October 18, 2024

Odia Express

Here, There and Everywhere

ବହୁତ ସୁନ୍ଦର ଅଟନ୍ତି ପବନଦୀପ ରାଜନଙ୍କ Sister, ସୁନ୍ଦରତାରେ ଫିଲ୍ମ ଅଭିନେତ୍ରୀଙ୍କୁ ଦେଇଥାନ୍ତି କଡା ଟକ୍କର, ଦେଖନ୍ତୁ ଫଟୋଗୁଡିକ

ଛୋଟ ପର୍ଦାରେ ଲୋକପ୍ରିୟ ସିଙ୍ଗିଙ୍ଗ୍ ରିୟାଲିଟି ଶୋ ଇଣ୍ତିଆନ୍ ଆଇଡଲ୍ ୧୨ ଶେଷ ହୋଇସାରିଛି, ଏହି ସିଜିନ୍ ର ବିଜେତା ପବନଦୀପ ରାଜନ ରହିଛନ୍ତି, ଏହି ଶୋ ଜିତିବାପରେ ପବନଦୀପ ଲଗାତାର ଚର୍ଚ୍ଚାରେ ରହିଛନ୍ତି, ସେ ନିଜ ମଧୁର ଆବାଜରେ ସମସ୍ତଙ୍କ ହୃଦୟ ଜିତିଥିଲେ, ଆପଣଙ୍କୁ କହିଦେବୁ କି ପବନଦୀପ ରାଜନ ୧୫ ଅଗଷ୍ଟକୁ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ର ବିଜେତା ହୋଇସାରିଛନ୍ତି, ପବନଦୀପଙ୍କ ଜନ୍ମ ୨୭ ଜୁଲାଇ ୧୯୯୬ କୁ ଚମ୍ପାବତରେ ହୋଇଥିଲା, ସେ ସିଙ୍ଗିଙ୍ଗ୍ ଦ୍ୱାରା ବହୁତ ଲୋକଙ୍କ ହୃଦୟରେ ରହିଯାଇଥିଲେ ।

ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ବିଜେତା ହେବାପରେ ପବନଦୀପ ରାଜନୀତିରେ ଷ୍ଟାର୍ ହୋଇସାରିଛନ୍ତି, ସମସ୍ତେ ତାଙ୍କ ସିଙ୍ଗିଙ୍ଗ୍ ଦିୱାନା ହୋଇସାରିଛନ୍ତି, ଫ୍ୟାନ୍ସ ତାଙ୍କ ବିଷୟରେ ଜାଣିବାକୁ ଉତ୍ସୁକ ରୁହନ୍ତି , ସମସ୍ତେ ପବନଦୀପ ରାଜନଙ୍କ ଜୀବନ ସହ ଯୋଡି ହୋଇଥିବା ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି, ଏହି ଦିନରେ ପବନଦୀପ ରାଜନ ନିଜ ପର୍ସନାଲ୍ ଲାଇଫ୍ କୁ ନେଇକରି ଚର୍ଚ୍ଚାରେ ରହିଛନ୍ତି । ପବନଦିପ ରାଜନ୍ ଯେଉଁ ପ୍ରକାରରେ ନିଜ ଗାୟକିର ଯାଦୁ ଦେଖାଇଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ ଯୋଗ୍ୟ, ସେମିତି ପବନଦୀପ ରାଜନ୍ ପରିବାରର ସମସ୍ତେ ସିଙ୍ଗର୍ ଅଟନ୍ତି, ଏହି କାରଣରୁ ସେ ବହୁତ ଦକ୍ଷତାଶାଳୀ ସିଙ୍ଗର୍ ଅଟନ୍ତି , ପବନଦୀପ ରାଜନ୍ ଶୋ ଜିତିବାପରେ ତାଙ୍କ ଭଉଣୀ ଜ୍ୟୋତିଦୀପ ରାଜନ୍ ବି ବହୁତ ଲାଇଫ୍ ଲାଇଟ୍ ରୁ ଦୁରେଇ ଯାଇଛନ୍ତି, ହଁ ଆଜ୍ଞା ପବନଦୀପ ରାଜନଙ୍କ ଭଉଣୀ ଜ୍ୟୋତିଦିପ ରାଜନ୍ ଏକ ଭଲ ଗାୟିକା ଅଟନ୍ତି ।

ଯଦି ଆପଣ ପବନଦୀପ ରାଜନ ଭଉଣୀ ଜ୍ୟୋତିଦିପ ରାଜନଙ୍କୁ ଦେଖିବେ ତେବେ ସେ ନିଜ ଭାଇଙ୍କ ଭଳି ନଜର ଆସନ୍ତି , ଦୁହେଁ ଭାଇ ଭଉଣୀ ଜାଆଁଳା ଅଟନ୍ତି ତାଙ୍କ ନାକ ଫେସ୍ କଟ୍ ପବନଦୀପ ରାଜନଙ୍କ ପରି ଅଟେ, ଦୁହେଁ ଭାଇ ଭଉଣୀ ବହୁତ କ୍ୟୁଟ୍ ଦେଖାଯାଆନ୍ତି ।ପବନଦୀପ ରାଜନଙ୍କ ଭଉଣୀ ଜ୍ୟୋତିଦିପ ସୁନ୍ଦରତାର ମାମଲାରେ ବଡ ବଡ ଅଭିନେତ୍ରୀଙ୍କୁ କଡା ଟକ୍କର ଦେଇଦିଅନ୍ତି, ଯଦି ଆପଣ ତାଙ୍କ ଫଟୋ ଦେଖିବେ ତେବେ ଆପଣ ନିଜ ଉପରେ ବିଶ୍ୱାସ କରିପାରିବେ ନାହିଁ, ସେ ଦେଖିବାକୁ ବହୁତ ସୁନ୍ଦର ଓ କ୍ୟୁଟ୍ ନଜର ଆସନ୍ତି ।

ଆପଣଙ୍କୁ କହିଦେବୁ କି ପବନଦୀପ ରାଜନ୍ ଇଣ୍ତିଆନ୍ ଆଇଡଲ୍ ଜିତିବାପରେ ତାଙ୍କ ଭଉଣୀ ଜ୍ୟୋତିଦୀପଙ୍କ ଲୋକପ୍ରିୟତା ଧୀରେ ଧିରେ ବଢିବାରେ ଲାଗିଛି, ଜ୍ୟୋତିଦିପ ରାଜନ୍ ନିଜ ଭାଇ ପବନଦୀପଙ୍କ ପରି ସିଙ୍ଗିଙ୍ଗ୍ ରିୟାଲିଟି ଶୋରେ ଭାଗ ନେଇଛନ୍ତି, ସେ ୨୦୧୯ ରେ ଭୟସ୍ ଅଫ୍ ଇଣ୍ତିଆ କିଡସ୍ ରେ ଭାଗ ନେଇଥିଲେ, କିନ୍ତୁ ସେ ସେହି ସମୟରେ ଶୋରେ ଆଗକୁ ଯାଇପାରିଲେ ନାହିଁ । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପବନଦୀପ ରାଜନ୍ ଙ୍କ ଭଉଣୀ ଜ୍ୟୋତିଦୀପ ରାଜନ୍ ଙ୍କୁ ବହୁତ ଭାଷାର ଜ୍ଞାନ ଅଛି ଜ୍ୟୋତିଦୀପ ରାଜନଙ୍କ ଗଢବାଲି, କୁମାଉନି, ପଞ୍ଜାବୀ ଗୀତ ଭଲ ଭାବରେ ଆସେ, ସେ ବହୁତ ଲୋକ ସିଙ୍ଗର୍ ହେବାର ସହ ରକଷ୍ଟାର୍ ବି ଅଟନ୍ତି । ସେ ନିଜ କ୍ୟାରିୟରରେ ବହୁତ ଗିତ ଗାଇସାରିଛନ୍ତି, ଓ ତାଙ୍କ ଦ୍ୱାରା ଗାଈଥିବା ପାହାଡିଗୀତ ବହୁତ ଲୋକପ୍ରିୟ ହୋଇଛି ।

ପବନଦୀପ ରାଜନ୍ ଇଣ୍ତିଆନ୍ ଆଇଡଲ୍ ବିଜେତା ହେବା ପରେ ଜ୍ୟୋତିଦିପ ରାଜନ୍ ଲୋକପ୍ରିୟତା ଧୀରେ ଧିରେ ବଢୁଛି, ଇନଷ୍ଟାଗ୍ରାମରୁ ନେଇକରି ୟୁଟ୍ୟୁବ୍ ପର୍ଯ୍ୟନ୍ତ ଲୋକମାନେ ତାଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି । ଜ୍ୟୋତିଦିପ ରାଜନ୍ ବହୁତ ଷ୍ଟାଇଲିଷ୍ଟ ଓ ଗ୍ଲାମରସ୍ ଅଟନ୍ତି ,ସୋସିଆଲ୍ ମିଡିଆରେ ଲୋକେ ତାଙ୍କ ସୁନ୍ଦରତାର ପ୍ରଶଂସା କରୁଛନ୍ତି, ଜ୍ୟୋତିଦୀପ ରାଜନଙ୍କ ଇନଷ୍ଟାଗ୍ରମ ଏକାଉଣ୍ଟରେ ୮୫ ହଜାରରୁ ଅଧିକା ଫଲୋଅର୍ସ ଅଛନ୍ତି, ଜ୍ୟୋତିଦୀପ ସୁନ୍ଦରତା ମାମଲାରେ ଅଭିନେତ୍ରୀ ମାନଙ୍କୁ କଡା ଟକ୍କର୍ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *