October 18, 2024

Odia Express

Here, There and Everywhere

କେବେ ବିନା ଟୟଲେଟ୍ ବାଲା ଭଡା ଘରେ ପରିବାର ସାଙ୍ଗରେ ରହୁଥିଲେ Yusuf Pathan , ଆଜି ଅଟନ୍ତି କୋଟିଏ ଟଙ୍କାର ମାଲିକ

କ୍ରିକେଟ୍ ଦୁନିଆଁ ସହ ଯୋଡି ହୋଇଥିବା ଖେଳାଳୀଙ୍କ କଥା କହିଲେ ଆଜି ଆମର ମଧ୍ୟରେ ବହୁତ କ୍ରିକେଟିୟର୍ସ ଅଛନ୍ତି ଯିଏକି ନିଜ ଶାନଦାର୍ ଖେଳ ପ୍ରଦର୍ଶନ୍ କରି ଆଜି ଲୋକପ୍ରିୟତା ହାସିଲ୍ କରିଥିଲେ, ଆଜି ସେ ନିଜ ପରିଶ୍ରମ ବଳରେ ନିଜର ଏକ ତଗଡା ଫ୍ୟାନ୍ ବେସ୍ ବନାଇନେଇଥିଲା, ଏମିତିରେ ନିଜ ଆଜି ଏହି ପୋଷ୍ଟର୍ ଜରିଆରେ ଏକ ଏମିତି କ୍ରିକେଟିୟରଙ୍କ ବିଷୟରେ ଆମେ ସାକ୍ଷାତ କରାଇବୁ ଯିଏକି ନିଜ କ୍ୟାରିୟରର ଦିନରେ ଲକ୍ଷାଧିକ ହୃଦୟରେ ରାଜ୍ କରିଥିଲେ, ଏହି କ୍ରିକେଟିୟର୍ ଆଉ କେହି ନୁହେଁ ବରଂ ୟୁସୁଫ୍ ପଠାନ୍ ଅଟନ୍ତି ଯିଏକି ଏହି ବର୍ଷ ନିଜ କ୍ୟାରିୟରର ଅବସର ଘୋଷଣା କରିଥିଲେ ।

ଆମର ଭାରତୀୟ କ୍ରିକେଟ୍ ଟିମ୍ ର ପୁର୍ବତନ ଅଲରାଉଣ୍ତର ୟୁସୁଫ୍ ପଠାନଙ୍କ ଜନ୍ମ ୧୭ ନଭେମ୍ବର ୧୯୮୨ କୁ ଗୁଜୁରାଟର ବଡୋଦରାରେ ହୋଇଥିଲା, ଓ ୟୁସୁଫ୍ ପଠାନ୍ ଇଣ୍ତିଆନ୍ କ୍ରିକେଟ୍ ଟିମ୍ ରେ ଶାନଦାର୍ ବ୍ୟାଟିଙ୍ଗ୍ ଓ ବୋଲିଙ୍ଗ୍ ପାଇଁ ଜଣାଯାଆନ୍ତି, ୟୁସୁଫ୍ ପଠାନ୍ ନିଜ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ କ୍ୟାରିୟରର ଆରମ୍ଭ ଟିଟ୍ୱେଣ୍ଟି ରେ ପାକିସ୍ଥାନ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିକରି କରିଥିଲେ, କିନ୍ତୁ ତାଙ୍କୁ ଅସଲ ପରିଚୟ ମିଳିଥିଲା ଆଇପିଏଲ୍ ପ୍ରଥମ ସିଜିନ୍ ରୁ ଯେଉଁଥିରେ ୟୁସୁଫ୍ ପଠାନ୍ ରାଜସ୍ଥାନ ଟିମ୍ ସହ ଖେଳିସାରିଛନ୍ତି । ୟୁସୁଫ୍ ପଠାନ୍ କ୍ରିକେଟ୍ କ୍ୟାରିୟର୍ ବହୁତ ଶାନଦାର୍ ରହିଥିଲା

ସେ ନିଜ କ୍ୟାରିୟରରେ ବହୁତ ସାରା ରେକର୍ଡ କରିଥିଲେ, କଥା ହେବା ୟୁସୁଫ୍ ଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ ତେବେ ୟୁସୁଫ୍ ପଠାନ୍ ପରିବାର ସହ ଏକ ଛୋଟ ଭଡା ଘରେ ରହୁଥିଲେ, ଓ ୟୁସୁଫ୍ ପଠାନଙ୍କ ଘରେ ସମୁଦାୟ ୫ ଜଣ ସଦସ୍ୟ ଥିଲେ ଯେଉଁଥିରେ ୟୁସୁଫ୍ ପଠାନ୍ ନିଜ ପରିବାର ସହ ରହୁଥିଲେ, ସେ ବି ବହୁତ ଛୋଟ ଓ ତାଙ୍କ ଘରେ ବାଥରୁମ୍ ବି ନଥିଲା, ସେମିତି କିଛି ସମୟ ପରେ ଏହି ଛୋଟ ଘରେରହିବାପରେ ୟୁସୁଫ୍ ପଠାନ୍ ନିଜ ଘର ବଦଳାଇଦେଲେ, କିଛି ସୁବିଧା ବଢିଗଲା,

କଥା ହେବା ଏବେକାର ସମୟରେ ତେବେ ଆଜିର ସମୟରେ ୟୁସୁଫ୍ ପଠାନ୍ ଆଲିଶାନ୍ ମହଙ୍ଗା ବଙ୍ଗଳାର ମାଲିକ ହୋଇସାରିଛନ୍ତି, ଏହି ଆଲିଶାନ୍ ଘର ଦାମ୍ କୋଟିଏ ଉପରେ ଜଣାଯାଏ । କଥା ହେବା ୟୁସୁଫ୍ ପଠାନ୍ ଙ୍କ ନେଟ ୱର୍ଥ ଇନକମ୍ ବିଷୟର୍ ତେବେ ୟୁସୁଫ୍ ପଠାନ୍ ଙ୍କ ପାଖରେ ୧୯୬ କୋଟି ଟଙ୍କା ସଂମ୍ପତ୍ତିର ମାଲିକ ଅଟନ୍ତି, ଆଜି ସେମିତି ୟୁସୁଫଙ୍କ ପାଖରେ ଧନ ଦୌଲତ କମି ନାହିଁ, କିନ୍ତୁ ଏହାପରେ ୟୁସୁଫ୍ ପଠାନ୍ ଆଜି ବହୁତ ଆରାମଦାୟକ ଜୀବନ ବଞ୍ଚୁଛନ୍ତି ।

ୟୁସୁଫ୍ ପଠାନ୍ ଆଫରିନ୍ ନାମକ ଏକ ଝିଅ ସହ ୨୭ ମାର୍ଚ୍ଚ ୨୦୧୩ କୁ ନିକାହ୍ କରିଥିଲେ, ଓ ତାଙ୍କର ସ୍ତ୍ରୀ ଆଫରିନ୍ ମୁମ୍ବାଇରେ ବଢିଛନ୍ତି, ଓ ସେ ପେଶାରେ ଜଣେ ଫିଜିଓଥେରାଫିଷ୍ଟ ଅଟନ୍ତି, ସେମିତି ଏହି ଦୁହେଁଙ୍କ ବିବାହରେ ଦୁହେଁ ପରିବାରଙ୍କ ରଜାମନ୍ଦୀରେ ହୋଇଥିଲା, ଓ ୟୁସୁଫ୍ ପଠାନ୍ ନିଜ ବିବାହରେ ଅଧିକା ଧୁମ୍ ଧାମରେ କରିନଥିଲେ, ବରଂ ଏକ ସାଧାସିଧା ସମାରୋହ ରେ ଏହି ଦୁହେଁଙ୍କ୍ ନିକାହ ହୋଇଥିଲା, ୟୁସୁଫ୍ ପଠାନଙ୍କ ସ୍ତ୍ରୀ ଆଫରିନ୍ ଦେଖିବାକୁ ବହୁତ ସୁନ୍ଦର ନଜର ଆସୁଛନ୍ତି, ଓ ବହୁତଥର ୟୁସୁଫ୍ ପଠାନ୍ ନିଜ ସ୍ତ୍ରୀଙ୍କ ସହ ଫଟୋଗୁଡିକ ସେୟାର୍ କରନ୍ତି, ଯାହା ବହୁତ ଭାଇରାଲ୍ ହୋଇଥାଏ ।

Leave a Reply

Your email address will not be published. Required fields are marked *