October 19, 2024

Odia Express

Here, There and Everywhere

ଫିଲ୍ମ କଭି “ଅଲବିଦା ନା କେହେନା “ରେ ନଜର ଆସିଥିବା Child Actor ଏବେ ହୋଇସାରିଛନ୍ତି ବହୁତ ସୁନ୍ଦର ଅଭିନେତ୍ରୀ , ଦେଖନ୍ତୁ ଫଟୋଗୁଡିକ

ବଲିଉଡ୍ ର ସୁପରହିଟ୍ ଫିଲ୍ମ କଭି ଅଲବିଦା ନା କେହେନା ରେ ସାହାରୁଖ୍ ଖାନ୍  ଓ ପ୍ରୀତି ଜିଣ୍ଟାଙ୍କ ପୁଅ ଅର୍ଜୁନ ସରନ ଭୁମିକାରେ ନଜର ଆସିଥିବା କ୍ୟୁଟ୍ ଛୁଆ ଆପଣଙ୍କୁ ସମସ୍ତେ ମନେ ଥିବ ଓ ଏହି ଛୁଆ ନିଜ ନିରିହପଣିଆ ଓ ଭଲଅଭିନୟ କାରଣରୁ ସମସ୍ତଙ୍କ ହୃଦୟ ଜିତିପାରିଥିଲେ, ଆଜି ଆମେ ଆପଣଙ୍କୁ କଭି ଅଲବିଦା ନା କେହେନାର ଏହି ଶିଶୁ କଳାକାରଙ୍କ ବିଷୟରେ କହିବାକୁ ଯାଊଛୁ ତେବେ ଆସନ୍ତୁ ଜାଣିବା ଏହି ନିରିହ ଦେଖାଯାଉଥିବା ଛୂଆ କେଉଁଠି ଅଛି ଓ କଣ କରୁଛି ।

ଆପଣଙ୍କୁ କହିଦେବୁ କି କଭି ଅଲବିଦା ନା କେହେନା ଅର୍ଜୁନ୍ ସରନ୍ ଙ୍କ ରୋଲ୍ ନିଭାଇଥିବା କ୍ୟୁଟ୍ ଶିଶୁ କଲାକାର ଏବେ ବହୁତ ସୁନ୍ଦର ଅଭିନେତ୍ରୀ ହୋଇସାରିଛନ୍ତି, ହଁ ଆଜ୍ଞା ଫିଲ୍ମରେ ଅର୍ଜୁନ ରୋଲ୍ ନିଭାଇଥିବା ଏହି ଶିଶୁ କଳାକାର ପୁଅ ନୁହେଁ ବରଂ ଏକ ଝିଅ ଅଟନ୍ତି ଓ ଯାହାଙ୍କ ନାଁ ଏହସାସ୍ ଚନ୍ନା ଅଟେ , ଓ ଏବେ ସେ ବହୁତ ବଡ୍ ହୋଇସାରିଲେଣି, ଓ ୱେବ୍ ସିରିଜ୍ ରେ କାମ କରୁଛନ୍ତି, ଓ ଇଣ୍ତଷ୍ଟ୍ରିରେ ବହୁତ ନାଁ କମାଉଛନ୍ତି । ଏହସାସ୍ ଚନ୍ନା ଜଣେ ଶିଶୁ କଳାକାର ରୁପେ ୨୦୦୪ ରେ ଆସିଥିବା ଫିଲ୍ନ ବାସ୍ତୁଶାସ୍ତ୍ରରେ ବଲିଉଡ୍ ରେ ପାଦ ରଖିଥିଲେ, ଓ ଏବେ ଏହସାସ୍ ଚନ୍ନାଙ୍କ ବୟସ ୨୨ ବର୍ଷ ହୋଇସାରିଛି, ଓ ସେ ବହୁତ ସୁନ୍ଦର ଓ ଗ୍ଲାମର୍ସ ଦେଖାଯାଉଛନ୍ତି

କହିଦେବୁ କି ଏହସାସ୍ ଚନ୍ନାଙ୍କ ଜନ୍ମ ୫ ଅଗଷ୍ଟ ୧୯୯୯ ରେ ମୁମ୍ବାଇରେ ହୋଇଥିଲା, ଓ ଆଜି ଏହସାସ୍ ଚନ୍ନା ନିଜ ୨୨ତମ ଜନ୍ମଦିନ ପାଳୁଛନ୍ତି, ଓ ଏହସା ଚନ୍ନା ଲାଟେଷ୍ଟ୍ ଫଟୋ ଦେଖିବା ପରେ କେହି କହିପାରିବେ ନାହିଁ କି ସେ ଅଧିକାଂଶ ଫିଲ୍ମରେ ପୁଅଙ୍କର ରୋଲ୍ ନିଭାଉଥିଲେ, କହିଦେବୁ କି ଏହସାସ୍ ଚନ୍ନା ଙ୍କ ଅଭିନୟରୁ ଏବେ ପର୍ଯ୍ୟନ୍ତ ଛାଡିନାହିଁ,ମନୋରଞ୍ଜନ ଦୁନିଆଁରେ ଆଜି ସେ ବହୁତ ଆକ୍ଟିଭ୍ ଅଛନ୍ତି, ଓ ଇଣ୍ତଷ୍ଟ୍ରିରେ ବହୁତ ପପୁଲାର୍ ହୋଇସାରିଛନ୍ତି । ମହଜୁଦା ସମୟରେ ଏହସାସ୍ ଚନ୍ନା ୱେବସିରିଜ୍ ଓ ୟୁଥ୍ ବେଷ୍ଟ ଟିଭି ଶୋ ରେ କାମ କରୁଛନ୍ତି ଓ ସେ ୟଙ୍ଗଷ୍ଟାର୍ସଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଛନ୍ତି

ଏହସାସ୍ ଚନ୍ନାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବହୁତ ଜବରଦସ୍ତ ଅଛି, ଓ ଏବେ ସୋସିଆଳ୍ ମିଡୀଆରେ ବହୁତ ଅଧିକା ଆକ୍ଟିଭ୍ ଅଛନ୍ତି, ଓ ବହୁତ ଥର୍ ନିଜର ସୁନ୍ଦର ଓ ଗ୍ଲାମର୍ସ ଫଟୋ ପୋଷ୍ଟ କରୁଛନ୍ତି । କଥା ହେବା ଏହସାସ୍ ଚନ୍ନାଙ୍କ ପରିବାର  ତ ତାଙ୍କ ମାଙ୍କ ନାଁ କୁଲବିର କୌର ବଡସରନ ଅଟେ, ଯିଏକି ଜଣେ ଟିଭି କଳାକାର ଅଟନ୍ତି ଏବେ ତାଙ୍କ ବାପା ଇକବାଲ୍ ଚନ୍ନା ପଞ୍ଜାବୀ ଫିଲ୍ମରେ ଡାଇରେକ୍ଟର ଅଛନ୍ତି, ଏହସାସ୍ ଚନ୍ନାଙ୍କ ଅଭିନୟ ତାଙ୍କ ମା ବାପାଙ୍କ ଠାରୁ ଜନ୍ମରୁ ମିଳିଛି  ।

ଏହସାସ୍ ଚନ୍ନା ଅଭିନୟ କ୍ୟାରିୟରରେ ଜଣେ ଶିଶୁ କଳାକାର ଭାବେ ଫିଲ୍ମ ବାସ୍ତୁଶାସ୍ତ୍ର, କଭି ଅଲବିଦା ନା କେହେନା, ଆର୍ୟନ୍, ମାଇଁ ଫ୍ରେଣ୍ତ ଗଣେଶା, ଫୁଙ୍କ୍, ଫୁଙ୍କ୍ ୨, ଓ ରୁଖ୍ ପରି ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି, ଓ ଏହି ଫିଲ୍ମରେ ଏହସାସ୍ ଚନ୍ନା ଅଧିକାଂଶ ରୋଲ୍ ପୁଅଙ୍କର ନିଭାଇଛନ୍ତି । ସେମିତି ସିରିଆଲ୍ ଦୁନିଆଁରେ ଜଣେ ଅଭିନେତ୍ରୀ ଭାବେ ଏହସାସ୍ ଚନ୍ନା ଏକତା କାପୁରଙ୍କ ସିରିଆଲ୍ କସମ୍ ସେ ରୁ ଡେବ୍ୟୁ କରିଥିଲେ, ଓ ଏହି ସିରିଆଲ୍ ରେ ଏହସାସ୍ ଚନ୍ନା ଗଙ୍ଗାର ରୋଲ୍ ନିଭାଇଥିଲେ

ସିରିଆଲ୍ ପରେ ଏହସାସ୍ ଚନ୍ନା ଜଣେ ଅଭିନେତ୍ରୀ ଭାବେ ମଧୁବାଳା, ଦେବୋଁ କା ଦେବ ମହାଦେବ, ଫିୟର୍ ଫାଇଲ୍, କ୍ରାଇମ୍ ପେଟ୍ରୋଲ୍, ଗଙ୍ଗା , କୋଟା ଫ୍ୟାକ୍ଟ୍ରରି ପରି ସୁପରହିଟ୍ ସିରିଆଲ୍ ରେ ନଜର ଆସିସାରିଛନ୍ତି । ଟିଭି ଶୋ ଛଡା ଏହସାସ୍ ଚନ୍ନା ବହୁତ ୱେବସିରିଜ୍ ରେ କାମ କରିଛନ୍ତି, ସେ ଗାର୍ଲସ୍ ହଷ୍ଟେଲ୍ ଓ ହଷ୍ଟେଲ୍ ଡେଜ୍ ପରି ୱେବସିରିଜ୍ ରେ ମୁଖ୍ୟ ରୋଲ୍ ନିଭାଇଥିଲେ, ଓ ବହୁତ ଅଧିକା ଲୋକପ୍ରିୟତା ହାସିଲ୍ କରିଥିଲେ, ଏହସାସ୍ ଚନ୍ନା ଏକ ଟିପ୍ ଟପ୍ ଷ୍ଟାର୍ ରହିଛନ୍ତି ଓ ଗତ କିଛି ବର୍ଷରୁ ଏହସାସ୍ ଚନ୍ନା ଡିଜିଟାଲ୍ ସେନସେସନ୍ ରୁପରେ ବାହାରିଛନ୍ତି ।

Leave a Reply

Your email address will not be published. Required fields are marked *