October 18, 2024

Odia Express

Here, There and Everywhere

Rabina Tandon ଙ୍କ ଝିଅ ରାଶା ଅଟନ୍ତି ବହୁତ ବୁଦ୍ଧିମାନ, ଅଭିନେତ୍ରୀ ସେୟାର୍ କଲେ ରିପୋର୍ଟ

ଗୋଟେ ଟାଇମ୍ ରେ ରବିନା ଟଣ୍ତନଙ୍କ ଗଣନା ବଲିଉଡ୍ ର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ହେଉଥିଲା, ଓ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଲକ୍ଷାଧିକ ଅଛନ୍ତି, ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ତନ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି, ରବିନା ବହୁତଥର ଇନଷ୍ଟାଗ୍ରାମ ଉପରେ ଫଟୋ ଓ ଭିଡିଓଜ୍ ସେୟାର୍ କରନ୍ତି, ଏବେ ତାଙ୍କ ଝିଅ ରାଶା ଥଡାନୀ ସ୍କୁଲର ରିପୋର୍ଟ କାର୍ଡ ଫଟୋ ସେୟାର୍ କରିଛନ୍ତି, ରିପୋର୍ଟ କାର୍ଡରେ ଦେଖାଯାଇପାରିବ କି ରାଶା ପାଠପଢାରେ ବହୁତ ଭଲ ଅଟନ୍ତି ଓ ଅଧିକା ଏ ଗ୍ରେଡ୍ ନେଇକରି ଆସିଛନ୍ତି, ରାଶାଙ୍କ ରିଜଲ୍ଟ ସହ ରବିନା ଏକ ଭିଡିଓ ବି ପୋଷ୍ଟ କରିଛନ୍ତି ଯେଉଁଥିରେ ରାଶା ଖୁସିରେ ନାଚୁଥିବାର ଦେଖାଯାଇଛି ।

ରବିନା ଟଣ୍ତନ ସୋସିଆଲ୍ ମିଡିଆରେ ଝିଅ ରାଶା ଥଡାନୀଙ୍କ ରେଜଲ୍ଟ କାର୍ଡ ସେୟାର୍ କରିଥିଲେ, ରେଜଲ୍ଟର ସବୁଠାରୁ ଉପରେ ଲେଖିଥିଲେ କି କ୍ୟାମ୍ବ୍ରିଜ୍ ଆସେସମେଣ୍ଟ ଇଣ୍ଟରନ୍ୟାଶାନାଲ୍ ଏଜୁକେସନ୍ , ସେମିତି ସେଣ୍ଟର ନାଁରେ ଧିରୁ ଭାଇ ଅମ୍ବାନୀ ସ୍କୁଲ ନାଁ ଲେଖା ହୋଇଛି, ଏହା ସହ ରାଶାଙ୍କ ଡେଟ୍ ଅଫ୍ ବାର୍ଥ ଦେଖାଯାଉଛି, ରବିନା ଝିଅ ରାଶାର ଗ୍ରେଡସ୍ ଉପରେ କଥା ବାର୍ତ୍ତା କରିଥିଲେ

ଆପଣ ଦେଖିବେ କି ତାଙ୍କୁ ୱାର୍ଲଡ୍ ଲିଟରେଚର, ଫିଜିକାଲ୍ ଏଜୁକେସନ୍, ଗ୍ଲୋବାଲ୍ ପର୍ସପକ୍ଟେଟିଭ୍, ଜୋଗ୍ରାଫି, ହିଷ୍ଟ୍ରି, ଓ ଇଂରାଜୀ ପରି ବିଷୟରେ ଏ ଗ୍ରେଡ୍ ମିଳିଛି, ଏହି ରେଜଲ୍ଟର ସହ ରବିନା ଏକ ସର୍ଟ ଭିଡିଓ ବି ସେୟାର୍ କରିଥିଲେ, ଯେଉଁଥିରେ ରାଶା ଖୁସିରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି, ଓ ରବିନା ଟଣ୍ତନ ନିଜ ଝିଅ ଉପରେ ଗର୍ବ ଅନୁଭବ କରୁଛନ୍ତି, ସେମିତି ଅନ୍ୟ ପଟେ ରବିନା ଟଣ୍ତନଙ୍କ ଫ୍ରେଣ୍ତସ୍ ଏହି ରେଜଲ୍ଟ ଦେଖିକରି ବଧାଇଦେଉଛନ୍ତି, ଓ ତାଙ୍କ ଝିଅକୁ ଚାଲାକ୍ ଓ ବୁଦ୍ଧିମାନ ଝିଅ ବୋଲି କହୁଛନ୍ତି ।

