October 19, 2024

Odia Express

Here, There and Everywhere

ଦେଖନ୍ତୁ ଅମ୍ବାନୀଙ୍କ ନାତିର ଫଟୋ, ୮ ମାସ ପରେ ଏମିତି ଦେଖିବାକୁ ଲାଗୁଛି Ambani ଖାନଦାନର ରାଜକୁମାର

ରିଲାୟନ୍ସ ଇଣ୍ତଷ୍ଟ୍ରିର ମାଲିକ ମୁକେଶ୍ ଅମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି, ୧୦ ଡିସେମ୍ବର ୨୦୨୦ କୁ ସେ ଜେଜେବାପା ହୋଇଥିଲେ, ତାଙ୍କ ପୁଅ ଆକାଶଅମ୍ବାନୀଙ୍କ ସ୍ତ୍ରୀ ଶ୍ଲୋକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଅମ୍ବାନୀ ପରିବାର ନିଜ ଖାନଦାନ୍ ର ରାଜକୁମାରଙ୍କ ନାଁ ପୃଥିବୀ ଅମ୍ବାନୀ ରଖିଛନ୍ତି, ପୃଥିବୀଙ୍କ ଜନ୍ମର ସମୟ୍ ତାଙ୍କ ଜେଜେବାପା ମୁକେଶ ଅମ୍ବାନୀଙ୍କ ସହ ଏକ ଫଟୋ ବହୁତ ଭାଇରାଲ୍ ହେଉଛି ।

ଏହି ଫଟୋରେ ମୁକେଶ ଅମ୍ବାନୀ ନିଜ ଘରର ନାତିକୁ ନିଜ କୋଳରେ ଧରି ରଖିଛନ୍ତି, ଏହାପରେ ଲୋକେ ପୃଥିବୀର ଦ୍ୱିତୀୟ ଫଟୋଦେଖିବାକୁ ମିଳିନଥିଲା, କିନ୍ତୁ ଏବେ ପୃଥିବୀ ଅମ୍ବାନୀଙ୍କ ଏକ ନୁଆ ଫଟୋ ସାମ୍ନାକୁ ଆସିଛି, ଏହି ଫଟୋରେ ଅମ୍ବାନୀ ଖାନଦାନ୍ ର ଲାଡଲା ସାହେବ ନିଜ ମାଉସି ଝିଅ ସହ ଚଟାଣରେ ଖେଳୁଥିବାରନଜର ଆସିଥିଲା, ଏହି ଫଟୋରେ ପୃଥିବୀର ଚେହେରାନଜର ଆସିନଥିଲା । ଏହି ଫଟୋରେ ପୃଥିବୀର ମା ଶ୍ଲୋକାମେହେଟ୍ଟାଙ୍କଭଉଣୀ ଦିୟା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର୍ କରିଥିଲେ, ଏହି ଫଟୋରେ ଦୁହେଁ ଭାଇ ଭଉଣୀଙ୍କ କ୍ୟୁଟ୍ ଯୋଡି ନଜରଆସୁଛି, ଦିୟା ନିଜ ଝିଅ ଓ ଭଣଜା ପୃଥିବୀର ଫଟୋକୁ ସେୟାର୍ କରି କ୍ୟାପସନ୍ ରେ ଲେଖିଥିଲେ କି ବେବି ପି ପୃଥିବୀ ଆଉ ବେବି ଏମ୍ ପୁର୍ବରୁ ଭଲ ସାଙ୍ଗ ଅଟନ୍ତି ।

ଅମ୍ବାନୀ ଖାନଦାନ୍ ର ବୋହୁ ଶ୍ଲୋକା ମେହେଟା ଗତ ମାସରେ ୩୧ ବର୍ଷିୟ ହୋଇଛନ୍ତି, ଏହି ସମୟରେ ତାଙ୍କ ଜେଜେ ମା ମାନେ ଶାଶୁ ଟିନା ଅମ୍ବାନୀ ନିଜ ବୋହୁର ଫଟୋକୁ ଦେଖିକରି ଜନ୍ମଦିନର ବଧାଇଦେଇଛନ୍ତି, ଏହାସହ ଶ୍ଲୋକାଙ୍କ ପ୍ରଶଂସାକରି ସେ ଏକ ସୁନ୍ଦର ଝିଅ , ଏକ ୱାଣ୍ତରଫୁଲ୍ ମହିଳା, ସ୍ତ୍ରୀ ଓ ମା କହିଥିଲେ । ଶ୍ଳୋକା ମେହେଟ୍ଟା ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ଛୁଆବେଳର ପ୍ରେମ୍ ଅଟନ୍ତି, ଦୁହେଁ ଧିରୁ ଭାଇ ଅମ୍ବାନୀ ଇଣ୍ଟରନ୍ୟାଶାନାଲ୍ ସ୍କୁଲରେ ଏକାସାଙ୍ଗେ ପଢୁଥିଲେ ଏହି ସମୟରେଦୁହେଁଙ୍କବନ୍ଧୁତାହୋଇଗଲା, ତାପରେ ଯୁକ୍ତ ୨ ସରିବାପରେ ଆକାଶ ଶ୍ଲୋକାଙ୍କୁ ଡେଟ୍ କରିବା ଆରମ୍ଭ କରିଦେଲେ

ଏହାପରେ ୨୦୧୯ ରେ ଦୁହେଁ ଧୁମ୍ ଧାମ୍ ରେ ବାହାହୋଇଗଲେ । ଅମ୍ବାନୀ ପରିବାର ବୋହୁ ହେବା ଯୋଗୁଁ ଶ୍ଲୋକା ମେହେଟ୍ଟାବହୁତଥର ଚର୍ଚ୍ଚାରେ ରୁହନ୍ତି, ତାଙ୍କ ବାପା ରସେଲ୍ ମେହେଟା ଏକ ଫେମସ୍ ଡାଇମଣ୍ତ କମ୍ପାନୀ ରୋଜି ବ୍ଲୁ ର ମାଲିକ ଅଟନ୍ତି, ସେମିତି ତାଙ୍କମା ଙ୍କ ନାଁ ମୋନା ମେହେଟାଅଟେ, ଶ୍ଲୋକାଙ୍କ ତିନି ଭାଇ ଭଉଣୀ ଅଛନ୍ତି, ତାଙ୍କ ଭାଇଙ୍କ ନାଁ ବିରାଜ ମେହେଟା ଓ ଭଉଣୀର ନାଁ ଦିୟାମେହେଟାଅଟେ, ବିରାଜ୍ ବିବାହିତ ଅଟନ୍ତି, ଓ ସେ ଗ୍ରେଟ୍ ଇଷ୍ଟର୍ଣ୍ଣ ସିପିଙ୍ଗ୍ କମ୍ପାନୀର ମାଲିକ ଭରତ ସେଠ୍ ଙ୍କ ଝିଅ ନିଶାକୁ ବିବାହ କରିଛନ୍ତି, ତାଙ୍କର ଦୁଇଟିଝିଅ ଅଛନ୍ତି ।

ଶ୍ଳୋକା ମେହେଟ୍ଟା ନିଜ ବାପା ରସେଲ୍ ମେହେଟା କମ୍ପାନୀ ରେ ଡାଇରେକ୍ଟର ପଦରେ ବି ଅଛନ୍ତି, ସେ ବାପାଙ୍କ ବିଜନେସ୍ ରେ ସାହାଯ୍ୟ କରନ୍ତି, ଶ୍ଲୋକା ନିଜ ପରିବାରରେ ସବୁଠାରୁ ଛୋଟ ଝିଅ ଅଟନ୍ତି, ସେ କନେକ୍ଟ ଫର୍ ନାଁରେ ଏକ କମ୍ପାନୀର ଫାଉଣ୍ତର୍ ଅଛନ୍ତି, ଏହାର୍ ମାଧ୍ୟମରେ ସେ ଏନ୍ ଜିଓ ସାହାଯ୍ୟ କରନ୍ତି । ଅମ୍ବାନୀ ପରିବାର୍ କଥା କହିଲେ ତାଙ୍କ ଘରର ଝିଅ ଇଶା ଅମ୍ବାନୀଙ୍କ ବାହାଘର ପିରାମଲ୍ ଗ୍ରୁପ୍ ର୍ ମାଲିକ ଅଜୟ ଓ ସ୍ୱାତି ପିରାମଳଙ୍କ ପୁଅ ଆନନ୍ଦଙ୍କ ସହ ହୋଇଥିଲା

ଇଶାଙ୍କ ଶାଶୁ ଶଶୁର ନିଜ ବୋହୁକୁ ବିବାହର ପୁର୍ବରୁ ଗିଫ୍ଟରେ ୪୫୦ କୋଟିର ୫୦ ହଜାର ସ୍ୱେକାର୍ ଫିଟ୍ ବ୍ୟାପିଥିବାଏକ ସି ଫିସିଙ୍ଗ୍ ବଙ୍ଗଳା ଦେଇଛନ୍ତି, ସେମିତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଛୋଟ ପୁଅ ଅନନ୍ତ ଅମ୍ବାନୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ଡେଟ୍ କରୁଛନ୍ତି, ସୁତ୍ରରୁ ଜଣାଯାଏ କି ସେ ଜଲଦି ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *