June 20, 2025

Odia Express

Here, There and Everywhere

କଣ ନିରଜ୍ ଚୋପ୍ରା କରିବେ ଏବେ ଫିଲ୍ମରେ କାମ ? ଭଲ Looks ର କାରଣରୁ ଆସୁଛି ଏବେ Bollywood ରୁ ଅଫର୍

ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆଥଲେଟ୍ ନିରଜ୍ ଚୋପ୍ରା ଏହି ଦିନରେ ଦେଶ ବିଦେଶରେ ଖ୍ୟାତି ପାଇଛନ୍ତି, ଆପଣଙ୍କୁ କହିଦେବୁ କି ନିରଜ୍ ଚୋପ୍ରା ଖେଳର ମଇଦାନରେ ବହୁତ ହ୍ୟାଣ୍ତସମ୍ ଲାଗନ୍ତି, ନିରଜ୍ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ତେଲ୍ ରେ ବହୁତ ସକ୍ରିୟ ରୁହନ୍ତି, ସେ ବହୁତଥର ନିଜ ଟ୍ୱିଟର୍ ଓ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ଖାସ୍ ଅନ୍ଦାଜରେ ନିଜ ଫଟୋ ପୋଷ୍ଟ କରିଥାନ୍ତି, ନିରଜଙ୍କ ଏହି ବଡ ସଫଳତା ପରେ ନେଟିଜେନ୍ସ ଟ୍ୱିଟର୍ ଓ ଇନଷ୍ଟାଗ୍ରାମରେ ଏବେ ତାଙ୍କ ଏହି ଷ୍ଟାଇଲିଷ୍ଟ ଅନ୍ଦାଜକୁ ନେଇକରି ବହୁତ୍ କଥାବାର୍ତ୍ତା ହେଉଛି, ଏହି ମଧ୍ୟରେ ବହୁତ୍ ସୋସିଆଲ୍ ମିଡିଆରେ ନିରଜ୍ ଏତେ ଷ୍ଟାଇଲିଷ୍ଟ ଅଛନ୍ତି ଯଦି ତାଙ୍କ ଉପରେ କୌଣସି ଫିଲ୍ମ ତିଆରି କରାଯାଏ ତେବେ ସେ ନିଜେ ସେହି ଫିଲ୍ମରେ ଅଭିନୟ କରିବାକୁ ଲାୟକ ଅଟନ୍ତି ।

କହିଦେବୁ କି ଏହି ମାମଲାରେ ବହୁତ ଲୋକ ଏହା ବି କହିଦେଲେ କି ଯଦି ଫିଲ୍ମ ଜଗତରେ ଖିଲାଡି ଅକ୍ଷୟ କୁମାରଙ୍କ ଉପରେ କୌଣସି ଫିଲ୍ମ ହୁଏ ତେବେ ଅକ୍ଷୟ କୁମାରଙ୍କ ରୋଲ୍ ନିରଜ ଙ୍କୁ ଦେବା ଉଚିତ୍, ଚାଲନ୍ତୁ ଆପଣଙ୍କୁ ଏହା ସହ ଯୋଡି ହୋଇଥିବା ମାମଲା କହିବୁ, କହିଦେବୁ କି ଇଣ୍ତୋନେସିଆ ର ଜାକର୍ତ୍ତାରେ ହୋଇଥିବା ୧୮ ତମ ଏସିଆଇ ଖେଳରେ ନିରଜ୍ ଚୋପ୍ରା ଜାଭେଲିନ୍ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ପାଇଥିବାଦେଶର ପ୍ରଥମ ଆଥଲେଟ୍ ହୋଇଥିଲେ, ଏହି ଖେଲର ସମୟରେ ସେ ଏକ ଲୋକାଲ୍ ବ୍ୟକ୍ତି ନିରଜ୍ ଙ୍କ ପାଖକୁ ଆସିକରି କହିଲା ଆପଣ ବହୁତ ହ୍ୟାଣ୍ତସମ୍ ଅଛନ୍ତି ବିଲକୁଲ୍ ଶାହାରୁଖ୍ ଖାନ୍ ଙ୍କ ପରି ।

ଜଣେଇଦେବୁ କି ନିରଜ୍ ଏହି ସ୍ଥାନରେ ପହଞ୍ଚିବା ଏତେ ସହଜ ନଥିଲା, ୧୧ ବର୍ଷ ବୟସରେ ସେ ଓଜନ ୯୦ କିଲୋର ଥିଲେ, ଯାହାକୁ ନେଇ ତାଙ୍କ ଘର ଲୋକେ ତାଙ୍କୁ ଜବରଦସ୍ତ ମଇଦାନରେ ଟ୍ରେନିଙ୍ଗ୍ ପାଇଂ ପଠାଉଥିଲେ, ସେ କିଛି ଲୋକଙ୍କୁ ଜାଭେଲିନ୍ ଥ୍ରୋ ପକାଉଥିବା ଦେଖି ତାଙ୍କ ମନରେ ଏହି କାମ କରିବାକୁ ଇଚ୍ଛା ହେଲା ତାହା ପର ଦିନ ରାତିରେ କେବଲ ଏହି ଖେଳକୁ ସମୟ ଦେଲେ, ତାହାପରେ ସେ କରିଦେଲେ, ସେମିତି ନିରଜ୍ ଗତ କିଛି ବର୍ଷରୁ ଭଲ ପ୍ରଦର୍ଶନ କରୁଛନ୍ତି, ଏବେ ଟୋକିଓ ଖେଳ ୨୦୨୧ ରେ ସେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରି ରେକର୍ଡ ଦର୍ଜ କରାଇଛନ୍ତି, ଜଣାଥିବ କି ଭାରତ ଗତ ଥର ୧୯୦୦ ରେ ଆଥଲେଟ୍ ରେ ମେଡାଲ୍ ଜିତିଥିଲା, ଏହିଥର ନିରଜ୍ ଟୋକିଓ ରେ ୧୨୧ ବର୍ଷ୍ ପରେ ମେଡାଲ୍ ଜିତିଛନ୍ତି ।

ନିରଜ୍ କେବଳ ସିନିୟର୍ ସ୍ତରରେ ରାଷ୍ଟ୍ରମଣ୍ତଳ ଓ ଏସିଆଇ ଚ୍ୟାମ୍ପିୟନ୍ ହୋଇଛନ୍ତି, ସେ ଜୁନିୟର୍ ସର୍କିଟ୍ ରେ ବି କମାଲ୍ କରିଦେଖାଇଛନ୍ତି, ସେ ୨୦୧୬ ରେ ବିଶ୍ୱ ୟୁ୨୦ ଚ୍ୟାମ୍ପିୟନ୍ ବି ହୋଇଛନ୍ତି, ସେ ୮୬,୪୮ ମିଟର୍ ବିଶ୍ୱ ଅଣ୍ତର୍ ୨୦ ରେକର୍ଡ ବନାଇଛନ୍ତି, ନିରଜ୍ ଙ୍କ ଏହି ରେକର୍ଡ ଆଜି ବି ଅଛି, ଏହା ସହ ସେ ଅଣ୍ତର୍ ୨୦ ବର୍ଗରେ ଟ୍ରାକ୍ ଓ ଫିଲଡ୍ ରେ ବିଶ୍ୱ ଚ୍ୟାମ୍ପିୟନ୍ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ହୋଇଛନ୍ତି ।

ଏବେ ପର୍ଯ୍ୟନ୍ତ ନିରଜ୍ ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍ ରେ ୬ ଟି ଗୋଲଡ୍ ସହ ପ୍ରାୟ ସାତଟି ମେଡାଲ୍ ଜିତିଛନ୍ତି, ବିଶ୍ୱ ଉପାଧିକୁ ଛାଡିକରି ସେ ସବୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି, ୨୦୧୬ ରେ ଜୁନିୟର୍ ବିଶ୍ୱ ଚ୍ୟାମ୍ପିୟନ୍ ରେ ୮୬,୪୮ ମିଟର୍ ଓ ଅଣ୍ତର୍ ୨୦ ବିଶ୍ୱ ରେକର୍ଡ ବନାଇବା ସହ ଏକ ହିଷ୍ଟୋରିକାଲ୍ ଗୋଲଡ୍ ମେଡାଲ୍ ଜିତିବାପରେ ସେ ପରିଚୟ ପାଇଥିଲେ, ବୁଧବାରକୁ ହୋଇଥିବା କ୍ୟାଲିଫିକେସନ୍ ରାଉଣ୍ତରେ ସେ ପ୍ରଥମ ପ୍ରୟାସରେ ୮୬,୬୫ ମିଟ ଥ୍ରୋ ପକାଇଥିଲେ, ଓ ନିଜ ଗ୍ରୁପରେ ନୁହେଁ ବରଂ ୩୨ ଖେଳାଳୀଙ୍କ ମଧ୍ୟରେ ଶୀର୍ଷରେ ଆସିଥିଲେ ।

Leave a Reply

Your email address will not be published. Required fields are marked *