October 24, 2024

Odia Express

Here, There and Everywhere

ଏହି କଳାକାରଙ୍କୁ ମିଳିଛି ଏକ ବିଶେଷ ସୁରକ୍ଷା , ଜାଣନ୍ତୁ କେତେ Guards କରନ୍ତି ଏହି ଫିଲ୍ମ କଳାକାରଙ୍କ ସିକ୍ୟୁରିଟି

1 min read

ବଲିଉଡ୍ ଷ୍ଟାର୍ସ ଯେତେ ଅଧିକା ପପୁଲାର୍ ହୋଇଥାନ୍ତି ସେତେ ତାଙ୍କୁ କଡା ସୁରକ୍ଷା ଦିଆଯାଇଥାଏ, ଏମିତିରେ ଫିଲ୍ମର କଳାକାରଙ୍କୁ ସୁରକ୍ଷା ପାଇଁ ଲକ୍ଷାଧିକ ଓ କୋଟିଏ ଟଙ୍କା ଖର୍ଚ୍ଚ କରାଇ ବଢିଆ ବଡିଗାର୍ଡସ୍ ହାୟର୍ କରନ୍ତି, କଣ ଆପଣ ଜାଣିଛନ୍ତି କିଛି ଷ୍ଟାର୍ ଏମିତି ହୋଇଥାନ୍ତି ଯାହାଙ୍କୁ ମୁମ୍ବାଇ ପୋଲିସ୍ ଙ୍କ ଦ୍ୱାରା ସୁରକ୍ଷା ଦିଆଯାଇଥାଏ, ଫିଲ୍ମ ଷ୍ଟାର୍ସଙ୍କୁ ବହୁତଥର ବିବାହ ଓ ଧମକକୁ ନେଇକରି ସୁରକ୍ଷା ଦିଆଯାଏ, ତେବେ ଆସନ୍ତୁ ଜାଣିବା ଫିଲ୍ମ କଲାକାରଙ୍କ ସୁରକ୍ଷା ପାଇଁ ବଡିଗାର୍ଡସଙ୍କ ପାଇଁ କେତେ ଖର୍ଚ୍ଚ ହୋଇଥାଏ ।

୧) ଅମିତାଭ ବଚ୍ଚନ- ବଲିଉଡ୍ ର ଶେହନଶାହ୍ ଅମିତାଭ ବଚ୍ଚନ ଏହି ଲିଷ୍ଟରେ ଟପ୍ ରେ ଅଛନ୍ତି, କହିଦେବୁ କି ତାଙ୍କୁ ମୁମ୍ବାଇ ପୋଲିସ୍ ତରଫରୁ ଖାସ୍ ସୁରକ୍ଷା ଦିଆଯାଏ, ଅମିତାଭ ବଚ୍ଚନଙ୍କ ସୁରକ୍ଷା ଘେର ମଧ୍ୟରେ ଯେଉଁଆଡେ ହେଲେ ଯାଇପାରନ୍ତି, ମାଲୁମ୍ ଥିବ କି କିଛି ସମୟ ପୁର୍ବରୁ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ୍ୟ ନାନା ପୋଟଲେ ଅମିତାଭ ବଚ୍ଚନଙ୍କୁ ଧମକ ଦେଇଥିଲେ ଏହାପରେ ମୁମ୍ବାଇ ପୋଲିସ୍ ଦ୍ୱାରା ଆକ୍ସନ ନେଇକରି ତାଙ୍କ ବଙ୍ଗଲା ଝଲସାକୁ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଗଲା ।

୨) କଙ୍ଗନା ରାଣାୱତ- ଅଭିନେତ୍ରୀ କଙ୍ଗନା ରାଣାୱତ ବହୁତଥର ନିଜ ବିବାଦୀୟ ବୟାନ କିମ୍ବା ଫିଲ୍ମକୁ ନେଇକରି ଚର୍ଚ୍ଚାରେ ରୁହନ୍ତି, ଏହି କଥାରୁ ଆପଣ ଭଲରେ ଜାଣିଥିବେ କଙ୍ଗନା କେନ୍ଦ୍ର ସରକାରଙ୍କ ତରଫରୁ Y+ ସିକ୍ୟୁରିଟି ଦିଆଯାଇଛି, କଙ୍ଗନା ବଲିଉଡ୍ ରେ ଏମିତି ପ୍ରଥମ ଅଭିନେତ୍ରୀ ଅଟନ୍ତି ଯାହାଙ୍କୁ ଏମିତି ସୁରକ୍ଷା ମିଳୀଛି, କହିଦେବୁ କି ୧୦ ରୁ ୧୨ ଜଣ ସିଆରପିଏଫ୍ ଜବାନ୍ ୨୪ ଘଣ୍ଟା ଅଲଗା ଅଲଗା ସିଫ୍ଟରେ ତାଙ୍କୁ ସୁରକ୍ଷା ଦେଉଛନ୍ତି, ଅଭିନେତ୍ରୀ ସିକ୍ୟୁରିଟି ଉପରେ ପ୍ରାୟ ୧୦ ଲକ୍ଷ ପ୍ରତି ମାସ ଖର୍ଚ୍ଚ କରୁଛନ୍ତି ।

୩) ସାହାରୁଖ୍ ଖାନ୍- ବଲିଉଡ୍ କିଙ୍ଗ୍ ମାନେ ସାହାରୁଖ୍ ଖାନ୍ ବି ଏହି ଲିଷ୍ଟରେ ପଛରେ ନାହାନ୍ତି, ବହୁତଥର ତାଙ୍କୁ ନିଜ ବୟାନକୁ ନେଇ ବିବାହ ଉପୁଜିଥାଏ, ଉଲ୍ଲେଖନୀୟ କଥା ଏହା କି ଫିଲ୍ମ ମାଇ ନେମ୍ ଇଜ୍ ଖାନ୍ ରିଲିଜ୍ ସମୟରେ ସାହାରୁଖ୍ ଖାନ୍ ଙ୍କୁ ଧମକ ମିଳିବାକୁ ଲାଗିଥିଲା । ଯାହାପରେ ମୁମ୍ବାଇ ପୋଲିସ୍ ତାଙ୍କ ସୁରକ୍ଷା ବଢାଇଦେଲେ ଏହା ଛଡା ଆପଣ କିଙ୍ଗ୍ ଖା ଙ୍କ ଆଖପାଖରେ କଡା ସୁରକ୍ଷା ଦେଖିବାକୁ ପାଉଥିବେ ।

୪) ଅମିର ଖାନ୍- ସିନେମା ଜଗତର ମିଷ୍ଟର ପରଫେକ୍ସନିଷ୍ଟ ମାନେ ଅମିର୍ ଖାନ୍ ୨୦୦୧ ରେ ଅଣ୍ତରୱାର୍ଲଡ୍ ଡନ୍ ତରଫରୁ ଫିରୋତି ମାଗିଥିଲେ, ଏହାପରେ ମୁମ୍ବାଇ ପୋଲିସ୍ ଅଭିନେତାଙ୍କ ହିଫାଜତ୍ ପାଇଁ ବହୁତ୍ ଜବାନ୍ ଙ୍କୁ ନିଯୁକ୍ତ କରାଈଥିଲା ।

୫) ଲତା ମଙ୍ଗେସକର- କୋକିଳ ସ୍ୱର ମାନେ ଲତା ମଙ୍ଗେସକରଙ୍କ୍ ନାଁ ଏହି ଲିଷ୍ଟରେ ସେମିତି କିପରି ପଛରେ ରହିପାରିବ କହିଦେବୁ କି ଲତାମଙ୍ଗେସକର ମହାରାଷ୍ଟ୍ର ସରକାରଙ୍କ ତରଫରୁ ଫୁଲଟାଇମ୍ ସିକ୍ୟୁରିଟି ଦିଆଯାଉଛି,

୬) ଅମ୍ବାନୀ ପରିବାର- ଏକ ଖାସ୍ ରିପୋର୍ଟ ର ମୁତାବିକ ମୁକେଶ ଅମ୍ବାନୀ ପରିବାର ଲୋକେ ୨୦୧୩ ରେ ମୁଜାହିଦ୍ଦିନ୍ ଗ୍ରୁପରୁ ଧମକ ପାଇଥିଲେ, ସେହି ଧମକ ପରେ ତାଙ୍କ ପରିବାରକୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା, ଏହି ସମୟରେ ଯେବେ ତାଙ୍କ ପରିବାରର କେଉଁ ସଦସ୍ୟ ବାହାରକୁ ଯାଇଥାଏ ତେବେ ତାଙ୍କ ସିକ୍ୟୁରିଟି ଗାର୍ଡସ୍ ନିଶ୍ଚିତ ଯାଇଥାନ୍ତି, ମାଲୁମ୍ ଥିବ କି ମୁକେଶ ଅମ୍ବାନୀ ସବୁଠାରୁ ଅଧିକା ସଂମ୍ପତ୍ତି ଆଣ୍ଟିଲିଆ ଆଖପାଖ ସିକ୍ୟୁରିଟି ଓ ସୁରକ୍ଷା କର୍ମୀ ମହଜୁଦ୍ ରୁହନ୍ତି, ଖବର ଅନୁସାରେ ଅମ୍ବାନୀ ପରିବାର ସୁରକ୍ଷା ଉପରେ ପ୍ରତି ମାସ ୧୫ ରୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଇଥାନ୍ତି ।

Leave a Reply

Your email address will not be published. Required fields are marked *