October 18, 2024

Odia Express

Here, There and Everywhere

କେବେ ବି Kinner ଙ୍କୁ ଦାନରେ ଦିଅନ୍ତୁ ନାହିଁ ଏହି ୪ ଟି ଜିନିଷ,ଅନ୍ୟଥା ଆସିପାରେ ବଡ ସଙ୍କଟ, ଘରୁ ଚାଲିଯିବ ସବୁ ସମୃଦ୍ଧି

1 min read

ଯେପରି ଆମେ ସମସ୍ତେ ଜାଣିଛେ କି ଆମର ସମାଜରେ ଆଉ ଏକ ସମାଜ କିନ୍ନର ସମାଜ ଅଛି ଏହା ଏକ ଏମିତି ଶବ୍ଦ ଅଟେ ଯାହା ମହିଳା ଓ ପୁରୁଷ ଦୁହେଁଙ୍କ ସମାବେଶ ଅଟେ, ଭାରତୀୟ ଶାସ୍ତ୍ରର ଅନୁସାରେ ଦେଖିବାକୁ ଗଲେ କିନ୍ନରଙ୍କୁ ବହୁତ୍ ମହତ୍ତ୍ୱପୁର୍ଣ୍ଣ ମାନାଯାଏ , ଏମିତି କୁହାଯାଏ କି କିନ୍ନରଙ୍କ ଆଶିର୍ବାଦ ଓ ଅଭିଷାପ ମଣିଷ ଜୀବନରେ ବହୁତ ଗଭୀର ପ୍ରଭାବ ପକାଇଥାଏ, ଏଥିପାଇଁ ଭୁଲରେ କିନ୍ନରଙ୍କ ଅଭିଷାପ ନେବା ଉଚିତ୍ ନୁହେଁ । ଆମ ଭାରତରେ ସବୁ ଖୁସିର ଅବସରରେ ନାଚ ଗୀତର ପରମ୍ପରା ଅଛି, ସେମିତି ବାହାଘର ହେଉ କିମ୍ବା ଛୁଆ ଜନ୍ମ ହେଉ ଏହି ପରି ଖାସ୍ ଅବସରରେ ଲୋକେ ଖୁସି ମନାନ୍ତି, ଓ ଏହି ଖାସ୍ ମଉକାରେ କିନ୍ନର ଘରେ ଆସିକରି ନାଚ ଗୀତ ଓ ଦକ୍ଷିଣା ଦେବାର ପରମ୍ପରା ଅଛି, ଯଦି କେଉଁ ମାଙ୍ଗଳିକ ଅବସର କିମ୍ବା ଉତ୍ସବ ହୁଏ ତେବେ ତାହା ଉପରେ କିନ୍ନରଙ୍କ ଦାନ ଦକ୍ଷିଣା ଦେବାର ପରମ୍ପରା ଅଛି, ଯଦି କିନ୍ନର ଖୁସି ହୋଇକରି ଆପଣଙ୍କୁ ଆଶିର୍ବାଦ ଦିଅନ୍ତି ତେବେ ଏଥିରେ ଜୀବନ ସାରା ସୁଖରେ ବ୍ୟତିତ ହୋଇଥାଏ, ଏହି କାରଣରୁ କୁହାଯାଏ କି କିନ୍ନରଙ୍କ ସହ ସବୁବେଳେ ହୃଦୟ ଖୋଲି ଦାନ କରିବା ଉଚିତ୍ । ମାନ୍ୟତା ଅନୁସାରେ ଯଦି କିନ୍ନରଙ୍କୁ ଦାନ ଦିଆଯାଏ ତେବେ ଏହା ଜୀବନରେ ସୁଖ ଓ ସମୃଦ୍ଧି ଦୁହେଁ ଆଣିଥାଏ, କିନ୍ତୁ କିଛି ଏମିତି ଜିନିଷ ଅଛି ଯାହାକି କିନ୍ନରଙ୍କୁ ଭୁଲରେ ଦାନ କରିବା ଉଚିତ୍ ନୁହେଁ, ଯଦି ଆପଣ ଏହି ଜିନିଷକୁ ଦାନ କରନ୍ତି ତେବେ ଏହାର କାରଣରୁ ଜୀବନରେ ବହୁତ ସାରା ଅସୁବିଧା ଉତ୍ପନ୍ନ ହୋଇଥାଏ, ଆଜି ଆମେ ଏହି ଲେଖ ମାଧ୍ୟମରେ କିଛି ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକି କିନ୍ନରଙ୍କୁ ଦାନରେ ଦେବା ଉଚିତ୍ ନୁହେଁ ।

୧) ଝାଡୁ- ଧାର୍ମିକ ମାନ୍ୟତା ଅନୁସାରେ ଝାଡୁକୁ ଧନର ଦେବୀ ମା ଲକ୍ଷ୍ମୀଙ୍କର ପ୍ରତିକ ବୋଲି ମାନାଯାଏ ,ଏମିତି କୁହାଯାଏ କି ଝାଡୁ ମା ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ଅଟେ, ଏଥିପାଇଁ ଭୁଲରେ ଝାଡୁ କିନ୍ନରଙ୍କୁ ଦାନ ଦେବା ଉଚିତ୍ ନୁହେଁ ଯଦି କେଉଁ ବ୍ୟକ୍ତି ଏମିତି କରେ ତେବେ ମା ଲକ୍ଷ୍ମୀ ନାରାଜ୍ ହୋଇଯାଆନ୍ତି, ଓ ରୁଷ୍ଟ ହୋଇକରି ଆପଣଙ୍କ ପାଖରୁ ଚାଲିଯାଆନ୍ତି, ଯାହାର କାରଣରୁ ଲୋକେ ସବୁବେଳେ ଆର୍ଥିକ ଅସୁବିଧା ରହିଥାଏ, ଏତିକି ନୁହେଁ ବରଂ ଖର୍ଚ୍ଚରେ ବୃଦ୍ଧି ହୋଇଥାଏ ।

୨)ପୁରୁଣା କପଡା- ଆପଣ ଭୁଲରେ ବି ପୁରୁଣା କପଡା କିନ୍ନରଙ୍କୁ ଦାନ ଦିଅନ୍ତୁ ନାହିଁ, ଅନ୍ୟଥା ଏହାର କାରଣରୁ ଜୀବନରେ ବହୁତ ସାରା ସମସ୍ୟା ଉତ୍ପନ୍ନ ହେବାକୁ ଲାଗେ, ଆପଣ ପୁରୁଣା କପଡା କେଉଁ କିନ୍ନରଙ୍କୁ ଦାନ କରିବା ପରିବର୍ତ୍ତେ କେଉଁ ଗରିବକୁ ଦାନରେ ଦିଅନ୍ତୁ, କିନ୍ତୁ କିନ୍ନରଙ୍କ ପୁରୁଣା ପିନ୍ଧିଥିବା କପଡା ଦାନରେ ଦେବା ଉଚିତ୍ ନୁହେଁ ।

୩) ପ୍ଲାଷ୍ଟିକ୍ ଜିନିଷ- ବହୁତଥର ଦେଖାଯାଏ କି ଲୋକେ ପ୍ଲାଷ୍ଟିକ୍ ଜିନିଷ କିନ୍ନରଙ୍କୁ ଦାନରେ ଦେଇଦିଅନ୍ତି, କିନ୍ତୁ ଏମିତି ଭୁଲରେ କରିବା ଉଚିତ୍ ନୁହେଁ, କାରଣ ଏଥିରୁ ଘର ସଦସ୍ୟଙ୍କ ଉନ୍ନତିରେ ବାଧା ଆସେ, ଯଦି ଆପଣଙ୍କ ଘରେ କେଉଁ ପ୍ଲାଷ୍ଟିକ୍ ଜିନିଷ ଯେପରି ବୋତଲ ଖାଲି ପଡିଛି, ତେବେ ତାକୁ କିନ୍ନରଙ୍କୁ ଦାନ କରନ୍ତୁ ନାହିଁ, ଏମିତି କରିଲେ ଉନ୍ନତିର ମାର୍ଗ ଅଟକିବା ସହ ପରିବାରରେ ଲୋକେ ରୋଗାକ୍ରାନ୍ତ ହୋଇଥାନ୍ତି ।

୪) ତେଲ- ଯେବେ କେଉଁ ଶୁଭ ଅବସର ହୋଇଥାଏ ତେବେ ଏମିତିରେ କିନ୍ନରଙ୍କୁ ଅଟା କିମ୍ବା ଚାଉଳ ନେଇକରି ଯାଆନ୍ତି କିନ୍ତୁ ଏହି କଥାକୁ ବିଶେଷ ଧ୍ୟାନ ଦେବେ କି କିନ୍ନରଙ୍କୁ ଭୁଲରେ ତେଲ ଦାନ କରିବା ଉଚିତ୍ ନୁହେଁ, ଏଥିରେ ରୋଷେଇ ଘରେ କିଛି ନା କିଛି ସଙ୍କଟ ଉତ୍ପନ୍ନ ହେବାକୁ ଲାଗେ ।

Leave a Reply

Your email address will not be published. Required fields are marked *