October 19, 2024

Odia Express

Here, There and Everywhere

IAS Interview ପ୍ରଶ୍ନ : ଚନ୍ଦ୍ରପୃଷ୍ଠରେ ଖେଳାଯାଈଥିବା ସବୁଠାରୁ ପ୍ରଥମ ଖେଳ କଣ ଥିଲା ? ସଠିକ ଉତ୍ତର ଏବେ ଜାଣିରଖନ୍ତୁ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ଭାରତର ସ୍ୱଦେଶ ନିର୍ମିତ ଦ୍ୱିତୀୟ ପିଢିର ପ୍ରଥମ ଉପଗ୍ରହ କେଉଁଟା ଅଟେ ? ଉତ୍ତର- ଇନସେଟ୍ -୨ଏ

୨) ସୁର୍ଯ୍ୟପ୍ରକାଶ ସହାୟତାରୁ ଶରୀରରେ କେଉଁ ଭିଟାମିନ୍ ନିର୍ମାଣ ହୋଇଥାଏ ? ଉତ୍ତର- ଭିଟାମିନ୍ ଏ

୩) ହେଲି ପୁଚ୍ଛଳ ତାରା ପ୍ରତି କେତେ ବର୍ଷ ପରେ ଦେଖାଯାଇଥାଏ ? ଉତ୍ତର- ୭୬ ବର୍ଷ

୪) କେଉଁ ତରଙ୍ଗ ସହାୟତାରେ ବାଦୁଡି ରାତିରେ ସୁର‍‍କ୍ଷିତ ଉଡିପାରନ୍ତି ? ଉତ୍ତର- ପରାଶ୍ରୟ ଅଲଟ୍ରାସୋନିକ୍ ତରଙ୍ଗ ସହାୟତାରେ

୫) ପବନର ମୌସୁମି ରିଭର୍ସ ସାଧାରଣତଃ କାହାର ବିଶେଷତା ଅଟେ ? ଉତ୍ତର- ମନସୁନ୍ ଜଳବାୟୁ ।

୬) ଅବୈଧ ବ୍ୟାଙ୍କିଙ୍ଗ୍ ବିତ୍ତ କମ୍ପାନୀ ନାମକ ଏକ ବିଜ୍ଞପ୍ତି ଜାରି କରିଥିଲା, ଯାହା ନାବାର୍ଡ ରୁ ୬୯୫ କୋଟି ଟଙ୍କା ଋଣ ବିତ୍ତପୋଷଣ ସଂବନ୍ଧରେ ପ୍ରଥମେ ଜାରି କରାଯାଇଛି । ଉତ୍ତର- ମଣପୁରମ୍ ବିତ୍ତ

୭) ଆମାଜନ୍ ଇଣ୍ତିଆ ଛୋଟ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କୁ କ୍ରାଉଡ୍ ଫଣ୍ତିଙ୍ଗ୍ ପ୍ଲାଟଫର୍ମ ମାଧ୍ୟମରେ ଧନ ଯୋଡିବାରେ ସାହାଯ୍ୟ କରିବାପାଇଁ ଏକ ନୁଆ ବିକ୍ରେତା ବିତ୍ତପୋଷଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଏହାର ନାଁ କଣ ଦିଆଯାଇଥିଲା ? ଉତ୍ତର- ଆମେଜନ୍ ୱିଙ୍ଗ୍ସ

୮) କେଉଁ ଦେଶର ସହ ଭାରତୀୟ କେନ୍ଦ୍ରୀୟ ମନ୍ତ୍ରିମଣ୍ତଳ ଅପତଟିୟ ପବନ ଉର୍ଜା ଉପରେ ଧ୍ୟାନ ଦେବା ସହ ନବିକରଣୀୟ ଉର୍ଜା କ୍ଷେତ୍ରରେ ଏକ ବୁଝାମଣାକୁ ମଞ୍ଜୁରୀ ଦେଇଥାଏ ।ଉତ୍ତର- ଡେନମାର୍କ ।

୯)କେଉଁ ହସ୍ପିଟାଲ୍ ଭାଇସରାୟଙ୍କ ସ୍ତ୍ରୀଙ୍କ ନାଁରେ ଅଛି ? ଏହି ମେଡିକାଲ୍ ମଧ୍ୟଭାରତର ଭାଇସରାୟ ସ୍ତ୍ରୀ ଏଲ୍ଗିନ୍ ନାଁରେ ବନାଯାଇଛି, ଏବେ ଏହି ରାଣୀ ଦୁର୍ଗାବତୀ ମେଡିକାଲ୍ ନାଁରେ ଜଣାଯାଏ , ଜବଲପୁର୍ ଏହା ପ୍ରଥମ ମେଡିକାଲ୍ ଅଟେ ।

