October 24, 2024

Odia Express

Here, There and Everywhere

ଦୁନିଆଁର ସବୁଠାରୁ ବଡ ସିରିଆଲ୍ Ramayana ର ଲକ୍ଷ୍ମଣ ଖୋଲିଲେ ରହସ୍ୟ, କହିଲେ ସେହି ସମୟରେ ମିଳୁଥିଲା କେତେ ସ୍ୟାଲେରୀ

ଲକ୍ ଡାଉନ୍ ସମୟରେ ଆଉଥରେ ଆରମ୍ଭ ହୋଇଥିବା ଧାରାବାହିକ ରାମାୟଣକୁ ଦର୍ଶକମାନେ ବହୁତ ଭଲ ପାଇବା ଦେଉଛନ୍ତି, ଇଣ୍ତିଆନ୍ ଟେଲିଭିଜନର ଇତିହାସରେ ରାମାୟଣ ଜବରଦସ୍ତ ଟିଆର୍ ପି ରେକର୍ଡ ନିଜ ନାଁ କରିସାରିଛନ୍ତି, ସିରିଆଲ୍ ର ଆରମ୍ଭ ହେବା ସହ ଏଥିରେ ଯୋଡି ହୋଇଥିବା ପୁରୁଣା ମଜାଦାର୍ କାହାଣୀ ଆଉଥରେ ସମସ୍ତଙ୍କ ସାମ୍ନାରେ ଆସୁଛି, ଭାରତୀୟ ଟେଲିଭିଜନରେ ଏହା ଆଉ ଏକ ନୁତନ ଇତିହାସ ସୃଷ୍ଟି କରିଛି । ଶୋରେ ବହୁତ କଳାକାର ଦୁନିଆଁକୁ ଛାଡି ଚାଲିଯାଇଛନ୍ତି । କିନ୍ତୁ ଶୋରେ ରାମ, ଲକ୍ଷ୍ମଣ ଓ ସୀତାଙ୍କ ଭୁମିକା ନିଭାଇଥିବା ଅରୁଣ ଗୋଭିଲ୍, ସୁନିଲ ଲେହେରି, ଓ ଦୀପିକା ଚିଖଲିଆ ବହୁତ କାହାଣୀର କଥା କହିସାରିଛନ୍ତି, ଏବେ ଏକ ଟିଭି ଚ୍ୟାନେଲର ସହ କଥାବାର୍ତ୍ତାରେ ଲକ୍ଷ୍ମଣ ମାନେ ସୁନିଲ୍ ଲେହରି କହିଲେ କି ଶୋରେ କଡା ପରିଶ୍ରମ କରିଲେ କେତେ ସ୍ୟାଲେରି ପାଉଥିଲେ ।

ରାମାନନ୍ଦ ସାଗରଙ୍କ ରାମାୟଣରେ କଳାକାରଙ୍କୁ ଏତେ ଅଧିକା ପପୁଲାର୍ ଥିଲେ କି ଲୋକେ ତାଙ୍କୁ ଭଗବାନଙ୍କ ପରି ପୁଜା କରିବାକୁ ଲାଗିଲେ, ଏହି ମଧ୍ୟରେ ରାମାୟଣରେ ଲକ୍ଷ୍ମଣଙ୍କ ଭୁମିକା ନିଭାଇଥିବା ଅଭିନେତା ସୁନିଲ୍ ଲେହରି କହିଲେ କାମ ବଦଳରେ ତାଙ୍କୁ କେତେ ପଇସା ମିଳୁଥିଲା। ରାମାୟଣରେ ଶ୍ରୀରାମଙ୍କ ସବୁ ପଦକ୍ଷେପରେ ଛାଇ ହୋଇ ତାଙ୍କ ସହ ଚାଲୁଥିବା ଲକ୍ଷ୍ମଣଙ୍କ ପ୍ରେମ ଭାବକୁ କେହି ଭୁଲିପାରିବେ ନାହିଁ, ମହାନ୍ ଚରିତ୍ର ବାଲା ରାମାୟଣ ଲକ୍ଷ୍ମଣ ଭୁମିକାରେ ରାମାୟଣରେ ଅଭିନେତା ସୁନିଲ୍ ଲହରି ନିଭାଇଥିଲେ । ସୁନିଲ୍ ଲେହେରି ଏକ ଖାସ୍ କଥାବାର୍ତ୍ତାରେ କହିଲେ କି ମୁଁ ଖାଲି ଏତିକି କହିବି ପିନଟସ୍ ମିଳୁଥିଲା ତେବେ ଏତେ ଖର୍ଚ୍ଚ ହେଉନଥିଲା

ଆଜିର ସମୟରେ ଯେପରି ହେଉଛି, ସୁନିଲ୍ ସିଧା ହିସାବରେ ନମ୍ବର କହିଲେ ନାହିଁ, କିନ୍ତୁ ତାଙ୍କୁ କେତେ ପଇସା ମିଳୁଥିଲା ସେ ବିଷୟରେ ଗୋପନ ରଖିଥିଲେ, ଏହା ସହ ସୁନିଲ୍ ଲେହରି କହିଲେ କି ଆଜି କେଉଁ ବି ଅଭିନେତା ଗୋଟେ ଶୋରେ କାମ କଲେ ଭଲ ଖାସା ଇନକମ୍ କରିନେଉଛନ୍ତି, ଓ ନିଜ ପାଇଁ ଭଲ ଘର ବନାଇନେଉଛନ୍ତି, କିନ୍ତୁ ଆମର ସମୟରେ ପୁରା ରାମାୟଣ ଶୋ କରିବାପରେ ଆମକୁ ଘର ବନାଇବା ବିଷୟରେ ଭାବିବି ପାରିନଥିଲୁ, ଆଜି ପରି ପୁର୍ବର ଲାଇଫ୍ ସୁରକ୍ଷିତ ରଖିବା ଆମେ ଭାବିନଥିଲୁ ।

ସେ କହିଲେ ଆଜିର ତୁଳନାରେ ତେବେ ବହୁତ କମ୍ ପଇସା ମିଳୁଥିଲା, ଆଯି କେଉଁ ଅଭିନେତା ଶୋ କରି ଘର ବନାଉଛନ୍ତି, ଆମ ସମୟରେ ତାହା ଭାବିବା ବି ଅସଂମ୍ଭବ,ଯେଉଁ ବେଗରେ ମନୋରଞ୍ଜନ ଜଗତ ଆଗକୁ ବଢୁଛି ତାହା ପ୍ରଶଂସନୀୟ ।

ଆପଣଙ୍କୁ କହିଦେବୁ କି ନିର୍ଦ୍ଧେଶକ ରାମାନନ୍ଦ ସାଗର ରାମାୟଣର ପୁରା ୩୩ ବର୍ଷ ପରେ ଦୁରଦର୍ଶନରେ ପ୍ରସାରିତ ହେଉଛି, ୩୩ ବର୍ଷ ପୁର୍ବରୁ ଏହି ଟିଭି ସିରିଆଲ୍ ସଫଳତାର ସବୁ ଆଶା ଯୋଡି ଦେଇଛି, ଓ ଆଜି ଆଉଥରେ ଏହି ଶୋକୁ ଦର୍ଶକଙ୍କୁ ନିଜ ଦିୱାନା ବନାଇଦେଇଛି ।

Leave a Reply

Your email address will not be published. Required fields are marked *