October 18, 2024

Odia Express

Here, There and Everywhere

ଆଇଏଏସ୍ ଇଣ୍ଟରଭ୍ୟୁରେ ପ୍ରଶ୍ନ: କଣ ହେବ ଯଦି Plane ରେ ମୋବାଇଲ୍ ଫୋନ୍ ଫ୍ଲାଇଟ୍ ମୋଡ୍ ଅନ୍ ନରଖାଯାଏ ?କଣ ହେବ ଜାଣିରଖନ୍ତୁ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) ଭାରତରେ ରାଜ୍ୟପାଳଙ୍କୁ କିଏ ଶପଥ ଦେଇଥାନ୍ତି ? ଉତ୍ତର- ଉଚ୍ଚ ନ୍ୟାୟାଳୟର ମୁଖ୍ୟ୍ ନ୍ୟାୟାଧୀଶ ।

୨) କେଉଁ ବିଲ୍ ବିତ୍ତ ବିଲ୍ ଅଟେ କିମ୍ବା ସାଧାରଣ ବିଲ୍ ଏହା କିଏ ନିର୍ଣ୍ଣୟ କରିଥାଏ ? ଉତ୍ତର- ଲୋକସଭା ସ୍ପିକର୍ ।

୩) ଭାରତର କେଉଁ ରାଜ୍ୟରେ ସର୍ବପ୍ରଥମେ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ ? ଉତ୍ତର- ସ୍ୱତନ୍ତ୍ରତା ସେନାନୀ ସୁଚେତା କୃପାଲାନି (ସୁଚେତା ମଜମୁଦାର୍) ୨ ଅକ୍ଟୋବର ୧୯୬୩କୁ ଉତ୍ତରପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ରୁପରେ ଶପଥ ନେଇଥିଲେ ।

୪) ଡାଲଚିନି ଗଛର କେଉଁ ଭାଗରୁ ମିଳିଥାଏ ? ଉତ୍ତର- ଗଛର ଛାଲରୁ

୫) ଅମୃତ ବଜାର ପତ୍ରିକାର ପ୍ରକାଶନ କେଉଁ ବର୍ଷରୁ ଆରମ୍ଭ କରାଯାଇଥିଲା ?ଉତ୍ତର- ୧୮୬୮

୬) କେଉଁ ପ୍ରକାର ତରଙ୍ଗର ପ୍ରୟୋଗ ରାତିରେ ଦେଖିଥିବା ନାଇଟ୍ ଭିଜନ୍ କ୍ୟାମେରାରେ ହୋଇଥାଏ ? ଉତ୍ତର- ଅବରକ୍ତ୍ ତରଙ୍ଗ(ଇନଫାରେଡ୍ ୱେବ୍ସ)

୭) ସେ କେଉଁ ନ୍ୟାୟୀକ ଶକ୍ତି ଅଛି ଯାହା ଜିଲ୍ଲାପାଳଙ୍କ ପାଖରେ ହୋଇଥାଏ ? ଉତ୍ତର- ତାଙ୍କ ପାଖରେ ଜିଲ୍ଲାରେ ଧାରା ୧୪୪ ଲାଗୁ କରିବାର ଅଧିକାର ଅଛି ।

୮) ଆଇପିଏଲ୍ ରେ ସଟ୍ଟାବାଜୀ କଣ ହୋଇଥାଏ ? ମ୍ୟାଚ୍ ହେବାପୁର୍ବରୁ ଟିମ୍ ଗୁଡିକ ଉପରେ ପଇସା ଲଗାଯାଏ, ମ୍ୟାଚ୍ ଜିତିବାର ପୁର୍ବରୁ ଟିମ୍ ଉପରେ ପଇସା ଲଗାଯାଏ ।

୯) କୁମ୍ଭ ସ୍ନାନ ମତଲବ କଣ ? କଣ ଏହାକୁ ମୁଗଲ୍ ମାନେ ଆରମ୍ଭ କରିଥିଲେ ? ଉତ୍ତର- ଏହା ଶାହି ସ୍ନାନ କୁହାଯାଏ , ଏହା ବିଷୟରେ ପୁରା ସୁଚନା ନାହିଁ, କିନ୍ତୁ ଶାହୀ ସ୍ନାନର ମତଲବ ହୋଇଥାଏ କି ରାଜସୀ ଅନ୍ଧାଜରେ ଅଖାଡା ସ୍ନାନ କରିବାପାଇଁ ଯାଇଥାନ୍ତି ।

୧୦) ମହିଳାଙ୍କୁ ଅର୍ଥଶାସ୍ତର ଭଲ ଜ୍ଞାନ ହୋଇଥାଏ କିନ୍ତୁ ଦୁନିଆଁରେ ମହିଳା ଅର୍ଥଶାସ୍ତ୍ରୀ କମ୍ କଣ ପାଇଁ ? ଉତ୍ତର- ଏଥିପାଇଁ ସମାଜ ଦାୟୀ, ବହୁତ ମାମଲାରେ ମହିଳାଙ୍କୁ ସମାଜରେ ଏତେ ଅଧିକାର ମିଳିନଥାଏ ।

୧୧) ଟିବି ଆମ ଶରୀରରେ କେଉଁଠି ରହିଥାଏ ? ଉତ୍ତର- ଆମର ଶରୀରର ଫୁସ୍ ଫୁସ୍ ରେ ଟିବି ରହିଥାଏ ।

୧୨) ଇଂରାଜୀ ଓ ହିନ୍ଦି ସାହିତ୍ୟରେ କଣ ଅନ୍ତର ଅଛି ? ଉତ୍ତର- ହିନ୍ଦୀ ସାହିତ୍ୟରେ କ୍ଷେତ୍ରୀୟ ସମାବେଶ ହୋଇଥାଏ, ଯେବେ କି ଇଂରାଜୀରେ ଏହାର କମି ଅଛି ।

୧୩) ଏମିତି କେଉଁ ଶବ୍ଦ ଅଛି, ଯେଉଁଥିରେ ଫଳ,ଫୁଲ ଓ ମିଠା ତିନୋଟି ଆସିଥାଏ ?ଉତ୍ତର- ଗୁଲାବ ଜାମୁନ୍

୧୪) ମାଛିର ମୁହଁରେ କେତୋଟି ଦାନ୍ତ ହୋଇଥାଏ ? ଉତ୍ତର- ମାଛିର ମୁହଁରେ କିଛି ଦାନ୍ତ ନଥାଏ, ସେ ନିଜ ପତଳା ଜିଭରେ ଖାଇବାକୁ ଶୋଷିନିଏ ।

୧୫) କଣ ହେବ ଯଦି ପ୍ଲେନରେ ମୋବାଇଲ୍ ଫୋନ୍ କୁ ଫ୍ଲାଇଟ୍ ମୋଡ୍ ରେ ନ ରଖାଯାଏ ?

ଉତ୍ତର- ଯଦି କେଉଁ ଯାତ୍ରୀ ନିଜ ମୋବାଇଲ୍ ଫୋନ୍ ଫ୍ଲାଇଟ୍ ମୋଡରେ ନ ଦିଏ ତେବେ ଏଥିରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବନାହିଂ କିନ୍ତୁ ଏତିକି ନିଶ୍ଚିତ କି ପ୍ଲେନ୍ ଉଡୁଛି ପାଇଲଟ୍ କୁ ଏଥିରେ ଅସୁବିଧା ହୋଇପାରେ, ପ୍ଲେନ୍ ଉଡିବା ସମୟରେ ମୋବାଇଲ୍ କନେକ୍ସନ୍ ଅନ୍ ରଖିଲେ ମୋବାଇଲ୍ ସିଗନାଲ୍ ବିମାନର କମ୍ୟୁନିକେଶନ୍ ଡିଭାଇସ୍ କୁ ପ୍ରଭାବିତ କରିବ, କେବେ କେବେ ପାଇଲଟ୍ କୁ ରାଡାର୍ ଓ କଣ୍ଟ୍ରୋଲ୍ ରୁମ୍ ସଂମ୍ପର୍କ କରିବାରେ ଅସୁବିଧା ଆସିପାରେ ।

Leave a Reply

Your email address will not be published. Required fields are marked *