October 19, 2024

Odia Express

Here, There and Everywhere

ଚୁଡି ବିକ୍ରି କରୁଥିବା ଝିଅ ଏମିତି ହେଲେ ଡେପୁଟି କଲେକ୍ଟର,Hard Work କରିକି ବଦଳିଲେ ନିଜ ଭାଗ୍ୟ କିନ୍ତୁ ତାପରେ ଝିଅ ଯାହା କଲା..

ସବୁ ମଣିଷ ନିଜ ଜୀବନରେ ସଫଳତାର ଉଚ୍ଚତାକୁ ପହଞ୍ଚିବାକୁ ଆଶାରଖିଥାଏ, କିନ୍ତୁ ସେଠାକୁ ପହଞ୍ଚିବାକୁ ହେଲେ ତାକୁ କଡା ସଂଘର୍ଷ କରିବାକୁ ପଡିଥାଏ, ଆଯି ଆମେ ଆପଣଙ୍କୁ ଏମିତି ଏକ ଝିଅର ବିଷୟରେ କହିବାକୁ ଯାଊଛୁ ଯିଏ କଡା ପରିଶ୍ରମ ବଳରେ ନିଜ ଜୀବନର ରାସ୍ତାକୁ ବଦଳାଇଦେଇଛନ୍ତି, କହିଦେବୁ କି ଆଜି ଆମେ ମହାରାଷ୍ଟ୍ରର ନାଂଦେଡ ଜିଲ୍ଲାର ଜୋଶୀ ସାଘବୀ ଗାଁରେ ରହୁଥିବା ବସିମା ଶେଖ୍ ଙ୍କ ସଂଘର୍ଷ ବିଷୟରେ ଜଣାଇବୁ ।

୨୦୨୦ ରେ ମହାରାଷ୍ଟ୍ରର ସିଭିଲ୍ ସେବା ପରିକ୍ଷା ପାସ୍ କରି ବସିମା ଡେପୁଟି କଲେକ୍ଟର ପୋଷ୍ଟ ହାସିଲ୍ କରିଥିଲେ, ଏହି ସଫଳତା ପାଇବା ତାଙ୍କ ପାଇଁ ବିଲକୁଲ୍ ସହଜ ନଥିଲା, ଯେବେ ସେ ପଢୁଥିଲେ ତେବେ ସେ ବହୁତ ଅସୁବିଧାରେ କାଳତିପାତ କରୁଥିଲେ, ବସିମା ଏହି ସମୟରେ ନିଜ ପରିବାରର ପୁରା ସାଥ୍ ପାଇଲେ, ଓ ବସିମାଙ୍କୁ କାମ ଛଡା ପାଠପଢାରେ ଜୋର୍ ଦେବାକୁ କହୁଥିଲେ, ତାପରେ କଣ ବସିମା ନିଜ ଦମ୍ ରେ କଡା ପରିଶ୍ରମ କରି ମହାରାଷ୍ଟ୍ରର ସିଭିଲ୍ ସର୍ଭିସ୍ ପରୀକ୍ଷା ରେ ଟପ୍ କଲେ, ଓ ସେ ମହିଳା ଟପର୍ସଙ୍କ ଲିଷ୍ଟରେ ତୃତୀୟ ସ୍ଥାନ ପ୍ରାପ୍ତି କରିଥିଲେ, ଓ ତାଙ୍କ କଡା ପରିଶ୍ରମର ଫଳ ଆଜି ତାଙ୍କୁ ମିଳିଛି ।

ବସିମା ଶେଖ୍ ଙ୍କ ଜନ୍ମ ଏକ ବହୁତ ହିଁ ଗରିବ ପରିବାରରେ ହୋଇଥିଲା, ସେ ନିଜ ଛୁଆବେଳର ସମୟ ଆର୍ଥିକ ଅସୁବିଧାରେ କଟାଇଥିଲେ, ବସିମା ୪ ଭଉଣୀ ଓ ୨ ଭାଇଙ୍କ ସହ ରହୁଛନ୍ତି ଯେଉଁଠି ତାଙ୍କନମ୍ବର ୨ ନମ୍ବରରେ ଆସେ, ସେ ଏହି ଗରିବଙ୍କ ଏହି କାରଣରୁ ସାମ୍ନା କରିଥିଲେ, ତାଙ୍କ ବାପା ମାନସିକ ରୁପରେ ଠିକ୍ ନଥିଲେ, ଏହି ହାଲତ୍ ରେ ସେ ଘରର ପୁରା ଖର୍ଚ୍ଚ ଓ ଦାୟିତ୍ୱ ବସିମା ଶେଖ୍ ଙ୍କ ମା ଓ ତାଙ୍କ୍ ଭାଇଙ୍କ କାନ୍ଧରେ ଥିଲା, ତାଙ୍କ ମା ଘର ଘର ଯାଇକରି ଚୁଡି ବିକ୍ରି କରୁଥିଲେ, ବସିମାଙ୍କ ପରିବାର ନା କେବଳ ପରିଶ୍ରମ କରି ଘର ଚଳାଉଥିଲେ, ବରଂ ପୁରା ଚେଷ୍ଟା କରିଥିଲେ କି ସେ ଝିଅକୁ ପାଠପଢା କରି ଏକ ସଫଳତା ହାସିଲ୍ କରାଇବେ

