October 19, 2024

Odia Express

Here, There and Everywhere

ଆଇଏଏସ୍ ଇଣ୍ଟରଭ୍ୟୁରେ ପ୍ରଶ୍ନ – ପାଣି ବୋତଲରେ ଲେଖାଯାଇଥିବା Expire Date ବୋତଲ୍ କିମ୍ବା ପାଣି କାହା ପାଇଁ ହୋଇଥାଏ ? ଉତ୍ତର ଏବେ ଜାଣିରଖନ୍ତୁ

1 min read

ସଂଘ ଲୋକ ସେବା ଆୟୋଗ(UPSC) ର ପରୀକ୍ଷା ଆମ ଦେଶର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଯାଏ । ଓ ଏହା ତିନୋଟି ଚରଣରେ ହେଉଥିବା ଏହି ପରୀକ୍ଷାକୁ ପାସ୍ କରିବାପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ , ଓ ତିନୋଟି ଚରଣକୁ କ୍ଲିୟର୍ କରିବା ପରେ ଆଶାର୍ଥୀ ଫାଇନାଲ୍ ରାଉଣ୍ତ ପାଇଁ ସିଲେକ୍ସନ୍ ହୋଇଯାଏ , ଆଜି ଆମେ ଆପଣଙ୍କୁ ୟୁପିଏସ୍ ସି ର ଅନ୍ତିମ ମାନେ ଇଣ୍ଟରଭ୍ୟୁ ରାଉଣ୍ତରେ ପଚାରାଯାଇଥିବା କିଛି ପ୍ରଶ୍ନ ନେଇକରି ଆସିଛୁ ଯାହା କି ପ୍ରତିଯୋଗିତା ଦୃଷ୍ଟିରୁ ବହୁତ ଅଧିକା ମହତ୍ତ୍ୱପୁର୍ଣ୍ଣ ଅଟେ, ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନଗୁଡିକ ଉପରେ ସିଧା ନଜର ।

୧) କ୍ରିକେଟ୍ ଅଲମ୍ପିକ୍ ରେ କଣ ପାଈଁ ନାହିଁ ? ଚାଇନାରେ କଣ ପାଇଁ ଲୋକପ୍ରିୟ ହୋଇନାହିଁ ?

ଉତ୍ତର- ପ୍ରଥମ ତ କ୍ରିକେଟ୍ ଖେଳ ଅଧିକା ଟାଇମ୍ ଖେଳିଲା ଭଳି ଖେଲ ଅଟେ , ଦ୍ୱିତୀୟ କଥା- ଇଂରେଜ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥିଲେ ସେଠାରେ କ୍ରିକେଟ୍ ପସନ୍ଦିନ୍ଦା ଖେଳ ଅଟେ ।

୨) ଭୁଗୋଳ ପଢିବା ଜରୁରୀ କଣ ପାଇଁ ? ଉତ୍ତର- ଯେଉଁଠି ଆମେ ରହିଥାଉ, ସେହି ବିଷୟରେ ଜାଣିବା, ଆମର ପାଖରେ କଣ କଣ ସଂଶାଧନ ଅଛି, ଭୁଗୋଳ ସହାରାରେ ଆମେ ଜାଣିପାରିଥାଉ, କେଉଁ ଜାଗା କେଉଁଠି ଅଛି ।

୩) ଯଦି ଆପଣଙ୍କ ବଡ ଭାଇ ପଇସା ନେଇକରି କେଉଁଠି ଠିକା ଲୋକର କାମ କରିଦିଅନ୍ତି ତ କଣ କରିବେ ? ଉତ୍ତର- ମୁଁ ନିଜ ଭାଇ ବିପକ୍ଷରେ ଏଫ୍ ଆଇଆର୍ ଦର୍ଜ କରାଇଦେବି, ତାହାପରେ ତାକୁ ଉଚିତ୍ ଦଣ୍ତ ହେବ,

୪) ଯଦି ରେଳର ଧାରଣାରେ କରେଣ୍ଟ ଲଗାଇଦିଆଯାଏ ତେବେ କଣ ହେବ ? ଉତ୍ତର- କରେଣ୍ଟ ଅଧିକା ଦୁର ଯାଏଁ ଯିବ ନାହିଁ କାରଣ ଧାରଳାରୁ ମାଟି ପର୍ଯ୍ୟନ୍ତ କରେଣ୍ଟ ହୋଇଥାଏ, earthing system କାରଣରୁ କରେଣ୍ଟ ଅଧିକା ଦୁର ଯାଏଁ ଯାଇପାରିବ ନାହିଁ ।

୫) କଣ ପ୍ରମୋଶନରେ ରିଜଭେର୍ସନ୍ ଜରୁରୀ ଅଟେ ? ଉତ୍ତର- ମୋତେ ଲାଗୁନି କି ଜବ୍ ମିଳିବାପରେ କାହାକୁ କ୍ୟାଟୋଗୋରୀ ଆଧାରରେ ରିଜର୍ଭେସନ ଦେବା ଉଚିତ୍ ।

୬) ପାମ୍ ଅୟେଲ୍ ଦୁନିଆଁର ସବୁଠାରୁ ଅଧିକା କେଉଁଠୁ ମିଳିଥାଏ ? ଉତ୍ତର- ଇଣ୍ତୋନେସିଆ ।

୭) କିଏ ସତ୍ୟାର୍ଥ ପ୍ରକାଶ ରଚନା କରିଥିଲେ ? ଉତ୍ତର- ସ୍ୱାମୀ ଦୟାନନ୍ଦ ସରସ୍ୱତୀ ।

୮) ଡାଲଚିନି ଗଛର କେଉଁ ଭାଗରୁ ବାହାରିଥାଏ ? ଉତ୍ତର- ଗଛର ଛାଲରୁ

୯) ଅମୃତ ବଜାର ପତ୍ରିକା ପ୍ରକାଶନ କେଉଁ ବର୍ଷରେ ଆରମ୍ଭ ହୋଇଥିଲା ? ଉତ୍ତର- ୧୮୬୮ ମସିହାରେ

୧୦) ନୀଲ ନଦୀ ତଟରେ କେଉଁ ସଭ୍ୟତାର ବିକାଶ ହୋଇଥିଲା ? ଉତ୍ତର- ମିଶ୍ର ସଭ୍ୟତା

୧୧) ସୁପ୍ରିମ୍ କୋର୍ଟ ଜର୍ଜଙ୍କ ସଂଖ୍ୟା କିଏ ବଦଳାଇପାରିବେ ? ଉତ୍ତର- ସଂସଦକୁ ଆଇନ୍ ତିଆରି କରିବାର ଅଧିକାର ଅଛି, ସଂସଦ ଆଇନ୍ ଦ୍ୱାରା ଜର୍ଜଙ୍କ ସଂଖ୍ୟା ବଦଳାଇଯାଇପାରିବ ।

୧୨) ପ୍ରସିଦ୍ଧ ବୁର୍ଜ ଖଲିପାର ମାଲିକ କିଏ ? ଉତ୍ତର- ଅବୁ ଧାବି ଶାସକ ଓ ସଂଯୁକ୍ତ ଅରବ ଆମିରାତ୍ ର ରାଷ୍ଟ୍ରପତି ଏଚ୍ ଏଚ୍ ଶେଖ୍ ଖଲିପା ବିନ୍ ଜାୟଦ୍ ବୁର୍ଜ ଖଲିପାର ମାଲିକ ଅଟନ୍ତି ।

୧୩) ସେ କେଉଁ ନଗର ଅଟେ ? ଯାହା ଶିରାଜେ ହିନ୍ଦ୍ କୁହାଯାଏ ? ଉତ୍ତର- ଜୋନ୍ ପୁର୍

୧୪) ସେ କଣ ଜିନିଷ ଅଟେ, ଯାହା ବର୍ଷରେ କେବଲ ଥରେ ଆସିଥାଏ ? ଓ ସପ୍ତାହରେ ଦୁଇଥର, ଉତ୍ତର- E ୱାର୍ଡ ବର୍ଷକୁ ଇଂରାଜୀରେ year କୁହାଯାଏ , ଓ ସପ୍ତାହକୁ ଦୁଇଥର Week ଆସେ, ଦେଖନ୍ତୁ E ଦୁଇଥର୍ ଆସିଛି ।

୧୫) କେଉଁ ପଶୁର ହାର୍ଟବିଟ୍ ଦୁଇ ମିଲ୍ ଦୁରରୁ ଶୁଣାଯାଇପାରିବ ? ଉତ୍ତର- ବ୍ଲୁ ହ୍ୱେଲ୍

୧୬) କେଉଁ ଦେଶରେ ଗୁଣ୍ତୁଚିମୁଷାଙ୍କ୍ ପାଇଁ ବ୍ରିଜ୍ ନିର୍ମାଣ କରାଯାଇଛି ? ଉତ୍ତର- ନେଦରଲ୍ୟାଣ୍ତ

୧୭) କେଉଁ ଦେଶରେ କଏଦୀଙ୍କୁ ଆୟାତ କରାଯାଏ ? ଉତ୍ତର- ନେଦରଲ୍ୟାଣ୍ତ

୧୮) ୱାଟର ବୋତଲରେ ଲେଖାହୋଇଥିବା ଏକ୍ସପାରି ଡେଟ୍ ବୋତଲ କିମ୍ବା ପାଣି କାହାପାଇଁ ହୋଇଥାଏ ? ଉତ୍ତର- ବୋତଲ

Leave a Reply

Your email address will not be published. Required fields are marked *