October 18, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : Job ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଇଥିବା ପପୁକୁ ମାଲିକ ପଚାରିଲେ- ଯଦି ଦୁଇଟି ଟ୍ରେନ୍ ଗୋଟେ ଲାଇନ୍ ରେ ଆମନା ସାମ୍ନା ଆସିଯିବେ ତେବେ ତୁମେ କଣ କରିବ ?ଉତ୍ତର ଶୁଣି ବେହୋସ ହେଇଗଲେ ବସ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଅଞ୍ଜଳୀ- ଶୁଣ ହୋ ମୋତେ ଏକ ନୁଆ ଶାଢି ଦେଇଦିଅ ପ୍ଲିଜ୍, ଅନିଲ୍- କିନ୍ତୁ ତୁମର ଆଲମୀରାରେ ତ ଶାଢୀ ଭରିକରି ଅଛି ତେବେ ନୁଆ କଣ ପାଈଁ ? ଅଞ୍ଜଳୀ- ସେମିତି ସବୁ ଶାଢୀ ମୋହଲା ବାଲା ଦେଖିନେଇଛନ୍ତି, ଅନିଲ୍- ଆମେ ଶାଢୀ କଣ ପାଇଁ କିଣିବା ,ମୋହଲ୍ଲା ବଦଳାଇଦେବା କଣ କହୁଛ ?

୨) ଡାକ୍ତର ରୋଗୀକୁ କହିଥାଏ ଯେବେ ତୁମକୁ ଜଣାପଡିବ କି ଗାଡି ଝିଅ ଚଲାଉଛି ତେବେ ରୋଡରୁ ଦୁରେଇ ରହିଥିଲା, ରୋଗୀ- କେଉଁ ରୋଡ୍, ମୁଁ ତ କ୍ଷେତରେ ବସିକରି ବିଡି ପିଉଥିଲି ।

୩) ଜର୍ଜ ଅପରାଧୀକୁ କହିଲା- ଯେବେ ତୁମେ ନିଜ ସ୍ୱାମୀକୁ ଚାହାରେ ବିଷ ମିଶାଇଦେଲ ତେବେ ତୁମେ ତା ଉପରେ ଦୟା ଆସିଲା ନାହିଁ ? ଅପରାଧୀ- ଜର୍ଜକୁ- ହଁ ଟିକେ ଦୟା ଆସିଥିଲା, ଯେବେ ସେ ଦ୍ୱିତୀୟ ଥର ଚାହା ପିଇବାକୁ ମାଗିଥିଲେ ।

୪) ସୈନିକ ଆଉ ଏକ ସୈନିକକୁ- ତୁମେ ଜୀବନ ଦେବାପାଈଁ ସେନାରେ ଭର୍ତ୍ତୀ କଣପାଇଁ ହୋଇଗଲ ? ଦ୍ୱିତୀୟ- କାରଣ ମୋର ବାହାଘର ହୋଇନଥିଲା, ଏକେଲା ଘରେ ମୋତେ ଶାନ୍ତି ମିଳୁନଥିଲା, କିନ୍ତୁ ତୁମେ ପ୍ରଥମ ସୈନିକ- ମୋର ତ ବାହାଘର ହୋଇଯାଇଛି ଓ ଘରେ ଶାନ୍ତି ବନାଇ ରଖିବା ସଂମ୍ଭବପର ନୁହେଁ ।

୫) ଝିଅ- ଆରେ ଫୁଲବାଲା ଭାଇ, କେତେ ଟଙ୍କା ନେଉଛ ଗୋଲାପ ? ବେପାରୀ- ୫୦ ଟଙ୍କା, ଝିଅ- ଏତେ ମହଙ୍ଗା ଭାଇ, ବେପାରୀ- ମାଇ ଲାଇଫ୍ ମାଇ ରୁଲସ୍ ମାଇ ରେଟ୍ ମାଇ ଫୁଲସ୍

୬) ଝିଅ- ଛୁଆବେଳେ ପାପାଙ୍କ ପରି ବିବାହପରେ ଘରର ରାଣୀ, ପୁଅ- ପ୍ରଥମେ ମା ବାପାଙ୍କ ଠାରୁ ମାଡ ଖାଉଥିଲେ, ବିବାହପରେ ସ୍ତ୍ରିଠାରୁ

୭) ସ୍ୱାମୀ –ବାହାଘର ବେଳେ ତୁମେ ରାଜି ହୋଇଥିଲ କି ମୋର ଇଜ୍ଜତ କରିବ, ମୋର କଥା ମାନିବ, ସ୍ତ୍ରୀ- ତେବେ କଣ ଏତେ ଲୋକଙ୍କର ସାମ୍ନାରେ ତୁମକୁ ଯୁକ୍ତି କରିବି ?

୮) ସ୍ତ୍ରୀ-ରୋମାଣ୍ଟିକ୍ ମୁଡରେ ନିଜ ସ୍ୱାମୀକୁ କହେ, ସ୍ତ୍ରୀ- ମୁଁ ବାପଘର ତେବେ ଯିବି ଯେବେ ତୁମେ ମୋତେ ଛାଡିବାକୁ ଯିବ, ସ୍ୱାମୀ ଏହା ଶୁଣିକରି ଖୁସି ହୋଇଯାଏ ଓ କହେ କି ରାଜି ମୁଁ , କିନ୍ତୁ କଥା ଦିଅ କି ଘରକୁ ତେବେ ତୁମେ ଆସିବ ଯେବେ ମୁଁ ତୁମକୁ ଆଣିବାକୁ ଆସିବି ।

୯) ସ୍ତ୍ରୀ –ଦେଖ ପାଗ କେତେ ସୁନ୍ଦର୍ ଲାଗୁଛି, ତୁମର୍ କଣ ପ୍ଲାନ୍ ଅଛି  ସ୍ୱାମୀ-ମୋର୍ ତ ସେଇ ପ୍ଲାନ୍ ଅଛି ୧୭୮ ରେ ୧ ଜିବି ୨୮ ଦିନ ପାଇଁ,  ସ୍ତ୍ରୀ- ପଶିଯା ତାହାଲେ ମୋବାଇଲ୍ ରେ

୧୦) ମାଲିକ- ଯଦି ଦୁଇଟି ଟ୍ରେନ୍ ଗୋଟେ ଧାରଣାରେ ଆସିଗଲେ କଣକରିବ ? ପପୁ- ଲାଲ୍ କପଡା ଦେଖାଇବି, ମାଲିକ- ଯଦି ପତକା ମିଳିବନି ତ, ପପୁ- ତେବେ ଟର୍ଚ୍ଚ ଦେଖାଇବି, ମାଲିକ- ଯଦି ଟର୍ଚ୍ଚ ମିଳିବନି ତ ? ପପୁ- ନିଜ ଲାଲ୍ ସାର୍ଟ ଓହ୍ଲାଇକରି ଦେଖାଇବି, ମାଲିକ –ଯଦି ତୁମର ସାର୍ଟ ଲାଲି ହୋଇନଥିବ ତ ? ପପୁ- ତେବେ ମୋର ପିଉସି ପୁଅର ଫୋନ୍ କରି ଡକାଇବି ମାଲିକ-କଣପାଇଁ  ପପୁ- କାରଣ ସେ କେବେ ଦୁଇଟି ଟ୍ରେନର ଧକ୍କା ଦେଖିନଥିବ ।

Leave a Reply

Your email address will not be published. Required fields are marked *