October 18, 2024

Odia Express

Here, There and Everywhere

ଅନୁପମା ର Rupali Ganguly ୧୯ ବର୍ଷ ବୟସରେ କରିସାରିଛନ୍ତି ମିଥୁନଙ୍କ ସହ ରୋମାନ୍ସ, ଜାଣନ୍ତୁ କେତେ ପଢିଛନ୍ତି ଏହି ଅଭିନେତ୍ରୀ

ଏହି କଥାରେ କୌଣସି ରାୟ ନାହିଁ କି ଟିଭିରେ ଆସିବା ଦିନରୁ କେଉଁ ନା କେଉଁ ସିରିଆଲ୍ କିମ୍ବା ରିୟାଲିଟି ଶୋ ପ୍ରସାରିତ୍ କରାଯାଇଛି, ଏମିତିରେ ସବୁ ଶୋର ଦର୍ଶକଙ୍କ ମଧ୍ୟରେ ନିଜ ନିଜର ଡିମାଣ୍ତ ଅଛି, ସେମିତି ଯଦି କଥା ହେବା ଷ୍ଟାର୍ ପ୍ଲସ୍ ସିରିଆଲ୍ ଅନୁପମାର ତ କିଛି ମାସରେ ଏହି ସିରିଆଲ୍ ଟିଆର୍ ପି ରେ ଟପ୍ ରେ ଅଛି, ଏହା ଏମିତି ପ୍ରଥମ ସିରିଆଲ୍ ଅଟେ ଯାହାକି ବହୁତ କମ୍ ସମୟରେ ଦର୍ଶକଙ୍କ ମଧ୍ୟରେ ନିଜର ପପୁଲାରିଟି ପାଇଥିଲା, ଏହି ଶୋର ଆରମ୍ଭ ଗତ ବର୍ଷ ୨୦୨୦ କୁ ହୋଇଥିଲା, ଏବେ ଏହାକୁ ୧ ବର୍ଷ ହୋଇନାହିଁ,  କିନ୍ତୁ ଏହା ବାକି ସବୁ ଚ୍ୟାନେଲ୍ ଉପରେ ପ୍ରସାରିତ ହେଉଥିବା ଶୋକୁ ପଛରେ ପକାଇଦେଇଛି, କିମ୍ବା କହିପାରିବେ କି ଅନୁପମା ଏବେ ସବୁ ଦର୍ଶକଙ୍କ ପସନ୍ଦର୍ ସିରିଆଲ୍ ହୋଇସାରିଛି ।

ଅନୁପମା ସିରିଆଲ୍ ପପୁଲାର୍ ହେବାର କାରଣ ଏହାର ଷ୍ଟୋରୀ ବହୁତ ବଢିଆ ଅଟେ, ସେମିତି ଶୋରେ କାମ କରୁଥିବା ସବୁ କଲାକାର ଭଲ ଅଭିନୟ କରୁଛନ୍ତି, ଓ ଭଲ ଅଭିନୟରୁ ହୃଦୟ ଜିଣୁଛନ୍ତି, ଅନୁପମା ଭୁମିକା ନିଭାଉଥିବା ରୁପାଲି ଗାଙ୍ଗୁଲି ନିଜ ଖାସ୍ ଅନ୍ଦାଜରେ ଜଣାଯାଆନ୍ତି, ଶୋରେ ତାଙ୍କର ସିମ୍ପଲ୍ ସିଟି ଦର୍ଶକଙ୍କୁ ପସନ୍ଦ୍ ଆସିଛି, ସବୁ ମିଶାଇକରି ଏହା କହିବା ଦରକାର କି ଶୋର ସଫଳତାର ପୁରା ଶ୍ରେୟ ରୁପାଲିଙ୍କ ଅଭିନୟକୁ ହିଁ ଯାଇଥାଏ ।

