October 22, 2024

Odia Express

Here, There and Everywhere

ମଜାଳିଆ ଜୋକ୍ସ : Tapu ନିଜ ସାଙ୍ଗକୁ କହେ ,ସାଙ୍ଗ କାଲି ରାତି ଯେବେ ମୁଁ ଘରକୁ ଫେରିଲି ତେବେ ମୁଁ ଦେଖିଲି କି କିଏ ମୋର ସ୍ତ୍ରୀକୁ କିସ୍ କରୁଛି

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଝିଅ ପପୁକୁ- ତୁମର କୁକୁର ତ ଟାଇଗର୍ ପରି ଦିଶୁଛି, କଣ ଖୁଆଉଛ ତାକୁ ? ପପୁ- ଏଇ କମିନା ଟାଇଗର୍ ହିଁ ଅଟେ, ପ୍ରେମ ଫ୍ରେମ ଚକ୍କରରେ ପଡିଗଲା ମୁହଁ ତାର କୁକୁର ପରି ହୋଇଯାଇଛି ।

୨) ସ୍ୱାମୀ-ତୁମେ ବାପଘର ଯାଉଚ ତ କେମିତି ଫିଲ୍ କରୁଛ ? ସ୍ତ୍ରୀ- ଆମ ସ୍ତ୍ରୀ ଲୋକଙ୍କର ବୟସ ୪୫ ବର୍ଷ ହେଇଥାଉ ନା କାହିଁକି ବାପଘରରେ ପାଦ ରଖିଲେ ବୟସ ୧୬ ବର୍ଷ ହେଲାଭଳି ଫିଲିଙ୍ଗ୍ ଆସିଯାଏ , ସ୍ୱାମୀ-ଓହଃ ଆଚ୍ଛା ଏମିତି କଥା କି ସ୍ତ୍ରୀ-ତୁମେ କୁହ ତୁମର ଏମିତି ୧୬ ବର୍ଷ ବାଲା ଫିଲିଙ୍ଗ୍ କେବେ ଆସିଥାଏ ? ସ୍ୱାମୀ- ହଁ ଆମର ବି ସେମିତି ଯେବେ ତୁମେ ବାପଘରକୁ ଯାଅ ସେତେବେଳେ ।

୩) ଝିଅ- ଆମର କଲେଜରେ ସାର୍ ବହୁତ ହ୍ୟାଣ୍ତସମ୍ ଓ ବୁଦ୍ଧିମାନ୍ ଅଟନ୍ତି, ମୋତେ ସେ ବହୁତ ଭଲ ଲାଗନ୍ତି, ମା- ଶିକ୍ଷକ କିମ୍ବା ଗୁରୁ ସମାନ ହୋଇଥାନ୍ତି ଝିଅ, ଝିଅ- ମା ତୁ ସବୁବେଳେ ଗୋଟିଏ କଥା ଭାବୁଛୁ, କେବେ ମୋର ବିଷୟରେ ବି ଭାବିକରି ଦେଖ ।

୪) ଗୁଡୁର ଓଠ ପୋଡିଯାଇଥିଲା, ପବନ- ଓଠ କେମିତି ଜଳିଗଲା? ଗୁଡୁ- ସ୍ତ୍ରୀକୁ ଛାଡିବାକୁ ଷ୍ଟେସନ ଯାଇଥିଲି, ଖୁସିରେ ଟ୍ରେନର ଇଞ୍ଜିନ୍ କୁ ଚୁମା ଦେଇଦେଲି ।

୫) ନୁଆ ନୁଆ ବାହାଘର ହୋଇଥିଲା, ବାହାଘରର ଆଗାମୀ ଦିନ ସ୍ୱାମୀ ସକାଳୁ ସକାଳୁ ନିଜ ସ୍ତ୍ରୀକୁ ପାଣିପକାଇଦିଏ, ସ୍ତ୍ରୀ- ନିଦରୁ ଉଠିକରି ରାଗରେ କହେ, ପାଣି କଣପାଇଁ ପକାଇଲ ? ସ୍ୱାମୀ-ତୋର ବାପା କହିଥିଲେ କି ଜ୍ୱାଇଁପୁଅ ମୋର ଫୁଲ ପରି ଝିଅକୁ କେବେ ମଉଳିବାକୁ ଦେବନି, ଏଥିପାଇଁ !

୬) ଟିଭି ରିପୋର୍ଟର୍ ଏକ ଆଘାତ ହୋଇଥିବା ଲୋକକୁ ପଚାରିଲା ଯେବେ ବମ୍ ପଡିଲା କଣ ଜୋର୍ ରେ ପଡିଲା କି ? ଆଘାତ ପାଇଥିବା ଲୋକ- ନା ଶଳା, ସେ ଘୁଷୁରି ଘୁସୁରି ହେଇ ମୋ ପାଖରେ ଆସିପଡିଲା, ଓ ଲାଜେଇ କରି କହିଲା ଢୁମ୍

୭)ମୁଁ –ହ୍ୟାଲୋ ପିଜା ହଟ୍ ? ସେ- yes sir ! how can i help you ? ସେ –କାହା ନାଁରେ ? ମୁଁ ଭଗବାନଙ୍କ ନାଁରେ

୮) ସାନ୍ତା- ସାର୍ଟ ପାଇଁ ଏକ ଭଲ କପଡା ଦେଖାନ୍ତୁ , ସେଲ୍ସ ମ୍ୟାନ୍- ପ୍ଲେନ୍ ରେ ଦେଖାଇବି ? ସାନ୍ତା- ନା ହେଲିକାପ୍ଟରର ଦେଖା, ଶଳା ମାଙ୍କଡର ଛୁଆ, ଏଠାରେ ହିଁ ଦେଖା ।

୯) ଶାଶୁ ରାଗରେ- ମୁଁ, କେତେ ଥର୍ କହିଛି କି ବୋହୁ ଟିକିଲି ଲଗାଇକି ବାହାରକୁ ଯା, ବୋହୁ- କିନ୍ତୁ ଜିନ୍ସ ଟପ୍ ରେ ଟିକିଲି କିଏ ଲଗାଏ ମାଜି, ଶାଶୁ ବହୁତ ତେଜ୍ ଥିଲେ, ତୁରନ୍ତ କହିଲେ ମୁଁ କେବେ କହିଲି କି ଜିନ୍ସରେ ଲଗା ମଥାରେ ଲଗା ଝିଅ ।

୧୦) ଦିନେ ପପୁ ନିଜ ସାଙ୍ଗ ସହ ସାନ୍ତାକୁ କହେ କି ପପୁ- କାଲି ରାତିରେ ଯେବେ ଘରକୁ ଫେରୁଥିଲି ତେବେ ଦେଖିଲି କି ମୋର ସ୍ତ୍ରୀ କାହାକୁ କିସ୍ କରୁଛି, ସାନ୍ତା- ତେବେ ତୁ କଣ କଲୁ ? ପପୁ- ତ ମୁଁ ଜଲଦି ହିଁ ଆଲୁଅ ଲିଭାଇଲି, ଯାହାଦ୍ୱାରା ସେ ଦେଖିପାରିବ ନାହିଁ କି ମୁଁ ତାକୁ ଦେଖିନେଇଛି ।

Leave a Reply

Your email address will not be published. Required fields are marked *