October 18, 2024

Odia Express

Here, There and Everywhere

ବଲିଉଡ୍ ର ଏହି ଜଣାଶୁଣା ଅଭିନେତ୍ରୀମାନେ ରଚାଇଥିଲେ Simple ରେ ନିଜ ବାହାଘର, କିଛି ଜଣ ତ ମାଙ୍କ Old ଶାଢୀରେ ନେଇଥିଲେ ସାତଫେରା

1 min read

ବଲିଉଡ୍ ଇଣ୍ତଷ୍ଟ୍ରିର କଳାକାର ନିଜ ଫିଲ୍ମର ସହ ନିଜ ଲକଜୁରୀ ଜୀବନଶୈଳୀ ପାଇଁ ଜଣାଯାଆନ୍ତି, ଓ ଆମର ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି ବହୁତ୍ କଳାକାର ଅଛନ୍ତି ଯିଏକି ନିଜ ବିବାହକୁ ନେଇକରି ପଇସା ପାଣିଭାବେ ବୁହାଇଥାନ୍ତି, ଏମାନଙ୍କ ବାହାଘର ବହୁତ ଶାହୀ ଢାଞ୍ଚାରେ ସଂମ୍ପନ୍ନ ହୋଇଥିଲା, କିନ୍ତୁ ଆମର ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି ବହୁତ କଳାକାର ଅଛନ୍ତି ଯାହାଙ୍କ ବହୁତ ଧୁମ୍ ଧାମରେ ବାହାଘର ହୋଇଛି ଓ ବହୁତ ଅଭିନେତ୍ରୀଙ୍କର୍ ବାହାଘର ନିଜ ମାଙ୍କ ପୁରୁଣା ଶାଢି ପିନ୍ଧିକରି ହୋଇହି, ତେବେ କିଛି ଖାନଦାନୀ ଗହଣା ପିନ୍ଧିକରି ବିବାହ କରିଛନ୍ତି, ଆଜି ଆମେ ଆପଣଙ୍କୁ ବଲିଉଡ୍ ର କିଛି ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ ଅଭିନେତ୍ରୀମାନେ ସାମିଲ୍ ଅଛନ୍ତି ।

୧) ରିୟା କାପୁର- ସୁପରଷ୍ଟାର୍ ଅନିଲ୍ କାପୁରଙ୍କ ଝିଅ ଫିଲ୍ମ ପ୍ରଡ୍ୟୁସର୍ ରିୟା କପୁର୍ ଗତ୍ ୧୪ ଅଗଷ୍ଟ ୨୦୨୧ କୁ ନିଜ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ତ କରନ୍ ବୁଲାନୀଙ୍କୁ ବିବାହ କରିଥିଲେ, ଓ ସେମିତି ରିୟା କପୁରଙ୍କ ବାହାଘର ଅନିଲ୍ କାପୁରଙ୍କ ଜୁହୁ ସ୍ଥିତ ବଙ୍ଗଳାରେ ଏକ ପ୍ରାଇଭେଟ୍ ସେରେମୋନି ଦ୍ୱାରା ହୋଇଥିଲା, ଏହି ବିବାହରେ ପରିବାର ଲୋକଙ୍କ ସହ କିଛି ପାଖ ସଂମ୍ପର୍କୀୟମାନେ ସାମିଲ୍ ହୋଇଥିଲେ, ଓ ସେମିତି ଏହି ବାହାଘରରେ ରିୟାକପୁର ଚନ୍ଦେରି ଶାଢୀ ପିନ୍ଧିଥିଲେ, ଓ ବହୁତ କୁନ୍ଦନ ଜଡା ଗହଣା ରିୟାଙ୍କ ଲୁକ୍ କୁ ଭଲ ଲାଗୁଥିଲା । କହିଦେବୁ କି ରିୟା କାପୁରଙ୍କ ଯେଊଁ ଶାଢୀ ପିନ୍ଧିଥିଲେ ସେ ଶାଢୀ ରିୟା କପୁର ମା ସୁନିତା କପୁରଙ୍କ ଥିଲା, ଓ ଗହଣା ରିୟା କପୁର ନିଜ ମା ସୁନିତାଙ୍କର ପିନ୍ଧିଥିଲେ, ଓ ସେମିତି କନ୍ୟାର ଯୋଡାରେ ରିୟା କପୁର ବହୁତ ସୁନ୍ଦର ଲାଗୁଥିଲେ ଏହି ଦିନ ରିୟା କପୁର ଓ କରନଙ୍କ ବାହାଘର ସବୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

୨) ୟାମୀ ଗୌତମ- ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ୟାମି ଗୌତମଙ୍କ ନାଁ ଏହି ଲିଷ୍ଟରେ ଆସେ, ୟାମି ଗୌତମ ୪ ଜୁନ୍ ୨୦୨୧ କୁ ଫିଲ୍ମ ମେକର୍ ଆଦିତ୍ୟଧରଙ୍କୁ ବିବାହ କରିଦେଇଥିଲେ, ହୋମ୍ ଟାଉନ୍ ରେ ବହୁତ ଧୁମ୍ ଧାମରେ ତାଙ୍କ ବିବାହ ହୋଇଥିଲା, ନିଜ ବାହାଘରରେ ୟାମୀ ଗୌତମ କେଉଁ ଡିଜାଇନର୍ ଲେହେଙ୍ଗା ନୁହେଁ ବରଂ ନିଜ ମାଙ୍କ ୩୩ ବର୍ଷ ପୁରୁଣା ଲାଲ ରଙ୍ଗର ଶାଢୀ ପିନ୍ଧିଥିଲେ, ବୋହୁ ବେଶରେ ୟାମୀ ଗୌତମ ବହୁତ ସୁନ୍ଦର ଲାଗୁଥିଲେ ।

୩) ଦିୟା ମିର୍ଜା- ବଲିଉଡ୍ ର ଦିଗଜ୍ ଅଭିନେତ୍ରୀ ଦିୟା ମିର୍ଜା ଏହି ବର୍ଷ ଫେବୃୟାରୀ ମାସରେ ବିଜନେସ୍ ମ୍ୟାନ୍ ବୈଭବ ରେଖୀଙ୍କୁ ବିବାହ କରିଥିଲେ, କହିଦେବୁ କି ଦିୟା ମିର୍ଜା ଙ୍କ ଏହା ଦ୍ୱିତୀୟ ବିବାହ ଅଟେ, ଓ ଦିୟା ମିର୍ଜା ଏହି ବାହାଘର ବହୁତ ବଢିଆ ଭାବେ ନିଜ ଘରେ କରିଥିଲେ, ଓ ସେମିତି ଏହି ବାହାଘରରେ ଦିୟାମିର୍ଜା ଏକ ଲାଲ୍ ରଙ୍ଗର ଶାଢି ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଥିଲେ ।

୪) ନେହା ଧୁପିଆ- ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ନେହା ଧୁପିଆ ୨୦୧୮ ରେ ନିଜ ବୟଫ୍ରେଣ୍ତ ଅଙ୍ଗଦ ବେଦୀଙ୍କ ସହ ଦିଲ୍ଲୀର୍ ଏକ ଗୁରୁଦ୍ୱାରାରେ ଗୁପ୍ ଚୁପ୍ ତରିକାରେ ବିବାହ୍ କରିଥିଲେ ନିଜ ବାହାଘରରେ ନେହା ଧୁପିଆ ପିଙ୍କ୍ କଲରର ଲେହେଙ୍ଗା ପିନ୍ଧିଥିଲେ, ଓ ସୁନା ଗହନାରୁ ନେହା ଧୁପିଆଙ୍କ ବେଶବହୁତ ଆକୃଷ୍ଟକରୁଥିଲା, ଏହି ସମୟରେ ନେହା ଧୁପିଆ ବହୁତ ସୁନ୍ଦର ଲାଗୁଥିଲେ ।

୫) ଏବଲିନ୍ ଶର୍ମା- ବଲିଉଡ୍ ର ସୁନ୍ଦର ଓ ଜଣାଶୁଣା ଅଭିନେତ୍ରୀ ଏବଲିନ୍ ଶର୍ମାଏହି ବର୍ଷ ମେ ମାସରେ ଭାରତୀୟ ମୂଳ ଡେଣ୍ଟାଲ୍ ସର୍ଜନ ଡାକ୍ତର ତୁସାନ୍ ଭିଣ୍ତିଙ୍କୁ ଅଷ୍ଟ୍ରେଲିଆରେ ଗୁପଚୁପ୍ ତରିକାରେ ବିବାହ କରିଥିଲେ, ଓ ଏହି ବାହାଘରରେ ଏବିଲିନ୍ ଓ ତୁଷାନ୍ ଙ୍କ ପରିବାର୍ ସାମିଲ୍ ହୋଇଥିଲେ,  ଓ ନିଜ ବାହାଘର ରେ ଏବଲିନ୍ ଶର୍ମା ଧଳା ରଙ୍ଗର ଏକ ସିମ୍ପଲ୍ ଗାଉନ୍ ପିନ୍ଧିଥିଲେ, ଓ ତାଙ୍କ ସ୍ୱାମୀ ବ୍ଲୁ କଲରର ସୁଟ୍ ପିନ୍ଧିଥିଲେ, ଓ ଏହି ଦୁହେଁ ବହୁତ ସୁନ୍ଦର ଭାବେ ନିଜ ବିବାହ ସଂପର୍ଣ୍ଣ କରାଇଥିଲେ ।

Leave a Reply

Your email address will not be published. Required fields are marked *