October 19, 2024

Odia Express

Here, There and Everywhere

ନିଜ ବିବାହରେ କେଉଁ ଅପସରାରୁ କମ୍ ଲାଗୁନଥିଲେ ନମ୍ରତା ଶିରୋଦକର୍, ନିଜ ଠାରୁ ଛୋଟ Mahesh babu ଙ୍କ ସାଙ୍ଗରେ କରିଥିଲେ ବିବାହ

ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଜଣାଶୁଣା ସୁପରଷ୍ଟାର୍ ମହେଶ ବାବୁ କେଉଁ ପରିଚୟର୍ ଦରକାର ପଡେନି, ଓ ତାମିଲନାଡୁରେ ଜନ୍ମ ନେଇଥିବା ମହେଶବାବୁ ନିଜ ଦମଦାର୍ ଅଭିନୟ ଓ ଷ୍ଟାଇଲିଷ୍ଟ୍ ଅନ୍ଦାଜରୁ ଦର୍ଶକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇଥିଲେ, ଓ ମହଜୁଦା ସମୟରେ ମହେଶ ବାବୁ ନିଜ ଅଭିନୟର ଦମ୍ ରେ ଦେଶରେ ନୁହେଁ ବରଂ ଦୁନିଆଁରେ ଲୋକପ୍ରିୟ ହୋଇଛନ୍ତି, ଓ ଆଜିର ସମୟରେ ମହେଶ ବାବୁଙ୍କ ନାଁ ସବୁଠାରୁ ମହଙ୍ଗା ଓ ସବୁଠାରୁ ସଫଳ ଅଭିନେତାଙ୍କ ଲିଷ୍ଟରେ ଆସିଥାଏ ।ମହେଶ ବାବୁ ନିଜ କ୍ୟାରିୟରରେ ବହୁତ୍ ସାରା ଆକ୍ସନ୍ ଓ ରୋମାଣ୍ଟିକ୍ ଫିଲ୍ମରେ କାମ କରିଥିଲେ, ଓ ତାଙ୍କର ଅଧିକାଂଶ ଫିଲ୍ମ ବ୍ଲକ୍ ବଷ୍ଟର ହୋଇଥିଲା, ମହେଶ ବାବୁ ଏବେ ୯ ଅଗଷ୍ଟ ୨୦୨୧ କୁ ନିଜ ୪୬ ତମ ଜନ୍ମଦିନ ପାଳିଥିଲେ

ଆଜି ମହେଶ ବାବୁଙ୍କ ବୟସ ୪୬ ବର୍ଷ ହୋଇସାରିଛି, କିନ୍ତୁ ମହେଶ ବାବୁଙ୍କୁ ଦେଖିଲେ ତାଙ୍କ ବୟସ ଜାଣିହେବନି, କି ଏହି ବୟସରେ ମହେଶ ବାବୁ କେତେ ୟଙ୍ଗ୍ ଓ ଷ୍ଟାଇଲିଷ୍ଟ୍ ଦେଖାଯାଉଛନ୍ତି । ସେମିତି ମହେଶ ବାବୁ ଏବେ କାର ସମୟରେ ସବୁଠାରୁ ମହଙ୍ଗା ଅଭିନେତା ଭାବେ ଜଣାଯାଆନ୍ତି, ମହେଶବାବୁଙ୍କ ମାସିକ ଇନକମ୍ ୨ କୋଟିର ପାଖାପାଖି ଅଟେ, ଓ ସେ ଗୋଟେ ଫିଲ୍ମ କରିଲେ ୨୨ ରୁ ୨୩ କୋଟି ଟଙ୍କା ଚାର୍ଜ ନିଅନ୍ତି, ଓ ମିଡିଆ ରିପୋର୍ଟ ଅନୁସାରେ ମହେଶ ବାବୁ ପ୍ରାୟ ୧୪୯ କୋଟି ଟଙ୍କାର ସଂମ୍ପତ୍ତିର୍ ମାଲିକ ଅଟନ୍ତି, ଓ ସେମିତି ମହେଶବାବୁ ନିଜ ପରିବାର ସହ୍ ବହୁତ ହିଁ ଆଲିଶାନ୍ ଘରେ ରହନ୍ତି, ଓ ତାଙ୍କ କାର୍ କଲେକ୍ସନ୍ ବହୁତ ଶାନଦାର୍ ଅଟେ,

