October 18, 2024

Odia Express

Here, There and Everywhere

ଆଇଏଏସ୍ ଇଣ୍ଟରଭ୍ୟୁର ପ୍ରଶ୍ନ – Tajmahal ର ନିର୍ମାଣ ଆଗ୍ରାର ପୁର୍ବରୁ କେଉଁଠି ହେବାର ଥିଲା ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦେବେ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) ଏମିତି କେଉଁ ପଶୁ ଅଟେ ଯିଏ ୬ ଦିନ ଯାଏଁ ନିଜ ନିଶ୍ୱାସକୁ ଅଟକାଇପାରେ ?

ଉତ୍ତର- ବିଛା

୨) ଆମର ରାଷ୍ଟ୍ରିୟ ଗାନ କେଉଁଟା ଅଟେ ? ଉତ୍ତର- ବନ୍ଦେ ମାତରମ୍ ଆଶାର୍ଥୀ ବହୁତଥର ରାଷ୍ଟ୍ରିୟ ଗୀତ ଓ ରାଷ୍ଟ୍ରଗାନ ମଧ୍ୟରେ ଫସିଯାଆନ୍ତି, ଓ ରାଷ୍ଟ୍ରଗୀତ ଜନଗଣମନ କୁ କହନ୍ତି, କହିଦେବୁ କି ଜନଗଣମନ ଆମର ରାଷ୍ଟ୍ରଗାନ ଅଟେ ।

୩) ଭାରତର ରାଜଚିହ୍ନରେ ପ୍ରଯୁକ୍ତ ହେବାକୁ ଥିବା ଶବ୍ଦ ସତ୍ୟମେବ ଜୟତେ କେଉଁ ଉପନିଷଦରୁ ଅଣାଯାଇଛି ? ଉତ୍ତର- ମୁଣ୍ତକ ଉପନିଷଦ

୪) ସେ କଣ ଅଟେ ଯାହା ପାଖରେ ଯେତେ ହେବ ସେତେ କମ୍ ଦେଖାଯିବ ? ଉତ୍ତର- ଅନ୍ଧାର

୫) ୧ ଟଙ୍କାରେ ୪୦ ଟି ଚଢେଇ, ୩ ଟଙ୍କାର ଗୋଟିଏ ପାରା, ଓ ୫ ଟଙ୍କାରେ ଗୋଟେ କୁକୁଡା କୁହ ୧୦୦ ଟଙ୍କାରେ ୧୦୦ ପକ୍ଷୀ କିପରି ଆସିବେ ? ଉତ୍ତର- ୨ ଟଙ୍କାରେ ୮୦ ଟି ଚଢେଇ, ୩ ଟଙ୍କାରେ ୧ ପାରା, ୯୫ ଟଙ୍କାରେ ୧୯ ଟି କୁକୁଡା କିଣିକରି ୨+୩=୯୫ =୧୦୦ ରେ ୧୦୦ ପକ୍ଷୀ (୮୦+୧+୧୯=୧୦୦) ଆସିଯିବେ ।

୬) ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର କେଉଁଟା ଅଟେ ? ଉତ୍ତର- ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ନେପାଳ ଅଟେ ।

୭) ଗୋଟେ ବ୍ୟକ୍ତି ଗୋଟେ ଦିନରେ ଦୁଇଟି ବାହାଘର ହେଲା, ଓ କେଉଁ ଗଣ୍ତଗୋଳ ହେଲା ନାହିଁ କିପରି ? ଉତ୍ତର- ସେ ଲୋକ ଏକ ବ୍ରାହ୍ମଣ ଅଟେ ।

୮) ସବୁଠାରୁ ଶସ୍ତା ଇଣ୍ଟରନେଟ୍ କେଉଁ ଦେଶରେ ଅଛି ? ଉତ୍ତର- ଦୁନିଆଁର ସବୁଠାରୁ ଶସ୍ତା ଇଣ୍ଟରନେଟ୍ ଡାଟା ଭାରତରେ ଅଛି, ସବୁଠାରୁ ମହଙ୍ଗା ଡାଟା ଦକ୍ଷିଣ ଆଣ୍ଟାଲିଟିକ୍ ମହାସାଗରରେ ଥିବା ଆଫ୍ରିକା ଦେଶ ସେଣ୍ଟ୍ ହେଲେନାରେ, ଭାରତରେ ୧ ଜିବି ଡାଟା ପାଇଁ ପ୍ରାୟ ୭ ଟଙ୍କା ଦେବାକୁ ପଡେ କିନ୍ତୁ ସେଣ୍ଟ ହେଲେନାରେ ଏହାର ଖର୍ଚ୍ଚ ୩୮୩୨ ଟଙ୍କା ପାଇଁ ୧ ଜିବିର ଡାଟା ହୋଇଥାଏ ।

୯) ସବୁଠାରୁ ଶସ୍ତା ପେଟ୍ରୋଲ୍ କେଉଁ ଦେଶରେ ମିଳିଥାଏ ? ଉତ୍ତର- ବେନେଜୁଏଲା

୧୦)ବିଶ୍ୱରେ କେଉଁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ? ଉତ୍ତର- ସିରିମାବୋ ଭଣ୍ତାର ନାୟକେ(ଶ୍ରୀଲଙ୍କା)

୧୧) ବିଶ୍ୱର ସବୁଠାରୁ ଅଧିକା ଜନସଂଖ୍ୟା ବାଲା ସହର କେଉଁଟା ? ଉତ୍ତର- ଟୋକିଓ ଜାପାନ

୧୨) ଆଳୁର ଅକାଳ କେଉଁ ଦେଶରେ ହୋଇଥିଲା? ଉତ୍ତର- ଆୟରଲ୍ୟାଣ୍ତ

୧୩) କେଉଁ ଦେଶର ୟୁରୋନିୟମ୍ ସବୁଠାରୁ ବଡ୍ ଉତ୍ପାଦକ ଅଟେ ? ଉତ୍ତର- କାନାଡା

୧୪) ଦୁନିଆଁର ସବୁଠାରୁ ବଡ ଲୁହା ଅୟସ୍କ ଉତ୍ପାଦକ କିଏ ଅଟେ? ଉତ୍ତର- ବ୍ରାଜିଲିୟନ୍ ମାଇନିଙ୍ଗ୍ କର୍ପୋରେସନ୍ ବେଲ୍

୧୫) ଦୁନିଆଁର ସବୁଠାରୁ ବଡ କ୍ଷୀର ଉତ୍ପାଦକ ଦେଶ କିଏ ? ଉତ୍ତର- ଭାରତ

୧୬) SD କାର୍ଡ ପୁରା ନାଁ କଣ ? ଉତ୍ତର- Secure Digital Card ଅଟେ ।

୧୭) GPSର ପୁରା ନାଁ କଣ- Global positioning system ଅଟେ ।

୧୮) DSLR ର ପୁରା ନାଁ କଣ – Digital single lens reflex ଅଟେ ।

୧୯) ତାଜମହଲ ନିର୍ମାଣ ଆଗ୍ରାର ପୁର୍ବରୁ କେଉଁଠି ହେବାର ଥିଲା ? ଉତ୍ତର- ଏମିତି କୁହାଯାଏ କି ଏହାର ନିର୍ମାଣ ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ହେବାର ଥିଲା କିନ୍ତୁ ଉଇ ସମସ୍ୟା କାରଣରୁ ଆଗ୍ରାକୁ ସିପ୍ଟ କରିଦିଆଗଲା ।

Leave a Reply

Your email address will not be published. Required fields are marked *