October 18, 2024

Odia Express

Here, There and Everywhere

ପୁଅର କୁମ୍ପା ନେଇକରି Fine ଭରିବାକୁ ଅଟୋ ଡ୍ରାଇଭର୍ ପହଞ୍ଚିଥିଲା ଥାନା,Emotional ହୋଇ ପୋଲିସ୍ ବାଲା ନିଜ ପକେଟରୁ ଦେଇଥିଲେ ଫାଇନ୍

ସୋସିଆଲ୍ ମିଡିଆରେ ସେମିତି କିଛି ନା କିଛି ଖବର ଶୁଣିବାକୁ କିମ୍ବା ଦେଖିବାକୁ ମିଳିଯାଏ , କିଛି ଖବର ଏମିତି ହୋଇଥାଏ ଯାହା ଦେଖିବାପରେ ମଣିଷ ବହୁତ ଭାବୁକ ହୋଇଯାଏ, ସେମିତି କିଛି ଖବର ଏମିତି ହୋଇଥାଏ ଯାହା ଲୋକେ ପ୍ରଶଂସା କରି ଥକନ୍ତି ନାହିଁ , ଏହି ଦିନ ସୋସିଆଲ୍ ମିଡିଆରେ ଏକ ପୋଲିସ୍ ଅଧିକାରୀ ମାନବତା ଭରା କାମ କରିଛନ୍ତି, ଯାହାକି ବହୁତ ପ୍ରଶଂସା କରାଯାଉଛି, ସେହି ପୋଲିସ୍ ବାଲା ଏମିତି କାମ କରିଛନ୍ତି କି ଯାହାର ଚର୍ଚ୍ଚା ସବୁ ଲୋକ କରୁଛନ୍ତି, ଯେପରି ଆମେ ସମସ୍ତେ ଜାଣିଛେ କି ପୋଲିସ୍ ବାଲା କେଉଁ ବି ବିବାଦ କାରଣରୁ ଚର୍ଚ୍ଚାରେ ରୁହନ୍ତି, ସବୁ ବେଲେ ପୋଲିସ୍ ବାଲାଙ୍କ ପ୍ରତି ଆମର ନଜରିଆ ନକରାତ୍ମକ ରହିଥାଏ,

କିନ୍ତୁ ସବୁ ପୋଲିସ୍ ବାଳା ଏକାପରି ହୋଇନଥାନ୍ତି,  କିଛି ପୋଲିସ୍ ବାଲା ଙ୍କ କାରଣରୁ ସମସ୍ତେ ବଦନାମ୍ ହୋଇଯାଆନ୍ତି, ସେମିତି ସବୁ ଲୋକ ପୋଲିସ୍ ବାଲା ଙ୍କୁ ଅଫିସର୍ ଏକ କଡା ଦୃଷ୍ଟୀ ଓ ଭ୍ରଷ୍ଟ ଆଚରଣ ପାଇଁ ଜାଣନ୍ତି , କିନ୍ତୁ ଏମିତି ବିଲକୁଲ୍ ହୋଇନଥାଏ । ସବୁ ପୋଲିସ୍ ବାଲା ଏକାପରି ହୋଇନଥାଏ ନାହିଁ କିଏ ଲାଞ୍ଚ ନିଏ, କିଛି ପୋଲିସ୍ ବାଲା ଏମିତି ହୋଇଥାନ୍ତି କି ଯିଏ ନିଜ ଡ୍ୟୁଟୀ ଇମାନଦାରି ସହ ନିଭାନ୍ତି, ଓ ଜନତାକୁ ସାହାଯ୍ୟ କରନ୍ତି, ଏମିତି ବହୁତ ଉଦାହରଣ ଦେଖିଥିବେ, ଏହି ମଧ୍ୟରେ ନାଗପୁର ଏକ ପୋଲିସ୍ ବାଲା କିଛି ଏମିତି କାମ କରିଛନ୍ତି ।

ଆପଣଙ୍କୁ କହିଦେବୁ କି ନାଗପୁରରେ ଏକ ସିନିୟର୍ ପୋଲିସ୍ ଇନସିପେକ୍ଟର ଯେବେ ଏକ ଅଟୋ ଚାଳକର କାହାଣୀ ଶୁଣିଲେ ସେ ନିଜ ପକେଟରୁ ଅଟୋ ଚାଳକର ଚାଳାଣ ଭରିଦେଲେ, ସେମିତି ଅଟୋ ଚାଲକ ନିଜ ବାହାନ ଛଡାଇବାପାଇଁ ନିଜ ଛୁଆର କୁମ୍ପା ନେଇକରି ଆସିଲା, ନାଗପୁର ସିଟି ପୋଲିସ୍ ଯେବେ ଟ୍ୱିଟର୍ ଲେଖିଲେକି ବରିଷ୍ଠ ପୋଲିସ୍ ନିରିକ୍ଷକ ଅଜୟ ମାଲବିୟ ଯେବେ ଅଟୋ ଚାଲକକୁ ନିଜ ପୁଅର ସଞ୍ଚୟ ଉପଯୋଗ କରି ୨ ହଜାର ଟଙ୍କା ଜୋରିମାନା ଭରିବାକୁ କହିଲେ ତେବେ ସେ ଦେଖିଲେ କି ଯେବେ ଏହି ଜୋରିମାନା ଭରିବାର ନିର୍ଣ୍ଣୟ ନେଲା ।

ଘଟଣା ଏମିତି ହୋଇଥିଲା କି ନାଗପୁର ପୋଲିସ୍ ବିଭାଗ ଏବେ କିଛି ଦିନ ହେବ ରୋହିତ୍ ଖଡଗେ ଡ୍ରାଇଭର୍ ଏକ ଅଟୋ ଜବତ କରିନେଲେ, ଏହାପରେ ସେ କଥିତ ରୁପରେ ଯାତାୟତ୍ ନିୟଅ ଉଲ୍ଲଘନ କରିବାପାଇଁ ଚାଲାଣ ରସିଦ୍ ଦେଇଥିଲେ, ସେ ଅଟୋ ଚାଳକକୁ ପାର୍କିଙ୍ଗ୍ ରେ ଠିଆ କଲେ, ଓ ତାକୁ ଦୁଇ ଶହ ଟଙ୍କା ଜୋରିମାନା କଲେ, ଏହା ଛଡା ତ୍ ଉପରେ କିଛି ଜୋରିମାନା ବାକିଥିଲା ଯାହାର କାରଣରୁ ପୋଲିସ୍ ସେହି ଅଟୋ ଚାଳକର ଅଟୋ ଜବତ କରିନେଲେ ସମୁଦାୟ ମିଶାଇକରି ରୋହିତ୍ ଉପରେ ୨ ହଜାର ଟଙ୍କା ଜୋରିମାନା ଲାଗିଗଲା  କିନ୍ତୁ ତାଣ୍କ ପାଖରେ ଏତେ ପଇସା ନଥିଲା ।

ରୋହିତ୍ ପାଖରେ ତାର ଅଟୋ ହିଁ କମାଇର ଜରିଆ ଥିଲା, ମିଡିଆ ରିପୋର୍ଟ ଅନୁସାରେ ଏମିତି କୁହାଯାଉଛି କି ଆମଦାନୀର ଅଭାବ ଓ ନିଜର ଜୋରିମାନା ଭରିବାରେ ରୋହିତ୍ ଅସମର୍ଥ ଥିଲା, ଯାହାର କାରଣରୁ ସେ ନିଜ ପୁଅର କୁମ୍ପା ନେଇକରି ପୋଲିସ୍ ଥାନାରେ ପହଞ୍ଚିଲା, ପୋଲିସ୍ ପଇସା ନେବାକୁ ମନା କରିଦେଲେ, ଅଟୋ ଚାଳକ ବରିଷ୍ଠ ନିରିକ୍ଷକ ଅଜୟ ମାଲବିୟ ଙ୍କ ପାଖରେ ପହଞ୍ଚିଲା, ଓ ତାଙ୍କୁ ଅନୁରୋଧ କଲା କି ସେ ତାର୍ ଅଟୋକୁ ଫେରାଇଦିଅନ୍ତୁ, ତାହା ହାତର୍ ପଇସାର୍ ପ୍ଲାଷ୍ଟିକ୍ ଥଳୀ ଦେଖିକରି ପୋଲିସ୍ ଅଧିକାରୀ ପଚାରିଲେ କଣ ଅସୁବିଧା ହୋଇଛି ।

ରୋହିତ୍ କାନ୍ଦିକରି ସେ ପଇସାର କୁମ୍ପିକୁ ଟେବୁଲ୍ ରେ ରଖିଦେଲ୍<ଆ ଓ କାନ୍ଦିକରି ନିଜ ଦୁଃଖଭରା କାହାଣୀ କହିଲା< ସେ କହିଲା କି ସାର୍ ମୋର ଅଟୋ ଛାଡିଦିଅନ୍ତୁ, ଯଦି ଆଜି ଦେବେ ନାହିଁ ଆମେ ଭୋକିଲା ରହିବୁ, କାରଣ ଲକ୍ ଡାଉନ୍ କାରଣରୁ ମୋର୍ ଜମା ପୁଞ୍ଜି କିଛି ନାହିଁ, ଓ ସବୁ ଖର୍ଚ୍ଚ ହୋଇଯାଇଛି, ଏବେ ପୁଅର କୁମ୍ପା ନିଅନ୍ତୁ, ଓ ଅଟୋ ଛାଡିଦିଅନ୍ତୁ, ଅଟୋ ଚାଳକରକଥା ଶୁଣିକରି ଇନସିପେକ୍ଟର୍ ଭାବୁକ ହୋଇଗଲେ, ଓ ସେ ନିଜ ପକେଟରୁ ଜୋରିମାନା ରାଶି ସବୁ ଭରିଦେଲେ ଓ ତାହାର ଅଟୋ ଫେରାଇଦେଲେ

Leave a Reply

Your email address will not be published. Required fields are marked *