October 19, 2024

Odia Express

Here, There and Everywhere

ସୈଫ୍ ଙ୍କ ସ୍ତ୍ରୀ ହେବା ପୁର୍ବରୁ ଅମୃତା ସିଂ ହେବାକୁ ଥିଲେ Ravi Sastri ଙ୍କର ସ୍ତ୍ରୀ, କିନ୍ତୁ ଏହି କାରଣରୁ ଭାଙ୍ଗିଯାଇଥିଲା ତାଙ୍କ ସଂମ୍ପର୍କ

ଆମର ଦେଶରେ କ୍ରିକେଟ୍ ଟିମ୍ ରେ ଫେମସ୍ ଖେଳାଳୀ ଓ କୋଚ୍ ରହିସାରିଥିବା ରବି ଶାସ୍ତ୍ରୀଙ୍କୁ ଆଜି କିଏ ବା ନ ଚିହ୍ନେ, ଆପଣଙ୍କୁ କହିଦେବୁ କି ସେ ନିଜ କ୍ୟାରିୟରରେ ଭାରତ୍ ପାଇଁ ଖେଳିକରି ବହୁତ୍ ଟ୍ରଫି ଜିତିଛନ୍ତି, ଏହାପରେ ଏକ କୋଚ୍ ରୁପରେ ସେ ଭାରତୀୟ ଟିମ୍ କୁ ସଫଲତାର ଶିଖରରେ ପହଞ୍ଚାଇଛନ୍ତି, ସେମିତି ବ୍ରଡକାଷ୍ଟ ଜଗତରେ ବହୁତ୍ ନାଁ କମାଇସାରିଥିବା ରବି ଶାସ୍ତ୍ରୀଙ୍କ କମେଣ୍ଟ୍ରି କରିବାର ଅନ୍ଦାଜକୁ ବହୁତ ଅଧିକା ଲୋକ ପସନ୍ଦ କରନ୍ତି, ଆଜି ଆମେ ଆପଣଙ୍କୁ ରବିଶାସ୍ତ୍ରୀଙ୍କ ପ୍ରେମ ଆଫେୟାର୍ ବିଷୟରେ ବିସ୍ତାରରେ ଚର୍ଚ୍ଚା କରିବୁ ।

ସୁଚେଇଦେବୁ କି କଥା ସେହି ସମୟର ଅଟେ ଯେବେ ଫେମସ୍ ଅଭିନେତ୍ରି ଅମୃତା ସିଂଙ୍କ ନାଁ ରବି ଶାସ୍ତ୍ରିଙ୍କ ସହ ଯୋଡା ଯିବାକୁ ଲାଗିଥିଲା, ସେହି ସମୟରେ ରବି ଶାସ୍ତ୍ରୀ ଜଣେ ଚମକୁଥିବା ଷ୍ଟାର୍ ରୁପରେ ଫିଲଡ୍ ରେ ଆଗକୁ ବଢୁଥିଲେ, ଭାରତୀୟ ଟିମ୍ ର ପୋଷ୍ଟର୍ ବୟ ପର୍ସନାଲିଟି ଉପରେ ବଲିଉଡ୍ ଅଭିନେତ୍ରୀ ଅମୃତ୍ ସିଂ ଦିୱାନୀ ହୋଇଯାଇଥିଲେ, ଦୁହେଁଙ୍କ ଆଫେୟାର୍ ଖବର ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିଲା । କିଛି ଏମିତି ଖବର ସାମ୍ନାକୁ ଆସିଲା କି ଅମୃତା ସିଂ ଷ୍ଟାଡିୟମ୍ ରେ ଚିୟର୍ କରିବାପାଇଁ ଚାଲି ଆସୁଥିଲେ, ଏକ ମ୍ୟାଗଜିନ୍ କଭର୍ ପେଜ୍ ରେ ଏହି ଦୁହେଁଙ୍କ ଫଟୋଦେଖାଯାଇଥିଲା, ସେତେବେଳେ ଏମାନଙ୍କ ରିଲେସନସିପ୍ ବିଷୟରେ ସମସ୍ତଙ୍କୁ ଖବର ମିଳିଗଲା, ଧୀରେ ଧୀରେ ଦୁହେଁ ଘନିଷ୍ଠହେବାକୁ ଲାଗିଲେ, ଯାହାପରେ ପୁରା ଦୁନିଆଁ ଏମାନଙ୍କ ଆଫେୟାର୍ସ ଖବର ବିଷୟରେ ଜାଣିପାରିଲେ, କିଛି ସମୟ ପରେ ସେହି ଦୁହେଁ ନିର୍ବନ୍ଧ କରିନେଲେ ।

ଆପଣଙ୍କୁ କହିଦେବୁ କି ଏକ ଇଣ୍ଟରଭ୍ୟୁ ସମୟରେ ରବି ଶାସ୍ତ୍ରି ଖୋଲିକରି କହିଥିଲେ କି ସେ କେଉଁ ଅନ୍ୟ ସହ ବିବାହ କରିବାକୁ ଚାହୁଁନାହାନ୍ତି, କିନ୍ତୁ ତାଙ୍କୁ ଏମିତି ଏକ ଝିଅ ଖୋଜା ଅଛି ଯିଏ ତାଙ୍କ ପ୍ରାଥମିକତା ତାଙ୍କର କ୍ୟାରିୟର୍ ନା ହୋଇ ତାଙ୍କ ପରିବାର ହେବା ଜରୁରି ।

ସେମିତି ଅମୃତା ସିଂ ରବି ଶାସ୍ତ୍ରୀଙ୍କର ଦିଆଯାଇଥିବା କଥା ଉପରେ ରିପ୍ଲାଇ ଦେଇକରି କହିଲେ କି ସେ ଏବେ ନିଜ କ୍ୟାରିୟର୍ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି, ଓ ସେ ଏହି ରିଲେସନସିପ୍ କୁ ଆଗକୁ ବଢାଇପାରିବେ ନାହିଁ, ଅମୃତ ସିଂ ନିଜ ବାହାଘର ଭାଙ୍ଗିକରି ନିଜ କ୍ୟାରିୟରକୁ ବାଛିନେଲେ, ତାପରେ ୧୯୯୦ ରେ ରବି ଶାସ୍ତ୍ରୀ ରିତୁଙ୍କ ସହ ବିବାହ କରିନେଲେ, ଯାହାର ୧ ବର୍ଷ ପରେ ଅମୃତା ସିଂ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କୁ ବିବାହ କରିନେଲେ, ଯେବେ କି ସୈଫ୍ ଅଲ୍ଲୀ ଖାନ୍ ବୟସରେ ଅମୃତା ସିଂଙ୍କ ଠାରୁ ୧୦ ବର୍ଷ ଛୋଟ ଥିଲେ, ଅମୃତା ଓ ସୈଫ୍ ଙ୍କ ଏକ ପୁଅ ଓ ଝିଅ ହୋଇଥିଲା, ଏହାପରେ ଦୁହେଁ ଛାଡପତ୍ର ନେଇକରି ଅଲଗା ରହୁଛନ୍ତି ।

Leave a Reply

Your email address will not be published. Required fields are marked *