October 18, 2024

Odia Express

Here, There and Everywhere

Abhishek Bchchan ଙ୍କୁ ଷ୍ଟାର୍ କିଡ୍ ବାଲା ନୁହେଁ ବରଂ ମିଡିଲ୍ କ୍ଲାସ୍ ପରି ମିଳିଥିଲା ଦେଖାଶୁଣା, ଅଭିନେତା କହିଥିଲେ

ବଲିଉଡ୍ ର ଜଣାଶୁଣା ଅଭିନେତା ଅଭିଷେକ ବଚ୍ଚନ ନିଜ ଭଲ ଅଭିନୟର ସହ ନିଜ ସରଳ ସ୍ୱଭାବ ପାଇଁ ଜଣାଶୁଣା, ଓ ବଲିଉଡ୍ ର ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଓ ନିଜେ ଏକ ସଫଳ ଅଭିନେତା ହେବା ପରେ ଅଭିଷେକ ବଚ୍ଚନ ନିଜ ଉପରେ ଟିକିଏ ବି ଗର୍ବ କରନ୍ତି ନାହିଁ ,  ଓ ତାଙ୍କ ସରଳ ସ୍ୱଭାବ ତାଙ୍କ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥାଏ । କହିଦେବୁ କି ଅଭିଷେକ ବଚ୍ଚନ ଏକ ଇଣ୍ଟରଭ୍ୟୁରେ ନିଜ କଥା କହିଥିଲେ ଓ ନିଜ ଏହି ଇଣ୍ଟରଭ୍ୟୁରେ ଅଭିଷେକ ବଚ୍ଚନ କହିଥିଲେ କି ତାଙ୍କର ଲାଳନପାଳନ କେଉଁ ଷ୍ଟାର୍ କିଡ୍ ଙ୍କ ପରି ନୁହେଁ ବରଂ ଏକ ମିଡିଲ୍ କ୍ଲାସ୍ ଫ୍ୟାମିଲି ପରି ହୋଇଥିଲା, ଓ ଏହି କାରଣରୁ ଆଜି ଅଭିଷେକ ବଚ୍ଚନ ବହୁତ ସାଧାରଣ ଭରା ଜୀବନ ବଞ୍ଚିବାକୁ ପସନ୍ଦକରନ୍ତି, ଓ ତାଙ୍କର ଗଣନା ବଲିଉଡ୍ ର ସବୁଠାରୁ ଭଲ ବ୍ୟବହାର ବାଲା ଅଭିନେତାଙ୍କ ଲିଷ୍ଟରେ ଆସେ ।

ଅଭିଷେକ ବଚ୍ଚନ ନିଜର ଏକ ଇଣ୍ଟରଭ୍ୟୁରେ ନିଜ ମା ଜୟା ବଚ୍ଚନଙ୍କୁ ନିଜ ନର୍ମାଲ୍ ଲାଇଫ୍ ର ଲାଳନପାଳନ ବିଷୟରେ ପୁରା କ୍ରେଡିଟ୍ ଦେଲେ, ଓ ଅଭିଷେକ ବଚ୍ଚନକହିଲେ କି ତାଙ୍କ ଭଉଣୀ ଶ୍ୱେତା ବଚ୍ଚନଙ୍କୁ ତାଙ୍କ ମା ଜୟାବଚ୍ଚନ ଛୁଆ ବେଳରୁ ମିଡିଲ୍ କ୍ଲାସ୍ ଭଳି ଜୀବନ ଚଳିବା ଶିଖାଇଛନ୍ତି, ଅଭିଷେକ କହିଲେ କି ସେ ସବୁବେଳେ ଚାହୁଁଥିଲେ କି ସେ ନିଜ ପୁରା ସ୍ୱପ୍ନ ନିଜ ଦମରେ ପୁରା କରିବେ, ଓ ସେମିତି ଏକ ଇଣ୍ଟରଭ୍ୟୁରେ ଅଭିଷେକ ବଚ୍ଚନ କହିଲେ କି ଆପଣଙ୍କ ମା ବାପା କିଏ ଏହା ମାଇନା ରଖେ ନାହିଁ, ଓ ନା ହିଁ ଜଣାଶୁଣା ପରିବାର ସଦସ୍ୟଙ୍କ ସଂମ୍ପର୍କରୁ ଆପଣ ସଫଳ ହେବାର କାମରେ ଆସିବେ ।

