October 18, 2024

Odia Express

Here, There and Everywhere

ଫିଲ୍ମ Aashiqui ର ୩୧ ବର୍ଷ ପରେ ଜାଣନ୍ତୁ ଏବେ କେଉଁଠି ଅଛନ୍ତି ଏହି କଳାକାର, ୨ ଜଣଙ୍କ ହୋଇସାରିଲାଣି ଦେହାନ୍ତ

1 min read

ଆପଣ ସମସ୍ତେ ନିର୍ଦ୍ଧେଶକ ମହେଶ ଭଟ୍ଟଙ୍କ ଫିଲ୍ମ ଆଶିକି ତ ମନେ ରଖିଥିବେ ସେତିରେ ରାହୁଲ୍ ରୟ ଓ ଅନୁ ଅଗ୍ରୱାଲ୍ ନଜର ଆସିଥିଲେ, ଯେବେ ଏହି ଫିଲ୍ମ ୧୭ ଅଗଷ୍ଟକୁ ୧୯୯୦ ରେ ରିଲିଜ୍ ହେଲା ତେବେ ସମସ୍ତଙ୍କୁ ଲାଗିଲା କି ରାହୁଲ୍ ରୟ ଓ ଅନୁ ଅଗ୍ରୱାଲଙ୍କ ଯୋଡି ବଲିଉଡ୍ ର ସୁପରହିଟ୍ ଜୋଡି ମିଳିସାରିଛି, ଦର୍ଶକ ଏହି ଦୁହେଁ ଯୋଡିକୁ ବହୁତ ପସନ୍ଦ କଲେ, ଓ ଏହି ଫିଲ୍ମ ରେକର୍ଡ ଭାଙ୍ଗିଲା, ଆଶିକି ଫିଲ୍ମ ୬ ମାସ ପର୍ଯ୍ୟନ୍ତ୍ ହାଉସ୍ ଫୁଲ୍ ଚାଲିଥିଲା ।ରାହୁଲ୍ ରୟ ଓ ଅନୁ ଅଗ୍ରୱାଲ୍ ଏହି ଫିଲ୍ମରେ ଦୁଇଟି ନୁଆ ଚେହେରା ଥିଲେ, ଓ ଏହି ଫିଲ୍ମ ଟିସେହି ସମୟରେ ଧମାଲ୍ ମଚାଇଥିଲା, ବେଷ୍ଟ ମ୍ୟୁଜିକ୍, ବେଷ୍ଟ ଲିରିକ୍ସସ୍, ବେଷ୍ଟ ପ୍ଲେବ୍ୟାକ୍ ସିଙ୍ଗର୍ ମେଲ୍, ପ୍ଲେ ବ୍ୟାକ୍ ସିଙ୍ଗର୍ ଫିମେଲ୍ ମାନେ ସଙ୍ଗୀତ ସହ ଯୋଡି ହୋଇଥିବା ଚାରୋଟି କ୍ୟାଟୋଗୋରି ପୁରସ୍କାର୍  ପାଇଥିଲା, ଫିଲ୍ମ ପରେ ରାହୁଲ୍ ରୟଙ୍କୁ ୫୦ ଟି ଫିଲ୍ମର ଅଫର୍ ବି ଆସିଯାଇଥିଲା । ରାହୁଲ୍ ରୟଙ୍କ ପାଖରେ ଫିଲ୍ମର ଲାଇନ୍ ଲାଗିଯାଇଥିଲା, କିତୁ ଏହାପରେ ସେ ଫିଲ୍ମରୁ ଗାୟବ ହୋଇଗଲେ, ଦ୍ୱିତୀୟ ପଟେ ଅନୁ ଅଗ୍ରୱାଲଙ୍କ ସହ କିଛି ଏମିତି ହେଲା ଆପଣଙ୍କୁ କହିଦେବୁ କି ଫିଲ୍ମ ରିଲିଜ୍ ହେବାର ଏବେ ୩୧ ବର୍ଷ ହୋଇସାରିଛି, ଆଯି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଏହି ଫିଲ୍ମର ଷ୍ଟାର୍ କାଷ୍ଟ ଏବେ କେଉଁଠି ଓ କଣ କରୁଛନ୍ତି ସେ ବିଷୟରେ କହିବୁ ।

୧) ରାହୁଲ୍ ରୟ- ଅଭିନେତା ରାହୁଲ୍ ରୟ ଫିଲ୍ମ ଆଶିକି ରୁ ଭଲ ଲୋକପ୍ରିୟତା ହାସିଲ୍ କରିନେଇଥିଲେ, ଏହି ଫିଲ୍ମର ସବୁ ଭୁମିକାକୁ ବହୁତ ପସନ୍ଦ କରାଯାଇଥିଲା, ପ୍ରଥମ ଫିଲ୍ମ ସୁପରହିଟ୍ ହେବାପରେ ତାଙ୍କର ୨୫ ଟି ଫିଲ୍ମ ପରଦାରେ ପ୍ଲଫ୍ ହେଲା, କିଛି ମାସ ପୁର୍ବରୁ ରାହୁଲ୍ ରୟ କାରଗିଲ୍ ରେ ଆସୁଥିବା ଫିଲ୍ମ ସୁଟିଙ୍ଗ୍ କରୁଥିଲେ, ସେହି ସମୟରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେଲା, ଯାହାକୁ ନେଇ ମୁମ୍ବାଇ ନାନାବତି ମେଡିକାଲ୍ ରେ ଲମ୍ବା ସମୟ ଯାଏଁ ସେ ଆଡମିଟ୍ ରହିଥିଲେ, ଏବେ ରାହୁଲ୍ ରୟ ସୁସ୍ଥ୍ୟ ହୋଇସାରିଛନ୍ତି, ଓ ସେ ମେଡିକାଲ୍ ରୁ ଛୁଟି ମିଳିସାରିଛି ।

୨) ଅନୁ ଅଗ୍ରୱାଲ୍- ଅନୁ ଅଗ୍ରୱାଲ୍ ଆଶିକି ଫିଲ୍ମ ସୁପରହିଟ୍ ହେବାପରେ ରାତାରାତି ବଲିଉଡ୍ ଇଣ୍ତଷ୍ଟ୍ରିରେ ଟପ୍ ଅଭିନେତ୍ରୀଙ୍କ ଲିଷ୍ଟରେ ସାମିଲ୍ ହୋଇଗଲେ, ଫିଲ୍ମ ଆଶିକି ହିଟ୍ ହେବାପରେ ସେ ବହୁତ ଫିଲ୍ମରେ କାମ୍ କଲେ କିନ୍ତୁ ସଫଳତା ଏତେ ଖାସ୍ ମିଳିପାରିଲା ନାହିଁ, ସେ କିଙ୍ଗ୍ ଅଙ୍କଲ୍ ଓ ଖଳନାୟିକା ପରି ଫିଲ୍ମରେ କାମ କଲେ କିନ୍ତୁ ଫିଲ୍ମ୍ ଖାସ୍ ଚାଲିଅଥିଲା, ୧୯୯୯ ରେ ଅନୁ ଅଗ୍ରୱାଲଙ୍କ ସହ ଏକ ଭୟାନକ ଘଟଣା ହେଲା< ଯାହାର କାରଣରୁ ସେ କୋମାରେ ଚାଳିଗଲ୍,ଏ, ଯାହାର ପ୍ରଭାବ୍ ତାଙ୍କ କ୍ୟାରିୟର ଉପରେ ପଡିଲା, ପ୍ରାୟ ୧ ମାସ ପରେ ଯେବେ ସେ କୋମାରୁ ବାହାରିଲେ ତେବେ ସେ ନିଜକୁ ଭୁଲି ସାରିଥିଲେ, ଓ ଏଥିରୁ ବାହାରିବାପାଈଁ ତାଙ୍କୁ ଲମ୍ବା ସମୟ୍ ଲାଗିଲା, ଅନୁ ଅଗ୍ରୱାଲ ଏବେ ଏକ ଯୋଗା ଟିଚର୍ ଅଛନ୍ତି, ଓ ଲୋକଙ୍କୁ ଯୋଗା ବିଷୟରେ କହନ୍ତି, ସେ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ଅଛନ୍ତି ।