୧୦) ସେ କେଉଁ ପଶୁ ଅଟେ ଯିଏ ଆଘାତ୍ ଲାଗିଲେ ମଣିଷଙ୍କ ଭଳି କାନ୍ଦିଥାଏ ? ଉତ୍ତର- ଭାଲୁ

୧୧) ସୁର୍ଯ୍ୟଙ୍କ କିରଣରେ କେତେ ରଙ୍ଗ ହୋଇଥାଏ ? ଉତ୍ତର- ରଙ୍ଗ- ବାଇଗଣି, ଜାମୁନି, ନୀଲ, ସବୁଜ, ହଳଦିଆ, ନାରଙ୍ଗୀ, ଲାଲ୍

୧୨) ଯଦି ଗୋଟେ ପୁଅ ଗୋଟେ ଝିଅକୁ ପ୍ରପୋଜ୍ କରିଥାଏ ତେବେ ପ୍ରପୋଜ କରିବାର କେଉଁ ଅପରାଧର ଶ୍ରେଣୀରେ ଆସିବ ? ଉତ୍ତର- ନା ସାର୍- ଆଇପିସି କେଉଁ ବି ସେକ୍ସନ୍ ରେ ପ୍ରପୋଜ୍ କରିବା ଅପରାଧ ଶ୍ରେଣୀରେରଖାଯାଇନାହିଁ ।

୧୩) କେଉଁ ଦେଶକୁ ଦକ୍ଷିଣ ବ୍ରିଟେନ୍ ନାଁରୁ ଜଣାଯାଏ ? ଉତର- ନ୍ୟୁଜିଲାଣ୍ତ

୧୪) ହାର୍ମୋନ୍ ଶନ୍ଦ ନାମକରଣ କିଏ କରିଥିଲେ ? ଉତ୍ତର- ବେଲିସ୍ ଆଣ୍ତ ଷ୍ଟାରଲିଙ୍ଗ୍

୧୫) କେଉଁ ଦେଶର ରାଷ୍ଟ୍ରପତିଙ୍କ୍ କାର୍ଯ୍ୟକାଳ ଏକ ବର୍ଷର ହୋଇଥାଏ ? ଉତ୍ତର –ସ୍ୱିଜରଲ୍ୟାଣ୍ତର ଦୁନିଆଁର ଏକମାତ୍ର ଦେଶ ଅଟେ, ଯେଉଁଠି ସବୁ ବର୍ଷ ରାଷ୍ଟ୍ରପତି ବଦଳିଥାନ୍ତି, ଏଠାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଏକ ବର୍ଷରୁ ଅଧିକା ହୋଇନଥାଏ, ତାହା ସହ ଆଉଥରେ ନିର୍ବାଚନ ଲଢିବାର ଅନୁମତି ବି ମିଳିନଥାଏ ।

୧୬) ଚନ୍ଦ୍ର୍ ପୃଷ୍ଠରେ ଖେଳାଯାଈଥିବା ପ୍ରଥମ ଖେଳ କେଉଁଟା ଥିଲା ? ଉତ୍ତର- ୧୯୭୧ ର ୬ ଫେବୃୟାରୀରେ ଅପୋଲୋ ୧୪ ଚନ୍ଦ୍ରପୃଷ୍ଠକୁ ଛୁଇଁଥିଲା ଏହି ମିଶନ୍ ରେ ଆସିଥିବା ଅନ୍ତରୀକ୍ଷଯାତ୍ରୀମାନେ ଏଲେନ୍ ସେଫାର୍ଡ ଗୋଲଫର୍ ଥିଲେ, ଓ ସେ ଏହି ମିଶନ୍ ଉପରେ ନିଜ ଗୋଲଫ୍ ଷ୍ଟିକ୍ ଓ ଗୋଲଫ୍ ବଲ୍ ବି ନେଇକରି ଆସିଥିଲେ, ସେ ଚନ୍ଦ୍ରପୃଷ୍ଠରେ ଗୋଲଫ୍ ଖେଳିଥିଲେ ।

Leave a Reply

Your email address will not be published. Required fields are marked *