October 18, 2024

Odia Express

Here, There and Everywhere

ନବାବ୍ ସୈଫ୍ ଅଲ୍ଲୀ ଖାନ୍ ଙ୍କ ସ୍ତ୍ରୀ ଚଳନ୍ତି ଲକଜୁରି ଲାଇଫ୍,ଜାଣନ୍ତୁ କେତେ ସଂମ୍ପତ୍ତିର ମାଲିକାଣୀ ଅଛନ୍ତି Kareena Kapoor ଖାନ୍

1 min read

ବଲିଉଡ୍ କେବଳ ଲୋକପ୍ରିୟତା ଯାଏଁ ରହିନାହିଁ । ଏଠାରେ କଳାକାରଙ୍କ ଲାଇଫ୍ ଷ୍ଟାଇଲ୍ ବି ଫ୍ୟାନ୍ସ କୁ ଆକର୍ଷିତ କରିଥାଏ, ବଲିଉଡ୍ କଳାକାରଙ୍କ ପାଖରେ ଏମିତି ନା ଧନ ଓ ଐଶ୍ୱର୍ଯ୍ୟର କମି ଆସିଛି, ସେ ନିଜ ଲାଇଫ୍ କୁ ନେଇକରି ଲକଜୁରୀ ଅନ୍ଦାଜରେ ବଞ୍ଚନ୍ତି  । ଖାସ୍ କରି ଯେବେ କଥା ବେବୋ ମାନେ କରିନା କାପୁରଙ୍କ ହୁଏ ତେବେ ତାଙ୍କର ଜୀବନୀ ବିଷୟରେ କାହାକୁ ଅଛପା ନାହିଁ । କରିନା କାପୁର୍ ଙ୍କ ବିବାହ ସେମିତି ଶାହି ପରିବାର ମାନେ ନବାବ୍ ଖାନଦାନ୍ ରେ ହୋଇଛି, ସେ ସୈଫ୍ ଅଲ୍ଲୀ ଖାନ୍ ଙ୍କୁ ବିବାହ କରିଥିଲେ, ସେ ନିଜ ଫିଲ୍ମ କ୍ୟାରିୟରରେ ଗୋଟେରୁ ବଳି ଗୋଟେ ଭଲ ଫିଲ୍ମରେ କାମ କରିଛନ୍ତି, ଏମିତିରେ ତାଙ୍କ ପାଖରେ ପଇସାର କୌଣସି ଅସୁବିଧା ନାହିଁ , ଆଜିର ଏହି ଖାସ୍ ପୋଷ୍ଟରେ ଆମେ କରିନା କାପୁରଙ୍କ ସମୁଦାୟ ସଂମ୍ପତ୍ତି ବିଷୟରେ କହିବାକୁ ଯାଉଛୁ

ତେବେ ଆସନ୍ତୁ ଜାଣିବା କେତେ ସଂମ୍ପତ୍ତିର ମାଲିକାଣୀ ଅଟନ୍ତି କରିନା କାପୁର ଖାନ୍ । ଫୋବର୍ସ ମୁତାବିକ ୨୦୧୪ ରେ କରିନାଙ୍କ ପାଖରେ ୭୪,୪୭ କୋଟି ଟଙ୍କାର ସଂମ୍ପତ୍ତି ଥିଲା, ସେହି ସମୟରେ ଫୋବର୍ସ ତାଙ୍କୁ ପାୱାରଫୁଲ୍ ସେଲିବ୍ରେଟି ଲିଷ୍ଟରେ ୭ମ ସ୍ଥାନରେ ରଖିଥିଲେ , କିନ୍ତୁ ଏବେ କରିନାଙ୍କ ସମୁଦାୟ ସଂମ୍ପତ୍ତି ୪୧୩ କୋଟି ହୋଇସାରିଛି, କରିନାଙ୍କ ହ୍ୟାଣ୍ତବ୍ୟାଗ୍ସ ରଖିବାର ଜବରଦସ୍ତ ସଉକ ଅଛି, ତାଙ୍କ ଫେବରାଇଟ୍ ହ୍ୟାଣ୍ତବ୍ୟାଗରୁ ଜିମି ଚୁ, କେମିଓ କ୍ଲଚ୍ , ଟଡ୍ ଡି ବ୍ୟାଗ୍, ଓ ଚ୍ୟାନେଲ୍ ମିନି ପରି ବ୍ରାଣ୍ତସ୍ ସାମିଲ୍ ଅଛି ।

