October 18, 2024

Odia Express

Here, There and Everywhere

ନିଜ ଛୁଆଙ୍କ Hindustan ରେ ହି ଦେଖାଶୁଣା କରିବାକୁ ଚାହଁନ୍ତି ମାଧୁରୀ ଦିକ୍ଷିତ, ଏହା ହେଲା ବଡ କାରଣ

ବଲିଉଡ୍ ର ସବୁଠାରୁ ହିଟ୍ ହିରୋଇନ୍ ଲିଷ୍ଟରେ ମାଧୁରୀ ଦିକ୍ଷିତ ନାଁ ଆସେ , ମାଧୁରୀ ଦିକ୍ଷିତ ଫିଲ୍ମୀ କ୍ୟାରିୟର୍ ବହୁତ ହିଟ୍ ରହିଥିଲା, ଆଜି ସେ ଲକ୍ଷାଧିକ ଲୋକଙ୍କର ହୃଦୟର ସ୍ପନ୍ଦନ ହୋଇଛନ୍ତି । କହିଦେବୁ କି ମାଧୁରୀ ପୁରା ଏବେ ସେଟେଲ୍ ଅଛନ୍ତି ଓ ତାଙ୍କର ଦୁଇଟି ପୁଅ ଅଛନ୍ତି ଜଣେ ହେଲେ ଆରିନ୍ ଓ ଅନ୍ୟ ହେଲେ ରାୟନ, ସେ ଆଜି ବି ରିୟାଲିଟି ଶୋରେ ଭାଗ ନେଉଛନ୍ତି, ନିଜ କାମ ଓ ପରିବାରକୁ ସଂମ୍ଭାଳିବା ସେ ଭଲ ଭାବରେ ଜାଣିଛନ୍ତି, କହିଦେବୁ କି ତାଙ୍କ ବିବାହ ପରେ ମାଧୁରୀ ଦିକ୍ଷିତ ୧୨ ବର୍ଷ ପର୍ଯ୍ୟନ୍ତ ଡେନେଭର୍ ରେ ରହିଥିଲେ, ଓ ସେଠାରେ ନିଜ ଛୁଆଙ୍କୁ ଜନ୍ମଦେଇଥିଲେ, ଏହାପରେ ସେ ନିଜ ଛୁଆଙ୍କ ପାଳନପୋଷଣ ପାଇଁ ଭାରତ ଫେରିଆସିଲେ ।

କହିଦେବୁ କି ମାଧୁରୀ ଦିକ୍ଷିତ ଡେନଭରରେ ପ୍ରାୟ ୧୨ ବର୍ଷ ବିତାଇଲେ, ଓ ସେଠାରେ ସେ ନିଜ ସ୍ୱାମୀ ଓ ଛୁଆଙ୍କ ସହ ବହୁତ ମଜା ନେଲେ, ସେଠାରେ ମିଡିଆ ନଜରରେ ଦୁରରେ ଥିଲେ, ଓ ଖୋଲିକରି ବଞ୍ଚିଥିଲେ, ମାଧୁରୀ ଦିକ୍ଷିତ ନିଜ ଛୁଆଙ୍କ ସହ ପାର୍କ ଯାଉଥିଲେ, ଓ ବହୁତ ମସ୍ତି କରୁଥିଲେ, ଏକ ଇଣ୍ଟରଭ୍ୟୁରେ ମାଧୁରୀ ଦିକ୍ଷିତଙ୍କୁ ପଚାରାଗଲା କି ତାଙ୍କୁ ଯଦି ଡେନଭର୍ ରେ ଅଧିକା ସମୟ ରହିବାକୁ ପଡେ ତ କଣ କରିବେ ? ତେବେ ମାଧୁରୀ ଦିକ୍ଷିତ ଉତ୍ତରରେ କହିଲେ କି ସେ ଅଧିକା ୟୁଏସଏ ରେ ରୁହନ୍ତି, ଓ ତାଙ୍କ ଛୁଆ ପଶ୍ଚିମ ସଂସ୍କୃତି ଆପଣାଇନିଅନ୍ତି, ଓ ଭାରତୀୟ ସଂସ୍କୃତି ଦୁର ହୋଇଯାଏ

ଏହାପରେ ତାଙ୍କ ପାଇଁ ଦେଶ ବଦଳାଇବା ବହୁତ ମୁସକିଲ୍ ହୋଇଯାଏ । ମଜାଦାର୍ କଥା ଏହା କି ଏକ ଷ୍ଟ୍ରିକଡ୍ ମଦର୍ ହିସାବରେ ମାଧୁରୀ ଜଣାଯାଆନ୍ତି, ଯିଏ ନିଜ ଛୁଆଙ୍କୁ ଅନୁଶାସନରେ ରଖନ୍ତି, ମାଧୁରୀ କହନ୍ତି କି ଛୁଆଙ୍କୁ ଯଦି କମ୍ ବୟସରୁ ଭଲ ଅଭ୍ୟାସ ବିଷୟରେ ଶିକ୍ଷା ଦିଆଯାଏ ତେବେ ଆଗକୁ ଯାଇକରି ଭଲ ବ୍ୟବହାର ଓ ଅନୁଶାସନ ରଖିବା ସହଜ ହୋଇଯିବ, ଓ ସେ ନିଜ ଛୁଆଙ୍କ ପାଈଁ ଭାରତକୁ ବାଛିଲେ ଯାହାଦ୍ୱାରା ସଂସ୍କୃତି ଓ ରୀତିନୀତି ବିଷୟରେ ଜାଣିପାରିବେ

ସେମିତି ମାଧୁରି ଏକ କୁଲ୍ ମମ୍ ହିସାବରେ ଜଣାଯାଆନ୍ତି, ତାଙ୍କର ମାନିବା କଥା କି ଛୁଆଙ୍କୁ କମ୍ ବୟସରେ ହିଁ ଏକ ଭଲ ମ୍ୟାଚୋର୍ ବ୍ୟକ୍ତି ପରି ବ୍ୟବହାର କରିବାକୁ ନ ଲାଗନ୍ତୁ, ମାଧୁରୀ ନିଜ ଛୁଆଙ୍କୁ ଭଲ ସଂସ୍କାର ଦେବାକୁ ଚାହଁନ୍ତି, କିନ୍ତୁ ତାଙ୍କୁ ସଠିକ୍ ନିର୍ଣ୍ଣୟ ନେବାର ଦେଖିବାକୁ ସେ ଚାହଁନ୍ତି ।

ଏଥିରୁ ଆମେ ଏହା ଶିକ୍ଷା ପାଇଛୁ କି ଏତେ ଲୋକପ୍ରିୟ ଓ ଧନବାନ ଅଭିନେତ୍ରୀ ବି ଛୁଆଙ୍କୁ ନେଇକରି ବହୁତ ଚିନ୍ତା କରନ୍ତି, ଯାହାଦ୍ୱାରା ସେ ଭଲ ମଣିଷ ହୋଇପାରିବେ ,ଯେଉଁଠି ପଇସା ଆସିଗଲେ ଲୋକେ ନିଜ ଛୁଆଙ୍କୁ ବିଗାଡିଦିଅନ୍ତି, ସେମିତି ମାଧୁରୀ ହେବାକୁ ଦେଇନାହାନ୍ତି, ମାଧୁରୀ ଦିକ୍ଷିତଙ୍କ ଠାରୁ ସବୁ ମା ଏହା ଶିକ୍ଷା ନେବା ଉଚିତ୍, ଓ ସେ ନିଜ ଛୁଆଙ୍କୁ କମ୍ ବୟସରେ ଭଲ ସଂସ୍କାରଓ  ଭଲ ଅଭ୍ୟାସଗୁଡିକ ଦେବାରେ ଚେଷ୍ଟା କରିବା ଉଚିତ୍, ସେମିତି ଆପଣ ଭାରତରେ ରୁହନ୍ତୁ କି ବିଦେଶରେ ।

Leave a Reply

Your email address will not be published. Required fields are marked *