October 19, 2024

Odia Express

Here, There and Everywhere

ଏତେ କୋଟିର ସଂମ୍ପତ୍ତିର ମାଲିକାଣୀ ଅଟନ୍ତି ଆଙ୍କର୍ Anjana Omm Kashyap, ଦେଖନ୍ତୁ ତାଙ୍କର ଲକଜୁରୀ ଲାଇଫ୍ ଷ୍ଟାଇଲ୍

ବହୁତ ଭାରତୀୟ ପତ୍ରକାର ଓ ଆଙ୍କର୍ ଏମିତି ଅଛନ୍ତି ଯିଏ ନିଜ ଆଙ୍କରିଙ୍ଗ୍ ର ଷ୍ଟାଇଲ୍ ରୁ ଲୋକଙ୍କୁ ବହୁତ ପ୍ରଭାବିତ କରିଛନ୍ତି, ସେଥିରୁ ଜଣେ ଅଟନ୍ତି ଏଓକେ ନାମରେ ଲୋକପ୍ରିୟ ପତ୍ରକାର ଅଞ୍ଜନା ଓମ୍ କଶ୍ୟପ୍, ତାଙ୍କ ନାଁ ଓ କାମରେ ଆପଣ ସମସ୍ତେ ଭଲରେ ଜାଣିଥିବେ, ଆଯି ତାଙ୍କ ନାଁ ଭାରତୀୟ ପତ୍ରକାରଙ୍କ ଟପ୍ ଲିଷ୍ଟରେ ଆସେ, ମାଲୁମ୍ ଥିବ କି ଅଞ୍ଜନା ଓମ୍ କଶ୍ୟପ୍ ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ ଆଜ୍ ତକ୍ ରେ ଏକଜ୍ୟୁକିଟିଭ୍ ଏଡିଟର୍ ଅଛନ୍ତି, ସେ ନିଜ ଶୋ ହଲ୍ଲା ବୋଲ୍ ଓ ଆଜ୍ ତକ୍ ଉପରେ ବିଶେଷ ରିପୋର୍ଟ ପାଇଁ ଲୋକପ୍ରିୟ ଅଟନ୍ତି, ଆଯି ଆମେ ଆପଣଙ୍କୁ ପତ୍ରକାର ଅଞ୍ଜନା ଓମ୍ କଶ୍ୟପଙ୍କ ଜୀବନ ସହ ଯୋଡି ହୋଇଥିବା କିଛି ମଜାଦାର୍ କଥା କହିବୁ ।

୧୨ ଜୁନ୍ ୧୯୭୫ କୁ ରାଞ୍ଚିରେ ଜନ୍ମ ନେଇଥିବା ଅଞ୍ଜନା ଓମ୍ କଶ୍ୟପ୍ ଜାମିଆ ମିଲ୍ଲିଆ ଇସ୍ଲାମିଆଁରୁ ପତ୍ରକାରିତାରେ ଗ୍ରାଜୁଏସନ୍ କରିଥିଲେ, ଏହାପରେ ସେ ସବୁଠାରୁ ପ୍ରଥମେ ଦୁରଦର୍ଶନ ଚ୍ୟାନେଲ୍ ରେ ଜଏନ୍ କଲେ, ଦୁରଦର୍ଶନ ପରେ ଅଞ୍ଜନା ଓମ୍ କଶ୍ୟପ ଜି ନ୍ୟୁଜ୍ ସହ ଯୋଡି ହେଲେ, ତାପରେ ନ୍ୟୁଜ୍ ୨୪ ଚ୍ୟାନେଲ୍ ରେ କାମ କଲେ, ଏହାପରେ ସେ ଆଜ୍ ତକ୍ ରେ ଯୋଗ ଦେଇଛନ୍ତି, ଏହି ସମାଚାର ଚ୍ୟାନେଲ୍ ଆସିବାପରେ ଅଞ୍ଜନା ଓମ୍ କଶ୍ୟପ ଆଜ ତକ୍ ରେ ଦୈନିକ ଡିବେଟ୍ ସୋ ହଲ୍ଲା ବୋଲ୍ ଓ ଦେଶ ଭର୍ ରେ ଦର୍ଶକଙ୍କ ଆଧାରିତ ନିର୍ବାଚନୀ ଶୋ ରାଜତିଲକ ଓ ଦିଲ୍ଲୀ କେ ଦିଲ୍ ମେଁ କ୍ୟା ହୈ ରେ ହୋଷ୍ଟ ହୋଇ ଦୁନିଆଁରେ ବହୁତ ନାଁ କମାଇଛନ୍ତି ।

ଅଞ୍ଜନା ଓମ୍ କଶ୍ୟପ୍ ୧୯୯୫ ରେ ଆଣ୍ତମାନ୍ ଓ ନିକୋବର୍ ଦ୍ୱିପ ସମୁହ ପୋଲିସ୍ ସେବା କ୍ୟାଡର୍ ର ଅଧିକାରୀ ମଙ୍ଗେସ୍ କଶ୍ୟପ୍ ଙ୍କ ସହ ବିବାହ କରିଥିଲେ, ଖବର୍ ମୁତାବିକ ଅଞ୍ଜନା ଓମ୍ କଶ୍ୟପ୍ ଙ୍କ ସାକ୍ଷାତ କଲେଜ ଦିନରେ ମଙ୍ଗେସଙ୍କ ସହ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହୋଇଥିଲା, ବର୍ତ୍ତମାନ ମଙ୍ଗେସ ଦିଲ୍ଲୀ ପୋଲିସ୍ ଉପାଯୁକ୍ତ ଓ ୨୦୧୬ ରୁ ଦକ୍ଷିଣ ଦିଲ୍ଲୀ ନଗର ନିଗମ ମୁଖ୍ୟ ଭିଜିଲ୍ୟାନ୍ସ ଅଧିକାରି ଅଛନ୍ତି, ତାଙ୍କର ଗୋଟେ ପୁଅ ଓ ଝିଅ ଅଛି, ସଫଳ କ୍ୟାରିୟର୍  ଓ ପରିବାର ସହ ଅଞ୍ଜନା ଖୁସିମୟ ଜୀବନ ଅତିବାହିତ୍ କରୁଛନ୍ତି ।

ପତ୍ରକାର ଅଞ୍ଜନା ଓମ୍ କଶ୍ୟପ୍ ବହୁତ ସମାଚାର ଚ୍ୟାନେଲ୍ ରେ କାମ କରି ଲୋକପ୍ରିୟତା ପାଇଥିଲେ, ଆପଣ ତାଙ୍କ ସଂମ୍ପତ୍ତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, କହିଦେବୁ କି ପତ୍ରକାର ଅଞ୍ଜନା ଓମ୍ କଶ୍ୟପ୍ ପ୍ରାୟ ୫୦ କୋଟି ଟଙ୍କାର ସଂମ୍ପତ୍ତିର ମାଲିକାଣୀ ଅଟନ୍ତି , ସେମିତି ତାଣ୍କ ପପୁଲାରିଟି କିଛି ଦିନ ମଧ୍ୟରେ ବହୁତ ବଢିଯାଇଛି, ଏହି କାରଣରୁ ତାଙ୍କ କାମ ଓ ସଂମ୍ପତ୍ତିରେ ବୃଦ୍ଧି ହେଉଛି, ଏହା ଛଡା ତାଙ୍କ ନ୍ୟୁଜ୍ ଚ୍ୟାନେଲ୍ ଭାରତର ଅନ୍ୟ ନ୍ୟୁଜ୍ ଚ୍ୟାନେଲ୍ ତୁଳନାରେ ଅଧିକା ଟିଆର୍ ପି ମାମଲାରେ ଆଗୁଆଅଛି, ଏକ ଖାସ୍ ରିପୋର୍ଟ ମୁତାବିକ ଅଞ୍ଜନାଙ୍କ ବାର୍ଷିକ ଆୟ ପ୍ରାୟ ୩ କୋଟି ଟଙ୍କା ଅଟେ, ବୋଧେ ଏହି କଥାରୁ ଆପଣ ଜାଣିପାରିଥିବେ କି ଅଞ୍ଜନା ଓମ୍ କଶ୍ୟପ୍ ଦେଶର ଅଧିକା ଇନକମ୍ ଟ୍ୟାକ୍ସ ଭରୁଥିବା ପତ୍ରକାରଙ୍କ ଲିଷ୍ଟରେ ଲୋକପ୍ରିୟ ଅଛନ୍ତି ।

କହିଦେବୁ କି ଅଞ୍ଜନା ଓମ୍ କଶ୍ୟପ୍ ବହୁତ ସାରା ରିୟେଲ୍ ଇଷ୍ଟେଷ୍ଟ୍ ସଂମ୍ପତ୍ତିର ମାଲିକାଣୀ ଅଛନ୍ତି, ଯାହାକି ଭାରତର ବହୁତ ରାଜ୍ୟରେ ଅଛି, କାର୍ କଲେକ୍ସନ୍ କଥା କହିଲେ ତାଙ୍କ ପାଖରେ ମହଙ୍ଗା ଗାଡିର ଭଲ କଲେକ୍ସନ୍ ଅଛି, ଯାହାର ମୁଲ୍ୟ କୋଟିଏ ଉପରେ ଅଟେ, ତାଙ୍କର ଲକଜୁରୀ ଲାଇଫ୍ ଷ୍ଟାଇଲ୍ କେଉଁ ଫିଲ୍ମର ସୁପରଷ୍ଟାର୍ ଠାରୁ କମ୍ ନୁହେଁ, ଅଞ୍ଜନାଙ୍କ ଘରେ ସବୁ ସୁବିଧା ଉପଲ୍ଲବ୍ଧ ଅଛି ,ଆଲିଶାନ୍ ଘର ସହ କୋଟିଏ ଟଙ୍କାର ସଂମ୍ପତ୍ତିର ମାଲିକାଣୀ ଅଟନ୍ତି ।

Leave a Reply

Your email address will not be published. Required fields are marked *