ସାଉଥ୍ ଇଣ୍ତଷ୍ଟ୍ରିର ସୁପରଷ୍ଟାର୍ ମହେଶବାବୁ ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ନମ୍ରଦା ଶିରୋଦକର୍ ଙ୍କୁ ବିବାହ ୨୦୦୫ ମସିହାରେ କରିଥିଲେ, ଆଯି ଏହି କପଲ୍ ଙ୍କ ବିବାହକୁ ୧୬ ବର୍ଷ ହୋଇସାରିଛି, ଓ ଏତେ ବର୍ଷ ପରେ ଏହି କପଲ୍ ଙ୍କ ମଧ୍ୟରେ ଭଲ ବଣ୍ତିଙ୍ଗ୍ ଅଛି , ଏହି କପଲ୍ ଆଜି ଦୁଇଟି ଛୁଆଙ୍କ ବାପା ମା ହୋଇସାରିଛନ୍ତି, କଥା ହେବା ମହେଶବାବୁଙ୍କ ସ୍ତ୍ରୀ ନମ୍ରତା ଶିରୋଦକରଙ୍କ ତ କହିଦେବୁ କି ନମ୍ରତା ମହେଶବାବୁଙ୍କ ଠାରୁ ୩ ବର୍ଷ ବଡ ଅଟନ୍ତି ,ସେମିତି ନମ୍ରତା ଶିରୋଦକର୍ ୧୯୯୩ ରେ ମିସ୍ ଇଣ୍ତିଆ ଜିତିଥିଲେ, ଓ ସେମିତି ନମ୍ରତା ଶିରୋଦକର୍ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନ ପାଇଥିଲେ ।

ନମ୍ରତା ଶିରୋଦକର୍ ଫିଲ୍ମ ଯବ୍ ପ୍ୟାର୍ କିସି ସେ ହୋତା ହେ,ରୁ ବଲିଉଡ୍ ରେ ଏଣ୍ଟ୍ରି ନେଇଥିଲେ, ଓ ଏହାପରେ ନମ୍ରତା ପୁକାର୍, ବାସ୍ତବ, ହେରାଫେରି, ଅସ୍ତିତ୍ୱ, କଚେ ଧାଗେ, ତେରାମେରା ସାଥ୍, ପରି ସୁପରହିଟ୍ ଫିଲ୍ମରେ କାମ କରିଥିଲେଓ ଏହା ଛଡା ନମ୍ରତା କନ୍ନଡ, ତେଲେଗୁ, ଓ ମାଲାୟଲମ୍ ଫିଲ୍ମରେ କାମ୍ କରିଛନ୍ତି, ସେମିତି ୨୦୦୫ ରେ ମହେଶବାବୁଙ୍କ ସହ ବିବାହ କରିବାପରେ ନମ୍ରତା ଶିରୋଦକର୍ ନିଜ ଅଭିନୟର କ୍ୟାରିୟରରୁ ଅଲବିଦା କହିଦେଲେ, ଓ ନମ୍ରତା ନିଜ ପୁରା ସମୟ ପରିବାର ସହ କଟାଇବା ପାଇଁ ନିଷ୍ପତି ନେଇଗଲେ ।

କହିଦେବୁ କି ନମ୍ରତା ଶିରୋଦକର୍ ମହେଶବାବୁ ପ୍ରାୟ ୪ ବର୍ଷ୍ ପରସ୍ପର ଡେଟ୍ କରିବାପରେ ବିବାହ କରିବାକୁ ଫଇସଲା ନେଲେ, ଏହି ବିବାହ ତେଲେଗୁ ରିତିନିତିରେ ହୋଇଥିଲା, ସେ ନିଜ ବିବାହରେ ନମ୍ରତା ଶିରୋଦକର କନ୍ୟାର ଯୋଡାରେ ବହୁତ ସୁନ୍ଦର ଲାଗୁଥିଲେ, ମହେଶବାବୁ ନିଜ ବିବାହରେ ବହୁତ ହ୍ୟାଣ୍ତସମ୍ ଲାଗୁଥିଲେ, ଦୁହେଁଙ୍କ ବିବାହ ସବୁ ସଂସ୍କାର ନିଭାଇକରି ସେ ବହୁତ ଖୁସି ହୋଇଥିଲେ ।

ନମ୍ରତା ଶିରୋଦକର୍ ଓ ମହେଶବାବୁ ଆଜି ଦୁଇଟି ଛୁଆର ବାପା ମା ହୋଇସାରିଲେଣି, ତାଙ୍କ ପୁଅର ନାଁ ଗୌତମ ଅଟେ, ଓ ଝିଅର ନାଁ ସିତାରା , ମହେଶବାବୁ ଦୁହେଁ ଛୁଆଙ୍କୁ ଦେଖିବାକୁ ସୁନ୍ଦର ଲାଗନ୍ତି, ଓ ସେମିତି ମହେଶବାବୁ ନିଜ୍ ପରିବାର୍ ସହ୍ ହାଇଦ୍ରାବାଦ୍ ରେ ରହନ୍ତି, ଓ ନିଜ ବୈବାହିକ ଜୀବନରେ ଦୁହେଁ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *