October 19, 2024

Odia Express

Here, There and Everywhere

ସୁନ୍ଦରତାରେ ଦିବ୍ୟା ଭାରତୀଙ୍କ ଠାରୁ କମ୍ ନୁହନ୍ତି ତାଙ୍କ Twin, ଫଟୋ ଦେଖିଲେ ଆଖିରେ ହେବ ନାହିଁ ବିଶ୍ୱାସ

ସୋସିଆଲ୍ ମିଡିଆ ଏମିତି ଏକ ଜାଗା ଅଟେ ଯେଉଁଠି ସବୁଦିନ କାହାର ନା କାହାର ଫଟୋ ଓ ଭିଡିଓ ସାମ୍ନାକୁ ଚାଲି ଆସେ, ଏମିତି ବହୁତ ଭିଡିଓ ଓ ଫଟୋ ଅଛି ଯାହାକୁ ଲୋକେ ବହୁତ ପସନ୍ଦ କରନ୍ତି, ଓ ଏହି ଫଟୋ ଦେଖିଲେ ଭାଇରାଲ୍ ହୋଇଯାଏ , ବହୁତଥର ଦେଖାଯାଇଛି କି ସୋସିଆଲ୍ ମିଡିଆରେ ବହୁତଥର ଲୋକେ ନିଜ ପସନ୍ଦର କଳାକାରଙ୍କ ଜାଆଁଳା ଫଟୋ ଓ ଭିଡିଓ ଦେଖିବାକୁ ମିଳିଯାଏ, ଆପଣ ସମସ୍ତେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସଲମାନ୍ ଖାନ୍, କରିନା କାପୁର୍, ଶାହାରୁଖ୍ ଖାନ୍ ପରି କଳାକାରଙ୍କ ଜାଆଁଳା ଫଟୋ ଦେଖିସାରିଥିବେ, କିନ୍ତୁ ଏହି ମଧ୍ୟରେ ଏକ ଅଭିନେତ୍ରୀଙ୍କ ଜାଆଁଳା ଫଟୋ ସାମ୍ନାକୁ ଆସିଛି, ଯାହା ସୋସିଆଲ୍ ମିଡୀଆରେ ବହୁତ୍ ଅଧିକା ଭାଇରାଲ୍ ହେବାରେ ଲାଗିଛି ।

ଆପଣଙ୍କୁ କହିଦେବୁ କି ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ଜାଆଁଳାଙ୍କ ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ଯାହାର ଫଟୋ ଦେଖିବାପରେ ଲୋକଙ୍କୁ ନିଜ ଆଖିରେ ବିଶ୍ୱାସ ହୋଇପାରିବ ନାହିଁ, ଯେପରି ଆମେ ସମସ୍ତେ ଜାଣନ୍ତି ଦିବ୍ୟା ଭାରତୀ ବହୁତ କମ୍ ସମୟରେ ବଲିଉଡ୍ ଈଣ୍ତଷ୍ଟ୍ରିରେ ଭଲ ପରିଚୟ ବନାଇଛନ୍ତି ।ଦିବ୍ୟା ଭାରତୀ ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ କମ୍ ବୟସରୁ କରିଥିଲେ, ସେ ନିଜ ଭଲ ଅଭିନୟ ଓ ସୁନ୍ଦରତାରୁ ଲକ୍ଷାଧିକ ଲୋକଙ୍କର ହୃଦୟରେ ରାଜ୍ କରିଲେ, କିନ୍ତୁ ଦିବ୍ୟା ଭାରତୀ ଆପାର୍ଟମେଣ୍ଟ ତଳୁ ପଡିବା କାରଣରୁ ମୃତ୍ୟୁ ବରଣ କରିଥିଲେ, କେବଳ ୧୯ ବର୍ଷ ବୟସରେ ଦିବ୍ୟା ଭାରତୀ ଏହି ଦୁନିଆଁକୁ ଅଲବିଦା କହି ଚାଲିଗଲେ ।

ସୋସିଆଲ ମିଡୀଆରେ ଦିବ୍ୟା ଭାରତୀଙ୍କ ପରି ଦେଖାଯାଉଥିବା ଏକ ଝିଅଙ୍କ ଫଟୋ ବହୁତ ଭାଇରାଳ୍ ହେଉଛି, ଯାହାକୁ ଦେଖିକରି ଲୋକେ ବହୁତ ଚକିତ ହୋଇଯାଇଛନ୍ତି, ଦିବ୍ୟା ଭାରତୀଙ୍କ ପରି ଦେଖାଯାଉଥିବା ଏହି ଝିଅଙ୍କ ନାଁ ମଞ୍ଜୁ ଥାପା ଅଟେ, ଯିଏକି ସୋସିଆଲ୍ ମିଡିଆରେ ନିଜର କିଛି ଫଟୋ ସେୟାର୍ କରିଥିଲେ, ଯେଉଁଥିରେ ଦେଖିପାରିବେ କି ମଞ୍ଜୁ ଥାପା ବଲିଉଡ୍ ର ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ପରି ଦେଖାଯାଉଛନ୍ତି ଓ ସବୁଠାରୁ ଆଶ୍ଚର୍ଯ୍ୟକର କଥାଏହା କି ଯେବେ ଦିବ୍ୟା ଭାରତୀଙ୍କ ଜନ୍ମଦିନ ଆସେ ମଞ୍ଜୁ ଥାପାଙ୍କର ଜନ୍ମଦିନ ସେହି ଦିନ ହୋଇଥାଏ, ହଁ ଆଜ୍ଞା ଦିବ୍ୟା ଭାରତୀଙ୍କ ଜନ୍ମ ୨୫ ଫେବୃୟାରୀ ୧୯୭୪ କୁ ହୋଇଥିଲା, ସେମିତି ମଞ୍ଜୁ ଥାପାଙ୍କ ଜନ୍ମ ୨୫ ଫେବୃୟାରି ୨୦୦୩ ରେ ହୋଇଥିଲା ।

ଆପଣଙ୍କୁ କହିଦେବୁ କି ମଞ୍ଜୁ ଥାପାଙ୍କ ସୋସିଆଲ୍ ମିଡିଆରୁ ଜଣାପଡିଛି କି ସେ ପ୍ଲାନେଟ୍ ମିସ୍ ଇଣ୍ତିଆ ୨୦୧୮ ମିସ୍ ଟିନ୍ ରିପବ୍ଲିକ୍ ଅଫ୍ ଇଣ୍ତିଆ,ଓ ମିସ୍ ଗ୍ଲୋରୀ ଅଫ୍ ନର୍ଥଇଷ୍ଟ ପରି ପେଜେଣ୍ଟରେ ଭାଗ ନେଇଛନ୍ତି, ଓ ମଞ୍ଜୁଙ୍କୁ ଫିଲ୍ମରେ କାମ କରିବାର ଇଚ୍ଛାବି ଅଛି ।

କହିଦେବୁ କି ଦିବ୍ୟା ଭାରତୀ ନିଜ ସମୟର ସବୁଠାରୁ ସଫଳ ଅଭିନେତ୍ରୀ ଥିଲେ, ସେ ନିଜ ସମୟରେ ବଲିଉଡ୍ ରେ ବହୁତ ସୁପରହିଟ୍ ଫିଲ୍ମ ଦେଇଥିଲେ, ଅଭିନେତ୍ରୀ ଦିବ୍ୟା ଭାରତୀ ନିଜ ଛୋଟ କ୍ୟାରିୟରରେ ବଲିଉଡ୍ ର ବଡ ବଡ ଅଭିନେତ୍ରୀଙ୍କୁ ମାତ୍ ଦେଇଥିଲେ, ଦିବ୍ୟା ସବୁ ବଡ ଷ୍ଟାରଙ୍କ ସହ କାମ କରିଥିଲେ, ଏମିତି କହିବା ଭୁଲ୍ ହେବନାହିଂ କି ଦିବ୍ୟାଙ୍କ କମି ସିନେମାରେ ଆଜି କିଏ ବି ଭରିପାରିବ ନାହିଁ, ଦିବ୍ୟା ଭାରତୀଙ୍କ ମୃତ୍ୟୁ ମୁମ୍ବାଇର ଏକ ଫ୍ଲାଟ ତଳେ ପଡିବାରୁ ହେଲା, ଦିବ୍ୟାଙ୍କ ମୃତ୍ୟୁର ପଛରେ କଣ ରହସ୍ୟ ଅଛି, ସେ ଆଜି ପର୍ଯ୍ୟନ୍ତ ଜଣାପଡିପାରିଲା ନାହିଁ, ପୋଲିସ୍ ଏହି ଦୁର୍ଘଟଣାକୁ ଦେଖିକରି ତାଙ୍କ ଫାଇଲ୍ ବନ୍ଦ୍ କରିଦେଇଛି ।

Leave a Reply

Your email address will not be published. Required fields are marked *