ତାଙ୍କ ଘରର ଗୁଜୁରାଣ ଯେପରି ସେପରି ଚାଳୁଥିଲା, କିନ୍ତୁ ଘର ଲୋକ ବସିମାଙ୍କ ପାଠପଢା ଉପରେ ପୁରା ଧ୍ୟାନ ଦେଲେ, ବସିମା ଶେଖ୍ ଗାଁରେ ପାଠପଢିଥିଲେ, ସେ ଯୁକ୍ତ ୨ ପରେ ମହାରାଷ୍ଟ୍ର ଓପନ୍ ୟୁନିଭରସିଟି ରୁ ବିଏ ଆଡମିଶନ୍ କରିଥିଲେ, ଓ ପ୍ରାଇମେରି ଶିକ୍ଷୟତ୍ରୀ ପାଈଁ ଡିପ୍ଲୋମା ବିପିଏଡ୍ କରିଥିଲେ, ଏହାପରେ ଯେବେ ବସିମା ଶେଖ୍ ଗ୍ରାଜୁଏସନ୍ ପୁରା ହେଲା ତ ସେ ୨୦୧୬ ରେ ଏପ୍ ପିଏସ୍ ସି ପରିକ୍ଷାର ପ୍ରସ୍ତୁତି କରିଥିଲେ, ଓ ବସିମାଙ୍କ ଜୀବନରେ ଏକ ବଡ ପରୀକ୍ଷା ଥିଲା ।

ବସିମାଙ୍କ ଜୀବନ ୨୦୧୮ ରେ ପୁରା ବଦଳିଯାଇଛି, ସେଲ୍ସ ଟ୍ୟାକ୍ସ ଇନସିପେକ୍ଟର ପୋଷ୍ଟରେ ବସିମାଙ୍କ ସିଲେକ୍ସନ୍ ହୋଇଯାଇଛି, କିନ୍ତୁ ଏବେ ତାଙ୍କ ସ୍ୱପ୍ନର ଉଡାନ୍ ମିଳିସାରିଛି, ବସିମାଙ୍କ ସ୍ୱପ୍ନ ଥିଲା, କି ସେ ଡେପୁଟି କଲେକ୍ଟର ହୋଇଯାଇଥିଲା, କିନ୍ତୁ ସେହି ସମୟରେ ତାଙ୍କ ଭାଇ ବି ଅଫିସର୍ ହେବାକୁ ଚାହୁଁଥିଲେ କିନ୍ତୁ ଆର୍ଥିକ ଅସୁବିଧା ଥିବା ଯୋଗୁଁ ବସିମାଙ୍କ ଭାଇ ନିଜ ସ୍ୱପ୍ନକୁ ଜଳାଞ୍ଜଳୀ ଦେଇଥିଲେ, ଅସଲରେ ବସିମାଙ୍କ ଭାଇ ନିଜ ସ୍ୱପ୍ନକୁ ଜଳାଞ୍ଜଳୀ ଦେଇ ଛୋଟ ଭଉଣୀକୁ ପଢାଇବାକୁ ଚିନ୍ତା କଲେ, ବସିମା ବହୁତ ପରିଶ୍ରମ କରି ଘର ଲୋକଙ୍କର୍ ଆଶା ଓ ସ୍ୱପ୍ନକୁ ପୁରା କଲେ, ଓ ଆଜି ସେ ଡେପୁଟି କଲେକ୍ଟର ହୋଇ ନିଜ ପରିବାରର୍ ନାଁ କୁ ଗୌରାବାନ୍ୱିତ କରୁଛନ୍ତି  ।

Leave a Reply

Your email address will not be published. Required fields are marked *