କରିନା ଲକଜୁରି ଜିନିଷର ସଉକିନ୍ ଅଟନ୍ତି , ଏକ ମଧ୍ୟବିତ୍ତ ବ୍ୟକ୍ତିର କାମ୍ ଦାମ୍ ଯେତେ ହୋଇଥାଏ, ତାହାଠାରୁ ମହଙ୍ଗା ତାଙ୍କ ପର୍ସ ଅଟେ, ସେ ବିରାକିନ୍ ୩୫ ରଙ୍ଗ୍ ର ହ୍ୟାଣ୍ତ୍ ବ୍ୟବହାର କରନ୍ତି , ଯାହାର ଦାମ୍ ୧୦ ଲକ୍ଷ ପାଖାପାଖି ହୋଇଥାଏ । ତାଙ୍କ ନିର୍ବନ୍ଧ ରିଙ୍ଗ୍ ବି ୭୫ ଲକ୍ଷ ଟଙ୍କାର ଅଟେ, ତାଙ୍କ ଗାଡି ଲେକ୍ସାସ୍ ଏଲ୍ ଏକ୍ସ ୪୭୦ ର ଦାମ୍ ୨,୩୨ କୋଟି ଟଙ୍କା ଅଟେ, ସ୍ୱିଜରଲ୍ୟାଣ୍ତରେ ତାଙ୍କ ଘରର ଦାମ୍ ୩୩ କୋଟି ଟଙ୍କା ପାଖାପାଖି ଅଟେ ଯେବେ କି ବାନ୍ଦ୍ରାରେ ତାଙ୍କ ଘର୍ ଅଛି, ଯାହାର ଦାମ୍ ୪୮ କୋଟି ଟଙ୍କା ଅଟେ ।

କରିନା ୱେଷ୍ଟର୍ଣ୍ଣ ଓ ଡେନିମ୍ ଓ ଜ୍ୟାକେଟ୍ସ ବହୁତ ପସନ୍ଦ କରନ୍ତି, ସେମିତି ତାଙ୍କ ପସନ୍ଦର ବ୍ରାଣ୍ତ ଡଲସି ଆଣ୍ତ ଗବାନା ଗୁଚି ଅଟେ, ଇଣ୍ତିଆନ୍ ଆଉଟଫିଟ୍ସ ପାଇଁ କରିନାଙ୍କ ଫେବରାଇଟ୍ ଡିଜାଇନର୍ ମନିଷ ମଲହୋତ୍ରା ଅଟନ୍ତି  ବିବାହରୁ ନେଇକରି ଖାସ୍ ଫଙ୍କସନରେ ସେ କରିନାଙ୍କ ପାଇଁ ଡ୍ରେସ୍ ଡିଜାଇନ୍ କରନ୍ତି । ମିଡିଆ ରିପୋର୍ଟ୍ସ ମୁତାବିକ କରିନା କାଉର ଏବେ ସ୍ୱାମୀ ସୈଫ୍ ଅଲ୍ଲୀ ଖାନ୍ ଙ୍କ ସହ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫର୍ଚୁନ୍ ହାଇଟ୍ସରେ ୪ ବିଏଚକେ ଆପାର୍ଟମେଣ୍ଟରେ ରହୁଛନ୍ତି, ଏହି ଆପାର୍ଟମେଣ୍ଟର ଅନୁମାତିତ ଦାମ୍ ୪,୨ କୋଟି କୁହାଯାଉଛି, ସୈଫ୍ ଓ କରିନା ବି ମୁମ୍ବାଇରେ ଦୁଇଟି ଅଲଗା ଅଲଗା ବଙ୍ଗଳା ଅଛି

ଏହାର ଦାମ୍ ୬-୬ କୋଟି ଟଙ୍କା ଅଟେ, ନିଜ ଦ୍ୱିତୀୟ ଛୁଆ ଆସିବା ଖୁସିରେ କରିନା ବହୁତ ସାରା ପ୍ରସ୍ତୁତି କରିଥିଲେ, ନିଜ ଏହି ପ୍ରସ୍ତୁତିକୁ ନେଇକରି କରିନା ନିଜେ ଖୁଲାସା କରିଥିଲେ, ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଷ୍ଟାଟସ୍ ବାଲା ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନୁଆ ଘରକୁ ଦେଖୁଛନ୍ତି, ଘର ଦେଖିବାକୁ ବହୁତ ଶାନଦାର୍ ଲାଗୁଛି, ଏହି ଘରରେ ଅଧିକା କାମ କାଠରେ ହୋଇଛି ।

ନିଜ ଘରର ଝଲକ କରିନା ଲୋକଙ୍କୁ ଦେଖାଇଦେଇଛନ୍ତି, କରିନା ନିଜ ଇଣ୍ଟେରିୟର୍ ଡିଜାଇନର୍ ସହ ଘରେ କିଛି କାମ କରିଥିବାର ନଜର ଆସିଛି, କରିନା ଏହି ଫଟୋରେ ଲେଖିଛନ୍ତି କି ୨୦୨୧ ର ପ୍ରଥମ ସେଟ୍ ଅଫ୍, ନିଜ ଫେବରାଇଟ୍ ସହ ଫେରୁଛି, ଏହା ମୋର ସ୍ୱପ୍ନର ଘର ହେବାକୁ ଯାଉଛି, କରିନା ଓ ସୈଫ୍ ଏହି ସ୍ୱପ୍ନର ଘରରେ ବହିଗୁଡିକ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି, ତାହା ପାଇଁ ଏକ କୋଣରେ ବହିର ଲାଇବ୍ରେରୀ କରିଦିଆଯାଇଛି, ଆପଣଙ୍କୁ କହିଦେବୁ କି କରିନା କାପୁର ବହୁତ ଜଲଦି ଲାଲ୍ ସିଂ ଚଢା ରେ ଦେଖାଯିବେ, ଏହି ଫିଲ୍ମରେ ସେ ଅମୀର୍ ଖାନ୍ ଙ୍କ ଅପୋଜିଟ୍ ରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *