October 18, 2024

Odia Express

Here, There and Everywhere

34 ଅନାଥ ଛୁଆଙ୍କୁ ଏକା ସାଙ୍ଗରେ କୋଳେଇ ନେଇଥିଲେ Preity Zinta , ତାପରେ ବିଦେଶ ଯାଇକରି କରିଥିଲେ ବିବାହ

ପ୍ରୀତୀ ଜିଣ୍ଟା ହିନ୍ଦୀ ସିନେମାଙ୍କ ଜଣାଶୁଣା ଅଭିନେତ୍ରୀରୁ ଜଣେ ଅଟନ୍ତି । ଲକ୍ଷାଧିକ ହୃଦୟରେ ହୃଦୟରେ ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ହିନ୍ଦୀ ଫିଲ୍ମ ଛଡା ତେଲେଗୁ,ତାମିଲ୍, ଓ ପଞ୍ଜାବୀ ଫିଲ୍ମରେ କାମ କରିସାରିଛନ୍ତି, ସେ ଏବେ ପର୍ଯ୍ୟନ୍ତ ଫିଲ୍ମ କ୍ୟାରିୟରରେ ଗୋଟେରୁ ବଢିକରି ଏକ ଫିଲ୍ମରେ କାମ କରିଥିଲେ, ଓ ଲୋକେ ତାଙ୍କ ଭଲ ଅଭିନୟ ସହ ତାଙ୍କ ସୁନ୍ଦରତାକୁ ବହୁତ ପ୍ରଶଂସା ବି କରିଥିଲେ, ପ୍ରୀତି ଜିଣ୍ଟା ନିଜ ସୁନ୍ଦରତା ଓ ଚୁଲବୁଲି ଅନ୍ଦାଜ ରୁ ଲୋକଙ୍କୁ ବହୁତ ପ୍ରଭାବିତ କରିଥିଲେ, ଆଜି ଲୋକେ ଏହି ଅଭିନେତ୍ରୀଙ୍କୁ ବହୁତ ମନେ ପକାଉଛନ୍ତି ।

ପ୍ରୀତିଜିଣ୍ଟା ବଲିଉଡ୍ ର ବହୁତ କଳାକାରଙ୍କ ସହ ପର୍ଦାରେ କାମ କରିସାରିଛନ୍ତି, ଓ ସେ ନିଜ ଭଲ ଅଭିନୟରୁ ବହୁତ ନାଁ କମାଇଛନ୍ତି ସେମିତି ପ୍ରୀତିଜିଣ୍ଟା ଆଜି ଫିଲ୍ମ ଇଣ୍ତଷ୍ଟ୍ରିରୁ ଦୁରେଇ ଯାଇଛନ୍ତି କିନ୍ତୁ ସେ ଲକ୍ଷାଧିକ ଲୋକଙ୍କ ହୃଦୟରେ ଗୋଟେ ଖାସ୍ ଜାଗା ବନାଇଛନ୍ତି, ପ୍ରୀତିଜିଣ୍ଟା ନିଜ ଫିଲ୍ମର ସହ ନିଜ ଜୀବନକୁ ନେଇକରି ଚର୍ଚ୍ଚାରେ ରହିଛନ୍ତି, ନିଜ ଜିବନରେ ସେ ଏକ ଭଲ କାମ କରିଛନ୍ତି, ଆସନ୍ତୁ ଜାଣିବା ପ୍ରିତିଜିଣ୍ଟାଙ୍କ ଜୀବନ ସହ ଜୋଡି ହୋଇଥିବା ମହତ୍ତ୍ୱପୁର୍ଣ୍ଣ କଥା ବିଷୟରେ ।

ପ୍ରୀତିଜିଣ୍ଟା ବଲିଉଡ୍ ଇଣ୍ତଷ୍ଟ୍ରିର ଅଭିନେତ୍ରୀ ହେବା ସହ ନିଜର ଏକ ଅଲଗା ପରିଚୟ ବନାଇଥିଲେ, ସେ ୩୪ ଜଣ ଛୁଆଙ୍କ ମା ଅଟନ୍ତି, ବୋଧେ ଏହି କଥା ଜାଣିକରି ଆପଣ ଟିକିଏ ଆଶ୍ଚର୍ଯ୍ୟ ହୋଇପାରନ୍ତି, ଆପଣଙ୍କୁ କହିଦେବୁ କି ପ୍ରୀତିଜିଣ୍ଟା ୨୦୦୯ ରେ ରିଶିକେଶ ରୁ ୩୪ ଜଣା ଅନାଥ ଛୁଆଙ୍କୁ କୋଳେଇ ନେଇଥିଲେ, ଓ ସବୁଠାରୁ ଖାସ୍ କଥା ଏହା କି ଛୁଆମାନେ ଯେବେ ତାଙ୍କ ଜୀବଅରେ ଆସିଥିଲେ ତେବେ ତାଙ୍କର ଜନ୍ମଦିନ ଥିଲା ।

ପ୍ରୀତିଜିଣ୍ଟା ନିଜ କୋଳେଇ ନେଇଥିବା ୩୪ ଜଣ ଛୁଆଙ୍କୁ ବହୁତ ଧ୍ୟାନ ରଖନ୍ତି, ଓ ଭଲ ତରିକାରେ ରଖନ୍ତି, ଖବର ଅନୁସାରେ ଏମିତି କୁହାଯାଏ କି ପ୍ରୀତିଜିଣ୍ଟା ବର୍ଷକୁ ଦୁଇଥର ନିଜ ଛୁଆଙ୍କୁ ଦେଖାକରିବାକୁ ଯାଆନ୍ତି, ତାଙ୍କ ଯତ୍ନ ବି ଭଲରେ ନିଅନ୍ତି ଯେଊଁ ପ୍ରକାର ଏକ ମା  କରିଥାଏ, ପ୍ରିତି ଜିଣ୍ଟା ତାଙ୍କ ପାଠପଢା ସହ ଖାଇବା ପିଇବାର ସବୁ ଖର୍ଚ୍ଚ ଉଠାନ୍ତି । ଆପଣଙ୍କୁ କହିଦେବୁ କି ପ୍ରୀତିଜିଣ୍ଟା ୨୯ ଫେବୃୟାରୀ ୨୦୧୬ କୁ ଆମେରିକାନ୍ ସିଟିଜେନ୍ ଜିନ୍ ଗୁଡଇନଫ୍ ଙ୍କୁ ଗୁପ୍ତ ତରିକାରେ ବିବାହ କରିନେଇଥିଲେ, ଦୁହେଁଙ୍କ ବିବାହ ବିଦେଶରେ ହେଲା, ଏହା ଏକ ପ୍ରାଇଭେଟ୍ ମ୍ୟାରେଜ୍ ଥିଲା , ଅଭିନେତ୍ରୀ ଙ୍କ ବାହାଘର ମିଡିଆରେ ୬ ମାସ ପରେ ଆସିଥିଲା

କହିଦେବୁ କି ଜିନ୍ ଗୁଡଇନଫ୍ ପ୍ରୀତି ଜିଣ୍ଟାଙ୍କ ଠାରୁ ୧୦ ବର୍ଷ ସାନ ଅଟନ୍ତି, କିନ୍ତୁ ଦୁହେଁ ନିଜ ପ୍ରେମର ଆଗରେ ବୟସକୁ ଆଣିବାକୁ ଦେଇନଥିଲେ, ଓ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ପ୍ରୀତିଜିଣ୍ଟା ନିଜ ଫିଲ୍ମୀ କ୍ୟାରିୟର ଶେଖର କପୁରଙ୍କ ନିର୍ଦ୍ଧେଶିତ ଫିଲ୍ମ ତାରା ରମ୍ ପମ୍ ରୁ କରିଥିଲେ, ଏହି ଫିଲ୍ମରେ ହ୍ରିତିଶ୍ ରୋଶନ୍ ଆସିଥିଲେ କିନ୍ତୁ ଏହି ଫିଲ୍ମ ଆଉ ହୋଇପାରିଲା ନାହିଁ, ଏହାପରେ ଶେଖର କପୁର୍ ମଣିରତ୍ନମଙ୍କ ନିଦ୍ଧେଶକ ପ୍ରୀତି ଜିଣ୍ଟାଙ୍କୁ କାମ ଦେବାକୁ କହିଲେ ଓ ମଣିରତ୍ନମ ରାଜି ହୋଇଗଲେ, ଦିଲ୍ ସେ ରେ ପ୍ରୀତିଜିଣ୍ଟା ସହାୟକ ଅଭିନେତ୍ରୀ ଭାବେ ଦେଖାଦେଇଥିଲେ, ସେ ଏହି ଫିଲ୍ମରେ ବହୁତ ପରିଶ୍ରମ ଓ ଲଗନରେ ସଫଳତା ହାସିଲ୍ କଲେ ।

ସେମିତି ଏହି ଫିଲ୍ମରେ ପ୍ରୀତିଜିଣ୍ଟା ୨୦ ମିନିଟ୍ ପାଇଁ ଆସିଥିଲେ କିନ୍ତୁ ଦର୍ଶକ ତାଙ୍କୁ ବହୁତ ପ୍ରଶଂସା କରିଥିଲେ, ପ୍ରୀତି ନିଜ କ୍ୟାରିୟରରେ ବହୁତ ସାରା ଫିଲ୍ମରେ କାମ କରିସାରିଛନ୍ତି, ଯେଉଁଥିରେ ସୋଲଜର୍, ଦିଲ୍ ସେ, ଦିଲଲଗି, ହର୍ ଦିଲ୍ ଜୋ ପ୍ୟାର୍ କରେଗା, ମିଶନ୍ କାଶ୍ମୀର, କ୍ୟା କେହେନା, ଦିଲ୍ ଚାହତା ହେ, ଚୋରି ଚୋରି ଚୁପକେ ଚୁପକେ, ଫର୍ଜ, ୟେ ରାସ୍ତେ ହେଁ ପ୍ୟାର୍ କେ ପରି ଫିଲ୍ମ ସାମିଲ୍ ଅଛି ।

ସେମିତି ପ୍ରୀତିଜିଣ୍ଟାଙ୍କ କ୍ୟାରିୟର ସଫଳ ହୋଇଥିଲା, କିନ୍ତୁ ଏବେ ସେ ବଡ ପରଦାରୁ ଦୁରେଇଯାଇଛନ୍ତି, ପ୍ରୀତିଜିଣ୍ଟା ଶେଷଥର ଫିଲ୍ମ ଭୈୟା ଜି ସୁପରହିଟ୍ ରେ ଦେଖାଯାଇଥିଲା, କିନ୍ତୁ ଫିଲ୍ମ ବକ୍ସ ଅଫିସ୍ ରେ ଫ୍ଲପ୍ ହୋଇଥିଲା, ଯାହାପରେ ପ୍ରୀତିଜିଣ୍ଟା କେଉଁ ଅନ୍ୟ ଫିଲ୍ମରେ ଦେଖାଯାଇନଥିଲେ, ଆପଣଙ୍କୁ କହିଦେବୁ କି ପ୍ରିତିଜିଣ୍ଟା ଏବେ କ୍ରିକେଟ୍ ଟିମ୍ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ମାଲିକାଣୀ ଅଟନ୍ତି ।

Leave a Reply

Your email address will not be published. Required fields are marked *