October 18, 2024

Odia Express

Here, There and Everywhere

Majadar Hasakatha : ସ୍ତ୍ରୀ ନିଜ ବାପଘରୁ ସ୍ୱାମୀକୁ ଫୋନ୍ କଲା, ଓ କହିଲା- ତୁମେ ମୋତେ ଜଲଦି ନେବାକୁ ଆସ କାରଣ ଶୁଣିଲେ ହସି ହସି ବେଦମ ହେବେ ଆପଣ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ରାମାୟଣ ଦେଖିକରି ପୁଅ- ବାପା- ରାଜା ଦଶରଥଙ୍କ ୩ ଟି ରାଣୀଥିଲେ, କିନ୍ତୁ ମୋର ତ ଗୋଟେ ମା ଅଛି ବାପା- ହଁ ପୁଅ ମୋର ଭଗବାନ ୩ ଟି ସ୍ତ୍ରୀ ଦେଇଥାନ୍ତେ , ଭିତରୁ ମାଙ୍କ ପାଟିଶୁଭେ, ଏବେ ୧୨ ଟା ବେଳେ ତାକୁ ମହାଭାରତ ଦେଖାଇବି ଯେଉଁଥିରେ ଦ୍ରୋପଦୀର ୫ ଟି ସ୍ୱାମୀ ଥିଲେ ।

୨) ଶିକ୍ଷକ- ଜଣେ ମହିଳା ଏକ ଘଣ୍ଟାରେ ୫୦ ଟି ରୁଟି ତିଆରି କରେ , ତେବେ ୩ ଜଣ ମହିଳା କେତେ ରୁଟି କରିବେ ,ଛୁଆ –ଗୋଟେ ବି ନୁହେଁ, କାରଣ ତିନି ଜଣ ମିଶିକରି ନିଜ ନିଜ ଭିତରେ ଚୁଗୁଲି କରିବେ ଶିକ୍ଷକ- ବେହୋସ୍

୩) ଚିଣ୍ଟୁ ଚ୍ୟାଲେଞ୍ଜ କଲା କି କୁତୁବ୍ ମିନାର୍ କୁ ମୁଣ୍ତରେ ରଖି ମୁମ୍ବାଇ ନେଇଯାଇପାରିବ, ଏଥିରେ ସବୁ ମିଡିଆ ସେଠାରେ ପହଞ୍ଚିଗଲେ, ଏଥିରେ ଚିଣ୍ଟୁ କହିଲା- ଖାଲି କିଏ କୁତୁବ୍ ମିନାର୍ କୁ ଉଠାଇକରି ମୋ ମୁଣ୍ତରେ ରଖିଦିଅ ।

୪) ସ୍ତ୍ରୀର ଜଣେ ସୁନ୍ଦର ସାଙ୍ଗ ଆସିଲା, ସ୍ୱାମୀ ସ୍ତ୍ରୀର ସାଙ୍ଗକୁ ଦେଖୁଥିଲା< କିଛି ସମୟ ପରେ କୁକୁର୍ ରେ ବାରଟି ସିଟି ବାଜିବାପରେ ସ୍ୱାମୀ ସ୍ତ୍ରୀକୁ କହିଲା- କିଚେନ୍ କୁ ଯାଇକରି ଦେଖୁନ ଡାଲି ପୋଡିଯିବ, ସ୍ତ୍ରୀ କହିଲା- ଡାଲି ପୋଡିଯାଉ ଏଠାରେ ତୁମ ଡାଲି ସିଝିବାକୁ ଦେବିନି ।

୫) ଭାବୁଛି ହୃଦୟରେ ଗୋରିଲା ଗ୍ଲାସ୍ ଲଗାଇଦେବି, ଭାଙ୍ଗିବ ତ ଗ୍ଲାସ୍ ଭାଙ୍ଗିବ ହୃଦୟ ନୁହେଁ,

୬)ଜଣେ ପାଗଳ- ନିଜ ହାତରେ ସିଗାରେଟ୍ କୁ ଲୁଚାଇ, କୁହ ମୋର ହାତରେ କଣ ଅଛି ? ଦ୍ୱିତୀୟ ପାଗଳ –ରେଳଗାଡି, ପ୍ରଥମ- ତୋତେ କେମିତି ଜଣା? ଦ୍ୱିତୀୟ- ମୁଁ ଧୁଆଁ ବାହାରୁଥିବାର ଦେଖିଥିଲି ।

୭) ଅଧ୍ୟାପକ- କେଉଁ ଗୋଟେ ଜାଗା କୁହ ଯେଉଁଠି ବହୁତ ସାରା ଲୋକେ ଥିବେ, କିନ୍ତୁ ଏକେଲା ଅନୁଭବ କରୁଥିବ ତମେ, ଛାତ୍ର- ପରୀକ୍ଷା କେନ୍ଦ୍ର, ଅଧ୍ୟାପକ- ବେହୋସ୍

୮) ସ୍ତ୍ରୀ – ବାହାଘର ପୁର୍ବରୁ କହୁଥିଲ କି ବାହାଘର ପରେ ତୁମକୁ ବହୁତ ସାରା ଭଲ ପାଇବା ଦେବି, ଏବେ କଣ ହେଲା ସ୍ୱାମୀ ସତକହିବି, ସ୍ତ୍ରୀ ହଁ କୁହ- ସ୍ୱାମୀ- ତେବେ ମୋତେ ଜଣାନଥିଲା କି ଆମର ବାହାଘର ହୋଇଯିବ ।

୯) ଗୋଟେ କୁକୁଡା ବତକକୁ ବାହା ହୋଇଗଲା, ଗଞ୍ଜା- ଆମେ ମରିଯାଇଥିଲୁ କି ? କୁକୁଡା- ମୁଁ ତ ତୁମକୁ ବାହା ହେବାକୁ ଚାହୁଁଥିଲି, କିନ୍ତୁ ମୋ ବାପା ମା ଚାହୁଁଥିଲେ ପୁଅ ନେଭିରେ କାମ କରୁଥିବ ।

୧୦) ବାପଘରୁ ସ୍ତ୍ରୀ ସ୍ୱାମୀକୁ ଫୋନ୍ କଲା ଓ କହିଲା ଏବେ ତୁମେ ମୋତେ ନେବାକୁ ଆସୁଛ ନା ? ସ୍ୱାମୀ- କିଛି ଦିନ ଆଉ ରହିଯା, ସ୍ତ୍ରୀ-ନା, ଭାଇ, ଭାଉଜ, ଭଉଣୀ, ମା ବାପା ସବୁ ଦୁଇ ଦୁଇ ତିନି ତିନି ଥର ଲଢେଇ କରିସାରିଛି, କିନ୍ତୁ ତୁମ ସହ ଯେଉଁ ଲଢେଇ କରିବାର ମଜା ଆସେ ଆଉ କେଉଁଠି ମିଳିବନି ।

Leave a Reply

Your email address will not be published. Required fields are marked *