୨) ଦିପକ ତିଜୋରି- ଫିଲ୍ମ ଆଶିକିରେ ଦୀପକ ତିଜୋରି ଏକ ସକରାତ୍ମକ ଭୁମିକାରେ ନଜର ଆସିଥିଲେ, ୯୦ ଦଶକରେ ଦିପକ ତିଜୋରି ବହୁତ ଫିଲ୍ମରେ କାମ କରିଥିଲେ, ସେମିତି ଅଧିକାଂଶ ଫିଲ୍ମରେ ସେ ହିରୋର ସାଙ୍ଗ ଭୁମିକାରେ ନଜର ଆସିଥିଲେ, ଆଶିକି ଫିଲ୍ମ ଛଡା ଦିପକ ତିଜୋରି କଭି ହାଁ କଭି ନା ଓ ଜୋ ଜିତା ଓହି ସିକନ୍ଦର ପରି ଫିଲ୍ମରେ କାମ କରିସାରିଛନ୍ତି, ଏବେ ସେ ବଡ ପରଦାରୁ ଦୁରେଇଯାଇଛନ୍ତି ।

୩) ଟମ୍ ଆଲଟର୍- ଫିଲ୍ମ ଆଶିକିରେ ଟମ୍ ଆଲଟର୍ ଗାର୍ଲ୍ସ ହଷ୍ଟେଲର ମାଲିକ ଭୁମିକା ନିଭାଇଥିଲେ, ଟମ୍ ଆଲଟର୍ ନିଜ କ୍ୟାରିୟରରେ ୩୦୦ ରୁ ଅଧିକା ଫିଲ୍ମ କରିଥିଲେ, ସେ ଟିଭି ଧାରାବାହିକରେ କାମ କରିସାରିଛନ୍ତି, ସେ ପଦ୍ମଶ୍ରୀ ଆୱାର୍ଡ ବି ପାଇଛନ୍ତି ଆପଣଙ୍କୁ କହିଦେବୁ କି ୨୯ ସେପ୍ଟେମ୍ବର ୨୦୧୭ କୁ ଟମ୍ ଅଲଟର୍ ଏହି ଦୁନିଆଁକୁ ଛାଡି ଚାଲିଯାଇଥିଲେ ।

୪) ରିମା ଲାଗୁ- ଫିଲ୍ମ ଆଶିକିରେ ଅଭିନେତ୍ରୀ ରିମା ଲାଗୁ ରାହୁଲଙ୍କ ମା ରୋଲ୍ ନିଭାଇଥିଲେ, ରିମା ଲାଗୁ ବହୁତ ଟିଭି କାର୍ଯ୍ୟକ୍ରମର ଛଡା ମରାଠି ଓ ହିନ୍ଦୀ ଫିଲ୍ମରେ କାମ କରିସାରିଥିଲେ, ଅଧିକାଂଶ ଫିଲ୍ମରେ ସେ ମା ରୋଲ୍ ନିଭାଇଥିଲେ ୨୦୧୭ ରେ ସେ ହୃଦଘାତ ଯୋଗୁଁ ଏହି ଦୁନିଆଁକୁ ଛାଡି ଚାଲିଯାଇଥିଲେ ।

୫) ଅବତାର ଗିଲ୍- ଫିଲ୍ମ ଆଶିକିରେ ପୋଲିସ୍ ଇନସିପେକ୍ଟର ଦେଶପାଣ୍ତେ ଭୁମିକା ନିଭାଇଥିବା ଅଭିନେତା ଅବତାର ଗିଲ୍ ହିନ୍ଦି ଫିଲ୍ମ ଛଡା ବହୁତ ଧାରାବାହିକରେ କାମ କରିଛନ୍ତି, ଓ ସେ ଲଗାତାର୍ ଇଣ୍ତଷ୍ଟ୍ରିରେ ଆକ୍ଟିଭ୍ ଅଛନ୍ତି, ସେ ଅଗ୍ନିପଥ,ବାଦଶାହ, ବଡେ ମିଆଁ ଛୋଟେ ମିଆଁ ଏୟାରଲିଫ୍ଟ, ଓଜିର୍ ପରି ଅନ୍ୟ ଫିଲ୍ମରେ ନଜର ଆସିସାରିଛନ୍ତି ।

Leave a Reply

Your email address will not be published. Required fields are marked *