October 18, 2024

Odia Express

Here, There and Everywhere

ପୂଜାରେ ସବୁବେଳେ ଲାଲି ଶାଢୀ ପିନ୍ଧନ୍ତି Nita Ambani, ଏହା ହେଲା ଏହାପଛରେ ଖାସ୍ କାରଣ

ଭାରତର ସବୁଠାରୁ ଧନୀ ଓ ଲୋକପ୍ରିୟ ବିଜନେସମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ନାଁ ସମସ୍ତେ ଜାଣିଥିବେ, ନୀତା ଅମ୍ବାନୀଙ୍କପରିବାର ବହୁତଥର ସୋସିଆଲ୍ ମିଡିଆରେ ରହିଥାଏ, ତାଙ୍କୁ ବଡ ବଡ ଇଭେଣ୍ଟମାନଙ୍କରେ ଦେଖାଯାଏ, ଏହି ସମୟରେ ସେ ମିଡିଆର କ୍ୟାମେରାରେ କଏଦ୍ ହୋଇଯାଆନ୍ତି, ନୀତା ଅମ୍ବାନୀ ୫୭ ବର୍ଷର ବୟସରେ କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ଲାଗନ୍ତି ନାହିଁ, ସୁନ୍ଦରତାର ମାମଲାରେ ସେ ବଲିଉଡ୍ ଅଭିନେତ୍ରୀଙ୍କୁ ମାତ୍ ଦେଇପାରନ୍ତି, ଆଜି ଆମେ ଆପଣଙ୍କୁ ନୀତା ଅମ୍ବାନୀଙ୍କ ସହ ଯୋଡି ହୋଇଥିବା ମଜାଦାର୍ କଥା ବିଷୟରେ କହିବୁ କଣ ପାଇଁ ପୁଜା ସମୟରେ ନୀତା ଅମ୍ବାନୀ ପିନ୍ଧନ୍ତି ଲାଲରଙ୍ଗର ଶାଢୀ । କହିଦେବୁ କି ନୀତା ଅମ୍ବାନୀ ମୁକେଶ ଅମ୍ବାନୀଙ୍କ ବିଜନେସ୍ ରେ ବଡ ହାତ ଅଛି, ସେ ସବୁବେଳେ ମୁକେଶ ଅମ୍ବାନୀଙ୍କ ସାଥ୍ ଦେଇଥାନ୍ତି

ଯଦି ଦେଖାଯାଏ , ତେବେ ମୁକେଶ ଅମ୍ବାନୀ ଆଜି ସଫଳତାର ଜେଉଁ ପାହାଞ୍ଚ ଚଢିଛନ୍ତି ତାହାର ପଛରେ ନିତା ଅମ୍ବାନୀଙ୍କ ହାତ ଅଛି, ନୀତା ଅମ୍ବାନୀ ଭଗବାନଙ୍କ ପ୍ରତି ବହୁତ ଶ୍ରଦ୍ଧା ରଖନ୍ତି, ଓ ମନ୍ଦିରରେ ବହୁତ ଦାନ ବି କରନ୍ତି, ଏହା ଛଡା ଅମ୍ବାନୀ ପରିବାର ବି ବହୁତ ମନ୍ଦିରରେ ଯିବା ଆସିବା ରହିଥାଏ, ଓ ଦାନପୁଣ୍ୟ କାମ କରିଥାନ୍ତି । ନୀତା ଅମ୍ବାନୀ ବହୁତଥର ନିଜ ଘରେ ପୁଜା ରଖନ୍ତି, ଏହି ଖାସ୍ ପୁଜା ରେ ପୁରା ଅମ୍ବାନୀ ପରିବାର ଶ୍ରଦ୍ଧାଙ୍କ ସହ ଉପସ୍ଥିତ ରହନ୍ତି, ଏହା ନୁହେଁ ବରଂ ଏହି ପୁଜାରେ ତାଙ୍କ ଅତିଥି ଙ୍କୁ ଆମନ୍ତ୍ରିତ କରାଯାଏ, ଏହି ସମୟରେ ସବୁ ମିଶାଇକରି ବହୁତ ଶ୍ରଦ୍ଧା ସହ ପୁଜା କରନ୍ତି

ନୀତାଙ୍କ ପୁଜା ହେଉ କିମ୍ବା ମନ୍ଦିର ଯିବାର ହେଉ ସବୁବେଳେ ଭଗବାନଙ୍କ କାମ କରିବା ସମୟରେ ସେ ଲାଲ୍ ରଙ୍ଗର ଶାଢୀ ପିନ୍ଧିକରି ଯାଆନ୍ତି ।ଏକ ଖାସ୍ କଥାବାର୍ତ୍ତା ସମୟରେ ନୀତା ଅମ୍ବାନୀ କହିଥିଲେ କି ସେ ଲାଲ୍ ରଙ୍ଗର ଶାଢୀ ଏଥିପାଇଁ କହନ୍ତି କାରଣ ହିନ୍ଦୁ ଧର୍ମରେ ଯେବେ ଆପଣ ଭଗବାନଙ୍କ ପୁଜା କରନ୍ତି କିମ୍ବା ମନ୍ଦିରକୁ ଯାଆନ୍ତି ତେବେ ଲାଲ୍ ରଙ୍ଗର କପଡା ପିନ୍ଧିବା ଦରକାର, ଏହି କାରଣରୁ ସବୁବେଳେ ଲାଲ୍ ଶାଢୀ ପିନ୍ଧନ୍ତି, ନିଜ ବହୁତଥର ମନ୍ଦିରରେ ଓ ପୁଜାର ସମୟରେ ନୀତାଙ୍କୁ ଲାଲ୍ ଶାଢୀରେ ଦେଖିଥିବେ, ଏହାନୁହେଁ ନୀତା ଅମ୍ବାନୀଙ୍କ ନିଜ ପୁଅ ବିବାହରେ ଲାଲ୍ ଶାଢୀ ପିନ୍ଧନ୍ତି, ମାଲୁମ୍ ଥିବ କି ତାଙ୍କ ପୁଅର ବାହାଘରରେ ବଲିଉଡ୍ ଓ ରାଜନୀତି ଜଗତର ବହୁତ ଦିଗଜ୍ ଲୋକ ସାମିଲ୍ ହୋଇଥିଲେ, ଏହି ବିବାହ ସବୁଠାରୁ ବଡ ବାହାଘର ହୋଇଥାଏ ।

ମାଲୁମ୍ ହୋଇଥାଏ କି ମୁକେଶ ଓ ନୀତା ୨୦୧୦ ରେ ରିଲାୟନ୍ସ ଫାଉଣ୍ତଡେସନ୍ ର ସ୍ଥାପନା କରିଥିଲେ, ଏଥିରେ ନୀତା ସଂସ୍ଥାପକ ଚେୟାରପର୍ସନ୍ ଅଟନ୍ତି, କହିଦେବୁ କି ଏହି ଫାଉଣ୍ତଡେସନ୍ ଭାରତରେ ଦୀର୍ଘ କାଳିକ ବିକାଶ ପାଇଁ କାର୍ଯ୍ୟ କରିଥାଏ, ଏଥିରେ ଦିନ ଦରିଦ୍ର ଲୋକଙ୍କୁ ଫ୍ରୀରେ ସେବା ଉପଲ୍ଲବ୍ଧ କରାଯାଏ, କହିଦେବୁ କି କୋରନା କାଳରେ ଏହି ଫାଉଣ୍ତଡେସନ୍ ଜରିଆରେ ନୀତା ଅମ୍ବାନୀ ଲୋକଙ୍କୁ ୧୦ ଲକ୍ଷ ଭ୍ୟାକସିନ୍ ଫ୍ରୀରେ ଦେଇଥିଲେ, ଏହି ଭ୍ୟାକସିନ୍ ରିଲାୟନ୍ସ ମିଶନ୍ ଭ୍ୟାକସିନ୍ ସୁରକ୍ଷା ଦ୍ୱାରା ଲଗାଯାଇଥିଲା, ଏହି କମ୍ପାନୀ ଦେଶରେ କୋଭିଡ୍ ୧୯ ଭ୍ୟାକସିନ୍ ଅଭିଯାନକୁ ବଢାଇକରି ସାଧାରଣ ଲୋକଙ୍କୁ ବହୁତ ସୁବିଧା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *