October 18, 2024

Odia Express

Here, There and Everywhere

ବ୍ରେକ୍ ଅଫ୍ ର ବହୁ ବର୍ଷ ପରେ ଯେବେ Vivek Obrei ସହ ହୋଇଥିଲା ସାମ୍ନା, ଉଡିଗଲା ଐଶ୍ୱର୍ଯ୍ୟାଙ୍କ ଚେହେରାର ରଙ୍ଗ

ନିଜ ସୁନ୍ଦରତାରୁ ଲୋକଙ୍କୁ ଦିୱାନା ବନାଇଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଓ ସୁପରଷ୍ଟାର୍ ସଲମାନ୍ ଖାନ୍ ଙ୍କ ସଂମ୍ପର୍କକୁ ନେଇକରି ସମସ୍ତେ ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି କି ସଲମାନ୍ ଖାନ୍ ଐଶ୍ୱର୍ଯ୍ୟା ରାୟ ଜଣେ ଅନ୍ୟଙ୍କୁ ବହୁତ ଦିନରୁ ଡେଟ୍ କରୁଥିଲେ, ଏହି ଦୁହେଁ କେଉଁ କାରଣ ବଶତଃ ବିବାହ କରିପାରିଲେ ନାହିଁ, ଓ ୨ ବର୍ଷରେ ସାଥିରେ ରହିବାପରେ ଅଲଗା ହୋଇଗଲେ, ଖବରରୁ ଜଣାଯାଏ କି ଏମାନଙ୍କ ବ୍ରେକ୍ ଅଫ୍ କାରଣ ସଲମାନ୍ ଖାନ୍ ଙ୍କ ଦ୍ୱାରା ଅଭିନେତ୍ରୀଙ୍କ ସହ ଦୁବ୍ୟବହାର କରିବା ବୋଲି ଜଣାଯାଏ । କୁହାଯାଏ କି ସେ ଐଶ୍ୱର୍ଯ୍ୟାଙ୍କ ସହ ମାଡପିଟ୍ କରୁଥିଲେ ।

ସଲମାନ୍ ଖାନ୍ ଙ୍କ ସହ ବ୍ରେକ୍ ଅଫ୍ ପରେ ଐଶ୍ୱର୍ଯ୍ୟା ରାୟଙ୍କ ଘନିଷ୍ଠତା ଅଭିନେତା ବିବେକଙ୍କ ସହ ହେବାକୁ ଲାଗିଲା, ସେମିତି ଐଶ୍ୱର୍ଯ୍ୟା ରାୟ ବିବେକଙ୍କ ସହ ନିଜ ସଂମ୍ପର୍କକୁ ନେଇ କେବେ ଖୁଲାସା କରିନାହାନ୍ତି, କିନ୍ତୁ ୨୦୦୫ ରେ ଏକ ଇଣ୍ଟରଭ୍ୟୁରେ ବିବେକ ଐଶ୍ୱର୍ଯ୍ୟାଙ୍କ ସହ ରିଲେସନସିପ୍ ହେବାର ଖୁଲାସା କରିଥିଲେ । ଏହି ସମୟରେ ସେ କହିଥିଲେ କି ମୁଁ ବହୁତ ଭାଗ୍ୟବାନ ଅଟେ ତାଙ୍କ ପରି ସୁନ୍ଦର ଝିଅ ମୋର ଜୀବନରେ ଆସିଲେ, ସେ ବହୁତ ଭଲ ମଣିଷ ଅଟନ୍ତି , କିନ୍ତୁ ଐଶ୍ୱର୍ଯ୍ୟା ବିବେକଙ୍କ ଏହି ସଂମ୍ପର୍କ ଅଧିକା ଲମ୍ବା ଚାଲିପାରିଲା ନାହିଁ, ଓ ଟିକିଏ ଦିନରେ ସେମାନେ ଅଲଗା ହୋଇଗଲେ ।

ଏହାପରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଅଭିନେତା ଅଭିଷେକ ବଚ୍ଚଙ୍କୁ ବିବାହ କରିନେଲେ , ବିଗତ ଦିନକୁ ଭୁଲିଗଲେ, କିନ୍ତୁ ଏହାପରେ ଏମିତି ସମୟ ଆସିଲା ଯେବେ ଆଉଥରେ ବିବେକ ଓ ଐଶ୍ୱର୍ଯ୍ୟାଙ୍କ ଆମ୍ନାସାମ୍ନା ହେଲା, ଏହି ସମୟରେ ଐଶ୍ୱର୍ଯ୍ୟା ନିଜକୁ ସଂମ୍ଭାଳିପାରିଲେ ନାହିଂ, ଓ ତାଙ୍କ ଚେହେରା ପୁରା ହାବଭାବ ବଦଳିଗଲା । ଏହି ମାମଲା ୨୦୧୨ ରେ ଆୟୋଜିତ ଏକ ଆୱାର୍ଡ ଫଙ୍କସନ୍ ର ଅଟେ ଯେଉଁଥିରେ ବଲିଉଡ୍ ର୍ ବହୁତ ଦିଗଜ୍ଜ କଳାକାର ଆସିଥିଲେ, ଏହି ଫଙ୍କସନ୍ ରେ ଐଶ୍ୱର୍ଯ୍ୟା ନିଜ ଶଶୁର ଅମିତାଭଙ୍କ ସହ ବସିଥିଲେ, ଓ ଆୱାର୍ଡ ଫଙ୍କସନ୍ ର ଆନନ୍ଦ ନେଉଥିଲେ

ଏହି ମଧ୍ୟରେ ଯେବେ ଅଭିନେତା ବିବେକ ଓବରାୟ ଙ୍କୁ ଷ୍ଟେଜ୍ ରେ ଡକାହେଲା ତେବେ ଐଶ୍ୱର୍ଯ୍ୟାଙ୍କ ଚେହେରା ହସ ଗାୟବ ହୋଇଗଲା, ଏକଦମ୍ ତାଙ୍କ ହାବଭାବ ବଦଳିଗଲା, ଓ ସେ ଏପଟ ସେପଟ ଦେଖିବାକୁ ଲାଗିଲେ । ନିଜ ଶଶୁର ଅମିତାଭ ବଚ୍ଚନଙ୍କ ସହ ପ୍ରଥମ ସିଟ୍ ରେ ବସିଥିବା ଐଶ୍ୱର୍ଯ୍ୟାଙ୍କ ପାଇଁ ବିବେକ ଙ୍କୁ ଅଣଦେଖା କରିବା ମୁସକିଲ୍ ଥିଲା, ସେମିତି ସବୁ କ୍ୟାମେରାଙ୍କ ନଜର ଐଶ୍ୱର୍ଯ୍ୟାଙ୍କ ଉପରେ ଥିଲା ଏମିତିରେ ଐଶ୍ୱର୍ଯ୍ୟା ବହୁତ୍ ଅସହଜ ଅନୁଭବ କରିଥିଲେ ।

କୁହାଯାଏ କି ଯେବେ ପର୍ଯ୍ୟନ୍ତ ବିବେକ ଷ୍ଟେଜ୍ ରେ ଥିଲେ ତେବେ ପର୍ଯ୍ୟନ୍ତ ଐଶ୍ୱର୍ଯ୍ୟା ଏପଟ ସେପଟ ଦେଖୁଥିଲେ, କେବେ ସେ ନିଜ ପାଖରେ ବସିଥିବା ଶଶୁର ଅମିତାଭ ବଚ୍ଚନଙ୍କ ସହ କଥାବାର୍ତ୍ତା ହେଉଥିଲେ ତ୍ କେବେ ଲୋକପ୍ରିୟ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହ କଥାବାର୍ତ୍ତା କରିବାକୁ ଲାଗିଲେ, ଯେବେ ବିବେକ ଷ୍ଟେଜ୍ ରୁ ତଳକୁ ଓହ୍ଲାଇ ଆସିଲେ ତେବେ ଯାଇକରି ଐଶ୍ୱର୍ଯ୍ୟା ଦିର୍ଘ ନିଶ୍ୱାସ ନେଲେ ।

କହିଦେବୁ କି ସଲମାନ୍ ଓ ବିବେକ ଓବରାୟଙ୍କ ଠାରୁ ଅଲଗା ହେବାପରେ ଐଶ୍ୱର୍ଯ୍ୟା ରାୟଙ୍କ ଜୀବନ ଅଭିଷେକ ବଚ୍ଚନ ଏଣ୍ଟ୍ରି କଲେ, ଖବରରୁ ଜଣାଯାଏ କି ଐଶ୍ୱର୍ଯ୍ୟା ଓ ଅଭିଷେକ ବଚ୍ଚନଙ୍କ ସାକ୍ଷାତ ୨୦୦୬ ରେ ଆସିଥିବା ଫିଲ୍ମ ଉମରବ ଜାନ୍  ସୁଟିଙ୍ଗ୍ ରେ ହୋଇଥିଲା, ଏହି ଫିଲ୍ମ ଗୀତ କଜରାରେ ସମୟରେ ଦୁହେଁ ପ୍ରେମ ହୋଇଥିଲା, ସେ ୨୦୦୭ ରେ ବିବାହ କରିନେଲେ, ଏବେ ଦୁହେଁଙ୍କ ଏକ ଝିଅ ଆରାଧ୍ୟା ଅଛି, ଯାହାଙ୍କ ଜନ୍ମ ୨୦୧୧ ରେ ହୋଇଥିଲା ।

Leave a Reply

Your email address will not be published. Required fields are marked *