October 18, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ରାସ୍ତାରେ ଏକ Cute ଝିଅ କୁ ଏକ ବୁଢା ଧକ୍କା ହୋଇଗଲା, ବୁଢା ଆଇ ଆମ୍ ସରି ତାପରେ ଝିଅ କହିଲା ଯାହା ଶୁଣିଲେ ହସିବେ ଆପଣ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ମ୍ୟାଡାମ୍- କାଲି ତୁମେ କୋଚିଙ୍ଗ୍ ଆସିଲ ନାହିଁ କେଉଁଆଡେ ଯାଇଥିଲ ? ଛାତ୍ର- ସେ କାଲି ଆମର ଏଠାରେ ମନ୍ଦିରରେ ବ୍ୟୁଟିଫୁଲ୍ ଟ୍ରେଜଡି ଥିଲା ନା, ଏଥିପାଇଁ ଆସିପାରିଲି ନାହିଁ, ମ୍ୟାଡ୍ୟାମ୍- ବ୍ୟୁଟିଫୁଲ ଟ୍ରାଜେଡି ମତଲବ ? ଛାତ୍ର- ମତଲବ ସୁନ୍ଦର କାଣ୍ତ , ମ୍ୟାଡାମ୍- ଏବେ ସଦମାରେ ଅଛନ୍ତି ।

୨) ସ୍ତ୍ରୀ ସ୍ୱାମିକୁ କହିଲା- ଇଦ୍ ଆସିବାର ଅଛି କୁର୍ବାନୀପାଇଁ ଛେଳି ଆଣିନ ? ସ୍ୱାମୀ ରାଗିକି କହିଲ୍- ମୋତେ ହଲାଲ୍ କରିଦେ, ଛେଳିର କଣ ଦରକାର ? ତାର ସ୍ତ୍ରୀ କହିଲା- ଗଧାର କେବଳ କମାଇ ଠିକ୍ କୁର୍ବାନୀ ନୁହେଁ ।

୩) ଗୋଟେ ଯୁବକ ଏକ ନୁଆ ଜାଗୁଆର୍ କିଣିଲା, ସେ ନିଜ ନୁଆ ଗାଡି ଦେଖାଇବାପାଇଁ ଗାର୍ଲଫ୍ରେଣ୍ତ ଘରକୁ ଗଲା, ଗାର୍ଲଫ୍ରେଣ୍ତ ଗାଡିଦେଖିକରି ଖୁସି ହୋଇଗଲା ଓ ବୟଫ୍ରେଣ୍ତକୁ ଚୁମାଦେଇକରି କହିଲା, ଆରେ ବାଃ , ନୁଆ କାର୍ ଓ ତାହା ବି ପୁମାର, ଏବେ ପୁଅଟି ମେଡିକାଲ୍ ରେ ଆଡମିଟ୍ ହୋଇଛି ।

୪) ଅଧ୍ୟାପିକା- ନାରିର ମତଲବ କଣ ହୋଇଥାଏ? ପିଙ୍କି- ନାରି ମତଲବ ଶକ୍ତି, ଅଧ୍ୟାପିକା- ତେବେ ପୁରୁଷର ମତଲବ ? ପପୁ-ସହନ ଶକ୍ତି ।

୫) ସ୍ତ୍ରୀ ରାଗରେ- ମୁଁ ଘର ଛାଡିଯାଉଛି, ସ୍ୱାମୀ- ରାଗରେ- ହଁ ଜାନ୍ ଛାଡିଦିଅ, ସ୍ତ୍ରୀ- ଖାଲି ତୁମର ଜାନ୍ କହିବାର ଅଭ୍ୟାସ ଅଛି ନା, ମୋତେ ସବୁବେଳେ ରୋକିଦେଉଛି, ଏବେ କୁଆଡେ ବି ଯାଉନି ।

୬)ସ୍ତ୍ରୀ ଓ ସ୍ୱାମୀ ରାତିରେ ରଜାଇରେ ଶୋଇଥିଲେ, ଅଚାନକ ରୁମ୍ ରେ କିଟ୍ କିଟ୍ ଆବାଜ୍ ଆସିଲା, ସ୍ତ୍ରୀ ଉଠିଦେଖିଲା ତ ମୁଷା କପଡାକୁ ଗୁଣ୍ତ କରୁଥିଲା, ସ୍ତ୍ରି- ଉଠିକି ଦେଖ ମୁଷା କପଡାକୁ କାଟିଦେଉଛି, ସ୍ୱାମୀ- ଆରେ ସବୁ ରଜାଇ ଟାଣୁନେଲୁ ଏଥିପାଇଁ ଥଣ୍ତାରେ ମୋର ଦାନ୍ତ କିଟ୍ କିଟ୍ କରୁଛି ।

୭) ସ୍ୱାମୀ ତୁମେ ସବୁବେଳେ ମୋର ମୋର କରୁଛ , ତୁମର ଆମର କହିବା ଦରକାର, ସ୍ତ୍ରୀ- କିଛି ଖୋଜୁଥିଲି ଆଲମୀରାରେ, ସ୍ୱାମୀ-କଣ ଖୋଜୁଛ ? ସ୍ତ୍ରୀ- ଆମର ପେଟିକୋଟ୍ ।

୮) ବିବାହ କଣ ଅଟେ? ଜବାବ୍- ଏହା ବିବାହ ଏମିତି ଏକ ଗଠବନ୍ଧନ ଅଟେ, ଯେଉଁଠି ଦୁଇ ବ୍ୟକ୍ତି ମିଶିକରି ସେହି ସମସ୍ୟାକୁ ବୁଝାଇବାକୁ ଚେଷ୍ଟା କରନି ଜୀବନସାରା ପ୍ରୟାସ କରନ୍ତି, ଯାହା ପୁର୍ବରୁ କେବେ କରିନଥିଲେ ।

୯) ମିତା ସିମାକୁ- ତୁମର ହାଇଦ୍ରାବାଦ୍ ଯାତ୍ରା କିପରି କଟିଲା ? ସିମା ମିତାକୁ – ଆରେ କଣ କହିବି, ? ରାସ୍ତାରେ ମୋର ସ୍ୱାମୀ ପାଣି ନେବାକୁ ଓହ୍ଲାଇଲେ ଓ ଗାଡି ଚାଲିଗଲା, ସେ ଷ୍ଟେସନରେ ରହିଗଲେ, ମିତା ସିମାକୁ- ମୁଁ ବୁଝିପାରୁଛି ତୁମ ପିଡା, ଏତେ ଲମ୍ବା ସମୟ ତୁମକୁ ଶୋଷିଲା ରହିବାକୁ ପଡିଥିବ ।

୧୦) ଏକ ବୁଢା ସୁନ୍ଦର ଝିଅକୁ ଧକ୍କା ହୋଇଗଲା< ବୁଢା- ଆଇ ଆମ୍ ସରି, ଝିଅ- ଆରେ ଅନ୍ଧ କି ଦେଖାଯାଉନି ତୋତେ, ଝିଅ ଏବେ ଯେମିତି ଆଗକୁ ବଢିଲା ଏକ ହ୍ୟାଣସମ୍ ପୁଅ ଧକ୍କା ହୋଇଗଲା, ପୁଅ- ସରି, ଝିଅ- ଠିକ୍ ଅଛି ଚଲିବ, ବୁଢା- ମୋର ସରିର ସ୍ପେଲିଙ୍ଗ୍ ଭୁଲ୍ ଥିଲା କି ?

Leave a Reply

Your email address will not be published. Required fields are marked *