October 18, 2024

Odia Express

Here, There and Everywhere

କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ହାତର ଲେଖା ଶେଷ ଚିଠି Sidharth Malhotra କରିଥିଲେ ସେୟାର୍, ପଢିଲେ ଆଖିରୁ ଆସିଯିବ ଲୁହ

ହିନ୍ଦୀ ଫିଲ୍ମ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ଫିଲ୍ମ ଶେରଶାହ କୁ ନେଇକରି ଚର୍ଚ୍ଚିତ ଅଛନ୍ତି । ଏବେ ଶେରଶାହ ଫିଲ୍ମ ରିଲିଜ୍ ହୋଇଥିଲା, ଯାହା ବିଷୟରେ ସମସ୍ତେ କଥା ହେଉଛନ୍ତି । ଆପଣଙ୍କୁ କହିଦେବୁ କି ଶେରଶାହ ଫିଲ୍ମ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ବାୟୋପିକ୍ ଉପରେ ଆଧାରିତ, ଏହି ଫିଲ୍ମରେ ଅଭିନେତା କ୍ୟାପଟେନ୍ ବିକ୍ରମବତ୍ରାଙ୍କ ରୋଲ୍ ନିଭାଇଥିଲେ । ଏହି ଫିଲ୍ମରେ ତାଙ୍କ ପ୍ରେମ କାହାଣୀରୁ ନେଇକରି କାରଗିଲ୍ ଯୁଦ୍ଧର କାହାଣୀ ଦେଖାଯାଇଛି, ଫିଲ୍ମରେ କିୟାରା ଆଡଭାନୀ ତାଙ୍କ ପ୍ରେମିକା ଡିମ୍ପଲ୍ ଚିମା ଭୁମିକାରେ ଅଛନ୍ତି, ଏହି ଫିଲ୍ମ ଏବେ ଓଟିଟି ପ୍ଲାଟଫର୍ମରେ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିଲା, ଓ ରିଲିଜ୍ ସହ ସୁପରହିଟ୍ ବି ହୋଇଯାଇଥିଲା ।

ଶେରଶାହ ରିଲିଜ୍ ହେବାପରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଦିଲ୍ଲୀ ସ୍ଥିତ ୱାର୍ ମେମୋରିଆଲ୍ ପହଞ୍ଚିଲେ, ସେଠାରେ ସେ ୭୫ତମ ସ୍ୱତନ୍ତ୍ରତା ଦିବସରେ ନିଜ ଜବାନଙ୍କ ପ୍ରତି ସମ୍ମାନ ଜତାଇଥିଲେ, ଓ ଏଠାରେ କ୍ୟାପଟେନ୍ ବତ୍ରା ଓ ଯୁଦ୍ଧରେ ଶହିଦ ଦେଶର ଯୋଦ୍ଧାଙ୍କୁ ଫିଲ୍ମର ପୁରା ଟିମ୍ ତରଫରୁ ଶ୍ରଦ୍ଧାଞ୍ଜଳୀ ଦିଆଗଲା, ଏହାର ଏକ ଫଟୋ ସିଦ୍ଧାର୍ଥ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି, ଏହା ସହ ଅଭିନେତା କ୍ୟାପଟେନ୍ ବତ୍ରାଙ୍କ ହାତରେ ଲେଖା ହୋଇଥିବା ଏକ ଚିଠି ବି ସେୟାର୍ କରିଛନ୍ତି, ଯାହାକୁ ସେ ନିଜ ପ୍ରିୟଜନଙ୍କ ପାଇଁ ଲେଖିଥିଲେ ।

ଆପଣଙ୍କୁ କହିଦେବୁ କି ସିଦ୍ଧାର୍ଥ ମଲହୋତ୍ରା ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ଫଟୋଗୁଡିକ ସେୟାର୍ କରି ଲେଖିଥିଲେ କି ମୁଁ ଦିଲ୍ଲୀରେ କ୍ୟାପଟେନ୍ ବିକ୍ରମ୍ ବତ୍ରା ଓ ଅନ୍ୟ ଫୌଜିଙ୍କୁ ସଲାମ୍ କରୁଛି, ଏହାପରେ ସିଦ୍ଧାର୍ଥ ମଲହୋତ୍ରା ଆଗକୁ ଲେଖିଲେ କି ଯେଉଁ ଜୋସ୍ ଓ ଭଲ ପାଇବା ସହ ସେ ଯୁଦ୍ଧର ହାଲତରେ ନିଜ ପ୍ରିୟଜନଙ୍କୁ ଚିଠି ଲେଖିଲେ ସେ ଏକ ଅସାଧାରଣ କ୍ଷମତା ବାଲା ସୈନିକ ହିଁ ବନାଇଥାଏ । ଯେବେ ମୁଁ ଏହି ପତ୍ର ପଢିଲି ତେବେ ଆଖିର ସାମ୍ନାରେ ବିକ୍ରମ ତ ହସୁଥିବାର ଦେଖିଥିଲେ, ସେ ଆଗକୁ ଲେଖିଲେ କି ଯେପରି ସେ ଲେଖନ୍ତି ପଛରେ ବମ୍ ପଡୁଛି ଓ କିଛି ସମୟ ପାଇଁ କିଏ ଶାନ୍ତ କୋଣ ମିଳିଯାଇଥାଏ ଓ ଯେବେ ସେ ସଂମ୍ଭାଳିକରି ଫେରିଯିବେ ତେବେ ଏହା ଆହୁରି ଘାତକ୍ ହେବ, ସେ ନିଜ ଦେଶ ପାଇଁ ଲଢିବାକୁ ଚାହୁଁଛନ୍ତି

ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ କେବଳ ଗୋଟେ ବିକ୍ରମ ନୁହେଁ ଆମେ ଏକେଲା କାରଗିଲ୍ ରେ ୫୨୭ ଟି ବିକ୍ରମ ହରାଇଛୁ, ସେ ଜୀବନ ବଞ୍ଚିଥିଲେ ୟେ ଦିଲ୍ ମାଙ୍ଗେ ମୋର୍, ଆସନ୍ତୁ ଆଜି ସବୁ ସୈନିକଙ୍କୁ ମନେ ପକାଇ ନିଜ ହୃଦୟରେ ଗର୍ବରେ ଭରିଦେବା, ଜୟ ହିନ୍ଦ୍, ୭୫ତମ ସ୍ୱାଧୀନତା ଦିବସର ଶୁଭକାମନା, ସିଦ୍ଧାର୍ଥ ମଲହୋତ୍ରା ଦ୍ୱାରା ଲେଖାଯାଇଛି କି ମେସେଜ୍ ପଢିକରି ଫ୍ୟାନ୍ସ ବହୁତ ଭାବୁକ ହେଉଛନ୍ତି ।

ସୋସିଆଲ୍ ମିଡିଆରେ ସିଦ୍ଧାର୍ଥ ମଲହୋତ୍ରା ଯେଉଁ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ଲେଟର୍ ସେୟାର୍ କରିଥିଲେ, ସେଥିରେ ୨୩ ଜୁନ୍ ୧୯୯୯ ତାରିଖ ପଡିଛି, ଏହା ଠିକ୍ ୧୫ ଦିନ ପୁର୍ବର ତାରିଖ ଅଟ୍,ଏ ଯେବେ କ୍ୟାପଟେନ୍ ବିକ୍ରମ ବତ୍ରା ଦେଶର୍ ରକ୍ଷା ପାଇଁ ନିଜ ପ୍ରାଣତ୍ୟାଗ କରିଥିଲେ, ନିଜ ଲେଟରରେ ବିକ୍ରମ ବତ୍ରା ଲେଖିଥିଲେ କି ଏହି ଲେଟର ଆପଣଙ୍କୁ ପଏଣ୍ଟ ୫୧୪୦ ରୁ ଲେଖା ହୋଇଛି, ଯାହା ବିଷୟରେ ଆପଣମାନେ ସବୁ ଦିନ ଖବରରେ ଶୁଣୁଛନ୍ତି, ହଁ ଆପଣଙ୍କୁ ଏହା ଜାଣିକରି ଖୁସି ଲାଗିବ କି ଆମେ ଏହା ଉପରେ କବଜା କରିନେଇଛୁ ।

ଲେଟରରେ କ୍ୟାପଟେନ୍ ବତ୍ରା ଲେଖିଥିଲେ କି ଲେଫ୍ଟିନାଣ୍ଟ ଜାମବାଲ ଓ ମୁଁ ଏହା ଉପରେ ଆକ୍ରମଣ କରିଥିଲୁ ଓ ପାକିସ୍ଥାନ କୁ ମାରିକରି ଏହାକୁ ନିଜ କବଜାରେ କରିନେଇଛୁ, ପୁରା ବାଟାଲିୟନ୍ ଆମର ପରଫାମାନ୍ସରେ ବହୁତ ଅଧିକା ଖୁସି ଅଛି, ଓ ଆମର ନାଁ ମହାବୀର ଚକ୍ର ପାଇଁ ପଠାଯାଇଛି ଓ ଏହା ସହ ମୋତେ କ୍ୟାପଟେନ୍ ରାଙ୍କ୍ ମିଳୀଯାଇଛି, ସେମିତି ଆପଣ ଜାଣିପାରୁଥିବେ କି ବିକ୍ରମ ବତ୍ରା ବହୁତ ଖୁସି ଥିବେ ।

Leave a Reply

Your email address will not be published. Required fields are marked *