October 19, 2024

Odia Express

Here, There and Everywhere

IAS ଇଣ୍ଟରଭ୍ୟୁର ପ୍ରଶ୍ନ, ଦୁନିଆଁରେ ଏମିତି କେଉଁ ଦେଶ ଅଛି ଯେଉଁଠି 3 ଟି ରେଲୱେ ଟ୍ରାକ୍ ବ୍ୟବହାର କରାଯାଇଥାଏ

1 min read

ୟୁପିଏସ୍ ସି ସିଭିଲ୍ ପରୀକ୍ଷା ପାସ୍ କରିବା ପରେ ଆଇଏଏସ୍ ଓ ଆଇପିଏସ୍ ଅଫିସର ହେବାର ସ୍ୱପ୍ନ ଆମର ଦେଶରେ ଅଧିକାଂଶ ଯୁବା ଦେଖିଥାନ୍ତି , ଓ ସେଠାରେ ୟୁପିଏସ୍ ସି କ୍ୟାଣ୍ତିଡେଟ୍ସଙ୍କ ପାଇଁ ୟୁପିଏସ୍ ସି ସିଭିଲ୍ ପରୀକ୍ଷା କେଉଁ ଅଗ୍ନି ପରୀକ୍ଷାରୁ କମ୍ ହୋଇନଥାଏ,  ଓ ଏହି ପରୀକ୍ଷାକୁ ପାସ୍ କରିବାପାଇଁ କ୍ୟାଣ୍ତିଡେଟ୍ସଙ୍କୁ ରାତିଦିନ କଡା ପରିଶ୍ରମ କରିବା ପରେ ହିଁ ତାଙ୍କୁ ସଫଳତା ହାସିଲ୍ ହୋଇଥାଏ ,ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ଛଡା ଇଣ୍ଟରଭ୍ୟୁ ରାଉଣ୍ତ ବି କରାଯାଏ , ଓ ଏହା ପରୀକ୍ଷାର ଅନ୍ତିମ ଚରଣ ହୋଇଥାଏ ଓ ଏହି ଇଣ୍ଟରଭ୍ୟୁରେ ଆଶାର୍ଥୀ ପ୍ରାର୍ଥୀଙ୍କୁ ବହୁତ ଅଜବଧରଣର ପ୍ରଶ୍ନ ପଚାରାଯାଏ , ଯାହା ପରୀକ୍ଷାର୍ଥୀର ତର୍କଶକ୍ତି ଓ ରିଜିଏନିଙ୍ଗ୍ ପାୱାର ପରଖାଯାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିଲା । ଯାହା ଆପଣଙ୍କୁ ବହୁତ କାମରେ ଆସିବ ।

୧) ମୁଳ ଭାରତୀୟ ସଂବିଧାନରେ ରଜବାଡୋଙ୍କୁ ନେଇକରି କଣ ପ୍ରାବଧାନ ଅଛି ? ଉତ୍ତର- ରଜବାଡୋଙ୍କୁ ପ୍ରିବୀ ପର୍ସର ସୁବିଧା ଦିଆଯାଈଛି ।

୨) କୋରନା ଓ କୋଭିଡ୍ ୧୯ ରେ କଣ ସମାନତା ଅଛି ? ଉତ୍ତର- କୋରନା ଭାଇରସ୍ ଏକ ସମୁହ ଅଟେ। ଯେବେ କି କୋଭିଡ୍ ୧୯ କୋରନାର ୭ମ ଭ୍ୟାରିଆଣ୍ଟ ଅଟେ ।

୩) ରାତି ଘାଟିର କିଲା କାହାକୁ କୁହାଯାଏ ? ଉତ୍ତର- ବିକାନେର୍ ଜିଲ୍ଲାକୁ ରାତି ଘାଟିର କିଲା କୁହାଯାଏ ।

୪) ଭାରତରେ କଣ ସୁପର୍ କମ୍ୟୁଟର୍ ଅଛି ? ଏହାର ନାଁ କଣ ? ଉତ୍ତର- ଭାରତରେ ଏହା ଅଛି, ତାହାର ନାଁ ହେଲା ପରମୟୁବା-୨ ।

୫) ମଲଟି ଲାଙ୍ଗୱେଜ୍ କଣ ଫାଇଦା ଅଟେ ? ଭାଷା ଓ ସଂସ୍କୃତିର ଗଭୀର ସଂବନ୍ଧ ଅଛି, ଯେବେ ଆମେ ନିଜ ଭାଷାକୁ ଛାଡିକରି କେଉଁ ଦ୍ୱିତୀୟ ଭାଷାକୁ ଶିଖନ୍ତି ତେବେ ଆମେ ଭାଷାର ସହ ତାଙ୍କ ସଂସ୍କୃତିକୁ ବି ବୁଝିଥାନ୍ତି ।

୬) ଭାରତରେ ବିଦେଶ ବ୍ୟାପାର ନୀତି କିଏ କରିଥାଏ ? ଉତ୍ତର- ଏଥିରେ ବିଦେଶ ଓ କମର୍ସ ମନ୍ତ୍ରାଳୟ ସାମିଲ୍ ହୋଇଥାଏ ।

୭) କମ୍ୟୁଟର୍ ଡ୍ୟାନ୍ସଓ ସାହିତ୍ୟରେ କଣ ଜିନିଷ କମନ୍ ଅଛି ? ଉତର- ଅନୁଶାସନ, କମ୍ୟୁଟର୍ ଶିଖିବାପାଇଁ ଅନୁଶାସନ ଦରକାର, ଡ୍ୟାନ୍ସ ପାଇଁ ବି ସାହିତ୍ୟ ପାଇଁ ବି ।

୮) ବନ ଓ ଜଙ୍ଗଲରେ କଣ ଅନ୍ତର ଅଛି ? ଉତ୍ତର- ବନକୁ ଏକ ଛୋଟ କ୍ଷେତ୍ରରେ ପ୍ରସ୍ତୁତ କରାଯାଇପାରିବ, କିନ୍ତୁ ଜଙ୍ଗଲ ପ୍ରାକୃତିକ ଅଟେ ।

୯) କେଉଁ ଜୀବର ଆଙ୍ଗୁଠି ଚିହ୍ନ ମଣିଷଙ୍କ ପରି ହୋଇଥାଏ ? ଉତ୍ତର- କୋଏଲା ଏକ ଏମିତି ଜୀବ ଅଟେ ଯାହାର ଆଙ୍ଗୁଠି ଚିହ୍ନ ମଣିଷ ପରି ହୋଇଥାଏ ।

୧୦) ଦୁଇଟି ଜାଆଁଳା ଛୁଆ ମଇରେ ଜନ୍ମ ହେଲେ, କିନ୍ତୁ ତାଙ୍କର ଜନ୍ମଦିନ ଜୁନ୍ ରେ ଅଛି ଏହା କେମିତି ସଂମ୍ଭବ ? ଉତ୍ତର-କାରଣ ତାଙ୍କ ଦୁହେଁଙ୍କର ଜନ୍ମ ମଇ ନାଁର ଜାଗାରେ ହୋଇଛି ।

୧୧) ଭାରତରେ ସବୁଠାରୁ ପ୍ରଥମେ ସୁର୍ଯ୍ୟ କେଉଁଠୁ ଉଦୟ ହୁଅନ୍ତି ? ଉତ୍ତର- ଅରୁଣାଚଳପ୍ରଦେଶ ।

୧୨) ପୋଙ୍ଗଲ୍ କେଉଁ ଭାରତୀୟ ରାଜ୍ୟରେ ଏକ ପ୍ରମୁଖ ଉତ୍ସବ ଅଟେ ? ଉତ୍ତର- ତାମିଲ୍ ନାଡୁର

୧୩) ଭାରତରେ ପ୍ରଥମଥର ବ୍ଲାକ୍ ବଜେଟ୍ କେବେ ପେଶ୍ କରାଗଲା ? ଉତ୍ତର- ୧୯୭୩-୭୪ ମସିହାରେ

୧୪) ଭାରତର କାହାର ବେତନ ଉପରେ କେଉଁ ଇନକମ୍ ଟ୍ୟାକ୍ସ କିମ୍ବା ଆୟକର୍ ଲାଗେ ନାହିଁ ? ଉତ୍ତର- ରାଷ୍ଟ୍ରପତିଙ୍କ ବେତନ ଉପରେ ।

୧୫) କଣ ମାଛ ଓ ପାଣିର ଜୀବନ ଜନ୍ତୁ ବି ଶୋଇଥାନ୍ତି କି ନୁହେଁ ? ଉତ୍ତର- ହଁ ଅନ୍ୟ ଜୀବଙ୍କ ପରି ମାଛମାନେ ଶୁଅନ୍ତି, କିନ୍ତୁ ସେହି ପରି ନୁହେଁ ଯେପରି ଆମେ ଭାବୁ, ତାଙ୍କର ଆଖିର ପତା ବନ୍ଦ ହୋଇନଥାଏ ।

୧୬) ମାନବ ଶରୀରର ସବୁଠାରୁ ଜଲଦି ଠିକ୍ ହେଉଥିବା ଅଙ୍ଗ କେଉଁଟା ଅଟେ ? ଉତ୍ତର- ଜିଭ, ୨୪ ରୁ ୩୬ ଘଣ୍ଟାରେ ଠିକ୍ ହୋଇଯାଏ, ଦ୍ୱିତୀୟଟି ହେଲା କୋର୍ଣ୍ଣିଆ, ଯାହାକି ୩୬ ରୁ ୪୮ ଘଣ୍ଟାରେ ଠିକ୍ ହୋଇଥାଏ ।

୧୭) ଦୁନିଆଁରେ ଏମିତି କେଉଁ ଦେଶ ଅଛି ଯେଉଁଠି ତିନୋଟି ରେଲୱେ ଟ୍ରାକ୍ ବ୍ୟବହାରକରାଯାଏ ? ଉତ୍ତର- ବାଙ୍ଗଲାଦେଶ ରେଲୱେ ମିନିଷ୍ଟ୍ରି ଅଫ୍ ବାଙ୍ଗଲାଦେଶ ଦ୍ୱାରା ଗବର୍ଣ୍ଣ କରାଯାଏ, ଯେଉଁଥିରେ ପୁରା ରୁଟ୍ ଲମ୍ବା ପ୍ରାୟ ୨୮୫୫ ମାର୍ଗ୍ କିମି ହୋଇଥାଏ, ଯେଉଁଥିରେ ମିଟର ଗେଜ୍ ଅଛି, ବ୍ରଡ୍ ଗେଜ୍ ଅଛି, ଓ ରେଲୱେ ଟ୍ରାକ୍ ଡୁଆଲ୍ ବ୍ରଡ୍ ଗେଜ୍ ଡବଲ୍ ରୁଟ୍ ଅଛି, ୟାର୍ଡସ୍ ସିଡିଙ୍ଗ୍ସ ରେ ଡବଲ୍ ଲାଇନ୍ ରେ ଟ୍ରାକ୍ ସହିତ ଚାଲୁଥିବା ଟ୍ରାକ୍ ବି ଅଛି ।

Leave a Reply

Your email address will not be published. Required fields are marked *