October 19, 2024

Odia Express

Here, There and Everywhere

ଭାରତ ରତ୍ନ Award ମିଳିଲେ ସରକାର ଦେଇଥାଏ ବହୁତ ସାରା ସୁବିଧାଗୁଡିକ, ଏଠାରେ ଜାଣନ୍ତୁ କିପରି

ସବୁଦେଶରେ ଏମିତି ବହୁତ ମହାନ୍ ଲୋକ ଅଛନ୍ତି ଯିଏକି ଦେଶ ଓ ସମାଜ୍ ପାଇଁ କିଛି ବି ଭଲ କରିପାରନ୍ତି, ଏମିତି ଲୋକ ଅଲଗା ଅଲଗା କ୍ଷେତ୍ରରେ କିଛି ନା କିଛି ଭଲ କରନ୍ତି, ଓ ନାଁ କମାଇଥାନ୍ତି, ଆପଣଙ୍କୁ କହିଦେବୁ କି ସବୁ ଦେଶରେ ଏମିତି ଲୋକଙ୍କୁ ସମ୍ମାନିତ କରିବାପାଇଁ କିଛି ନା କିଛି ପୁରସ୍କାର କିମ୍ବା ସମ୍ମାନ ନିର୍ଦ୍ଧାରିତ କରାଯାଏ , ଏମିତି ପ୍ରାୟ ସବୁ ଦେଶରେ ହୋଇଥାଏ, ଆପଣଙ୍କୁ କହିଦେବୁ କି ଆମ ଦେଶରେ ବି ଏମିତି ହୋଇଥାଏ ।ଆପଣଙ୍କୁ କହିଦେବୁ କି ଭାରତ ଦେଶରେ ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ହୋଇଥାଏ, କିନ୍ତୁ ଏହାକୁ ପାଇବା ସେତେ କଠିନ ହୋଇଥାଏ, ଆପଣଙ୍କୁ କହିଦେବୁ କି ପ୍ରଥମେ ଏହି ସମ୍ମାନ କେବଳ ଜିବିତ ଲୋକଙ୍କୁ ଦିଆଯାଉଥିଲା,କିନ୍ତୁ ୧୯୫୫ ପରେ ମରଣୋପରାନ୍ତ ଏହି ସମ୍ମାନକୁ ଦେବାର ପ୍ରଥା ଆରମ୍ଭ୍ କରିଦିଆଗଲା,

କିନ୍ତୁ ଆପଣଙ୍କୁ ଜଣାଅଛି କି ଭାରତ ରତ୍ନ ପାଇବା ବାଲା ବ୍ୟକ୍ତି କେଉଁ କେଉଁ ସରକାରୀ ସୁବିଧା ଦିଆଯାଏ , ଯଦି ଆପଣ ଜାଣିନାହାନ୍ତି ତେବେ ଆପଣଙ୍କୁ ଆଜି କହିଦେବୁ, ସୁଚନାପାଇଁ କହିଦେବୁ କି ଭାରତରେ ପ୍ରଥମ ଭାରତ ରତ୍ନ ସମ୍ମାନ ୧୯୫୪ ରେ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କୁ ଦିଆଯାଇଥିଲା, ସେମିତି ଭାରତର ପୁର୍ବ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ୍ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି, ଏହା ଛଡା ବହୁତ ଲୋକ ଏହି ଆବାର୍ଡକୁ ହାସିଲ୍ କରି ଦେଶର ଗର୍ବ ଓ ଗୌରବକୁ ବଢାଇଛନ୍ତି ।

ସବୁଠାରୁ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ତରଫରୁ କେଉଁ ବ୍ୟକ୍ତିକୁ ଏହି ସମ୍ମାନ ଦିଆଯିବାପାଇଁ ସିଫାରିଶ୍ କରାଯାଏ , ରାଷ୍ଟ୍ରପତିଙ୍କ ଅନୁମତି ମିଳିବାପରେ ସେହି ବ୍ୟକ୍ତିକୁ ଭାରତ ରତ୍ନ ଦ୍ୱାରା ପୁରସ୍କୃତ କରାଯାଏ , ପୁରସ୍କାର ପ୍ରାପ୍ତ ବ୍ୟକ୍ତିକୁ ସରକାରଙ୍କ ତରଫରୁ ଏକ ପ୍ରମାଣ ପତ୍ର ଦିଆଯାଏ , ସାଥିରେ ପିତ୍ତଳର ଏକ ପତ୍ର ଆକୃତ ବାଲା ତମଗା ଦିଆଯାଏ, ଯେଉଁଥିରେ ସୁର୍ଯ୍ୟ ହୋଇଥାନ୍ତି, ଓ ହିନ୍ଦିରେ ଭାରତ ରତ୍ନ ଲେଖା ହୋଇଥାଏ, ସେମିତି ଏହାର ପଛରେ ଅଶୋକ ସ୍ତମ୍ଭ ହୋଇଥାଏ, ଓ ସତ୍ୟମେବ ଜୟତେ ଲେଖା ହୋଇଥାଏ ।

ଆପଣଙ୍କୁ କହିଦେବୁ କି ଭାରତ ରତ୍ନ ପାଉଥିବା ବ୍ୟକ୍ତିକୁ କେଉଁ ପୁରସ୍କାର ରାଶି ଦିଆଯାଏ ନାହିଁ କିନ୍ତୁ ତାକୁ ବିଶେଷ ରୁପରେ ସରକାରଙ୍କ ତରଫରୁ ବିଶେଷ ସୁଖ ସୁବିଧା ସବୁ ଦିଆଯାଏ, ଭାରତ ରତ୍ନ ପାଉଥିବା ବ୍ୟକ୍ତିକୁ ସରକାର ଟ୍ୟାକ୍ସ୍ ଦେବାକୁ ପଡେ ନାହିଁ, ଏହା ଛଡା ସେ ବ୍ୟକ୍ତି ରେଲୱେ ରେ ମାଗଣା ଯାତ୍ରା କରିପାରିବ, ଓ ଦିଲ୍ଲୀ ସରକାରରେ ମାଗଣା ବସ୍ ସେବା ଫାଇଦା ଉଠାଇପାରିବ, ଭାରତ ରତ୍ନ ପାଇବା ଲୋକ ସରକାରଙ୍କ ତରଫରୁ ୱାରଣ୍ଟ ଅଫ୍ ପ୍ରେସିଡେଣ୍ଟ ରେ ବି ଜାଗା ମିଳିଥାଏ ।

Leave a Reply

Your email address will not be published. Required fields are marked *