October 19, 2024

Odia Express

Here, There and Everywhere

କେବେ ଉଠାଉଥିଲେ ଅଳିଆ କିନ୍ତୁ ଆଜି ହୋଇଛନ୍ତି ଟପ୍ ଖେଳାଳୀ, ଜାଣନ୍ତୁ Chris Gayle କିପରି ହେଲେ ଦୁନିଆଁର ଲୋକପ୍ରିୟ କ୍ରିକେଟିୟର୍

କ୍ରିକେଟ୍ ଦୁନିଆଁରେ ନିଜ ନାଁ ରଖିବା କେଉଁ ବ୍ୟକ୍ତି ପାଇଁ ସହଜ ହୋଇନଥାଏ, ଏହି ଖେଳରେ ଶାନଦାର୍ ପ୍ରଦର୍ଶନ ଦେଖାଇକରି ଲୋକଙ୍କୁ କମ୍ ଖେଳାଳିଙ୍କୁ ପ୍ରଭାବିତ କରିପାରନ୍ତି, କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ ସେ କ୍ରିକେଟ୍ ଦୁନିଆଁରେ କଡା ପରିଶ୍ରମ କରି ନିଜ ଅଲଗା ପରିଚୟ ବନାଇଛନ୍ତି । ଆଜି ଆମେ କଥା ହେବା ଲୋକପ୍ରିୟ କ୍ରିକେଟିୟର୍ କ୍ରିସ୍ ଗେଲ୍ ଙ୍କ ବିଷୟରେ କିଛି ଖାସ୍, ଆଜି ସେ ଯେଉଁ ସଫଳତାର ମୁକାମରେ ପହଞ୍ଚିବାପାଇଁ ସେ କଡା ପରିଶ୍ରମ କରିଥିଲେ ସେ ଯେବେ ମଇଦାନରେ ବାହାରନ୍ତି ତେବେ ତାଙ୍କ ବ୍ୟାଟିଙ୍ଗ୍ ଓ ବୋଲରଙ୍କ ପାଇଁ ଅସୁବିଧା ହୋଇଯାଏ । କ୍ରିସ୍ ଗେଲ୍ ଯେବେ ମଇଦାନକୁ ବାହାରନ୍ତି ତେବେ ତାଙ୍କୁ ଦେଖିକରି ଲୋକେ ତାଳି ଦେଇ ସ୍ୱାଗତ କରନ୍ତି, ତାଙ୍କ ଉନ୍ନତ ବ୍ୟାଟିଙ୍ଗ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସେ

ସେମିତି ଏକ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯାହାଙ୍କ ଆଗରେ କେଉଁ ବୋଲର୍ ଆଗରେ ରହିପାରେ ନାହିଁ, ତାଙ୍କୁ ମଇଦାନରେ ଦେଖିଲେ ବିରୋଧୀଙ୍କ ହାଲତ୍ ଖରାପ ହୋଇଯାଏ, ସେ ବହୁତ ରେକର୍ଡ ଭାଙ୍ଗିଛନ୍ତି, ଯଦି କଥା ହେବା ଟ୍ୱିଟ୍ୱେଣ୍ଟି କଥା କହିବା ତେବେ ସେ ବହୁତ ରେକର୍ଡ ଭାଙ୍ଗିଛନ୍ତି, ଓ ନିଜ ନାଁରେ କରିଛନ୍ତି, ଯେଉଁଠି ପହଞ୍ଚିବା ସବୁ ଖେଳାଳୀଙ୍କ ପାଇଁ ସହଜ ନୁହେଁ, ଅଧିକାଂଶ ବ୍ୟାଟ୍ସମ୍ୟାନ୍ ତାଙ୍କ ଜାଗାରେ ପହଞ୍ଚିବାକୁ ସ୍ୱପ୍ନ ଦେଖନ୍ତି, କିନ୍ତୁ ସମସ୍ତଙ୍କ ଭାଗ୍ୟ କ୍ରିସ୍ ଗେଲ୍ ଙ୍କ ପରି ତେଜ୍ ହୋଇଥାଏ, ଆଜି ସେ ନିଜ ଜୀବନରେ ବହୁତ ସଫଳ୍ ହୋଇଛନ୍ତି, କିନ୍ତୁ ଏହିଠାରେ ପହଞ୍ଚିବା ଏତେ ସହଜ ନଥିଲା ।

ଆଜି ଦୁନିଆଁ ସାରା ବହୁତ ଲୋକ ସଫଳ ହୋଇଛନ୍ତି, କିନ୍ତୁ ତାଙ୍କ ହୋସଲା ବୁଲନ୍ଦ ଥିଲା ଏହି କାରଣରୁ ସେ ସଫଳତାର ଶିଖରରେ ପହଞ୍ଚିଥିଲେ, ଆପଣ ଏହି କଥା ଜାଣିଥିବେ କି କ୍ରିସ୍ ଗେଲ୍ ଦାରିଦ୍ରତାର କାରଣରୁ ଅଳିଆ ଉଠାଇବାର କାମ କରୁଥିଲେ, ୨୧ ସେପ୍ଟେମ୍ବର ୧୯୭୯ କୁ ୱେଷ୍ଟଇଣ୍ତିଆଜ୍ ଜମାଇକାରେ ଜନ୍ମନେଇଥିବା କ୍ରିସ୍ ଗେଲ୍ ଛୁଆବେଳରୁ ବହୁତ ଦାରିଦ୍ରତାର୍ କଷାଘାତରେ କଟାଇଥିଲେ, ତାଙ୍କ ବାପା ଡୁଡଲେ ଏଲ୍ ଏକ ପୋଲିସ୍ କର୍ମୀ ଥିଲେ ଓ ତାଙ୍କ ମା ରାସ୍ତାରେ ବାଦାମ ବିକ୍ରି କରୁଥିଲେ, ସେହି ଦିନରୁ କ୍ରିସ୍ ଗେଲ୍ ଙ୍କ ପରିବାର ଏକ ଚାଳ ଘରେ ରହୁଥିଲେ, କ୍ରିସ୍ ଗେଲ୍ ଛୁଆ ବେଳରୁ ନିଜ ପରିବାର ସହା କାମ କରିବା ସହ ସାହାଯ୍ୟ କରୁଥିଲେ, ଏହି ସମୟରେ ଯାହାବି କବାଡ ହେଉଥିଲା ତାକୁ ବିକ୍ରି କରି ପଇସା କମାଉଥିଲେ, ବହୁତ ଥର ସେ ରାତି ସାରା ଭୋକିଲା ପେଟରେ ବି ରହିଥିଲେ, ଏହି ଗରିବ ଅବସ୍ଥାକୁ ନେଇ ସେ ନିଜ ପାଠପଢା ପୁରା କରିପାରିନଥିଲେ ।

ଛୁଆବେଳରୁ କ୍ରିସ୍ ଗେଲ୍ ଦାରିଦ୍ରତା ଭରା ମୁସକିଲ୍ ଦିନ ଦେଖିଛନ୍ତି, କିନ୍ତୁ ସେହି ସମୟରେ ସେ ନିଜ ହୋସଲା କେବେ ଭାଙ୍ଗିବାକୁ ଦେଇନାହାନ୍ତି, କହିଦେବୁ କି କ୍ରିସ୍ ଗେଲ୍ ଛୁଆବେଳରୁ କ୍ରିକେଟ୍ ର ବହୁତ ଦ୍ୱିୱାନା ଥିଲେ, ସେ ଲଗାତାର କଠିନ ପରିଶ୍ରମ କରି କ୍ରିକେଟ୍ ର ବହୁତ ଅଭ୍ୟାସ କରିଥିଲେ, ତାଙ୍କ ଭାଗ୍ୟ ବି ବହୁତ ସାଥ୍ ଦେଲା ସେ ୧୯ ବର୍ଷ ବୟସରେ ପ୍ରଥମ ମ୍ୟାଚ୍ ଜମାଇକାରେ ଖେଳିବାକୁ ମଉକା ମିଳିଲା, ୧୯୯୮ ରେ ପ୍ରଥମ ମ୍ୟାଚ୍ ରେ ସେ ନିଜ ବ୍ୟାଟିଙ୍ଗ୍ ରୁ ଏମିତି କମାଲ୍ ଦେଖାଇଲେ କି କେବେ ପଛକୁ ବୁଲି ଦେଖିନାହାନ୍ତି, ଆଜି ଖେଳ ଜଗତରେ ତାଙ୍କର ଏକ ଅଲଗା ପରିଚୟ ହୋଇପାରିଛି  ।

Leave a Reply

Your email address will not be published. Required fields are marked *