October 19, 2024

Odia Express

Here, There and Everywhere

ଆରବ ଉପରେ ଟଙ୍କା କମାଇକରି Jyotiraditya Scindi ଚଳୁଛନ୍ତି Maharaja ଙ୍କ ପରି ଜୀବନ, ଜାଣନ୍ତୁ ପିଉସୀ ବସୁ୍ନ୍ଧରା ରାଜେ ସିନ୍ଧିଆଙ୍କ ଠାରୁ କେତେ ଅଟନ୍ତି ଧନୀ ସେ ?

ଆମର ଦେଶରେ ପ୍ରଥମେ ରାଜା ମହାରାଜାଙ୍କର ଶାସନ ଚାଲୁଥିଲା, ପୁରା ଦେଶରେ ଛୋଟ ବଡ ରାଜା ରହୁଥିଲେ, ଆପଣଙ୍କୁ କହିଦେବୁ କି ଭାରତ ସ୍ୱାଧୀନତା ସମୟରେ ପ୍ରାଅ ୫୬୦ ରାଜବଂଶୀୟ ମହଜୁଦ୍ ଥିଲେ, ସଂବିଧାନ ଓ ଲୋକତନ୍ତ୍ର ସ୍ଥାପିତ ହେବା ସହ ଏହା ଧୀରେ ଧୀରେ ଶେଷ ହେବାକୁ ଲାଗିଲା, ଆଜିର ସମୟରେ ରାଜାଙ୍କ ଶାସନ ନୁହେଁ କିନ୍ତୁ ବହୁତ ଏମିତି ରାଜ ପରିବାର ଆଜି ଅଛନ୍ତି ଯିଏ ରାଜା ମହାରାଜାଙ୍କ ପରି ଚଲୁଛନ୍ତି, ତାଙ୍କ ପାଖରେ ଏତେ ସଂମ୍ପତ୍ତି ଅଛି, ଯାହାକୁ କଳନା କରିବା ସଂମ୍ଭବପର ନୁହେଁ , ଆଯି ଆମେ ଏମିତି ପରିବାରଙ୍କ ବିଷୟରେ ଆଲୋଚନା କରିବୁ ।

ଗ୍ୱାଲିୟର୍ ରାଜ ପରିବାର ବହୁତ୍ ସଦସ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି, ଆପଣଙ୍କୁ କହିଦେବୁ କି ଏଥିରେ ରାଜମାତା ବିଜୟାରାଜେ ସିନ୍ଧିଆ ରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ନିଶ୍ଚିତ ଆସେ, ଜ୍ୟୋତିରାଦିତ୍ୟ ସିନ୍ଧିଙ୍କ ବାପା ମାଧବରାଓ ସିନ୍ଧିଆ ଓ ପିଉସି ବସୁନ୍ଧରା ରାଜେ ସିନ୍ଧିଆ ବି ରାଜନୀତିର ବଡ ପରଦାରେ ରହିସାରିଛନ୍ତି, ବର୍ତ୍ତମାନ ସମୟରେ ବସୁନ୍ଧରା ଓ ଜ୍ୟୋତିଷ୍ୟଦିତ୍ୱ ସିନ୍ଧିଆ ଏକ ଦଳରେ କାମ କରୁଛନ୍ତି, ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଦୁହେଁଙ୍କ ପାଖରେ କେତେ ସଂମ୍ପତ୍ତି ଅଛି । ସୁଚନା ମୁତାବିକ କହିଦେବୁ କି ବସୁନ୍ଧରା ରାଜେ ସିନ୍ଧିଆ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିଥିଲେ

ସେ ନିଜେ ବିବାହ କରିନଥିଲେ, ଆଜି ଏତେ ବୟସ ହେବାପରେ ବି ସେ ବାହାହୋଇନାହାନ୍ତି, ତାଙ୍କ ସଂମ୍ପତ୍ତି କଥା କହିଲେ ୨୦୧୮ ନିର୍ବାଚନ ଆୟୋଗରେ ଦିଆଯାଇଥିବା ରସିଦର୍ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପାଖରେ ୪,୫ କୋଟି ଟଙ୍କାର ଚଳାଅଚଳ ସମ୍ପତ୍ତି ମହଜୁତ୍ ଅଛି । ସେମିତି ବସୁନ୍ଧରା ରାଜେଙ୍କ ପାଖରେ ଅଚଳ ସଂମ୍ପତ୍ତି ନାଁରେ ଜୟପୁରରେ ଏକ ଘର ତିଆରି ହୋଇଛି ଯାହାର ଦାମ୍ ୪୫ ଲକ୍ଷ ଟଙ୍କା ଅଟେ, ବସୁନ୍ଧରାଙ୍କ ପାଖରେ କେଉଁ ବି କାର୍ ନାହିଁ ।

ଆପଣଙ୍କୁ କହିଦେବୁ କି ବସୁନ୍ଧରା ରାଜେ ସିନ୍ଧିଆ ଙ୍କ ଭାଇଙ୍କ ପୁଅ ଜ୍ୟୋତିରାଦିତ୍ୟ ପାଖରେ ତାଙ୍କ ଠାରୁ ବହୁତ ଗୁଣାରେ ସଂମ୍ପତ୍ତି ଅଛି, ୨୦୧୯ ଲୋକସଭା ନିର୍ବାଚନ ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସଂମ୍ପତ୍ତି ପ୍ରାୟ ୩୭୫ କୋଟି ଟଙ୍କାର ଜଣାଯାଇଥିଲା, ଜ୍ୟୋତିରାଦିତ୍ୟ ସିନ୍ଧିଆ ସୁଚନା ଦେଇଥିଲେ କି ତାଙ୍କ ସମୁଦାୟ ସଂମ୍ପତ୍ତି ୨୯୭ କୋଟି ଟଙ୍କା ଅଛି ଯାହାକି ବଂଶଜ ଭାବେ ଜଣାଯାଏ, ଆପଣଙ୍କୁ କହିଦେବୁ କି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଖରେ ତିନୋଟି ଲକଜୁରୀ କାର୍ ଅଛି, ତାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ଙ୍କ ନାଁରେ କୌଣସି କାର୍ ନାହିଁ, ପ୍ରିୟଦର୍ଶିନୀ ରାଜେ ସିନ୍ଧିଆ ଙ୍କ ନାଁରେ କୌଣସି ଅଚଳ ସଂମ୍ପତ୍ତି ବି ନାହିଁ, ସେଥିରେ ନା କୌଣସି ଘର ଅଛି ନା କିଛି ଜମିବାଡି ଅଛି ।

Leave a Reply

Your email address will not be published. Required fields are marked *