October 18, 2024

Odia Express

Here, There and Everywhere

ଚାଉଳର ଏହି ସାଧାରଣ ଉପାୟରୁ ଦାରିଦ୍ରତା ହୋଇଯିବ ଦୂର,Maa ଲକ୍ଷ୍ମୀଙ୍କର କୃପାରୁ ଧନରେ ଭରିଯିବ ଘର

1 min read

ମନୁଷ୍ୟ ଜୀବନରେ ଆସିବା ଦିନରୁ କେଉଁ ନା କେଉଁ କାରଣରୁ ଚିନ୍ତା ବା ଅସୁବିଧା ଲାଗି ରହିଥାଏ, ଏବେକାର ସମୟରେ ଅଧିକାଂଶ ଲୋକ ସମସ୍ୟା ପଇସା ସହ ଯୋଡି ହୋଇଛି, ଲୋକେ ଦିନ ରାତି କଡା ପରିଶ୍ରମ କରି ପଇସା କମାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ତାଙ୍କର ପରିଶ୍ରମ ଅନୁସାରେ ଉଚିତ୍ ଫଳ ମିଳିପାରେ ନାହିଁ, ଏମିତି ସ୍ଥିତିରେ ବ୍ୟକ୍ତି ବହୁତ ନିରାଶ ହୋଇଯାଏ , କିନ୍ତୁ ଯଦି ଆପଣ ନିଜ ଜୀବନରେ ଧନ ସହ ଯୋଡି ହୋଇଥିବା ସମସ୍ୟା ସହ ଅନ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଜ୍ୟୋତିଷ୍ୟଶାସ୍ତ୍ରରେ କୁହାଯାଇଥିବା କିଛି ଉପାୟମାନ କରିପାରିବେ ଆସନ୍ତୁ ଜାଣିବା ।

ଆପଣଙ୍କୁ କହିଦେବୁ କି ହିନ୍ଦୁ ଧର୍ମରେ ଚାଉଳକୁ ସବୁଠାରୁ ପବିତ୍ର ବୋଲି ଜଣାଯାଏ , ଏହି କାରଣରୁ ଯେ କୌଣସି ଶୁଭକାର୍ଯ୍ୟ, ପୁଜାପାଠରେ ଚାଉଳର ବ୍ୟବହାର କରାଯାଏ, ଏମିତି ମାନାଯାଏ କି ବିନା ଚାଉଳର ବ୍ୟବହାରରେ ପୁଜା ସଫଳ ହୁଏ ନାହିଁ, ଏହା ଛଡା ଶୁଭ କାର୍ଯ୍ୟ କରୁଥିବା ସମୟରେ ପଥାରେ ଚାଉଳର ତିଲକ ବି ଲଗାଯାଇଥାଏ, ଏମିତି କରିଲେ କାମକାର୍ଯ୍ୟରେ ସଫଳତା ମିଳିଥାଏ, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଚାଉଳର କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିଲେ ଧନ ସହ ଯୋଡି ହୋଇଥିବା ଅସୁବିଧାରୁ ମୁକ୍ତି ପାଇପାରିବେ ।

୧) ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଚାଉଳ- ଯେପରି ଆମେ ଜାଣିଛେ କି ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ଯଦି ତାଙ୍କର କୃପା ଦୃଷ୍ଟି କେଉଁ ବ୍ୟକ୍ତି ଉପରେ ପଡେ ତେବେ ତାଙ୍କ ଜୀବନରେ ଧନ ସହ ଯୋଡି ହୋଇଥିବା ସମସ୍ୟା ଦୁର ହୋଇଯାଏ, ଆପଣ ଚାଉଳରେ ହଳଦି ମିଶାଇକରି ଲାଲ୍ କପଡାରେ ୨୧ ଅଖଣ୍ତିତ ଦାନା ରଖିଦିଅନ୍ତୁ, ଓ କପଡାରେ ବାନ୍ଧିଦିଅନ୍ତୁ, ଏବେ ମା ଲକ୍ଷ୍ମୀଙ୍କୁ ବିଧି ବିଧାନ ପୁର୍ବକ ସ୍ଥାପନା କରନ୍ତୁ, ଓ ତା ପାଖରେ ଏହି ଲାଲକପଡା ରଖିଦିଅନ୍ତୁ, ଏହାପରେ ନିୟମ ପୁର୍ବକ ପୁଜା କରନ୍ତୁ, ପୁଜା ହେବା ପରେ ଏହି ଲାଲ୍ କପଡାକୁ ନିଜ ପର୍ସରେ କିମ୍ବା ଆଲମୀରାରେ ରଖିଦିଅନ୍ତୁ, ଏହି ଉପାୟକୁ କରିଲେ ଧନ ସଂବନ୍ଧିତ ମାମଲାରେ ଆସୁଥିବା ଅସୁବିଧା ଦୁର ହୋଇଯିବ ।

୨) ମଥାରେ ତିଲକ ଲଗାନ୍ତୁ- ଯଦି ଆପଣଙ୍କୁ ଧନ ସଂବନ୍ଧିତ କିଛି କାର୍ଯ୍ୟ କରିବାରେ ପାଇଁ ଘରୁ ବାହାରକୁ ଯାଉଛନ୍ତି ତେବେ ସେହି ସମୟରେ ମଥାରେ ଚାଉଳ ତିଲକ ଲଗାଇଦିଅନ୍ତୁ, ଏମିତି କରିଲେ କାର୍ଯ୍ୟରେ ସଫଳତା ମିଳିବ, ଓ ଧନ ଲାଭ ପ୍ରାପ୍ତି ହୋଇଥାଏ, ଏହା ଛଡା ଆପଣ ଚାହିଁଲେ ପକେଟରେ ଚାଉଳର କିଛି ଦାନା ରଖିପାରିବେ, ଏଥିରେ ଆପଣଙ୍କୁ ଲାଭ ମିଳିବ ।

୩) ହୋମ ଯଜ୍ଞ କରନ୍ତୁ- ଯଦି ଆପଣ ଧନ ସହ ଯୋଡି ହୋଇଥିବା କାର୍ଯ୍ୟ କରିବାପାଇଁ ଘର୍ ବାହାରକୁ ଯାଉଛନ୍ତି ତେବେ ସେହି ସମୟରେ ମଥାରେ ଚାଉଳ ତିଲକ ଲଗାଇଦିଅନ୍ତୁ, ଏମିତି କରିଲେ କାର୍ଯ୍ୟରେ ସଫଳତା ମିଳିଥାଏ, ଓ ଧନ ଲାଭ ପ୍ରାପ୍ତି ହୋଇଥାଏ, ଏହା ଛଡା ଆପଣ ଚାହିଁଲେ ଚାଉଳର କିଛି ଦାନା ରଖିପାରିବେ, ଏଥିରେ ଆପଣଙ୍କୁ ଲାଭ ମିଳିବ ।ଯଦି ଆପଣ ଦାରିଦ୍ରତା ଦୁର କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ହୋମ କରିବା ସମୟରେ ଚାଉଳ ବ୍ୟବହାର କରନ୍ତୁ, ଏମିତି କରିଲେ ଦାରିଦ୍ରତା ଦୁର ହୋଇଯାଏ, ଏହି ଉପାୟ କରିବାପାଇଁ ଆପଣ ଚାଉଳକୁ ରାଶି ଓ କ୍ଷୀର ସହ ମିଶାଇକରି ହୋମ କରିପାରିବେ ।

Leave a Reply

Your email address will not be published. Required fields are marked *