October 18, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : Natia ବାପା ଏହି ବାହାଘର କଣ ହୋଇଥାଏ ? ବାପା- ପୁଅ ଏହି ବାହାଘର ବିଲକୁଲ୍ Current ର ତାର ହୋଇଥାଏ ଆଉ ତାପରେ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍  ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଶିକ୍ଷକ- ମନ୍ଦାର ତୁମର ପ୍ୟାରେଣ୍ଟସ୍ କଣ କରୁଛନ୍ତି ? ମନ୍ଦାର- ଜଣାନାହିଁ ସାର୍, ମୋତେ ତ ଜଲଦି ଶୁଆଇଦିଅନ୍ତି । ଶିକ୍ଷକ- ଅଧିକା ଶୋଅନି, ନହେଲେ ତୁ ଶୋଇକି ରହିଯିବୁ, ଓ ସବୁ ଜମିବାଡି ଦୁଇଟା ଭାଗ ହୋଇଯିବ ।

୨) ବହୁତ ଦିନ ପରେ ପପୁର ବାହାଘର ହେଉଥିଲା, ପଣ୍ତିତ ଫେରା ନେବାସମୟରେ ପପୁକୁ କହିଲେ ପଣ୍ତିତ- କୁହ, ମୁଁ ନିଜର ସବୁ କିଛି ନିଜ ସ୍ତ୍ରୀକୁ ସମର୍ପିତ କରୁଛି, ପଛରୁ ସେତେବେଳେ ଆବାଜ୍ ଆସିଲା, ଏବେ ବିଚରାର ସାଇକେଲ୍ ବି ଗଲା ।

୩) ଗାର୍ଲଫ୍ରେଣ୍ତ ନିଜ ବୟଫ୍ରେଣ୍ତକୁ ଫୋନ୍ କଲା ପୁଅ- ନିଦରେ କହିଲା ହଁ କୁହ, ଝିଅ- ଓ ମୋର ବାବୁ ଛୋଲା ହେ , ପୁଅ ରାଗିକି- ହଁ ତୁ ଭତୁରା ଚାଲ୍ ଏବେ ଶୋଇବାକୁ ଦେ ।

୪) ଅଙ୍କଲ୍- ପୁଅ କଣକରୁଛ ? ପୁଅ- ନାରି ସମ୍ମାନ ସେବା ଉପରେ କାମ କରୁଛି, ଅଙ୍କଲ୍- ସୋସିଆଲ୍ ୱାର୍କର୍ କି ?  ପୁଅ- ନା ଅଙ୍କଲ୍, ଫେସବୁକ୍ ରେ ସବୁ ଝିଅଙ୍କର ଫଟୋକୁ ଲାଇକ୍ କରୁଛି ।

୫) ଏକ ଓକିଲ ପୁଅ କାନ୍ଦିକରି ନିଜ ବାପାଙ୍କ ପାଖକୁ ଗଲା ଓ କହିଲା ବାପା- ଆଯି ମୋର ମା ମାରିଲେ, ଓକିଲ ଏକ ଚାପୁଡା ମାରିଲେ ଓ କହିଲେ ଓକିଲର ପୁଅ ହୋଇକି ଜାଣିନୁ କି ସୁପ୍ରିମ୍ କୋର୍ଟର ଫଇସଲାରେ ହାଇକୋର୍ଟ କିଛି କରିପାରିବ ନି ।

୬) ପପୁ ଗୋଟେ ଇଲେକ୍ଟ୍ରି ଦୋକାନକୁ ଗଲା ଓ ଦୋକାନୀକୁ କହିଲା ଏକ କଳା ବଲବ୍ ଦିଅ, ଦୋକାନୀ- କଳା ବଲବ୍ କଣ ପାଇଁ ? ପପୁ –ମୋତେ ଦିନରେ ଶୋଇବାର ଅଭ୍ୟାସ ଅଛି, ଏଥିପାଇଁ ଅନ୍ଧାର କରିବାର ଅଛି ।

୭) ସାନ୍ତା ଇଣ୍ଟରଭ୍ୟୁ ଦେବାକୁ ଯାଏ, ଇଣ୍ଟରଭୁୟର୍- ଆପଣଙ୍କୁ କେତେ ବର୍ଷର ଅନୁଭବ ଅଛି ? ସାନ୍ତା- ସାର୍ କ୍ଷମା କରିବେ କେତେ ବର୍ଷ ହେଲା ଟ୍ରାଇ କରିନି, କିନ୍ତୁ ୩ ଟି ଶାଳିର ଅନୁଭବ ଅଛି ।

୮) ସାନ୍ତା –ଯିଏ ମୋର ଇଚ୍ଛା ପୁରା କରିବ ତାକୁ ୧ ଲକ୍ଷ ଟଙ୍କା ଦେବି , ବାନ୍ତା-କହ କଣ ଇଚ୍ଛା ଅଛି ତୋର ? ସାନ୍ତା ମୋର ଦୁଇ ଲକ୍ଷ ଟଙ୍କା ଦରକାର ।

୯) ଦୁଇଟି ପାଗଳ ଛାତରେ ଶୋଇଥିଲେ ତେବେ ଅଚାନକ ବର୍ଷା ହେବାକୁ ଲାଗିଲା, ପ୍ରଥମ ପାଗଲ –ଚାଲ୍ ଭିତରକୁ ପଳାଇବା, ଆକାଶରେ କଣା ହୋଇଯାଇଛି, ଏତେ ବଡ ବିଜୁଳି ହେଲା ଦ୍ୱିତୀୟ ପାଗଲ- ଚାଲ୍ ଶୋଇଯା, ଲାଗୁଛି ୱେଲଡିଙ୍ଗ୍ ବାଲା ଆସିଯାଇଛନ୍ତି ।

୧୦) ପୁଅ ବାପା ଏହି ବାହାଘର କଣ ହୋଇଥାଏ ? ବାପା- ବାହାଘର କରେଣ୍ଟ ତାର ପରି ହୋଇଥାଏ, ସଠିକ୍ ଯୋଡି ହୋଇଗଲେ ସବୁ ଜିବନ ଆଲୁଅ, ପୁଅ- ଓ ଯଦି ଭୁଲ୍ ଭାବେ ଯୋଡି ହୋଇଗଲେ ? ବାପା –ତେବେ ଜୀବନସାରା ଖାଳି ଝଟକା ଖାଇବୁ ଆଉ କଣ ।

Leave a Reply

Your email address will not be published. Required fields are marked *