ସେ କହିଥିଲେ କି ଯେବେ ସେ ଅଡିୟାନ୍ସ ଥିଏଟରରେ ରୁହନ୍ତି, ତେବେ ସେ କେବଳ ଆପଣଙ୍କୁ ଦେଖିଥାନ୍ତି କାରଣ ସେମାନେ ଫିଲ୍ମର ଟିକେଟ୍ ନେଇଛନ୍ତି, ଓ ତାଙ୍କୁ ଅମିତାଭ ବଚ୍ଚନ, ଜୟା ବଚ୍ଚନ କିମ୍ବା ଐଶ୍ୱର୍ଯ୍ୟା ରାୟ ଫିଲ୍ମ ଦେଖିବାର ଥିବ ତ ସେ ଫିଲ୍ମ ଟିକେଟ୍ ନେବା ସେ ମୋର ଫିଲ୍ମ ଦେଖିବା ପାଇଁ କଣ ପାଇଁ ଆସିବେ, ଅଭିଷେକ ବଚ୍ଚନ ନିଜ ଫିଲ୍ମରେ ମିଳୁଥିବା ଅଡିସନ୍ ର ରେସପନ୍ସ ବିଷୟରେ କଥା କହିଥିଲେ ।

ଅଭିଷେକ ବଚ୍ଚନ ନିଜ ଏହି ଇଣ୍ଟରଭ୍ୟୁରେ କହିଲେ କି ଏକ ଅଭିନେତା ପାଇଁ ଏହା ବହୁତ୍ ବଡ୍ କଥା ହୋଇଥାଏ , ତାହାର ଫିଲ୍ମ ଭଲ ପ୍ରଦର୍ଶନ କରୁ, ଓ ସମସ୍ତେ ତାଙ୍କ ପିଠି କୁ ଥାପୁଡାନ୍ତୁ ଅଭିଷେକ ବଚ୍ଚନ କହିଲେ କି ଯେବେ ମୋର ଫିଲ୍ମ ଭଲ ହେଉଥିଲା ମୋତେ ଦର୍ଶକଙ୍କ ତରଫରୁ ଭଲ ଫିଡବ୍ୟାକ୍ ମିଳୁଥିଲା,  ଓ ଯେବେ ମୋର ଫିଲ୍ମ ଭଲ ପ୍ରଦର୍ଶନ କରୁନଥିଲା, ତେବେ ମୋତେ ବହୁତ ଚିନ୍ତାହେଉଥିଲା, ଓ ଅଡିଆନ୍ସଙ୍କ ତରଫରୁ ଭଲ ରେସପନ୍ସ ନ ମିଳିଲେ, ସେଥିରୁ ବି ଶିଖିନିଏ, ଓ ଆଗକୁ ଭଲ କରିବାକୁ ଚେଷ୍ଟା କରେ ।

କଥା ହେବା ଅଭିଷେକ ବଚ୍ଚନଙ୍କ କାମ ଗୁଡିକ ବିଷୟରେ ତେବେ ଅଭିଷେକ ବଚନ ଦି ବିଗ୍ ବୁଲ୍ ଓଟିଟି ପ୍ଲାଟଫର୍ମରେ ଏବେ ରିଲିଜ୍ ହୋଇଛି, ଓ ଏହି ଫିଲ୍ମରେ ଅଭିଷେକ ବଚ୍ଚନ ଷ୍ଟକ୍ ବ୍ରୋକର୍ ହର୍ଷଦ ମେହେଟ୍ଟା ଭୁମିକାରେ ନଜର ଆସିଛନ୍ତି, ଏହି ଫିଲ୍ମକୁ କିଛି ଲୋକେ ନେଗେଟିଭ୍ ରେସପନ୍ସ ଦେଇଛନ୍ତି , ଓ ବହୁତ ଲୋକ ବହୁତ ପସନ୍ଦକରିଛନ୍ତି, ଓ ଅଭିଷେକବଚ୍ଚନଙ୍କ ଭୁମିକା ଦର୍ଶକ ବହୁତ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *