October 17, 2024

Odia Express

Here, There and Everywhere

Amitav ଖୁଦା-ଗବାହ୍ ହୋଇଥିଲା ଆଫଗାନିସ୍ଥାନରେ ସୁଟ୍, ସୁରକ୍ଷା ପାଇଁ ଲଗାଇବାକୁ ପଡିଥିଲା ଅଧା ଏୟାରଫୋର୍ସ୍

1 min read

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଏହି ଦିନ ଆଫଗାନିସ୍ଥାନର ଜନତା ସଙ୍କଟରେ ପଡିଛନ୍ତି, ଏଠାକାର ରାଜଧାନୀ କାବୁଲ୍ କୁ ଏହି ଦିନ ତାଲିବାନ ନିଜ କବଜାରେ ନେଇଯାଇଛି, ଯାହାର କାରଣରୁ ଏହି ଦେଶର ଜନତା ଦେଶ ଛାଡିକରି ଅନ୍ୟ ଜାଗାକୁ ସିଫ୍ଟ ହୋଇଯାଉଛନ୍ତି, କହିଦେବୁ କି ଭାରତରୁ ଆରମ୍ଭରୁ ଖାସ୍ କରି ବଲିଉଡ୍ ର ଆଫଗାନିସ୍ଥାନ ସହ ସଂମ୍ପର୍କ ଅଛି, ଗୋଟେ ସମୟରେ ଆଫିଗାନିସ୍ଥାନର ଲୋକଙ୍କ ମଧ୍ୟରେ ହିନ୍ଦୀ ଫିଲ୍ମକୁ ନେଇକରି ବହୁତ କ୍ରେଜ୍ ଦେଖିବାକୁ ମିଳୁଥିଲା< ଅମିତାଭ ବଚ୍ଚନଙ୍କ ଯେବେ ନୁଆ ଫିଲ୍ମ ରିଲିଜ୍ ହେଉଥିଲା ତେବେ ଆଫଗାନିସ୍ଥାନର ଲୋକେ ବହୁତ ଉତ୍ସାହରେ ରହୁଥିଲେ, କହିଦେବୁ କି ଖୁଦା ଗବାହ ସୁଟିଙ୍ଗ୍ ବି ଆଫଗାନିସ୍ଥାନରେ ହୋଇଥିଲା, ଏଥିରେ ଅମିତାଭ ବଚ୍ଚନ ଓ ଶ୍ରୀଦେବୀ ମୁଖ୍ୟ ଭୁମିକାରେ ନଜର ଆସିଥିଲେ, ଏହି ଦୁହେଁ ଅଭିନେତା ଅଭିନେତ୍ରୀ ଆଫଗାନିସ୍ଥାନର ଲୋକଙ୍କ ପାଇଁ ଲୋକପ୍ରିୟ ହୋଈଯାଇଥିଲେ ।

ଯେବେ ୧୯୯୧-୯୨ ସମୟରେ ଆଫଗାନିସ୍ଥାନର ମଜାର୍- ଏ-ଶରିଫ୍ ରେ ଖୁଦା ଗବାହ୍ ସୁଟିଙ୍ଗ୍ ହୋଇଥିଲା, ତେବେ ଅମିତାଭ ବଚ୍ଚନ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ଯେବେ ଆଫଗାନିସ୍ଥାନ ପହଞ୍ଚିବେ ତେବେ ସୋଭିଏତ୍ ସଂଙ୍ଘ କିଛି ସମୟ ପୁର୍ବରୁ ନଜିବୁଲ୍ଲାହ ଅହମଦ ଜୀଙ୍କୁ ସତ୍ତା ଦେଇଥିଲେ, ସେ କହିଲେ କି ନଜିବୁଲ୍ଲାହ ସେହି ସମୟରେ ହିନ୍ଦୀ ଫିଲ୍ମର ଫ୍ୟାନ୍ ଥିଲେ, ଏମିତିରେ ଯେବେ ସେ ତାଙ୍କ ଦେଶରେ ପହଞ୍ଚିଲେ ତେବେ ସେ ଶାହୀ ସମ୍ମାନର ସହ ତାଙ୍କୁ ଆମନ୍ତ୍ରଣ କରିଥିଲେ ।

ଜଣେଇଦେବୁ କି ଖୁଦା ଗବାହ୍ ସୁଟିଙ୍ଗ୍ ସମୟରେ ଅମିତାଭ ବଚ୍ଚନଙ୍କୁ ରାଷ୍ଟ୍ରପତି ସୁରକ୍ଷା ପାଇଁ ଅଧା ଏୟାରଫୋର୍ସ ଦିଆଯାଇଥିଲା, ଏହି ଫିଲ୍ମ ସେହି ସମୟର ସବୁଠାରୁ ଅଧିକା ଦେଖାଯାଇଥିବା ଫିଲ୍ମ ଥିଲା ଯାହା ଅଫଗାନିସ୍ଥାନରେ ହିଟ୍ ଫିଲ୍ମ୍ ହୋଇଥିଲା< ସୁଟିଙ୍ଗ୍ ସମୟରେ ଅମିତାଭ ବଚ୍ଚନଙ୍କ ମା ତେଜି ବଚ୍ଚନଙ୍କୁ ନିଜ୍ ପୁଅର ଚିନ୍ତା ହେଉଥିଲା ଫିଲ୍ମମେକର୍ ଉପରେ ବହୁତ ରାଗିଥିଲେ ଓ ସେ ଏହା କହିଦେଇଥିଲେ କି ଯଦି ତାଙ୍କ ଛୁଆର କିଛି ହେଲା ତେବେ ସେ ଛାଡିବେ ନାହିଁ ।

ଏକ ଇଣ୍ଟରଭ୍ୟୁ ରେ ଆଫଗାନିସ୍ଥାନର ରାଜଦୁତ ରହେ ଶାଇଦା ମହମ୍ମଦ ଅବଦାଲି କହିଲେ କି ଯେବେ ଅମିତାଭ ବଚ୍ଚନ ଆଫଗାନିସ୍ଥାନ ଆସିଥିଲେ ତେବେ ତାଙ୍କର ଶାହି ସମ୍ମାନ ସହ ନିୟନ୍ତ୍ରଣ୍ କରାଯାଇଥିଲା,ସେ କହିଲେ କି ଆଫଗାନିସ୍ଥାନର ତତକାଳିନ ରାଷ୍ଟ୍ରପତି ନଜିବୁଲ୍ଲାହ ଙ୍କୁ ତାଙ୍କ ଝିଅ ୧ ଦିନ ପାଇଁ ମୁଜାହିଦ୍ଦିନ୍ ସହ ଲଢେଇ ରୋକିବାକୁ ଆଗ୍ରହ କଲେ, ତାଙ୍କ ଝିଅ ରାଷ୍ଟ୍ରପତିଙ୍କୁ କହିଲେ କି ସେ ମୁଜାଇହିଦିନ ସହ ଲଢେଇ ରୋକିଦେଲେ ସୁପରଷ୍ଟାର୍ ଅମିତାଭ ବଚ୍ଚନ ଆରାମରେ ସହର ବୁଲିପାରିବେ

ଆପଣଙ୍କୁ ଜଣେଇଦେବୁ କି ବଲିଉଡ୍ ର ଲୋକପ୍ରିୟ ଫିଲ୍ମ ଖୁଦା-ଗବାହ ଅମିତାଭ ବଚ୍ଚନଙ୍କ ଏକ ପଠାନ୍ ଭୁମିକା ନିଭାଇଥିଲେ, ଏହି ଫିଲ୍ମରେ ତାଙ୍କ ସହ ଶ୍ରୀଦେବୀ ମୁଖ୍ୟ ଭୁମିକାରେ ନଜର ଆସିଥିଲେ, ଶ୍ରୀଦେବୀ ଏହି ଫିଲ୍ମରେ ଡବଲ୍ ରୋଲ୍ କରିଥିଲେ, ଫିଲ୍ମର ୟୁନିକ୍ ଷ୍ଟୋରୀ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା, ଏହି ଫିଲ୍ମ ୧୯୯୨ ରେ ରିଲିଜ୍ ହୋଇଥିଲା, ଓ ଏହି ଫିଲ୍ମ ବହୁତ ହିଟ୍ ବି ହୋଇଥିଲା, ଏଥିରେ ଅମିତାଭଙ୍କ ଛଡା ଶିଳ୍ପା ଶିରୋଦକର, ଡ୍ୟାନି ଡେଞ୍ଜୋଗପା, କିରନ୍ କୁମାର ପରି କଳାକାର ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *