October 19, 2024

Odia Express

Here, There and Everywhere

ସୋନାକ୍ଷୀ ସିହ୍ନା ଜଲଦି ହେବାକୁ ଯାଉଛନ୍ତି Salman Khan ଙ୍କ ଭାଉଜ ଜାଣିରଖନ୍ତୁ କାହାକୁ ବିବାହ କରିବେ

ଫିଲ୍ମ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସେହି ଅଭିନେତ୍ରୀଙ୍କର ମଧ୍ୟରୁ ଜଣେ ଯିଏ ବହୁତ କମ୍ ହାଇଲାଇଟ୍ ରେ ରୁହନ୍ତି, ସେ କେବଳ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ଆସିବାକୁ ଚାହଁନ୍ତି , ସୋନାକ୍ଷୀ ସିହ୍ନା ୨ ଜୁନ୍ ୧୯୮୭ କୁ ପଟଣାରେ ଜନ୍ମ ଗ୍ରହଣ କରିଥିଲେ, ସୋନାକ୍ଷୀ ୨୦୧୦ ରେ ସଲମାନ ଖାନ୍ ଙ୍କ ଫିଲ୍ମ ଦବଙ୍ଗରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ, ଏହି ଫିଲ୍ମ ଏକ ସୁପରହିଟ୍ ଫିଲ୍ମ ପ୍ରମାଣିତ ହୋଇଥିଲା , ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ବିବାହକୁ ନେଇକରି ଏହି ଦିନରେ ବହୁତ ଚର୍ଚ୍ଚାରେ ଅଛନ୍ତି, କିଛି ଲୋକ ଏହା ଅନୁମାନ ଲଗାଉଛନ୍ତି କି ଏବେ ସୋନାକ୍ଷୀ ସିହ୍ନା ବିବାହ ପରେ ସଲମାନ ଖାନ୍ ଙ୍କ ସଂମ୍ପର୍କୀୟ ହେବାକୁ ଯାଉଛନ୍ତି, ସେ ନିଜ ଫିଲ୍ମି ଜୀବନର ଆରମ୍ଭ ସଲମାନ୍ ଖାନ୍ ଙ୍କ ସହ ଦବଙ୍ଗ ଫିଲ୍ମରେ ନଜର ଆସିଥିଲେ

ଦବଙ୍ଗ ଫିଲ୍ମର ସଫଳତା ସହ ସୋନାକ୍ଷୀ ସିହ୍ନା ବଲିଉଡ୍ ରେ ସଫଳ ହୋଇଗଲେ, କିଛି ଲୋକ ସୋନାକ୍ଷୀ ସିହ୍ନା ଓ ସଲମାନ୍ ଖାନ୍ ଙ୍କୁ ନେଇକରି ବହୁତ କଥା କହୁଥିଲେ, ଚାଲନ୍ତୁ ଆପଣଙ୍କୁ କହିଦେବୁ କି କଣ ପାଇଁ ସୋନାକ୍ଷୀ ସଲମାନଙ୍କ ସଂମ୍ପର୍କୀୟ ହେବାକୁ ଯାଊଛନ୍ତି । ଲୋକପ୍ରିୟତା ପାଇଥିବା ଅଭିନେତା ସଲମାନ୍ ଖାନ୍ କେତେ ଲୋକଙ୍କୁ ଫିଲ୍ମ ଇଣ୍ତଷ୍ଟ୍ରିରେ ଜାଗା ଦେଇଛନ୍ତି, କିନ୍ତୁ ଅଭିନେତ୍ରୀଙ୍କ କଥା କହିଲେ ସେଥିରେ କ୍ୟାଟରିନା, ସୋନାକ୍ଷୀ ସିହ୍ନା, ଜ୍ୟାକଲିନ୍ ଫର୍ଣ୍ଣାଡିସ୍ ସମେତ ଅନେକ ଅଭିନେତ୍ରୀ ସାମିଲ୍ ଅଛନ୍ତି, କିନ୍ତୁ ଆମେ ସୋନାକ୍ଷୀ ସିହ୍ନାଙ୍କ କଥା କହିଲେ ଦବଙ୍ଗ ଫିଲ୍ମରେ ସୋନାକ୍ଷୀ ସିହ୍ନା ପୁର୍ବରୁ ସଲମାନଙ୍କ ବନ୍ଧୁ ରହିଥିବା ଗୋବିନ୍ଦାଙ୍କ ଝିଅ ନର୍ମଦା ଫିଲ୍ମରେ ଆସିବାକୁ ଚାହୂଁଥିଲେ, କିନ୍ତୁ ତେବେ ସଲମାନ୍ ଖାନ୍ ଶତ୍ରୁଘ୍ନ ସିହ୍ନାଙ୍କୁ କଥା ଦେଲେ କି ସେ ତାଙ୍କ ଝିଅକୁ ଫିଲ୍ମରେ ଜାଗା ଦେବେ