ଆପଣଙ୍କୁ କହିଦେବୁ କି ରୁପାଲି ଗାଙ୍ଗୁଲି ଟିଭି ଜଗତର ଜଣାଶୁଣା ଅଭିନେତ୍ରି ଅଟନ୍ତି, ଅନୁପମା ରୋଲ୍ ପାଇଁ ସେ ଘରେ ଘରେ ଲୋକପ୍ରିୟ ହୋଇସାରିଛନ୍ତି, ଆଜି ଏହି ଖାସ୍ ପୋଷ୍ଟରେ ଆମେ ଆପଣଙ୍କୁ ରୁପାଲି ଗାଙ୍ଗୁଲିଙ୍କର ନିଜ ଜୀବନ ସହ କିଛି ମଜାଦାର୍ କଥା କହିବୁ, ଯାହାକୁ ଆପଣ ଜାଣିନଥିବେ, କହିଦେବୁ କି ରୁପାଲି ଗାଙ୍ଗୁଲିଙ୍କ ଜନ୍ମ ୫ ଅପ୍ରେଲ୍ ୧୯୭୭ କୁ କୋଲକାତାରେ ହୋଇଥିଲା, ତାଙ୍କ ବୟସ ଏବେ ୪୪ ବର୍ଷ ହୋଇଛି, ସେ କେବଳ ଛୋଟ ପର୍ଦାରେ ନୁହେଁ ବରଂ ବଲିଉଡ୍ ରେ କାମ କରିଛନ୍ତି, କିନ୍ତୁ ତାଙ୍କ ଅସଲ ପରିଚୟ ଟିଭି ଧାରାବାହିକ ଦେଇନାହିଁ

ରୁପାଳିଙ୍କ ବାପା ଅନିଲ୍ ଗାଙ୍ଗୁଲି ଏକ ଫିଲ୍ମ ନିର୍ଦ୍ଧେଶକ ରହିସାରିଛନ୍ତି, ସେମିତି ରୁପାଲି ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଛନ୍ତି । ଯେଉଁ ପ୍ରକାର ଅନୁପମାରେ ସାଧାରଣ ଭୁମିକା ନିଭାଉଥିବାର ନଜର ଆସିଛନ୍ତି, ଠିକ୍ ସେପରି ସେ ରିୟଲ୍ ଲାଇଫ୍ ରେ ଅଟନ୍ତି, ରୁପାଲିଙ୍କ ରିଲ୍ ଲାଇଫ୍ ଅପେକ୍ଷା ରିୟଲ୍ ଲାଇଫ୍ ବହୁତ ଷ୍ଟାଇଲିଷ୍ଟ ଓ ଗ୍ଲାମରସ ଅଟେ, ତାଙ୍କୁ କେହି ଦେଖି କହିପାରିବେ ନାହିଁ କି ତାଙ୍କ ବୟସ ୪୪ ବର୍ଷ ହୋଇସାରିଛି, ଆପଣଙ୍କ ମଧ୍ୟରୁ ବହୁତ କମ୍ ଲୋକ ଜାଣିଥିବେ କି ସେ ବଲିଉଡ୍ ରେ କାମ କରିଛନ୍ତି,  ଓ ସେ ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କ ସହ କାମ କରିଛନ୍ତି, ୧୯୯୬ ରେ ଆସିଥିବା ଫିଲ୍ମ ଅଙ୍ଗାରାରେ ତାଙ୍କ ସହ ରୋମାନ୍ସ କରିସାରିଛନ୍ତି, ଖାସ୍ କଥା ଏହା କି ଏହି ଫିଲ୍ମର ସୁଟିଙ୍ଗ୍ ସମୟରେ ରୁପାଲିଙ୍କ ବୟସ ୧୯ ବର୍ଷର ଥିଲା, ଯେବେ କି ମିଥୁନଙ୍କ ବୟସ୍ ୪୫ ବର୍ଷ ଥିଲା ।

ସେମିତି ରୁପାଲିଙ୍କ ପର୍ସନାଲ୍ ଲାଇଫ୍ କଥା କହିଲେ ତେବେ ସେ ୨୦୧୩ ରେ ଅଶ୍ୱିନ ବର୍ମାଙ୍କୁ ବିବାହ କରିଥିଲେ, ଦୁହେଁ ନିଜ ବିବାହିତ ଜୀବନରେ ଖୁସିରେ ଅଛନ୍ତି, ତାଙ୍କର ଗୋଟେ ପୁଅ ଅଛି, ରୁପାଲି ଏହି ଦିନରେ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ଅଛନ୍ତି, ଓ ସବୁଦିନ ଲାଟେଷ୍ଟ୍ ଫଟୋଗୁଡିକ ନିଜର୍ ପୋଷ୍ଟ କରୁଛନ୍ତି, ଓ ଭିଡିଓ ସେୟାର୍ କରୁଛନ୍ତି, ତାଙ୍କ ଫ୍ୟାନ୍ ତାଙ୍କ ପୋଷ୍ଟକୁ ଅପେକ୍ଷାକରନ୍ତି, ଲୋକେ ତାଙ୍କ ଲୁକ୍ସ କୁ ବହୁତ୍ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *