November 22, 2024

Odia Express

Here, There and Everywhere

ଯଦି ଆପଣଙ୍କ ତଣ୍ଟି ରେ ମାଛ କଣ୍ଟା ଅଟକି ଯାଇଛି ତେବେ Machha କଣ୍ଟା ଗଳାରୁ କିପରି ବାହାର କରିବେ?ଏହି Trick ଜାଣିରଖନ୍ତୁ ଆପଣ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଯଦି ଖାଇବା ସମୟରେ ମାଛ କଣ୍ଟା ଆପଣଙ୍କ ଗଳାରେ ଫସିଜାଏ ତ ଆପଣ କଣ କରିବେ ଯାହାଦ୍ଵାରା ମାଛ କଣ୍ଟା ଅତି ସହଜରେ ବାହାରିଯିବ।ସାଙ୍ଗମାନେ ମାଛ ଖାଇବ ବହୁତ ସ୍ଵାଦିଷ୍ଟ ହୋଇଥାଏ ଓ ବହୁତ ଲୋକ ଏହାକୁ ପସନ୍ଦ କରିଥାନ୍ତି।କିନ୍ତୁ ବହୁତ ଏମିତି ମାଛ ଅଛନ୍ତି ଯେଉଁମାନଙ୍କ ଠାରେ ଅଧିକ ମାତ୍ରାରେ ଓ ବଡ଼ ବଡ଼ କଣ୍ଟା ଦେଖିବାକୁ ମିଳିଥାଏ।ଏହି କ୍ଷେତ୍ରରେ କଣ୍ଟା ଗୁଡ଼ିକ ଆମ ଗଳାରେ ଖାଇବା ସମୟରେ ଫସି ଯାଆନ୍ତି।ଏହାଦ୍ବାରା ଆମକୁ ବହୁତ ବଡ ସମସ୍ୟା ହୋଇଥାଏ।ଆଜି କିନ୍ତୁ ମୁଁ ଅତି ସହଜ ଉପାୟ କହିବି ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ପ୍ରଥମ ଉପାୟ ହେଉଛି ଯଦି ଆପଣଙ୍କ ଗଳାରେ ମାଛ କଣ୍ଟା ଫସି ଯାଇଚି ତ ଆପଣ ଜୋର ଜୋରରେ ଖାସନ୍ତୁ।ଏହାଦ୍ବାରା କଣ ହୋଇଥାଏ ନା ଆପଣଙ୍କ ଗଳାରେ ଯେଉଁ କଣ୍ଟା ରହିଥାଏ ତାହା ଅତି ସହଜରେ ବାହାରି ଯାଇଥାଏ।ଆପଣ ମାନଙ୍କୁ କୌଣସି ସମସ୍ୟା ହୋଇ ନଥାଏ।ବେଳେବେଳେ ଖାସିବା ଦ୍ଵାରା ମଧ୍ୟ କଣ୍ଟା ବାହାରି ନଥାଏ।ସେତେବେଳେ ଅନେ କଣ କରିବା ନା ଆପଣ ଅଲିଭ ତେଲ ଗୋଟିଏ ଠିପି ପିଇବା ପାଇଁ ପଡ଼ିବ।ଏହାପରେ ଆପଣ ଖାସିବେ।ଯଦି ଆପଣଙ୍କ ପାଖରେ ସେହି ସମୟରେ ଅଲିଭ ଅଏଲ ନାହିଁ ତ ଆପଣ ସୋରିଷ ତେଲର ମଧ୍ୟ ବ୍ୟବହାର କରିପାରିବେ। ଅଲିଭ ତେଲ ଆପଣଙ୍କ ଗଳାରେ ଘର୍ଷଣ କମ କରିବ ଯାହାଦ୍ଵାରା ଆପଣଙ୍କ ଗଳାରୁ କଣ୍ଟା ପେଟ ଭିତରକୁ ଚାଲିଯିବ।

ଯଦି ଆପଣଙ୍କ ଗଳାରେ ମାଛ କଣ୍ଟା ଫସିଯାଇଛି ତ ଆପଣ ସଙ୍ଗେ ସଙ୍ଗେ ଶୁଖିଲା ରୁଟି ଖାଇବେ।ଏହାକୁ ଖାଇବା ଦ୍ଵାରା ରୁଟି ସହିତ କଣ୍ଟା ମଧ୍ୟ ଫସିଯିବ ଓ ଆପଣଙ୍କ ପେଟ ଭିତରକୁ ଚାଲିଯିବ।ଆପଣଙ୍କ ପେଟ ଭିତରେ ଯେଉଁ କେମିକାଲ ରହିଥାନ୍ତି ସେମାନେ କଣ୍ଟାକୁ ନଷ୍ଟ କରିଦେବେ।ଯଦି ଆପଣଙ୍କ ପାଖରେ ସେହି ସମୟରେ ରୁଟି ନାହିଁ ତ ଆପଣ ଶୁଖିଲା ଭାତର ମଧ୍ୟ ବ୍ୟବହାର କରିପାରିବେ।ଯଦି ଆପଣ ଏହାର ବ୍ୟବହାର କରିବେ ତ ଇଏ କଣ୍ଟାକୁ ତା ସହିତ ଆପଣଙ୍କ ପେଟ ଭିତରକୁ ନେଇ ଚାଲିଯିବ।

ଶେଷ ଓ ମହତ୍ୱପୂର୍ଣ୍ଣ ଉପାୟ ହେଉଛି ଆପଣଙ୍କ ପାଖରେ ବ୍ରେଡ ରହିବା ନିହାତି ଆବଶ୍ୟକ।ଏହାକୁ ପାଣିରେ ଟିକେ ବୁଡାଇ କରି ଢ଼ୋକିଦିଅନ୍ତୁ।ଏହାଦ୍ବାରା କଣ ହେବ ନା ବ୍ରେଡ କଣ୍ଟାକୁ ଆପଣଙ୍କ ପେଟ ଭିତରକୁ ନେଇଯିବ।ଆପଣ ଚାହିଁଲେ କଦଳୀ ମଧ୍ୟ ଖାଇ ପାରିବେ।ଯଦି ଆପଣ ଗୋଟିଏ କଦଳୀ ବି ଖାଇବେ ତ ତାହା ଆପଣଙ୍କ କଣ୍ଟାକୁ ବାହାର କରିଦେବ।ପେଟ ଭିତରକୁ ଚାଲିଗଲେ ଆଉ କୌଣସି ସମସ୍ୟା ରହିବ ନାହିଁ।

Leave a Reply

Your email address will not be published. Required fields are marked *