October 19, 2024

Odia Express

Here, There and Everywhere

2 ଟି ଛୁଆଙ୍କ ଜନ୍ମ ମଧ୍ୟରେ କେତେ Distance ରହିବା ଅଟେ ଜରୁରୀ, ଜାଣନ୍ତୁ ମା ହେବାପାଇଁ କେଉଁ ସମୟ ହେଉଛି ସଠିକ୍

ପ୍ରାୟ ସବୁ ଘରେ ଗୋଟେ ଛୁଆ ଜନ୍ମ ହେବାପରେ ଜଲଦି ହିଁ ଆଉଏକ ଛୁଆ ପାଇଁ ଇଚ୍ଛା ରଖନ୍ତି କିନ୍ତୁ  ଛୁଆଙ୍କୁ ଜନ୍ମ ଦେବା ଯଥେଷ୍ଟ ନୁହେଁ ଯଦି ଆପଣ ପୁର୍ବରୁ ଛୁଆଙ୍କ ପରେ ଦ୍ୱିତୀୟ ଛୁଆଙ୍କୁ ଚାହଁନ୍ତି ତେବେ ଏହା ମଧ୍ୟରେ ଅନ୍ତର ରହିବା ବହୁତ ଜରୁରୀ ହୋଇଥାଏ, ଏହା ଛଡା ଯଦି ଡେରିରେ ମହିଳା ମା ହୁଅନ୍ତି ତେବେ ଏହା ଅସୁବିଧା ହୋଇପାରେ, ଯଦି ବହୁତ କମ୍ ସମୟରୁ ଦ୍ୱିତୀୟ ଛୁଆକୁ ଭାବୁଛନ୍ତି ତେବେ ଏମିତି ପରିସ୍ଥିତିରେ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ, ଦ୍ୱିତୀୟ ଛୁଆ କେବେ କରିବାର ଅଛି ଓ କେତେ ବର୍ଷ ଓ ଅପେକ୍ଷା କରିବାର ଅଛି, ଏହି ସବୁ କଥାକୁ ଆଜି ଆମେ କହିବାକୁ ଯାଉଛୁ ।

ଏକ ଅଧ୍ୟୟନ ଅନୁସାରେ ଯଦି କେଉଁ ଦ୍ୱିତୀୟ ଛୁଆ ବିଷୟରେ ଭାବୁଛନ୍ତି ତେବେ ଦୁଇଟି ଛୁଆଙ୍କ ମଧ୍ୟରେ କମ୍ ସେ କମ୍ ଦେଢ ବର୍ଷରୁ ଦୁଇ ବର୍ଷର ଅନ୍ତର ରହିବା ଜରୁରି, ଯଦି କେଉଁ ଦମ୍ପତି ଦେଢ ବର୍ଷ ପୁର୍ବରୁ ଦୁଇଟି ଛୁଆ ବିଷୟରେ ଭାବୁଛନ୍ତି ତେବେ ଏମିତି ପରିସ୍ଥିତିରେ ଆପଣଙ୍କ ହେବାକୁ ଥିବା ଛୁଆର୍ ଓଜନ କମ୍ ହେବ, ଓ ସମୟର ପୁର୍ବରୁ ଛୁଆଟି ବଞ୍ଚିବାର ଚ୍ୟାନ୍ସ କମ୍ ଅଛି, ଏକ୍ସପର୍ଟରୁ ଅଧିକା ଆପଣ ଜାଣିଛନ୍ତି କି ଆପଣଙ୍କ ପରିବାରକୁ କେବେ ବଢିବାର ଅଛି ଓ ଆପଣଙ୍କୁ କେବେ ଦ୍ୱିତୀୟ ଛୁଆ କରିବାର ଅଛି ଯଦି କମ୍ ସମୟ ମଧ୍ୟରେ ଜଲଦି ଦ୍ୱିତୀୟ ଛୁଆ କରିନିଅନ୍ତି ତେବେ ଏହା କାରଣରୁ ଲାଭ ଓ ସମସ୍ୟା ଦୁହେଁ ହିଁ ହୋଇଯାଏ ।

କହିଦେବୁ କି ଦ୍ୱିତୀୟ ଛୁଆର ସମୟ ମାର ପୁରା ଧ୍ୟାନ ରଖନ୍ତୁ, ଆପଣ ଏହି ବିଷୟରେ ଡାକ୍ତରଙ୍କ ସାହାଯ୍ୟ ନେଇପାରିବେ, ସୁଚନାପାଇଁ ଆପଣଙ୍କୁ କହିଦେବୁ କି କିଛି ରିସର୍ଚ୍ଚ ମୁତାବିକ ଯଦି ଆପଣ ଦ୍ୱିତୀୟ ଛୁଆ ମଧ୍ୟରେ ଏକ ବର୍ଷରୁ କମ୍ ଅନ୍ତର ହୋଇଥିବ , ତେବେ ଏମିତି ସ୍ଥିତିରେ ପ୍ରଥମ୍ ଡେଲିଭରି ପରେ ସଂମ୍ଭାବନା ବଢିଯାଏ , ସେମିତି ବହୁତ ରୋଗର ବିପଦ ବି ହୋଇଥାଏ, ଏମିତିରେ ମା ଜୀବନ ପ୍ରତି ବିପଦ ହୋଇଥାଏ, ପ୍ରଥମ ଡେଲିଭରି ସେକ୍ସନ୍ ହୋଇଥାଏ ତେବେ ଦ୍ୱିତୀୟ ଛୁଆ ଜଲଦି ହେବାରୁ ମା ସ୍ୱାସ୍ଥ୍ୟ ଉପରେ ବି ଖରାପ ପ୍ରଭାବ ପକାଇଥାଏ

ପ୍ରଥମ ଡେଲିଭରି ସମୟରେ ଲାଗୁଥିବା ଟାଙ୍କା ଯଦି ଭଲ ଭାବରେ ନ ସୁଖେ ତେବେ ଦ୍ୱିତୀୟ ଡେଲିଭରି ସମୟରେଏହା ଜଲଦି ଖୋଲିଯିବ । ଆପଣଙ୍କୁ କହିଦେବୁ କି ଯଦି ଦୁଇଟି ଛୁଆଙ୍କ୍ ମଧ୍ୟରେ ଅଧିକା ସମୟର ଅନ୍ତର୍ ରଖନ୍ତି ତେବେ ଏମିତି ସିଚୁଏସନ୍ ରେ ବହୁତଥର୍ ପ୍ରଜନନ କ୍ଷମତା ଦୁର୍ବଳ ହୋଇଯାଏ ,ଯାହାର୍ କାରଣରୁ ଦ୍ୱିତୀୟ ଛୁଆ ଜନ୍ମ ଦେଲାବେଳେ ଅସୁବିଧା ଆସିପାରେ, ଯଦି ବୟସ ଅଧିକା ହୋଇଥିବେ ଓ ଛୁଆ ଜନ୍ମ କରିବେ ତେବେ ଏହାର କାରଣରୁ ନାନାପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ

କହିଦେବୁ କି କିଛି ବିଶେଷଜ୍ଞଙ୍କ ଏମିତି ମାନିବା କଥା କି ପୁର୍ବରୁ ଛୁଆଙ୍କ ପରେ ୩ ବର୍ଷର ଗ୍ୟାପ୍ ସବୁଠାରୁ ଠିକ୍ ଅଟେ, କାରଣ ଯଦି ଆପଣ ଏତେ ଗ୍ୟାପ୍ ରଖନ୍ତି ତେବେ ଦୁହେଁ ଛୁଆଙ୍କ ଯତ୍ନ ଠିକ୍ ଭାବେ ହୋଇପାରିବ, ସେମିତି ୩ ବର୍ଷର ଅନ୍ତର ରଖିଲେ ପ୍ରଥମ ଛୁଆ ତେବେ ଚାଲିବାକୁ ଆରମ୍ଭ କରିସାରିବ , ଓ ନିଜେ ହିଂ ଖେଳିବ, ଏମିତିରେ ଆପଣ ଦ୍ୱିତୀୟ ଛୁଆ ଉପରେ ପୁରା ଧ୍ୟାନ ଲଗାଇଦେବେ, ଓ ଫ୍ୟାମିଲି ପ୍ଲାନିଙ୍ଗ୍ କରିବା ସମୟରେ କେଉଁ ପ୍ରେସରରେ ନ ରୁହନ୍ତୁ ଓ ନିଜ ଘରର ଫାଇନାନ୍ସସିଆଲ୍ ସିଚୁଏସନ୍ କୁ ଧ୍ୟାନରେ ରଖିକରି ଦ୍ୱିତୀୟ ଛୁଆଙ୍କ ପାଇଁ ଭାବନ୍ତୁ ।

Leave a Reply

Your email address will not be published. Required fields are marked *