October 18, 2024

Odia Express

Here, There and Everywhere

କ୍ୟାଟରିନ୍ କୈଫ୍ Vicky କୌଶଲଙ୍କୁ ଗୁପ୍ ଚୁପ୍ ତରିକାରେ କରିନେଇଛନ୍ତି Engagement, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଏହି କପଲଙ୍କ ଏହି ଫଟୋ

ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ କ୍ୟାଟରିନା କୈଫ୍ ଓ ଅଭିନେତା ବିକି କୌଶଳ ନିଜ ରିଲେସନସିପ୍ କାରଣରୁ ଲମ୍ବା ସମୟରୁ ଖବରରେ ଅଛନ୍ତି ଏହି ଦୁହେଁ ଜଣେ ଅନ୍ୟଙ୍କୁ ବହୁତ ଦିନରୁ ଡେଟ୍ କରୁଛନ୍ତି, ସେମିତି କ୍ୟାଟରିନା କୈଫ୍ ଓ ବିକି କୌଶଳା ଦୁହେଁ ନିଜ ରିଲେସନସିପ୍ କୁ ନେଇକରି କିଛି ପ୍ରତିକ୍ରିୟା ଦେଇନାହାନ୍ତି, ଏବେ ପର୍ଯ୍ୟନ୍ତ ଖୋଲିକରି ଏହି ବିଷୟରେ କିଛି କହିନାହାନ୍ତି, କିନ୍ତୁ ଏଇ ଦୁହେଁ ଏକ ସାଙ୍ଗରେ ଦେଖାଯାଇଛନ୍ତି, ଓ ସେମିତି ବିକି କୌଶଳଙ୍କୁ ବହୁତଥର କ୍ୟାଟରିନା କୈଫଙ୍କ ସହ ଘର ବାହାରେ ସ୍ପଟ୍ କରାଯାଇଛି, ଓ ଏହା ଛଡା ଏହି ଦୁହେଁ ଏକା ସାଙ୍ଗରେ ଭ୍ୟାକେସନ୍ ଓ ସେଲିବ୍ରେସନ୍ କରୁଥିବାର ନଜର ଆସିଛି ।

କିନ୍ତୁ ଏହି ଦୁହେଁଙ୍କ ମଧ୍ୟରେ ସଂମ୍ପର୍କ ଶାନଦାର୍ କେମେଷ୍ଟ୍ରି ଦେଖିକରି ଫ୍ୟାନ୍ସ ଆଶା କରୁଛନ୍ତି କି ଏମାନେ ଦୁହେଁ ବିବାହର୍ ବନ୍ଧନରେ ବାନ୍ଧି ହୋଇପାରନ୍ତି, ଓ ଏହି ମଧ୍ୟରେ ସୋସିଆଲ୍ ମିଡିଆରେ ଏକ ଏମିତି ଖବର ଆସୁଛି ଯାହା ବହୁତ ଭାଇରାଲ୍ ହେଉଛି, ବିକି କୌଶଳ ଗୁପ୍ ଚୁପ୍ ତରିକାରେ ନିର୍ବନ୍ଧ୍ କରିଦେଇଛନ୍ତି , ଏମିତିରେ ଏହି କପଲଙ୍କୁ ରୋକା ସେରୋମୋନି ଖବର ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି ।

ମିଡିଆ ରିପୋର୍ଟ ଅନୁସାରେ ଏକ ପପୁଲାର୍ ପେପରାଜୀ ଏହି ସୁଚନା ଦେଇଛନ୍ତି କି କ୍ୟାଟରିନାକୈଫ୍ ବିକି କୌଶଳ ନିର୍ବନ୍ଧ କରିନେଇଛନ୍ତି, ଓ ନିର୍ବନ୍ଧକରିବାପରେ ଏହି କପଲ୍ ନିଜ୍ ସଂମ୍ପର୍କକୁ ଆଗକୁ ବଢାଇଦେଇଛନ୍ତି, ଏହି କପଲଙ୍କ ରୋକାସେରୋମୋନି ହୋଇସାରିଛି, କହିଦେବୁ ଇ ପେପରଜି ଭାଇରାଲ୍ ଭୟାନୀ ନାମର ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ କ୍ୟାଟରିନା କୈଫ୍ ଓ ବିକି କୌଶଳଙ୍କ ଏକ ଫଟୋ ସେୟାର୍ କରି ଥିଲେ ଓ କ୍ୟାପସନ୍ ରେ ଲେଖିଥିଲେ କି ନିର୍ବନ୍ଧର ମିଥ୍ୟା ପ୍ରଚାର ।

ସେମିତି ଏହି ପୋଷ୍ଟ ଭାଇରାଲ୍ ହେବା କ୍ଷଣି ଟିକିଏ ସମୟ ପରେ ପୋଷ୍ଟକୁ ଡିଲିଟ୍ କରିଦିଆଯାଇଥିଲା< ଏହି ପୋଷ୍ଟ ସାମ୍ଣାରେ ଆସିବାପରେ କ୍ୟାଟରିନାଓ ବିକି କୌଶଳଙ୍କ ନିର୍ବନ୍ଧରେ ବହୁତ ସାରା ବଧାଇ ଦିଆଯାଇଛି, ସେମିତି କ୍ୟାଟରିନା ଓ ବିକି କୌଶଳଙ୍କ ନିର୍ବନ୍ଧ ବିଷୟରେ କିଛି ଆଧିକାରିକ ପୃଷ୍ଟି ହୋଇନାହିଁ , କିନ୍ତୁ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହେଉଛି

ଏହି କପଲ୍ ଙ୍କ ପୋଷ୍ଟ କାରଣରୁ ଏହି ଦୁହେଁଙ୍କ ନିର୍ବନ୍ଧର ଖବର ସୋସିଆଲ୍ ମିଡିଆରେ ଅଧିକା ଚର୍ଚ୍ଚିତ ହୋଇଛି । କହିଦେବୁ କି କ୍ୟାଟରିନାକୈଫ୍ ଓ ବିକି କୌଶଳଙ୍କ ନିର୍ବନ୍ଧ ଖବର ସେହି ସମୟରେ ଜୋର୍ ଧରିଥିଲାଯେବେ ବିକି କୌଶଳ ଏକ ଆୱାର୍ଡଫଙ୍କସନରେ କ୍ୟାଟରିନାକୈଫ୍ ଙ୍କୁ ନିଜକ୍ରସ୍ କରିଥିଲେ, ଓ ସେହି ସମୟରେ ମଞ୍ଚରେ କ୍ୟାଟରିନା କେଫ୍ ଥିଲେ, ଓ ବିକି କୌଶଳ ସମସ୍ତଙ୍କ ସାମ୍ନାରେ ଏହାକହିକରି ପଚାରିଥିଲେ କି ଆପଣ କେଉଁ ବିକି କୌଶଳଙ୍କ ପରି ପୁଅ ଖୋଜିକି ବିବାହ କରୁନାହାନ୍ତି କଣପାଇଁ

ଏହାପରେ ବିକି କୌଶଳ ଏକ ଗୀତ୍ ଗାଇଥିଲେ, ମୁଝସେ ଶାଦି କରୋଗି କହିଦେବୁ କି ବିକି କୌଶଳ ଏହି ଗେସଚର୍ ପରେ ଏହି ଦୁହେଁ ରିଲେସନସିପ୍ ଖବର ଅଧିକା ଭାଇରାଲ୍ ହୋଇଛି ।କହିଦେବୁ କି କ୍ୟାଟରିନାଙ୍କ କାମ ବିଷୟରେ ସେ ଜଲଦି ହିଁ ରୋହିତ୍ ସେଟ୍ଟିଙ୍କ ନିର୍ଦ୍ଧେଶିତ ଫିଲ୍ମ ସୁର୍ଯ୍ୟବଂଶୀରେ ନଜରଆସିବେ, ଓ ସେମିତି ବିକି କୌଶଳ ଏହି ଦିନ୍ ନୁଆ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି, ଓ ସେମିତି ଫିଲ୍ମ ପରଦାରେ ବିକି କୌଶଳ ଓ କ୍ୟାଟରିନା କୈଫ୍ ଙ୍କଯୋଡି ଜଲଦି ଦେଖିବାକୁ ମିଳିପାରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *