October 19, 2024

Odia Express

Here, There and Everywhere

Sonu Sood ଙ୍କ ନାଁ ନେବାରେ ଚପଲ ଉପରେ ମିଳିବ 20 ପ୍ରତିଶତ ଡିସକାଉଣ୍ଟ୍, ଅଭିନେତା ସେୟାର୍ କଲେ ଏହି Video

1 min read

ବଲିଉଡ୍ ଇଣ୍ତଷ୍ଟ୍ରିରେ ଲୋକପ୍ରିୟ ଅଭିନେତା ସୋନୁ ସୁଦ୍ ଗତ ବର୍ଷରୁ ଲୋକଙ୍କୁ ଲଗାତାର୍ ସାହାଯ୍ୟ କରୁଛନ୍ତି, ଗତ ବର୍ଷ କୋରନା ଭାଇରସ୍ କାରଣରୁ ଲାଗିଥିବା ଲକ୍ ଡାଉନ୍ ରେ ଅଭିନେତା ଅସହାୟ ଲୋକଙ୍କୁ ଯଥା ସଂମ୍ଭବ ସାହାଯ୍ୟ କରିଥିଲେଓ ଏହି ସିଲସିଲା ଲଗାତାର୍ ଜାରି ଅଛି, ସୋନୁ ସୁଦ୍ ନିଜ ପୁଣ୍ୟ କାମ ପାଇଁ ଗରିବ ଲୋକଙ୍କର ମସିହା ହୋଇକରି ବାହାରିଥିଲେ, ସୋନୁ ଏବେ ମୁମ୍ବାଇ ନୁହେଁ ବରଂ ସବୁ ଦେଶବାସୀଙ୍କ ସହ ଠିଆ ହୋଇଥିବାର ନଜର ଆସନ୍ତି, ସୋନୁ ସୁଦ୍ ସୋସିଆଲ୍ ମିଡିଆରେ ଅଧିକା ସକ୍ରିୟ ରୁହନ୍ତି, ଓ ସବୁଦିନ ଅଭିନେତାଙ୍କୁ ସାହାଯ୍ୟ ମାଗିବା ବାଲା ଲୋକଙ୍କୁ ମେସେଜ୍ ଆସିଥାଏ, ସୋନୁ ସୁଦ୍ ସବୁ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଚେଷ୍ଟା କରନ୍ତି, ଏହି ମଧ୍ୟରେ ସୋନୁ ସୁଦ୍ ଏକ ଭିଡିଓ ସେୟାର୍ କରିଥିଲେ, ଯିଏ ସୋସିଆଲ୍ ମିଡିଆରେ ବହୁତ୍ ଅଧିକା ଭାଇରାଲ୍ ହେଉଛି ।

ଯେପରି ଆପଣ ଜାଣିଛନ୍ତି କି ସୋନୁ ସୁଦ୍ ଲୋକଙ୍କୁ ସାହାଯ୍ୟ କରିବା ସହ ନିଜ ଫ୍ୟାନ୍ସଙ୍କ ବହୁତ ମନୋରଞ୍ଜନ କରନ୍ତି, ଏବେ ସୋନୁ ସୁଦ୍ ଚପଲ ବିକ୍ରି କରୁଥିବାର ନଜର ଆସିଥିଲେ, ତାଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ବହୁତ୍ ଅଧିକା ଭାଇରାଲ୍ ହେଉଛି, କୋରନା କାଳରେ ଗରିବ ଲୋକଙ୍କ ସାହାରା ହୋଇଥିବା ସୋନୁ ସୁଦ୍ ଶ୍ରୀନଗରର ଏକ ଫୁଟପାଥ୍ ରେ ଚପଲ ବିକ୍ରି କରୁଥିବା ଦୋକାନୀ ପାଖରେ ଏକ ଭିଡିଓ ସେୟାର୍ କରିଛନ୍ତି, ଯାହା ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି । ଭାଇରାଲ୍ ଭିଡିଓରେ ଦେଖାଯାଉଛି କି ସୋନୁ ସୁଦ୍ ଚପଲ୍ ଜୋତା ବିକ୍ରି କରୁଥିବା ଦୋକାନୀ ସମିମ୍ ଖାନ୍ ଙ୍କୁ କଥା ହେଉଛନ୍ତି

ଏହି ଭିଡିଓରେ ସମିମ୍ ଖାନ୍ ଅଭିନେତା ସୋନୁ ସୁଦ୍ ଙ୍କୁ କହୁଛନ୍ତି କି ଛୁଆଙ୍କ ଚପଲ ୫୦ ଟଙ୍କା ଅଟେ ଓ ବଡଙ୍କ ଚପଲ ୧୨୦ ଟଙ୍କା ଅଟେ, ସୋନୁ ସୁଦ୍ ୧୨୦ ଟଙ୍କା ଚପଲ ୫୦ ଟଙ୍କାରେ ଦେବା କଥାବାର୍ତ୍ତା କରନ୍ତି କିନ୍ତୁ ଏଥିରେ ସମିମ୍ ମନା କରିଦିଅନ୍ତି,  ସେ କହନ୍ତି କ୍ ୫୦ ଟଙ୍କିଆ ଚପଲ ଅଲଗା ଅଛି । ଯେବେ ସୋନୁ ସୁଦ୍ ସମିମ୍ ଖାନ୍ ଙ୍କୁ ଡିସକାଉଣ୍ଟ ଦେବାରକଥା କହନ୍ତି ତେବେ ଦୋକାନୀ ମନା କରିଦିଅନ୍ତି, ଏହାପରେ ସୋନୁ ସୁଦ୍ କହିଲେ କି ଯଦି ସମିମ୍ ଭାଇ ଦୋକାନୀରେ ଆସିକରି ମୋର ନାଁ ନିଅନିତ୍ ତେବେ ସେ କିଣିଲେ ଆପଣଙ୍କୁ ୨୦ ପ୍ରତିଶତ ଛାଡ କରିବେ

ସୋସିଆଲ୍ ମିଡିଆରେ ଏହି ମଜାଦାର୍ ଭିଡିଓ ଲୋକେ ବହୁତ ପସନ୍ଦ କରନ୍ତି, ଓ ଲଗାତାର ଏହି ଭିଡିଓରେ ଲୋକଙ୍କୁ ନାନାପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳୁଛି, ଏହି ଭିଡିଓକୁ ଏବେ ଲକ୍ଷାଧିକ ଲୋକଙ୍କ ଦ୍ୱାରା ଦେଖାଯାଇଛି, ଓ ଫ୍ୟାନ୍ସ ଏହି ଭିଡିଓକୁ ନିଜ ଭଲ ପାଇବା ଜଣାଉଛନ୍ତି । ଆପଣଙ୍କୁ କହିଦେବୁ କି ଅଭିନେତା ସୋନୁ ସୁଦ୍ କଶ୍ମୀର ପହଞ୍ଚିକରି ଜବାନ୍ ଙ୍କୁ ଦେଖାକରିବା ପାଇଁ ପହଞ୍ଚିଥିଲେ, ଓ ଜବାନ୍ ଙ୍କ ମଧ୍ୟରେ ଯାଇକରି ଅଭିନେତାଙ୍କୁ ସମସ୍ତେ ଦେଖାକଲେ

ସୋନୁ ସୁଦ୍ ଟୋକିଓ ରେ କମାଲ୍ କରିଥିବା ଭାରତୀୟ ଖେଳାଳୀଙ୍କୁ ଶୁଭକାମନା ଦେଇଛନ୍ତି, ଅଭିନେତା ଭାରତୀୟ ହକି ଟିମ୍ ର ଜିତ୍ ଉପରେ ବଧାଇଦେଇଛନ୍ତି, ଯଦି ଆମେ ସୋନୁ ସୁଦ୍ ଙ୍କ ଫିଲ୍ମର କଥା କହିବା ତେବେ ଅଭିନେତା ବହୁତଜଲଦି ଫିଲ୍ମ ପୃଥିବୀରାଜ୍ ରେ ନଜର ଆସିବାକୁ ଯାଉଛନ୍ତି, ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ମୁଖ୍ୟ ଭୁମିକାରେ ନଜର ଆସିବେ, ସେମିତି ସୋନୁ ସୁଦ୍ ଜଲଦି ଏକ ମ୍ୟୁଜିକ୍ ଭିଡିଓ ନେଇକରି ଆସୁଛନ୍ତି ଯେଉଁଥିରେ ଅଲତାଫ୍ ରାଜା ଆବାଜ୍ ଦେଇଛନ୍ତି, ଏହି ମ୍ୟୁଜିକ୍ ଭିଡିଓ ନାଁ ହେଲା ସାଥ୍ କ୍ୟା ନିଭାଓଗେ, ଯାହାକୁ ଫାରାହା ଖାନ୍ ଡାଇରେକ୍ଟ କରିଛନ୍ତି ।

https://www.instagram.com/p/CSOTcxvgqtv/

Leave a Reply

Your email address will not be published. Required fields are marked *