October 18, 2024

Odia Express

Here, There and Everywhere

ସବୁଦିନ ସକାଳୁ ଘରର Main Door ଉପରେ କରନ୍ତୁ ଏହି କାମ, ଘରେ ହେବ ମା ଲକ୍ଷ୍ମୀଙ୍କର ଆଗମନ, ଆର୍ଥିକ ସ୍ଥିତି ହେବ ମଜବୁତ୍

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ , ଏମିତି କୁହାଯାଏ କି ଯଦି ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି କେଉଁ ବ୍ୟକ୍ତି ଉପରେ ରହିଥାଏ ତେବେ ସେହି ବ୍ୟକ୍ତିର ଜୀବନରେ ଧନ ସହ ଯୋଡି ହୋଇଥିବା ସବୁ ଅସୁବିଧା ଦୁର ହୋଇଯାଏ, ଶାସ୍ତ୍ରରେ ଏମିତି ବହୁତ ସାରା ଉପାୟ ବିଷୟରେ ଆଲୋଚନା କରାଯାଇଛି, ଯାହାର ସାହାଯ୍ୟରେ ଆମେ ମା ଲକ୍ଷ୍ମୀଙ୍କର ଆଶିର୍ବାଦ ପ୍ରାପ୍ତ କରିପାରିବା, ଆପଣଙ୍କୁ କହିଦେବୁ କି ସବୁ ଲୋକ ନିଜ ଘରର ସୁଖ ଶାନ୍ତି ଓ ସମୃଦ୍ଧି ବନାଇ ରଖିବାପାଇଁ ଯଥା ସଂମ୍ଭବ ଚେଷ୍ଟା କରିଥାନ୍ତି । ଘରର ସୁଖ,ସମୃଦ୍ଧି ପାଇଁ ଘରେ ସକରାତ୍ମକ ଉର୍ଜା ସଂଚାର ହେବା ଜରୁରୀ ହୋଇଥାଏ

ଯଦି ଘରେ ସକରାତ୍ମକ ଉର୍ଜା କମି ଅଛି ତେବେ ଏହା ନକରାତ୍ମକତା ବଢାଇଥାଏ, ଓ ପରିବାର ସଦସ୍ୟଙ୍କ ଆର୍ଥିକ ଅସୁବିଧାର ସହ ନାନା ପ୍ରକାରର ହଇରାଣ ହେବାକୁ ପଡିପାରେ । ବାସ୍ତୁ ଶାସ୍ତ୍ରରେ ଘର ଭିତରେ ସକରାତ୍ମକ ଉର୍ଜା ବଢାଇବାପାଇଁ ବହୁତ ମହତ୍ତ୍ୱପୁର୍ଣ୍ଣ ଉପାୟ କୁହାଯାଇଛି, ଯଦି ଆପଣ ଏହି ଉପାୟକୁ ଆପଣାଇବେ ତେବେ ଆପଣଙ୍କ ଘରୁ ସକରାତ୍ମକ ଉର୍ଜା ପ୍ରବାହ ରହିବ, ଏଥିରେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଗମନ୍ ହେଇଥାଏ, ବାସ୍ତୁ ଶାସ୍ତ୍ରରେ କିଛି କାମ କୁହାଯାଇଛି, ଯାହାକୁ ସବୁଦିନ କରିଲେ ଘରେ ସକରାତ୍ମକ ଉର୍ଜା ରହିଥାଏ, ଓ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ, ଯେଉଁଥିରେ ଆର୍ଥିକ ସ୍ଥିତି ଆହୁରି ମଜବୁତ୍ ହୋଇଯାଏ , ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟଗୁଡିକ କରିବାର ଅଛି ।

୧) ବାସ୍ତୁଶାସ୍ତ୍ରରେ ଏହି କଥାର ଉଲ୍ଲେଖ କରାଯାଇଛି କି ଆମର ଘରର ମୁଖ୍ୟ ଦ୍ୱାରରେ ସକରାତ୍ମକ ଉର୍ଜା ପ୍ରବେଶ କରିବାର ପ୍ରମୁଖ ସ୍ଥାନ ହୋଇଥାଏ, ସବୁଦିନ ସକାଳୁ ଉଠିକରି ପ୍ରଥମେ ନିଜ ଘରର ମୁଖ୍ୟ ଦ୍ୱାରରେ ଝାଡୁ ଲଗାନ୍ତୁ ଓ ଦ୍ୱାରର ଦୁଇ ପଟେ ପାଣିପକାଇକରି ସଫା କରନ୍ତୁ, କାରଣ ସକରାତ୍ମକ ଉର୍ଜା ସଂଚାର ପାଇଁ ଏହି ସ୍ଥାନ ସଫା ସୁତୁରା ରହିବା ଜରୁରୀ । ଏମିତି କରିଲେ ନକରାତ୍ମକ ଉର୍ଜା ବାହାରିଯାଏ , ଓ ଆର୍ଥିକ ଅସୁବିଧା ବି ଦୁର ହୋଇଯାଏ , ଏମିତି ମାନ୍ୟତା ଅଛି କି ଯେଉଁ ବ୍ୟକ୍ତି ଉପରେ ଘରର ମୁଖ୍ୟ ଦ୍ୱାର ସଫା ରୁହେ , ସେଠାରେ ଧନର ଦେବୀ ମା ଲକ୍ଷ୍ମୀଙ୍କର୍ ଆଗମନ ହୋଇଥାଏ ।

୨) ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରରେ ସ୍ୱସ୍ତିକ ଚିହ୍ନ ବହୁତ ଶୁଭ୍ ହୋଇଥାଏ, ସ୍ୱସ୍ତିକ ଚିହ୍ନ ବିଘ୍ନହର୍ତ୍ତା ଶ୍ରୀଗଣେଷଙ୍କ ପ୍ରତିକ ଭାବେ ଜଣାଯାଏ, ଏମିତି କୁହାଯାଏ କି ଏହା ଘରର ସୁଖ ସମୃଦ୍ଧି ଓ ଶୁଭତା ଆସିଥାଏ, ଓ ସବୁ ଦିନ ଘରର ମୁଖ୍ୟଦ୍ୱାର ସଫା ରଖିବା ଉଚିତ୍, ଓ ଘରର ବଡ ପୁଜା ପାଠ କରିବା ଉଚିତ୍, ତାହାପରେ ପ୍ରଥମେ ନିଜ ଘରେ ମୁଖ୍ୟଦ୍ୱାରର ଦୁହେଁ ପଟେ ସିନ୍ଦୁରରେ କିମ୍ବା ଅଭିରରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ, ଏମିତି କରିଲେ ଆର୍ଥିକ ସ୍ଥିତି ମଜବୁତ୍ ହୋଇଯାଏ, ଓ ଘରେ ସକରାତ୍ମକ ଉର୍ଜା ସଂଚାର ହୋଇଥାଏ ।

୩) ବାସ୍ତୁ ଶାସ୍ତ୍ର ଅନୁସାରେ ସବୁଦିନ୍ ସକାଳୁ ପୁଜା ପାଠ କରିବା ପରେ ଏକ ସଫା ପାତ୍ରରେ ଜଳ ନେଇକରି ସେଥିରେ କିଛି ହଳଦି ମିଶାଇକରି ମୁଖ୍ୟଦ୍ୱାରରେ ଛିଞ୍ଚନ କରନ୍ତୁ, ଆପଣଙ୍କୁ କହିଦେବୁ କି କେଉଁ ବି ଶୁଭ କାର୍ଯ୍ୟ ଓ ପୁଜା ପାଠରେ ହଳଦୀ ବ୍ୟବହାର କରାଯାଏ, ଖାସକରି ଭଗବାନ ବିଷ୍ଣୁଙ୍କ ପୁଜାରେ ହଳଦୀର ବ୍ୟବହାର ନିଶ୍ଚିତ ହୋଇଥାଏ, ଯଦି ଆପଣ ସବୁଦିନ ସକାଳୁ ଘରର ମୁଖ୍ୟ ଦ୍ୱାରରେ ହଲଦି ବାଲା ପାଣି ଛିଞ୍ଚନ କରନ୍ତି ତେବେ ଘରେ ସକରାତ୍ମକ ଉର୍ଜା ପ୍ରବାହିତ ହେବ, ଆପଣ ଚାହିଁଲେ ଜଳ ଛିଞ୍ଚନ ଘର ଭିତରେ ବି କରିପାରିବେ ।

Leave a Reply

Your email address will not be published. Required fields are marked *