୁତ ଲୋକପ୍ରିୟ ହୋଇଗଲେ, ସେ ବହୁତ ରିୟାଲିଟି ଶୋରେ ଆସିଥିଲେ, କିନ୍ତୁ ଅଚାନକ ଇଣ୍ତଷ୍ଟ୍ରିରୁ ଗାୟବ ହୋଇଗଲେ, ଲୋକମାନେ ତାଙ୍କୁ ଆଉ ପସନ୍ଦ କଲେ ନାହିଁ, ଏହାର କାରଣରୁ ତାଙ୍କ ନିଜ ଫ୍ୟାନ୍ସଙ୍କ ସହ ରୁଡ୍ ବ୍ୟବହାର କରିବାର କାରଣ ବି ରହିଥିଲା, ଏଥିରେ ତାଙ୍କର ନେଗେଟିଭ୍ ପବ୍ଲିସିଟି ହେଲା, ଓ ଲୋକେ ତାଙ୍କୁ କାମ ଦେବା ବନ୍ଦ କରିଦେଲେ ।

ଏବେ ସେ ଫିଲ୍ମ ଇଣ୍ତଷ୍ଟ୍ରିରେ କୌଣସି ବି ପ୍ରୋଜେକ୍ଟ କରୁନାହାନ୍ତି, ସୋସିଆଲ୍ ମିଡିଆରେ କିଛି ସମୟ ପୁର୍ବରୁ ଛତିଶଗଡରେ ରହୁଥିବା ସହଦେବ ଦିରଦୋ ଚର୍ଚ୍ଚିତ ଗୀତ ବଚପନ କା ପ୍ୟାର୍ ଏକ ଭିଡିଓ ସାମ୍ନାକୁ ଆସିଥିଲା ।

ରାନୁ ମଣ୍ତଳ ଯେବେ ଟିକିଏ ସମୟ ପାଇଁ ଯେଉଁ ଲୋକପ୍ରିୟତା ପାଇଥିଲେ, ସେହି ସମୟରେ ବହୁତ ପଇସା କମାଇଥିଲେ, ସେ ବଲିଉଡ୍ ରେ ଗୀତ ଗାଇବାରେ ବହୁତ ଭଲ ଫିସ୍ ନେଉଥିଲେ, ନିଜ ଲୋକପ୍ରିୟତା ଚରମ ଦିନରେ ସେ ଇନକମ୍ ଓ ସୋର୍ସ ବି ବଢିଯାଇଥିଲା, ରାନୁ ମଣ୍ତଳ ଏହି ସମୟରେ କେତେ କମାଉଥିଲେ ତାହା ଅନ୍ଦାଜା ଲଗାଇବା ମୁସକିଲ୍ ଅଟେ । କିନ୍ତୁ ଆମେ ଆପଣଙ୍କୁ ଏହାର ଅନ୍ଦାଜାରୁ ସମୁଦାୟ ସଂମ୍ପତ୍ତି ବିଷୟରେ ନିଶ୍ଚିତ କହିବୁ, ମିଡିଆ ରିପୋର୍ଟ ଅନୁସାରେ ରାନୁ ମଣ୍ତଳଙ୍କ୍ ସମୁଦାୟ ସଂମ୍ପତ୍ତି ୭ ଲକ୍ଷ ଟଙ୍କା ଅଟେ, ଏବେ ଦେଖିବାର ଅଛି କି ଭବିଷ୍ୟରେ ନିଜ ସଂମ୍ପତ୍ତି ବିଷୟରେ ଆଗକୁ ବଢାଉଛନ୍ତି କି କମାଉଛନ୍ତି ।

Leave a Reply

Your email address will not be published. Required fields are marked *