ଏତିକି ଜାଣିକରି ଗୋବିନ୍ଦା ସଲମାନ୍ ଖାଁଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଲେ । ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦବଙ୍ଗ ଫିଲ୍ମ ସହ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି, ଏହାପରେ ସୋନାକ୍ଷୀ ସିହ୍ନା ଏବେ ବିନା କାମର ହୋଇଯାଇଛନ୍ତି, ଏଇ କାରଣ ଅଛି କି ସେ ଆଉଥରେ ସଲମାନ ଖାନ୍ ଙ୍କ ପାଖାପାଖି ଆସୁଥିବାର ନଜର ଆସୁଛନ୍ତି, କିନ୍ତୁ ଏହିଥର ଏମିତି ଆସିବାର କାରଣ କେଉଁ ଫିଲ୍ମ ପାଇଁ ନୁହେଁ ବରଂ ସଂମ୍ପର୍କ ଦୃଷ୍ଟିରୁ, ଏବେ ସୋନାକ୍ଷୀ ସିହ୍ନା ସଲମାନ୍ ଖାନ୍ ଙ୍କ ସଂମ୍ପର୍କିୟ ହେବାକୁ ଯାଉଛନ୍ତି,  ଆପଣଙ୍କୁ ଜଣାଥିବ କି ସଲମାନ୍ ଖାନ୍ ଙ୍କ ଘରେ ସମସ୍ତେ ବିବାହିତ ଅଛନ୍ତି କିନ୍ତୁ ସଲମାନ୍ ଖାନ୍ ଅବିବାହିତ୍ ଅଛନ୍ତି, କିନ୍ତୁ ସୋନାକ୍ଷୀ ସିହ୍ନା ସଲମାନ୍ ଖାନ୍ ଙ୍କ ପାଇଁ ନୁହେଁ ବରଂ କେଉଁ ଅନ୍ୟଙ୍କ ପାଈଁ ଚର୍ଚ୍ଚିତ ଅଛନ୍ତି ।

କହିଦେବୁ କି ସୋନାକ୍ଷୀ ସିହ୍ନା ବଣ୍ଟି ସଚଦେବା ଙ୍କୁ ଡେଟ୍ କରୁଛନ୍ତି, ଆପଣଙ୍କୁ କହିଦେବୁ କି ବଣ୍ଟି ସଚଦେବା ସଂମ୍ପର୍କରେ ସଲମାନ୍ ଖାନ୍ ଙ୍କ ଭାଇ ସୋହେଲ୍ ଖାନ୍ ଙ୍କ ନିଜ ଶଳା ଲାଗନ୍ତି, ସେମିତି ସୋନାକ୍ଷି ସିହ୍ନା ବଣ୍ଟି ସଚଦେବାଙ୍କୁ ବିବାହ କରିବାକୁ ଚାହଁନ୍ତି, ସିଧା ରୁପରେ ସୋନାକ୍ଷୀ ସିହ୍ନା ସଲମାନ୍ ଖାଁଙ୍କ ଘରକୁ ଆସିଯିବେ, ଏହି କାରଣରୁ ଏବେ ସୋନାକ୍ଷୀ ଓ ସଲମାନ୍ ଙ୍କ ରିଲେଟିଭ୍ ହୋଇପାରନ୍ତି, ଏମିତିରେ ଏହି କଥାକୁ ନେଇ କିଛି ସ୍ପଷ୍ଟ ପ୍ରମାଣ ମିଳିପାରିନାହିଁ, କହିଦେବୁ କି ଦୁହେଁ ଫ୍ୟାମିଲି ଙ୍କୁ ଏହି ରିଲେସନ୍ କବୁଲ୍ ଅଛି, କିନ୍ତୁ ଏହି ଦୁହେଁ ଏ ପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ।

Leave a Reply

Your email address will not be published. Required fields are marked *