ରବିନା ଏହି ପୋଷ୍ଟରେ ବଲିଉଡ୍ ସେଲିବ୍ରେଟିଜ୍ ଓ ଫ୍ୟାନ୍ସ ମାନେ ବଧାଇଦେଉଛନ୍ତି । ରାଶାଙ୍କ ଛଡା ରବିନାଙ୍କ ଆଉ ତିନୋଟି ଛୁଆ ଅଛନ୍ତି ୧୯୯୫ ରେ ୨୧ ବର୍ଷର ବୟସରେ ରବିନା ଟଣ୍ତନ ୮ ବର୍ଷର ଛାୟା ଓ ୧୧ ବର୍ଷର ପୁଜାଙ୍କୁ କୋଳେଇ ନେଇଥିଲେ, ଏହା ଛଡା ରବିନାଙ୍କ ଗୋଟେ ପୁଅ ବି ଅଛି ଯାହାଙ୍କ ନାଁ ରଣବୀର ଅଟେ, ଛାୟା ଓ ପୁଜାଙ୍କ ବିବାହ ହୋଇସାରିଛି, ଓ ଦୁହେଁ ଏବେ ମା ହୋଇସାରିଛନ୍ତି, ଓ ନିଜ ବୈବାହିକ ଜୀବନରେ ବ୍ୟସ୍ତ୍ ଅଛନ୍ତି ।

ରବିନା ଟଣ୍ତନ ଏକ ଫେମସ୍ ବିଜନେସ୍ ମ୍ୟାନ୍ ଅନିଲ୍ ଥଡାନୀଙ୍କ ସହ ବିବାହ କରିଥିଲେ,  ଓ ଦୁହେଁଙ୍କ ଦୁଇଟି ଛୁଆ ଅଛନ୍ତି, ଗୋଟେ ଝିଅ ଓ ଗୋଟେ ପୁଅ, ଏଥିରେ ଝିଅର ନାଁ ରାଶା ଅଟେ, ଓ ପୁଅର ନାଁ ରଣବୀର ଅଟେ, ଏବେ ରବିନା ଟଣ୍ତନ ନିଜ ପରିବାର ସହ ଏକ ଖୁସିମୟ ଜୀବନ ବ୍ୟତିତ କରୁଛନ୍ତି, ଯଦି ଆମେ ତାଙ୍କର ୱାର୍କଫ୍ରଣ୍ତର କଥା କହିବା ତେବେ ଜଲଦି ହିଁ ସେ ନେଟଫ୍ଲିକ୍ସ ସିରିଆଲ୍ ଅରଣ୍ୟକ ରୁ ଡିଜିଟାଲ୍ ପ୍ଲାଟଫର୍ମରେ ଏକ ପୋଲିସ୍ ଅଧିକାରୀ ରୁପରେ ଡେବ୍ୟୁ କରିବାକୁ ଯାଉଛନ୍ତି, ରବିନା ଟଣ୍ତନଙ୍କ ସହ ତାଙ୍କ ବଙ୍ଗଳା ଅଭିନେତା ପରମବ୍ରତ ଚଟ୍ଟୋପଧ୍ୟାୟ ବି ଦେଖାଦେବେ ।

Leave a Reply

Your email address will not be published. Required fields are marked *